ତାହା କେଉଁ ଜିନିଷ ଅଟେ ଯାହାକୁ ସବୁ ମହିଳାମାନେ ସମସ୍ତଙ୍କୁ ଦେଇଥାନ୍ତି କିନ୍ତୁ ନିଜ ସ୍ଵାମୀଙ୍କୁ ଦିଅନ୍ତି ନାହିଁ ? ଏହା ସହିତ ଆହୁରି 24 ଟି GK Question ଓ Answer

ଆଜି ଆମେ ଆପଣଙ୍କ ସାମ୍ନାକୁ IASର ଇଣ୍ଟରଭିୟୁରେ ପ୍ରଶ୍ନ କରାଯାଇଥିବା କିଛି ପ୍ରଶ୍ନକୁ ନେଇ ଆସିଛୁ । ଏହି ପ୍ରଶ୍ନ ଗୁଡିକ ସହଜ ତ ଲାଗିଥାଏ କିନ୍ତୁ ଏହାର ଜବାବ ଦେବା ଏତେ ବି ସହଜ ହୋଇ ନ ଥାଏ । ଅନ୍ୟ ପଟେ ଏମିତି ବି କିଛି ପ୍ରଶ୍ନ ଅଛି ଯାହାର ପ୍ରଶ୍ନ ଶୁଣି ଲାଗିଥାଏ କି ଏହା ବହୁତ କଷ୍ଟ ପ୍ରଶ୍ନ ଅଟେ କିନ୍ତୁ ଏହାର ଜବାବ ବହୁତ ସହଜ ହୋଇଥାଏ ।

କିଛି ଏମିତି ହିଁ ପ୍ରଶ୍ନ ଏକ ଇଣ୍ଟରଭିୟୁରେ କରାଯାଇଛି ଯେମିତି କି ‘ଏମିତି କେଉଁ ଜିନିଷ ଅଛି ଯାହାକୁ ଚୋର ଦେଖି ପାରିବ କିନ୍ତୁ ଚୋରୀ କରି ପାରିବ ନାହିଁ ।‘ କଣ ଆପଣଙ୍କୁ ଏହାର ଜବାବ ଜଣା ଅଛି । ତେବେ ଏହିଭଳି କିଛି ପ୍ରଶ୍ନ ଓ ତାହାର ଉତ୍ତର ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ।

ପ୍ରଶ୍ନ – କେଉଁ ଦେଶର ଲୋକମାନଙ୍କୁ ବିଲକୁଲ ବି କ୍ରିକେଟ ଖେଳ ଜଣା ନାହିଁ ?

ଉତ୍ତର – ବ୍ରାଜିଲ

ପ୍ରଶ୍ନ – ଏମିତି କେଉଁ ଜିନିଷ ଅଛି ଯାହା ଆପଣଙ୍କର କିନ୍ତୁ ତାକୁ ଅନ୍ୟ ଲୋକମାନେ ବ୍ୟବହାର କରନ୍ତି ?

ଉତ୍ତର – ଆପଣଙ୍କ ନାମ

ପ୍ରଶ୍ନ – କେଉଁ ଜିନିଷକୁ ଗୋଟିଏ ଅନ୍ଧ ବ୍ୟକ୍ତି ବି ଦେଖି ପାରିବ ?

ଉତ୍ତର – ଅନ୍ଧକାର

ପ୍ରଶ୍ନ – ଦୁନିଆରେ ସବୁଠୁ ମହଙ୍ଗା ପାଣି କେଉଁ ଦେଶରେ ମିଳିଥାଏ ?

ଉତ୍ତର – ଫ୍ରାନ୍ସ

ପ୍ରଶ୍ନ – କେଉଁ ଦେଶରେ ବିବାହ କରିବା ପାଇଁ ପୁଅମାନଙ୍କ ସଂଖ୍ୟା ଝିଅମାନଙ୍କ ତୁଳନାରେ ବହୁତ କମ ଅଛି ?

ଉତ୍ତର – ବ୍ରାଜିଲ

ପ୍ରଶ୍ନ – ଭାରତରେ କେଉଁ ମୋବାଇଲ କମ୍ପାନୀର ଅଧିକ ମୋବାଇଲ ବିକ୍ରି ହୋଇଥାଏ ?

ଉତ୍ତର – MI

ପ୍ରଶ୍ନ – ଏମିତି କେଉଁ ଶବ୍ଦ ଅଛି ଯାହାକୁ ଲେଖା ଯାଏ ତ କିନ୍ତୁ ପଢି ହୁଏ ନାହିଁ ?

ଉତ୍ତର – ନାହିଁ ଶବ୍ଦ

ପ୍ରଶ୍ନ – ପତଞ୍ଜଳି କମ୍ପାନୀର ସ୍ଥାପନା କେବେ ହୋଇଥିଲା ?

ଉତ୍ତର – ୨୦୦୬

ପ୍ରଶ୍ନ – ଭାରତର କେଉଁ ଗ୍ରାମରେ ସବୁଠୁ ଅଧିକ ସଂସ୍କୃତି ଭାଷାର ପ୍ରୟୋଗ କରାଯାଏ ?

ଉତ୍ତର – Mattur Village

ପ୍ରଶ୍ନ – ଭାରତର ସମ୍ବିଧାନ କେଉଁ ବର୍ଷ ଲେଖା ଯାଇ ଥିଲା ?

ଉତ୍ତର – ୨୬ ନଭେମ୍ବର ୧୯୪୯

ପ୍ରଶ୍ନ – ଭାରତରେ ପ୍ରଥମ ସ୍ମାର୍ଟଫୋନ କେବେ ଲଞ୍ଚ ହୋଇଥିଲା ?

ଉତ୍ତର – ୨୨ ଅକ୍ଟୋବର ୨୦୦୮

ପ୍ରଶ୍ନ – କଳାପାଣିର ଦଣ୍ଡ କଥା ଶୁଣିଲେ କାହିଁକି ଜଣେ ଆରୋପି ବହୁତ ଭୟଭୀତ ହୋଇଯାଏ ?

ଉତ୍ତର – କାରଣ ସେଠି ତାକୁ ଭୋକିଲା ଓ ଶୋଷିଲା ରହିବାକୁ ପଡିଥାଏ

ପ୍ରଶ୍ନ – କେଉଁ ଦେଶରେ ଗୋଟିଏ ହେଲେ ବି ଝିଅ ନାହାନ୍ତି ?

ଉତ୍ତର – Vatican City

ପ୍ରଶ୍ନ – ବିଶ୍ଵର ସବୁଠୁ ବଡ ମସ୍ଜିଦ କେଉଁ ସ୍ଥାନରେ ଅବସ୍ଥିତ ?

ଉତ୍ତର – ସାଉଦୀ ଅରବ

ପ୍ରଶ୍ନ – କାଗଜ ପ୍ରସ୍ତୁତ କରିବା ପାଇଁ କେଉଁ ଗଛର ଉପଯୋଗ କରାଯାଏ ?

ଉତ୍ତର – ବାଉଁଶ ଗଛ

ପ୍ରଶ୍ନ – ଚନ୍ଦ୍ରମାକୁ ପୃଥିବୀର ପରିକ୍ରମା କରିବା ପାଇଁ କେତେ ଦିନ ଲାଗିଥାଏ ?

ଉତ୍ତର – ୨୭ ଦିନ ୮ ଘଣ୍ଟା

ପ୍ରଶ୍ନ – ତାହା କେଉଁ ଜିନିଷ ଅଟେ ଯାହାକୁ ସବୁ ମହିଳାମାନେ ସମସ୍ତଙ୍କୁ ଦେଇଥାନ୍ତି କିନ୍ତୁ ନିଜ ସ୍ଵାମୀଙ୍କୁ ଦିଅନ୍ତି ନାହିଁ ?

ଉତ୍ତର – ରାଖୀ

ପ୍ରଶ୍ନ – ଭାରତର କେଉଁ ରାଜ୍ୟରେ ସବୁଠୁ ଅଧିକ ପୋଲିସ ଷ୍ଟେସନ ଅଛି ?

ଉତ୍ତର – ତାମିଲନାଡୁ

ପ୍ରଶ୍ନ – ଏମିତି କେଉଁ ଗାଡି ଅଛି ଯାହାକୁ ଆଗପଟକୁ ଭଗବାନ ଓ ପଛପଟକୁ ମଣିଷ ତିଆରି କରିଛି ?

ଉତ୍ତର – ବଳଦଗାଡି

ପ୍ରଶ୍ନ – ଗୋଟିଏ ଟଙ୍କାରେ କେତେ ଅଣା ଅଛି ?

ଉତ୍ତର – ୧୬ ଅଣା

ପ୍ରଶ୍ନ – ଏମିତି କେଉଁ ଜୀବ ଅଛି ଯିଏ ନିଜର ଶରୀର ସମାନ ଭୋଜନ କରିଥାଏ ?

ଉତ୍ତର – କଇଁଛ

ପ୍ରଶ୍ନ – କେଉଁ ଦିନରେ ସଂଭୋଗ କରିବା ଦ୍ଵାରା ଘରେ ଦରିଦ୍ରତା ଆସିଥାଏ ?

ଉତ୍ତର – ନବରାତ୍ରିରେ ଶୁକ୍ରବାର ଦିନ

ପ୍ରଶ୍ନ – କେଉଁ ଦେଶର ଲୋକମାନେ ମୋବାଇଲ ଫୋନ ବ୍ୟବହାର କରନ୍ତି ନାହିଁ ?

ଉତ୍ତର – ପେରୁ ଦେଶର

ପ୍ରଶ୍ନ – ଭାରତର କେଉଁ ରାଜ୍ୟରେ ବିବାହ ପୂର୍ବରୁ ତାହାର ମା ସହିତ ସଂଭୋଗ କରିବାକୁ ପଡିଥାଏ ?

ଉତ୍ତର – ଛତ୍ତୀସଗଢର ଗରାସିୟା ଜନଜାତି

ଆଶକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।