ଏମିତି କେଉଁ ଜାଗା ଅଛି ଯେଉଁଠି, ଜଙ୍ଗଲ ଅଛି କିନ୍ତୁ ଗଛ ନାହିଁ, ସଡକ ଅଛି କିନ୍ତୁ ଗାଡି ନାହିଁ… ? ଏହା ସହ ଆହୁରି 15ଟି GK Question ଓ Answer

ଆଜି କାଲି ର ଯୁବ ପିଢ଼ୀଙ୍କ ଗୋଟେ ହିଁ ସ୍ଵପ୍ନ କି କିପରି ଭଲ ପାଠ ପଢିବେ ଏବଂ IAS ଅଫିସର ହେବେ । କିନ୍ତୁ ଆଇଏସ ଅଫିସର ହେବା ଏତେ ସହଜ ନୁହେଁ ଏଥି ପାଇଁ ବହୁତ ପରିଶ୍ରମ ଏବଂ ପରୀକ୍ଷା ଦେବାକୁ ପଡିଥାଏ । IAS ହେବା ପାଇଁ UPSC ପରୀକ୍ଷା ଦେବାକୁ ପଡେ । UPSC ଦେଶ ର ସବୁଠୁ କଠିନ ପରୀକ୍ଷା ଅଟେ । IAS ପରୀକ୍ଷା ରେ ପଚରା ଯାଉଥିବା ପ୍ରଶ୍ନ ଶୁଣିଲେ ଆପଣଙ୍କ ମୁଣ୍ଡ ବୁଲାଇ ଦେବ । ଆଜି ଆମେ ଆପଣଙ୍କ ପାଇଁ ଏହା ର କିଛି ପ୍ରଶ୍ନ ଉତ୍ତର ନେଇ ଆସିଛୁ ଯାହା ଆପଣଙ୍କୁ ବହୁତ ସାହାଯ୍ୟ କରିବ ।

ପ୍ରଶ୍ନ ୧:- ଭାରତର ସବୁଠାରୁ ବଡ଼ ଚିଡିଆ ଘର କେଉଁଠି ଅଛି?

ଉତ୍ତର:- କୋଲକାତା

ପ୍ରଶ୍ନ ୨:- କେଉଁ ଦେଶକୁ ତମ୍ବା ର ଦେଶ ବୋଲି କୁହାଯାଏ ?

ଉତ୍ତର:- ଜାମ୍ବିଆ କୁ ତମ୍ବା ର ଦେଶ ବୋଲି କୁହାଯାଏ ।

ପ୍ରଶ୍ନ ୩:- କେଉଁ ଜୀବର ହୃଦୟ ତା ମୁଣ୍ଡରେ ଥାଏ ?

 

ଉତ୍ତର:- ଚିଙ୍ଗୁଡ଼ି

ପ୍ରଶ୍ନ ୪:- ଦୁନିଆର ସବୁଠାରୁ ବୁଦ୍ଧିମାନ ଦେଶ କଣ ଅଟେ?

ଉତ୍ତର:- ହଂକଂ ଦୁନିଆର ସବୁଠାରୁ ବୁଦ୍ଧିମାନ ଦେଶ ଅଟେ ।

ପ୍ରଶ୍ନ ୫:- କେଉଁ ଜୀବକୁ ସବୁ ଜିନିଷ ୨ ଗୁଣ ଦେଖା ଯାଇଥାଏ ?

ଉତ୍ତର:- ହାତୀ

ପ୍ରଶ୍ନ ୬:- ବିଶ୍ଵର ସବୁଠାରୁ ସୁନ୍ଦର ନଗର କଣ ଅଟେ ?

ଉତ୍ତର:- ପ୍ୟାରିସ ବିଶ୍ଵର ସବୁଠାରୁ ସୁନ୍ଦର ନଗର ଅଟେ ।

ପ୍ରଶ୍ନ ୭:- କେଉଁ ଦେଶରେ ଜିନ୍ସ ପିନ୍ଧିଲେ ଦଣ୍ଡ ମିଳେ ?

ଉତ୍ତର:- ଉତ୍ତର କୋରିଆ ରେ ଜିନ୍ସ ପିନ୍ଧିଲେ ଦଣ୍ଡ ମିଳେ ।

ପ୍ରଶ୍ନ ୮:- ବନ୍ଦେ ମାତରମ କିଏ କହିଥିଲେ?

ଉତ୍ତର:- ବଙ୍କିମ ଚନ୍ଦ୍ର ଚାଟାର୍ଜୀ

ପ୍ରଶ୍ନ ୯:- ଭାରତର ପ୍ରଥମ କଥା କୁହା ଫିଲ୍ମ୍ କଣ ଥିଲା ?

ଉତ୍ତର:- ଆଲମ ଆରା

ପ୍ରଶ୍ନ ୧୦:- କେଉଁ ଜୀବର ରକ୍ତ ଧଳା ହୋଇଥାଏ ?

ଉତ୍ତର:- ଅସରପା ର ରକ୍ତ ଧଳା ହୋଇଥାଏ ।

ପ୍ରଶ୍ନ ୧୧:- ବଣ ର ଦେଶ କାହାକୁ କୁହାଯାଏ?

ଉତ୍ତର:- ଆଫ୍ରିକା

ପ୍ରଶ୍ନ ୧୨:- ଗୋଲ ଘର କେଉଁଠାରେ ଅଛି ?

ଉତ୍ତର:- ପାଟଣା ରେ ଗୋଲ ଘର ଅଛି ।

ପ୍ରଶ୍ନ ୧୩:- ସହର ର ସହର କାହାକୁ କୁହାଯାଏ?

ଉତ୍ତର:- ବେନିଷ

ପ୍ରଶ୍ନ ୧୪:- ଭାରତର ସର୍ବକ୍ଷଣ ବିଭାଗ କେଉଁଠାରେ ଅଛି ?

ଉତ୍ତର:- ଦେହେରାଦୁନ

ପ୍ରଶ୍ନ ୧୫:- ବିଶ୍ଵର ସବୁଠାରୁ ଧନୀ ଦେଶ କେଉଁ ଦେଶ ଅଟେ ?

ଉତ୍ତର:- କତର ବିଶ୍ଵର ସବୁଠାରୁ ଧନୀ ଦେଶ ଅଟେ ।

ପ୍ରଶ୍ନ ୧୬:- ଏମିତି କେଉଁ ଜାଗା ଅଛି ଯେଉଁଠି

ଜଙ୍ଗଲ ଅଛି କିନ୍ତୁ ଗଛ ନାହିଁ

ସଡକ ଅଛି କିନ୍ତୁ ଗାଡି ନାହିଁ

ସହର ଅଛି କିନ୍ତୁ ଘର ନାହିଁ

ଉତ୍ତର- ନକ୍ସା (Map)

ଆଶା କରୁଛୁ ଆପଣଙ୍କୁ ଏହି ପ୍ରଶ୍ନ ଉତ୍ତର ଭବିଷ୍ୟତରେ କାମରେ ଆସିବ । ଏହି ପରି ପ୍ରଶ୍ନ ଉତ୍ତର ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।