ଓଡ଼ିଶାରେ ତୁଳସୀ କ୍ଷେତ୍ର କାହାକୁ କୁହାଯାଏ ! ମାଆ ଠୁ ଜନମ, ମାଆ ଛୁଇଁଲେ ମରଣ ତାହା କଣ, ଉତ୍ତର ଜାଣିଛନ୍ତି କି ! ଏମିତି ଆହୁରି 10 GK Question ଓ Answer

ନମସ୍କାର ବନ୍ଧୁଗଣ, ପରୀକ୍ଷା ଇଣ୍ଟରଭିଉରେ ଏମିତି କିଛି ପ୍ରଶ୍ନ ପଚରା ଯାଇଥାଏ ଯାହା ଆପଣଙ୍କୁ ଦ୍ଵନ୍ଦରେ ପକାଇଥାଏ । ବହୁତ କଠିନ ପ୍ରଶ୍ନ ମଧ୍ୟ ଏହି ଇଣ୍ଟରଭିଉରେ ପଚରା ଯାଏ ଯାହାକୁ ଶୁଣି ଆପଣଙ୍କ ଦୀମାଗ ଗୋଲ ହୋଇଯାଏ । ଉତ୍ତର କଣ ହେବ ଆପଣ ଭାବି ବୁଲନ୍ତି କିନ୍ତୁ ଆପଣ ଭାବୁଥିବା ଉତ୍ତର ବହୁତ ସହଜ ହୋଇଥାଏ । ଏହି ପ୍ରଶ୍ନ କେବଳ ଆପଣଙ୍କ ମାନସିକ ଦକ୍ଷତା ଟେଷ୍ଟ କରିବା ପାଇଁ ପଚରା ଯାଇଥାଏ । ତେବେ ଆସନ୍ତୁ ଏଭଳି କିଛି ପ୍ରଶ୍ନ ଗୁଡ଼ିକ ବିଷୟରେ ଆଲୋଚନା କରିବା । ଯାହା ଆପଣଙ୍କ ପାଇଁ ଖୁବ ଦରକାରୀ ହେବ । ଦେଖିବା ଆପଣ ଏହି ପ୍ରଶ୍ନ ଗୁଡିକ ମଧ୍ୟରୁ କେତୋଟିର ସଠିକ ଉତ୍ତର ଦେଇ ପାରୁଛନ୍ତି ।

ପ୍ରଶ୍ନ :- ତାହା କଣ ଯାହା ନିଆ ଜଳେଇବାପାଇଁ ଓ ନିଆ ଲିଭାଇବା ପାଇଁ ବ୍ୟବହାର କରାଯାଏ ?

ଉତ୍ତର:- ପବନ

ପ୍ରଶ୍ନ:- ସେ କେଉଁ ମାତା ଯିଏ ସବୁବେଳେ ବୁଲୁଥାଏ ?

ଉତ୍ତର:- ଧରିତ୍ରୀ ମାତା

ପ୍ରଶ୍ନ :- ଏମିତି ଏକ ଫଲ ଯାହାର ପ୍ରଥମ ଅକ୍ଷର କାଟି ଦେଲେ ଓଡ଼ିଶାର ଏକ ରାଜ୍ୟର ନାମ ହେବ ?

ଉତ୍ତର:- ସପୁରୀ

ପ୍ରଶ୍ନ:- ମାଆ ଠାରୁ ଜନ୍ମ ହୁଏ, ମାକୁ ଛୁଇଁଲେ ମରିଯାଏ, ତାହା କଣ ?

ଉତ୍ତର:- ଲୁଣ

ପ୍ରଶ୍ନ:- ସେ କିଏ ଯାହାର ପେଟ ଫୁଲେଇ ଥିଲେ ମଧ୍ୟ ଓଷଧ ନଖାଇ ବର୍ଷ ବର୍ଷ ଧରି ବିଛଣାରେ ସୋଇଥାଏ ?

ଉତ୍ତର:- ତକିଆ

ପ୍ରଶ୍ନ:- ଓଡ଼ିଶାରେ ତୁଳସୀ କ୍ଷେତ୍ର କାହାକୁ କୁହାଯାଏ ?

ଉତ୍ତର :- କେନ୍ଦ୍ରାପଡ଼ା

ପ୍ରଶ୍ନ :- ଓଡ଼ିଶାର କୈଳାସ କେଉଁ ସ୍ଥାନକୁ କୁହାଯାଇଥାଏ ?

ଉତ୍ତର:- ଢେ଼ଙ୍କାନାଳ ଜିଲ୍ଲାରେ ଥିବା କପିଳାସ ପର୍ବତକୁ ଓଡ଼ିଶାର କୈଳାସ କୁହାଯାଇଥାଏ

ପ୍ରଶ୍ନ:- ଇସ୍ପାତ ସହର କାହାକୁ କୁହାଯାଏ ?

ଉତ୍ତର:- ରାଉଲକେଲା

ପ୍ରଶ୍ନ :- ଓଡ଼ିଶାର ଭାତହାଣ୍ଡି କାହାକୁ କୁହାଯାଏ ?

ଉତ୍ତର:- ଦାରିଙ୍ଗବାଡି

ପ୍ରଶ୍ନ:- ମୌର୍ଯ୍ୟ ସାମ୍ରାଜ୍ୟର ସ୍ଥାପନା କିଏ କରିଥିଲେ ?

ଉତ୍ତର:- ଚନ୍ଦ୍ରଗୁପ୍ତ ମୌର୍ଯ୍ୟ

ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।