କରୋନା ଅପଡେଟ 24 ମାର୍ଚ୍ଚ 2020 ସକାଳ – ଜାଣନ୍ତୁ ବର୍ତ୍ତମାନର ସ୍ଥିତି

ସାରା ବିଶ୍ଵ ପାଇଁ ଏବେ ସବୁଠୁ ବଡ ଶତୃ ସାଜିଛି କରୋନା ଭାଇରସ । କରୋନାର ସମ୍ବନ୍ଧ ଏକ ଏମିତି ଭାଇରସ ପରିବାର ସହିତ ଅଟେ, ଯାହାର ସଂକ୍ରମଣରେ ଥଣ୍ଡା, ଜ୍ଵର ଓ ନିଶ୍ଵାସ ପ୍ରଶ୍ବାସରେ ସମସ୍ଯା ଦେଖା ଦେଇଥାଏ । ଏହି ଭାଇରସକୁ ପୂର୍ବରୁ କେବେ ବି ଦେଖା ଯାଇ ନଥିଲା । ଏହି ଭାଇରସର ସଂକ୍ରମଣ ଡିସେମ୍ବରରେ ଚୀନର ଊହାନ ସହରରୁ ଆରମ୍ଭ ହୋଇଥିଲା । ଏବେ ଏହା ସାରା ବିଶ୍ଵ ପାଇଁ ସଙ୍କଟ ସାଜିଛି । ଏ ପର୍ଯ୍ୟନ୍ତ ଏହି ଭାଇରସର ସଂକ୍ରମଣକୁ ଅଟକାଇବା ପାଇଁ କୌଣସି ଟୀକା ବାହାରି ନାହିଁ । ଏହି ଭାଇରସକୁ ବ୍ୟାପିବାରୁ ଅଟକାଇବାକୁ ହେଲେ ଏହାର ଲକ୍ଷଣକୁ ଜାଣି ସତର୍କ ରହିବା ଆବଶ୍ୟକ ।

>>Click Here>> କରୋନା ଅପଡେଟ 25 ମାର୍ଚ୍ଚ 2020 (ନୂଆ ଅପଡେଟ)

ଏହି କାରଣରୁ ଭାରତର ପାଖାପାଖି ସମସ୍ତ ରାଜ୍ୟରେ ଲକଡାଉନ ଲାଗୁ କରାଯାଇଛି । କିନ୍ତୁ କରୋନା ଭାଇରସକୁ ବ୍ୟାପିବାରୁ ଅଟକାଇବା ପାଇଁ ଉଠାଯାଇଥିବା ଏହି ପଦକ୍ଷେପ ପର୍ଯ୍ୟାପ୍ତ ନୁହେଁ । ବିଶେଷଜ୍ଞମାନଙ୍କର ମାନିବା ଅଟେ କି କରୋନା ଭାଇରସରେ ସଂକ୍ରମିତ ହେଉଥିବା ପ୍ରତି ୧୦୦୦ ଲୋକଙ୍କ ମଧ୍ୟରୁ ୯ ଜଣଙ୍କର ମୃତ୍ୟୁ ହେବାର ଆଶଙ୍କା ରହିଛି । ଏ ପର୍ଯ୍ୟନ୍ତ ଏହି ଭାଇରସ ଦ୍ଵାରା ବୃଦ୍ଧ ଲୋକଙ୍କର ମୃତ୍ୟୁହାର ସବୁଠୁ ଅଧିକ ଅଟେ ।

୨୪ ମାର୍ଚ୍ଚ ୧୧:୩୦ ପର୍ଯ୍ୟନ୍ତ ଅପଡେଟ

କରୋନାଭାଇରସ ସଂକ୍ରମଣ: ୩୮୧୭୬୧ (ୱାର୍ଲ୍ଡ ୱାଇଡ)

ମୃତ୍ୟୁ: ୧୬୫୫୮
ସୁସ୍ଥ ହେଇ ସାରିଲେଣି: ୧୦୨୪୨୯

ଟୋଟାଲ ଆକ୍ଟିଭ କେସ: ୨୬୨୭୭୪
ନର୍ମାଲ କାଣ୍ଡିସନ: ୨୫୦୭୧୨ ସିରିଅସ ବା କ୍ରିଟିକଲ: ୧୨୦୬୨

ଭାରତ ଅପଡେଟ –

କରୋନାଭାଇରସ ସଂକ୍ରମଣ: ୫୧୧
ମୃତ୍ୟୁ: ୧୦

କ୍ରମିକ ସଂଖ୍ୟା ଦେଶ ସଂକ୍ରମିତ ରୋଗୀ ସଂଖ୍ୟା ମୃତ ସୁସ୍ଥ ହେଇ ସାରିଲେଣି
ଚିନ୍ ୮୧୧୭୧ ୩୨୭୭ ୭୩୧୫୯
ଇଟାଲୀ ୬୩୯୨୭ ୬୦୭୭ ୭୪୩୨
ଆମେରିକା ୪୬୧୪୫ ୫୮୨ ୨୯୫
ସ୍ପେନ ୩୫୧୩୬ ୨୩୧୧ ୩୩୫୫
ଜର୍ମାନୀ ୨୯୦୫୬ ୧୨୩ ୪୫୩
ଇରାନ ୨୩୦୪୯ ୧୮୧୨ ୮୩୭୬
ଫ୍ରାନ୍ସ ୧୯୮୫୬ ୮୬୦ ୨୨୦୦
ଦକ୍ଷିଣ କୋରିଆ ୯୦୩୭ ୧୨୦ ୩୫୦୭
ସୁଇଜରଲ୍ୟାଣ୍ଡ ୮୭୯୫ ୧୨୦ ୧୩୧
୧୦ ବ୍ରିଟେନ ୬୬୫୦ ୩୩୫ ୧୩୫
୧୧ ନେଦରଲ୍ୟାଣ୍ଡ ୪୭୪୯ ୨୧୩
୨୮ ପାକିସ୍ତାନ ୮୭୫ ୧୩
୩୮ ଭାରତ ୫୧୧ ୧୦ ୩୭

 

COVID-19 ବିଶ୍ୱ ମାନଚିତ୍ର ଟ୍ରାକର୍