IPL ରେ ଏବେ ଯାଏ ହ୍ୟାଟ୍ରିକ ୱିକେଟ ନେଇଥିବା 16 ବୋଲର, 3 ନଂ ନା ଦେଖିଲେ ବିଶ୍ଵାସ ହେବ ନାହିଁ

ଆଇପିଏଲର ଲଗାତାର ତିନୋଟି ବଳରେ ତିନୋଟି ଖେଳାଳି ଙ୍କୁ ଆଉଟ କରି ଷ୍ହ୍ୟାଟ୍ରିକ ନେଇଥିବା କିଛି ବୋଲରଙ୍କ ବିଷୟରେ ଜାଣିବା । ୨୦୦୮ ର ଆଇପିଏଲ ର ପ୍ରଥମ ସିଜନ ରେ ଚେନାଇ ସୁପେର କିଙ୍ଘ ର ଖେଳଦୀ ଲକ୍ଷ୍ମୀ ପତି ବାଲାଜି ଆଇପିଏଲ ରେ ପ୍ରଥମ ହ୍ୟାଟ୍ରିକ ନେଇଥିବା ଖେଲାଡ଼ି ଅଟନ୍ତି । ସେ ଏହି ମ୍ୟାଚରେ କିଙ୍ଘସ ଇଲେଭେନ ପଞ୍ଜାଵ ର ପୀୟୂଷ ଚାଉଲା , ଇର୍ଫନ ପଠାନ ଓ ବି ଅର ବି ସିଂ ଙ୍କୁ ଆଉଟ କରାଇଥିଲେ ।

ଅମିତ ମିଶ୍ର

୨୦୦୮ରେ ଦିଲ୍ଲୀ ଦେୟର ଦେବିଲସ ର ଅମିତ ମିଶ୍ର ଡେକାନ ଚାରଯେସ ର ରବି ତେଜା , ପ୍ରଜ୍ଞାନ ଓଝା ଓ ଆର ପି ସିଙ୍ଗ ଙ୍କୁ ଆଉଟ କରି ହ୍ୟାଟ୍ରିକ ନେଇଥିଲେ । ୨୦୧୧ରେ ଅମିତ ଡେକାନ ଚାରଯେସ ତରଫରୁ ଖେଳି କିଙ୍ଘସ ଏଲେଭେନ ର ୩ତ ଖେଳାଳିଙ୍କୁ ଆଉଟ କରି ଦ୍ଵିତୀୟ ବାର ହ୍ୟାଟ୍ରିକ ନେଇଥିଲେ ।

ମାଖାୟା ଏଣ୍ଟିନି

ଚେନାଇ ଶୁପର୍ କିଙ୍ଗ ର ମାଖାୟା ଏଣ୍ଟିନି କେ କେ ଅର ର ସୌରଭ ଗାଙ୍ଗୁଲି , ଦେବବ୍ରତ ରାଜ ଓ ଡେଭିଡ ହାଶିଙ୍କୁ ବ୍ଲଡ଼ କରି ହ୍ୟାଟ୍ରିକ ବିକେଟ ନେଇଥିଲେ ।

ଯୁବରାଜ ସିଙ୍ଗ

୨୦୦୯ ଆଇପିଏଲ ରେ ଯୁବରାଜ ସିଙ୍ଘ ଦୁଇଟି ହ୍ୟାଟ୍ରିକ ନେଇଥିଲେ । କିଙ୍ଘସ ଏଲେଭେନ ର ଯୁବରାଜ ସିଙ୍ଘ ପ୍ରଥମ ହ୍ୟାଟ୍ରିକ ଆର ସି ବି ର ରବିନ ଉଥାପା , ଜ୍ୟାକ କ୍ୟାଳିଶ ଓ ମାର୍କ ବାଉଚର ଙ୍କୁ ଆଉଟ କରିଥିଲେ । ଦ୍ଵିତୀୟରେ ଡେକାନ ଚାରଯେସର ହରସଲ ବିବଶ, ବେଣୁ ଗୋପାଳ ଓ ଆଣ୍ଡ୍ରୟୁ ସାଇମଣ୍ଡସ ଙ୍କୁ ଆଉଟ କରାଇ ଥିଲେ ।

ରୋହିତ ଶର୍ମା

ରୋହିତ ଶର୍ମା ମୁ।ବାଇ ଇଣ୍ଡିଆନ୍ସର ଅବିଶେକ ନାୟର , ହରଭଜନ ସିଙ୍ଘ ଓ ଜେପି ଦୁମନୀ ଙ୍କୁ ଆଉଟ କରି ହ୍ୟାଟ୍ରିକ ନେଇଥିଲେ ।

ପ୍ରବୀଣ କୁମାର

୨୦୧୦ ଆଇପିଏଲ ରେ ଆରସିବି ର ପ୍ରବୀଣ କୁମର ଗୋଟିଏ ଓବର ର ଦ୍ଵିତୀୟ ତୃତୀୟ ଚତୁର୍ଥ ବଳରେ ତିନି ଜଣ ଖେଳାଳିଙ୍କୁ ଆଉଟ କରି ଏହି ହ୍ୟାଟ୍ରିକ ର ସଫଳତା ଅର୍ଜନ କରିଥିଲଡ଼ ଏଥିରେ ସେ ପ୍ରମୁଖ ବ୍ୟାଟ୍ସ ମ୍ୟାନ ଡେମୀୟନ ମାର୍ଟିନଙ୍କୁ ୱିକେଟ ସାମିଲ ଥିଲା ।

ଅଜିତ ଚଣ୍ଡୀଲା

୨୦୧୧ ଆଇପିଏଲ ରେ ରାଜସ୍ଥାନ ରାୟଲ ର  ଅଜିତ ଚଣ୍ଡୀଲା ପୁନେ ବରୀୟର ର କ୍ୟାପଟେନ ସୌରଭ ଗାଙ୍ଗୁଲି , ଜେଶି ରାଇଡ଼ର ଓ ରବିନ ଉଥାପାଙ୍କୁ ଆଉଟ କାରାଇ ଥିଲେ
୨୦୧୩ ଆଇପିଏଲ ରେ ଦୁଇ ଜଣ ଖେଳାଳି ହ୍ୟାଟ୍ରିକ ନେଇଥିଲେ । ଅମିତ ମିଶ୍ର ସନରାଇଜର ହାଇଦ୍ରାବାଦ ତରଫରୁ ଖେଳି ପୁନେ ବରୀୟର ର ଭୁବନେଶ୍ୱର କୁମାର , ରାହୁଲ କୁମାର ଓ ଅଶୋକ ଦିଣ୍ଡା କୁ ଆଉଟ କରି ତୃତୀୟ ହ୍ୟାଟ୍ରିକ ଅର୍ଜନ କରିଥିଲେ ।

ସୁନୀଲ ନାରାୟନ

କେ କେ ଅର ର ସୁନୀଲ ନାରାୟଣ ପଂଜ୍ଵ ଏଲେଭେନ ର ଦେବୀଡ଼ ହାଶି , ଆଝାର ମେହମୁଦ ଓ ଗୁର୍କିରତ ସିଙ୍ଘଙ୍କୁ ଆଉଟ କରି ହ୍ୟାଟ୍ରି ନେଇଥିଲେ ।

ପ୍ରବୀଣ ତାଂବେ

 

୨୦୧୪ ରେ ପ୍ରବୀଣ ତାଂବେ କେ କେ ଆର ର ଖେଳାଳି ମନୀଷ ପାଣ୍ଡେ , ୟୁସୁଫ ପଠାନ ଓ ନେଥର ଲାଣ୍ଡ ର ଏକ ଖେଳାଳି ଙ୍କୁ ଆଉଟ କରି ହ୍ୟାଟ୍ରିକ ଅର୍ଜନ କରିଥିଲେ

ଶେନ ଉଅଟସନ

୨୦୧୪ ରେ ଶେନ ବାଟସନ ସନ ରାଇଜର ର ଶିଖର ଧ୍ବନ , ହାନରିକ ଓ କରନ ଶର୍ମାଙ୍କୁ ଆଉଟ କରି ହ୍ୟାଟ୍ରିକ ନେଇଥିଲେ ।

ଅକ୍ଷର ପଟେଲ

କିଙ୍ଘସ ଇଲେଭେନ ର ଅକ୍ଷର ପଟେଲ ୨୦୧୬ ରେ ଗୁଜରାଟ ଲୟନ୍ସର ଦିନେଶ୍ୱ କାର୍ତିକ , ବ୍ରାଭୋ ଓ ରବୀନ୍ଦ୍ର ଜାଡେଜାଙ୍କୁ ଆଉଟ କରି ହ୍ୟାଟ୍ରିକ ନେଇଥିଲେ ।
୨୦୧୭ ରେ ତିନୋଟି ହ୍ୟାଟ୍ରିକ ହୋଇଥିଲା

ସମୁଏଲ ବଦ୍ରୀ

ସାମୁଏଲ ବଦ୍ରୀ ମୁମ୍ବାଇ ଇଣ୍ଡିଆନ୍ସ ର ପାର୍ଥିବ ପଟେଲ , ମିଚେଲ ଓ ରୋହିତ ଶର୍ମାଙ୍କୁ ଆଉଟ କରି ହ୍ୟାଟ୍ରିକ ନେଇଥିଲେ ।

ଆଣ୍ଡ୍ରୟୁ ଟାଏ

ଆଣ୍ଡ୍ରୟୁ ଟାଏ ରାଜିଙ୍ଗ ପୁନେ ଶୁପର୍ ଜ୍ୟାଣ୍ଟ ର ଅଙ୍କିତ ଶର୍ମା , ମନୋଜ ଟିବାରି ଓ ଶରଦୁଲ ଠାକୁର ଆଉଟ କରି ହ୍ୟାଟ୍ରିକ ନେଇଥିଲେ ।

ଜୟଦେବ ଉନାଦକର

ଜୟଦେବ ଉନାଦକର ସନ ରାଇଜର ହାଇଦ୍ରାବାଦ ର ବିପୁଳ ଶର୍ମା , ରାଜ଼ହିଦ ଖାନ ଓ ଭୁବନେଶ୍ୱର କୁମାରକୁ ଆଉଟ କରି ହ୍ୟାଟ୍ରିକ ନେଇଥିଲେ ।
୨୦୧୯ ରେ ଦୁଇଟି ହ୍ୟାଟ୍ରିକ ହୋଇଥିଲା ।

ଶ୍ୟାମ କାରଣ

କିଙ୍ଘସ ଏଲେଭେନ ର ଶ୍ୟାମ କରଣ ଦିଲ୍ଲୀର ହରସଲ ପଟେଲ , କଗୀଶ ରାବାଡ଼ା ଓ ସନ୍ଦୀପ ଲାମୀଚାନେ ଙ୍କୁ ଆଉଟ କରି ହ୍ୟାଟ୍ରିକ ନେଇଥିଲେ ।

ଶ୍ରେୟାଶ ଗୋପାଳ

ଶ୍ରେୟାଶ ଭୋପାଳ ଅର ସି ବି ର ବିରାଟ କୋହଲି , ଏବିଡିଭିଲିଏର୍ସ ଓ ମାର୍କସ ତୋୟାନିସ ଙ୍କୁ ଆଉଟ କରି ହ୍ୟାଟ୍ରିକ ନେଇଥିଲେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।