ଗୋଟେ ସ୍ତ୍ରୀ କେତେ ଥର ଛୁଆ ଜନ୍ମ କରି ପାରିବ? ଏହା ସହିତ ଆହୁରି 10ଟି GK Question ଓ Answer

ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଚୁ କୁଇଜର ମଜାଦାର ପ୍ରଶ୍ନ ଏବଂ ଉତ୍ତର । ଏହି ପ୍ରଶ୍ନ ଉତ୍ତର ଆପଣଙ୍କୁ ନିଜର ବୁଦ୍ଧି ଏବଂ ଜେନେରାଲ ନଲେଜ୍ ବଢ଼ାଇବାରେ ସାହାଯ୍ୟ କରିବ । ଏହି ପ୍ରଶ୍ନ ଉତ୍ତର ଆପଣଙ୍କ ଦ୍ଵାରା ପ୍ରସ୍ତୁତି କରୁଥିବା UPSC, IPS, IAS ଏବଂ ବିଭିନ୍ନ ଇଣ୍ଟର୍ବିୟୁ ରେ ସାହାଯ୍ୟ କରିବ । ତେବେ ଚାଲନ୍ତୁ ଜାଣିବା

ପ୍ରଶ୍ନ ୧:- କେଉଁ କାରଣରୁ କ୍ଷୀର ଛିଣ୍ଡି ଯାଇଥାଏ?

ଉତ୍ତର:- ଜୀବାଣୁ ପାଇଁ କ୍ଷୀର ଛିଣ୍ଡି ଯାଇଥାଏ ।

ପ୍ରଶ୍ନ ୨:- ଗୋଟେ ସ୍ତ୍ରୀ କେତେ ଥର ଛୁଆ ଜନ୍ମ କରି ପାରିବ?

ଉତ୍ତର:- ଗୋଟେ ସ୍ତ୍ରୀ ୪୦ ଥର ଛୁଆ ଜନ୍ମ କରି ପାରେ ।

ପ୍ରଶ୍ନ ୩:- ଘୋଡ଼ା ର ଶରୀର ରେ କଣ ନା ଥାଏ?

ଉତ୍ତର:- ଗଲ୍ ବ୍ଲାଡର

ପ୍ରଶ୍ନ ୪:- ଟର୍ଚ୍ଚ କୁ ହିନ୍ଦୀ ରେ କଣ କୁହା ଯାଏ?

ଉତ୍ତର:- ଟର୍ଚ୍ଚ କୁ ହିନ୍ଦୀ ରେ ମଶାଲ କୁହା ଯାଏ ।

ପ୍ରଶ୍ନ ୫:- ଗଛ ଉପରେ ଝୁଲୁଥିବା ସବୁଠୁ ବଡ଼ ଫଳ କଣ ଅଟେ?

ଉତ୍ତର:- ପଣସ ସବୁଠାରୁ ବଡ଼ ଫଳ ଅଟେ ।

ପ୍ରଶ୍ନ ୬:- ଲିଫ୍ଟ ର ଖୋଜ କିଏ କରିଥିଲେ?

ଉତ୍ତର:- ଏଲିଶା ଲିଫ୍ଟ ର ଖୋଜ କରିଥିଲେ ।

ପ୍ରଶ୍ନ ୭:- କିଏ କହିଥିଲେ ଦେଶକୁ ପୂଜା କରିବା ହିଁ ରାମ ଙ୍କୁ ପୂଜା କରିବା?

 

ଉତ୍ତର:- ମଦନ ଲାଲ୍ ଢିଂରା

ପ୍ରଶ୍ନ ୮:- ପୃଥିବୀ ରେ ସବୁଠାରୁ ବେଶୀ କେଉଁ ଗ୍ୟାସ୍ ଅଛି?

ଉତ୍ତର:- ପୃଥିବୀରେ ସବୁଠୁ ବେଶି ଅକ୍ସିଜେନ୍ ଗ୍ୟାସ୍ ଅଛି ।

ପ୍ରଶ୍ନ ୯:- ରେଳ ଗାଡ଼ିର ଡବା କେଉଁଠି ତିଆରି ହୋଇଥାଏ?

ଉତ୍ତର:- କପୂର୍ଥଳା ରେ ତିଆରି ହୋଇଥାଏ ।

ପ୍ରଶ୍ନ ୧୦:- କେଉଁ ପକ୍ଷୀ ନିଜ କାନ ଦ୍ଵାରା ଦେଖୁଥାଏ?

ଉତ୍ତର:- ବାଦୁଡି ନିଜ କାନ ଦ୍ଵାରା ଦେଖିଥିଲେ ।

ଏହା ଥିଲା ୧୦ ଟି କୁଇଜ ପ୍ରଶ୍ନ ଉତ୍ତର । ଆଶକରୁଛୁ ଆମର ଏହି ମେଜେଦାର ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।