କେଉଁ ଦେଶରେ ଭାଇ ଭଉଣୀ ପରସ୍ପରକୁ ବିବାହ କରନ୍ତି ? GK ର 16 ଟି ପ୍ରଶ୍ନ ର ଉତ୍ତର ଦେଇକି ଦେଖାନ୍ତୁ

ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ IAS, IPS, UPSC ଭଳି ପରୀକ୍ଷାରେ ଆସିଥିବା ୧୫ ଟି ପ୍ରଶ୍ନ ଉତ୍ତର । ଯଦି ଆପଣ ଏହି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି ତେବେ ନିଶ୍ଚିନ୍ତ ଭାବରେ ଏହି ପ୍ରଶ୍ନ ଉତ୍ତର ଗୁଡ଼ିକୁ ପଢନ୍ତୁ । ଆଶା କରୁଛୁ ଆପଣଙ୍କୁ ଏହି ପ୍ରଶ୍ନ ଉତ୍ତର ଆଗାମୀ ସମୟରେ ସାହାଯ୍ୟ କରିବ । ତେବେ ଚାଲନ୍ତୁ ଜାଣିବା ।

ପ୍ରଶ୍ନ ୧:- କେଉଁ ରଙ୍ଗ ଭୋକକୁ ବଢାଇଥାଏ ?

ଉତ୍ତର:- ହଳଦିଆ ରଙ୍ଗ

ପ୍ରଶ୍ନ ୨:- ବିଶ୍ୱରେ ସର୍ବ ପ୍ରଥମ କେଉଁ ଦେଶର ସ୍ଥାପନ ହୋଇଥିଲା ?

ଉତ୍ତର:- ଆମେରିକା

ପ୍ରଶ୍ନ ୩:- ମୂଷା ମାନଙ୍କ ମନ୍ଦିର ଭାରତରେ କେଉଁ ରାଜ୍ୟରେ ଅଛି ?

ଉତ୍ତର:- ରାଜସ୍ଥାନ

ପ୍ରଶ୍ନ ୪:- କେଉଁ ଜିନିଷ ସବୁବେଳେ ଉପରକୁ ଯାଇଥାଏ କେବେ ତଳକୁ ଆସେନାହିଁ ?

ଉତ୍ତର :- ବୟସ

ପ୍ରଶ୍ନ ୫:- କେଉଁ ପରିବାର ରସ ପିଇଲେ ଆଖିର ଦୃଷ୍ଟଶକ୍ତି ବଢ଼ିଥାଏ ?

ଉତ୍ତର:- ପାଳଙ୍ଗ ଶାଗ ର ରସ ପିଇଲେ ଆଖିର ଦୃଷ୍ଟଶକ୍ତି ବଢ଼ିଥାଏ ।

ପ୍ରଶ୍ନ ୬:- ମହାଭାରତ ର ରଚନା କିଏ କହିଥିଲେ ?

ଉତ୍ତର:- ବେଦବ୍ୟାସ

ପ୍ରଶ୍ନ ୭:- କେଉଁ ସାପ ହୁଙ୍କା କରେ ନାହିଁ ?

ଉତ୍ତର:- କିଂ କୋବ୍ରା

ପ୍ରଶ୍ନ ୮:- ଏମିତି କେଉଁ ଜିନିଷ ଅଛି ଯାହା ଗରମ ହେଲେ ବସି ଯାଏ ?

ଉତ୍ତର:- ଅଣ୍ଡା

ପ୍ରଶ୍ନ ୯:- ସୌରମଣ୍ଡଳ ର ଖୋଜ କିଏ କରିଥିଲେ ?

ଉତ୍ତର:- କପର୍ଣିକସ

ପ୍ରଶ୍ନ ୧୦:- ପାଲଘାଟ ଦରା ଭାରତର କେଉଁ ରାଜ୍ୟରେ ଅଛି ?

ଉତ୍ତର:- କେରଳ

ପ୍ରଶ୍ନ ୧୧:- ସାର୍କ ର ମୁଖ୍ୟାଳୟ କେଉଁଠାରେ ଅଛି ?

ଉତ୍ତର:- କାଠମାଣ୍ଡୁ

ପ୍ରଶ୍ନ ୧୨:- ଉତ୍ତର ପ୍ରଦେଶ ର ରାଜକୀୟ ଫୁଲ କଣ ଅଟେ ?

ଉତ୍ତର:- ଟେଶୁ ର ଫୁଲ

ପ୍ରଶ୍ନ ୧୩:- ଇଣ୍ଡିଆ ଗେଟ ର ନିର୍ମାଣ କେବେ ହୋଇଥିଲା ?

ଉତ୍ତର:- ୧୯୩୧ ରେ ଇଣ୍ଡିଆ ଗେଟ ର ନିର୍ମାଣ ହୋଇଥିଲା ।

ପ୍ରଶ୍ନ ୧୪:- ନେପାଳ ର ରାଷ୍ଟ୍ରୀୟ ଖେଳ କଣ ଅଟେ ?

ଉତ୍ତର:- ଭଲିବଲ

ପ୍ରଶ୍ନ ୧୫:- ବିଶ୍ଵର ସବୁଠାରୁ ଛୋଟ ପକ୍ଷୀ କଣ ଅଟେ ?

ଉତ୍ତର:- ହମିଂବାର୍ଡ

ପ୍ରଶ୍ନ ୧୬:- କେଉଁ ଜାତିରେ ଭାଇ ଭଉଣୀ ପରସ୍ପରକୁ ବାହା ହୁଅନ୍ତି ?


ଉତ୍ତର- ଧୁରବା ଜନଜାତି

ଏହା ଥିଲା ୧୬ ଟି ମଜାଦାର GK ପ୍ରଶ୍ନ ଉତ୍ତର ଯାହା ଆପଣଙ୍କୁ ଆଗାମୀ ସମୟରେ ନିଶ୍ଚୟ କାମରେ ଆସିବ । ଏହି ପରି ପ୍ରଶ୍ନ ଗୁଡ଼ିକର ଉତ୍ତର ଦିଅନ୍ତୁ ଏବଂ ନିଜର IQ ଲେବେଲ ବଢାନ୍ତୁ । ଏମିତି ପ୍ରଶ୍ନ ଉତ୍ତର ଜାଣିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

ଆଶକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।