ଆଜିର ରାଶିଫଳ, 10 ସେପ୍ଟେମ୍ବର 2020, ଗୁରୁବାର, ମା ଲକ୍ଷ୍ମୀଙ୍କର କୃପା ରହିବ ଏହି ୫ଟି ରାଶି ଉପରେ, ଧନଲାଭର ବନୁଛି ଯୋଗ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ। ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ। ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ। ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ। ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ। ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୦ ସେପ୍ଟେମ୍ବର ୨୦୨୦ର ଦୈନିକ ରାଶିଫଳ। ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ। କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ।

ମେଷ

ଆପଣଙ୍କ ପାରିବାରିକ ସମ୍ପର୍କ ମଜବୁତ ରହିବ। କିଛି ନୂଆ କାମ ଆରମ୍ଭ କରିବେ। କୌଣସି କାମ କରିବା ପୂର୍ବରୁ ମା ବାପାଙ୍କ ରାୟ ନେଇ କାର୍ଯ୍ୟ କରନ୍ତୁ। ବ୍ୟବସାୟ ବିସ୍ତାର କରିବା ଆପଣ ଯୋଜନା କରିବେ। କାର୍ଯ୍ୟ କ୍ଷେତ୍ରରେ ବାତାବରଣ ଅନୁକୂଳ ରହିବ। ଅଟକିଥିବା ଧନ ଫେରିପାରେ। ପୁରୁଣା ଋଣରୁ ଆପଣଙ୍କୁ ମୁକ୍ତି ମିଳିପାରେ। ଅଧିକାରୀଙ୍କ ସହଯୋଗ ମିଳିପାରେ। ବୈବାହିକ ଜୀବନ ମଧୁର ରହିବ। ଜୀବନସାଥି ସହ ଛୋଟୋ ମୋଟୋ ବିବାଦ ଲାଗି ପାରେ। ଆପଣ ଗୁରୁଙ୍କର ଆଶୀର୍ବାଦ ନିଅନ୍ତୁ। ଆପଣଙ୍କୁ ସବୁ କାର୍ଯ୍ୟରେ ସଫଳତା ହାସିଲ ହେବ।

ବୃଷ

ଆଜି ଆପଣଙ୍କର ଦିନଟି ମନ ମୁତାବାକ ରହିବ। ଆପଣଙ୍କୁ ଧନ ଲାଭର ଅବସର ମିଳିପାରେ। କୌଣସି ପାଖ ସାଙ୍ଗ ସହ ଦେଖା କରିବା ଦ୍ଵାରା ଆପଣଙ୍କ ଲାଭ ହୋଇପାରେ। ଆପଣ ଭଲ ଗଣିତଜ୍ଞ ହୋଇ ପାରିବେ କିନ୍ତୁ ସଂସ୍କୃତରେ ରୁଚି ରହିପାରେ। ସେଥିପାଇଁ ଆପଣ କୌଣସି କାର୍ଯ୍ୟକୁ କରିବା ପୂର୍ବରୁ ତାକୁ ଭଲଭାବେ ବୁଝି ବିଚାରି ନିଅନ୍ତୁ। ଏହା ପରେ କାର୍ଯ୍ୟଟିକୁ କରନ୍ତୁ। ଆପଣ ଏହି ସମୟରେ ନିଜ ଉପରେ ଅଧିକ ବିଶ୍ଵାସ କରନ୍ତୁ ଓ ଅନ୍ୟ ଉପରେ ବିଶ୍ଵାସ କମ କରିବେ। ସକାଳୁ ଉଠିକି ଭଗବାନଙ୍କୁ ପ୍ରଣାମ କରନ୍ତୁ। ଦାମ୍ପତ୍ୟ ଜୀବନ ସମ୍ବନ୍ଧ ଭଲ ରହିବ।

ମିଥୁନ

ଆଜି ଆପଣଙ୍କର ଦିନଟି ଭଲ ରହିବ। ଘରର କୌଣସି ଅତିଥି ଆସିବା ଦ୍ଵାରା ଘରେ ଖୁସିର ଲହରୀ ଖେଳିଯିବ। ଆପଣଙ୍କର ବଡ ବ୍ୟକ୍ତି ସହିତ ଦେଖା ହୋଇପାରେ। ଏହି ସମୟଟି ବିଦ୍ୟାର୍ଥୀଙ୍କ ପାଇଁ ଭଲ ଅଟେ। ରଚନାତ୍ମକ ଓ କଳାତ୍ମକ କାମରେ ରୁଚି ବଢିପାରେ। ସୁଖ ସୁବିଧା ବୃଦ୍ଧି ହେବ। ବାପାଙ୍କ ସହ ସମ୍ବନ୍ଧ ଭଲ ରହିବ। ମନରେ କିଛି ଦ୍ଵନ୍ଦ ନ ରଖି କଥା କହିବେ। ଆକସ୍ମିକ ଧନ ଲାଭ ହେବ। ଯାହା ଦ୍ଵାରା ଆର୍ଥିକ ସ୍ଥିତି ମଜବୁତ ରହିବ। ଅଟକିଥିବା ଟଙ୍କା ଆପଣଙ୍କୁ ଶୀଘ୍ର ମିଳିପାରେ। ରୁଣ ନେବାର କିମ୍ବା ଦେବାରେ ବଞ୍ଚନ୍ତୁ। ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ।

କର୍କଟ

ଆଜି ଆପଣଙ୍କର ଦିନଟି ସାମାନ୍ୟ ରହିବ। ଏହି ରାଶିର ଛାତ୍ରମାନଙ୍କ ପାଇଁ ଆଜିର ଦିନଟି ବହୁତ ମହତ୍ବପୂର୍ଣ ରହିବ। ଆପଣଙ୍କ ସନ୍ତାନକୁ କିଛି ଭଲ ଫଳ ମିଳିବ। ତାଙ୍କର ପ୍ରଗତିକୁ ଦେଖି ଆପଣଙ୍କ ମନ ବି ବହୁତ ପ୍ରସନ୍ନ ହୋଇଯିବ। ବ୍ୟବସାୟକୁ ଆଗକୁ ବଢେଇବା ପାଇଁ ନିଜର ପାଦକୁ ଆଗକୁ ବଢାନ୍ତୁ। ଉନ୍ନତି ପାଇଁ ରାସ୍ତା ଖୋଲିଯିବ। ଚାକିରି କ୍ଷେତ୍ରରେ ଉନ୍ନତି ହେବାର ସମ୍ଭାବନା ଅଛି। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।ମାନସିକ ଦୁର୍ଭବନା ଠାରୁ ବଞ୍ଚନ୍ତୁ। ଜରୁରୀ ଓ ଗରିବ ଲୋକମାନଙ୍କୁ ବସ୍ତ୍ର ଦାନ କରନ୍ତୁ, ନିଜର ସବୁ ଚିନ୍ତା ଦୂରେଇ ଯିବ।

ସିଂହ

ଆଜି ଆପଣଙ୍କ ଦିନଟି ଠିକ ଠାକ ରହିବ। ଅଫିସରେ ଆପଣଙ୍କ ଇଜ୍ଜତ ବଢିବ। ଯଦି କୌଣସି ବ୍ୟକ୍ତି ଆପଣଙ୍କୁ ବେଶି ପ୍ରଶଂସା କରୁଛନ୍ତି ତେବେ ତାଙ୍କ ଠାରୁ ଦୂରେଇ ରୁହନ୍ତୁ। ଘର ପରିବାରର ସହଯୋଗ ଦ୍ଵାରା ଆପଣ ନୂଆ କାର୍ଯ୍ୟ ଆରମ୍ଭ କରିବେ। କିଛି ମାଙ୍ଗଳିକ କାର୍ଯ୍ୟ ସମ୍ପର୍ଣ୍ଣ ହେବାର ସମ୍ଭାବନା ଅଛି। କାର୍ଯ୍ୟ କ୍ଷେତ୍ରରେ ପରିଶ୍ରମ ଅଧିକ କରିବେ। କିନ୍ତୁ ଛୋଟୋ ଛୋଟୋ ଚିନ୍ତା ମଧ୍ୟ ଆସିପାରେ। ପିଲାମାନଙ୍କ ସ୍ଵଭାବରେ କିଛି ପରିବର୍ତ୍ତନ ହୋଇପାରେ। ଓସ୍ତ ଗଛ ପାଖରେ ତେଲର ଦୀପ ଜଲାନ୍ତୁ। ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ।

କନ୍ୟା

ଆଜି ଆପଣଙ୍କର ଦିନଟି ବହୁତ ଭଲ ରହିବ। ପିଲାମାନଙ୍କୁ ଅଧିକ ସମୟ ଦିଅନ୍ତୁ। ଯାହା ଦ୍ଵାରା ଆପଣଙ୍କ ସମ୍ପର୍କ ମଜବୁତ ରହିବ। ଟଙ୍କା କମେଇବାର ନୂଆ ଚାନ୍ସ ସାମ୍ନାକୁ ଆସିପାରେ। ଆପଣଙ୍କୁ ପୁରୁଣା ଧାର ଉଧାରରୁ ମୁକ୍ତି ମିଳିବ। ଯଦି ଆପଣ ବ୍ୟାଙ୍କରେ ଲୋନ ପାଇଁ ଆବେଦନ କରିଛନ୍ତି ତେବେ ତାହା ଜଲଦି ପାସ ହୋଇଯିବ। ପାଠ ପଢା ପ୍ରତି ଆପଣଙ୍କର ଇଚ୍ଛା ବଢିବ। ତାଙ୍କ ଆଉ ବିଜନେସ ମାମଲା ଉପରେ ଧ୍ୟାନ ଦେବାକୁ ହେବ। ଧନର ବ୍ୟୟ ଅଧିକ ରହିବ। ଜମି ବାଡି ଓ ଶେୟାର ବଜାରରେ ନିବେଶ ଲାଭଦାୟକ ରହିବ। ଜରୁରୀ ଲୋକମାନଙ୍କୁ କିଛି ଉପହାର ପ୍ରଦାନ କରନ୍ତୁ। ପ୍ରେମ ସମ୍ବନ୍ଧ ଭଲ ରହିବ।

ତୁଳା

ଆଜି ଆପଣଙ୍କର ଦିନଟି ଠିକ ଠାକ ରହିବ। ଗୁରୁଜନମାନଙ୍କର ଆଶୀର୍ବାଦ ନେବା ଦ୍ଵାରା କାର୍ଯ୍ୟ ସଫଳ ହେବ। ପରିବାରରେ କିଛି ବିବାଦର ସ୍ଥିତି ଆସିପାରେ। ଘରର ସଦସ୍ୟ ସହିତ ତାଳମେଳ ଓ ଏକତା ଦେଖା ଦେଇପାରେ। ଘରର ପରିସ୍ଥିତି ହଲ୍ଲକା ଫୁଲକା ରହିପାରେ। କିନ୍ତୁ ଏହି ପରିସ୍ଥିତି ଅଳ୍ପ ସମୟ ପାଇଁ ରହିବ। ଧନର ବ୍ୟୟ ସମ୍ଭାଳି କରି କରନ୍ତୁ। ଘର ପରିବାରର ସହିତ ସମୟ ବିତାଇବାକୁ ଚେଷ୍ଟା କରନ୍ତୁ। ଯାହା ଦ୍ଵାରା ଭାଇ ବନ୍ଧୁଙ୍କ ସହ ସାମଞ୍ଜସ୍ୟ ଭଲ ରହିବ। ଧନ ସମ୍ବନ୍ଧିତ ମାମଲାରେ ଦେଖିକି ଚାଲନ୍ତୁ। ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ, ଆପଣଙ୍କର ସମସ୍ୟା ଦୂର ହୋଇଯିବ।

ବିଚ୍ଛା

ଆଜି ଆପଣ ପରିଶ୍ରମ ଦ୍ଵାରା ସବୁ କ୍ଷେତ୍ରରେ ସଫଳ ହେବେ। ପାରିବାରିକ ଜୀବନ ଭଲରେ ବ୍ୟତୀତ ହେବ। ବ୍ୟାପାରରେ ଭଲ ଲାଭ ଦ୍ଵାରା ସମସ୍ତ କଷ୍ଟ ଓ ବାଧା ବିଘ୍ନ ଦୂରେଇ ଯିବେ। ନୂତନ ବସ୍ତ୍ର ଭୂଷଣ ଏବଂ ସୁନ୍ଦରତା ପଛରେ ବହୁତ ଖର୍ଚ ହେବ। ଜୀବନସାଥି ଦ୍ଵାରା ଆପଣଙ୍କୁ ଲାଭ ମିଳିବ। ଛାତ୍ରମାନେ ଶିକ୍ଷା ପ୍ରତି ରୁଚି ରଖିବେ। ଯାହା ଦ୍ଵାରା ପରୀକ୍ଷାରେ ସଫଳ ହେବେ। କାର୍ଯ୍ୟରେ ସଫଳତା ହେବାରୁ ମନ ପ୍ରଫୁଲିତ୍ତ ରହିବ। ସୂର୍ଯ୍ୟଙ୍କୁ ନମସ୍କାର କରନ୍ତୁ , ଆପଣଙ୍କର ରାସ୍ତା ଆପେ ଆପେ ଖୋଲିଯିବ।

ଧନୁ

ଆଜି ସବୁ କ୍ଷେତ୍ରରେ ସଫଳତା ମିଳିବ। କାମ କରିବାର ନୂଆ ଚାନ୍ସ ମିଳିପାରେ। ସବୁଠୁ ଅଧିକ ମା ବାପାଙ୍କର ଯତ୍ନ ନିଅନ୍ତୁ। ଆପଣ ମା ବାପାଙ୍କ ସେବା କରିବା ଦ୍ଵାରା ସବୁ କଷ୍ଟ ଦୂର ହୋଇଯିବ। ଘର ପରିବାର କିଛି ମାଙ୍ଗଳିକ କାର୍ଯ୍ୟ ସମ୍ପୂର୍ଣ ହେବ। ଅନାବଶ୍ୟକ ବିବାଦ ଦ୍ଵାରା ପରିବାରର ମତଭେଦ ହେବାର ସମ୍ଭାବନା ଅଛି। ଆପଣଙ୍କ କାର୍ଯ୍ୟରେ ଉଚ୍ଚ ଅଧିକାରୀ ଆପଣଏନକେ ପ୍ରତି ପ୍ରସନ୍ନ ରହିବେ। ମନ୍ଦିରରେ କିଛି ବସ୍ତ୍ର ଦାନ କରନ୍ତୁ।

ମକର

ଆଜି ଆପଣ କୋଣସି ମିତ୍ର ସହିତ ବୁଲାବୁଲି କରିବାକୁ ଯିବେ। ଆପଣଙ୍କ ଜୀବନ ସାଥି ସହିତ ସମ୍ବନ୍ଧ ଭଲ ରହିବ। ସେଥିପାଇଁ ସମସ୍ତଙ୍କ ସହିତ ମଧୁର ସମ୍ବନ୍ଧ କରିବା ପାଇଁ ଚେଷ୍ଟା କରନ୍ତୁ। ଯାହା ଫଳରେ ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ଆର୍ଥିକ କ୍ଷେତ୍ରରେ ଆପଣଙ୍କୁ ଭଲ ପରିଣାମ ମିଳିବ। ଏହି କ୍ଷେତ୍ରରେ ଭାଗ୍ୟ ଆପଣଙ୍କୁ ପୁରା ସାଥ ଦେବ। ଯାହା ଫଳରେ ଆର୍ଥିକ ସ୍ଥିତି ମଜବୁତ ପାଇଁ ଅବସର ମିଳିବ। ସହକର୍ମୀଙ୍କ ସହଯୋଗ ମିଳିବ। କିନ୍ତୁ ଆପଣଙ୍କ ଇଚ୍ଛା ମୁତବକ ହେବ ନାହିଁ। କାମ କାର୍ଯ୍ୟ କ୍ଷେତ୍ରରେ ଭଲ ସଫଳତା ମିଳିବ। ଟଙ୍କା କାରୋବାରରେ ସାବଧାନ ରୁହନ୍ତୁ। ମନ୍ଦିରରେ କିଛି ସମୟ ବିତାନ୍ତୁ ସବୁ ଅସୁବିଧା ଦୂର ହେବ।

କୁମ୍ଭ

ଆଜି ଆପଣ ଫୁରତିଲା ଅନୁଭବ କରିବେ। ଛାତ୍ରଙ୍କ ପାଇଁ ଦିନଟି ଭଲ ରହିବ। ସନ୍ତାନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ। ସମସ୍ତଙ୍କ ପ୍ରତି ସମାନ ବ୍ୟବହାର କରିବା ପାଇଁ ଚେଷ୍ଟା କରନ୍ତୁ। ଆର୍ଥିକ ସମସ୍ୟା ରହିପାରେ। କାର୍ଯ୍ୟ କ୍ଷେତ୍ରରେ ପରିଶ୍ରମର ଫଳ ପାଇବେ। ଆପଣ ଅଳ୍ପ ଚିନ୍ତାଗ୍ରସ୍ତ ରହିପାରନ୍ତି ସେଥିପାଇଁ କୌଣସି ଗୁରୁତ୍ବପୂର୍ଣ କାର୍ଯ୍ୟ କରନ୍ତୁ ନାହିଁ ନଚେତ କ୍ଷତିରେ ପଡିବେ। ଆପଣ ଆପଣଙ୍କ ଘର ବାହାରେ ମାଟି ପାତ୍ରରେ ଚଢେଇ ପାଇଁ ପାଣି ରଖନ୍ତୁ ସବୁ କାର୍ଯ୍ୟ ସଫଳ ହେବ।

ମୀନ

ଆଜି ଆପଣ କିଛି ନୂଆ ଶିଖିବାକୁ ଚେଷ୍ଟା କରିବେ। ଓକିଲମାନଙ୍କୁ ସଫଳତା ମିଳିବ। କୌଣସି ଜରୁରୀ କେସ ଆପଣଙ୍କ ସପକ୍ଷରେ ଯିବ। ସ୍ଵାଦିଷ୍ଟ ଖାଦ୍ୟ ଖାଇବେ। ସରକାରୀ ଚାକିରି କ୍ଷେତ୍ରରେ ଲାଭ ମିଳିବ। ପୈତୃକ ବ୍ୟବସାୟରେ ଲାଭ ମିଳିବ। କାର୍ଯ୍ୟ କ୍ଷେତ୍ରରେ ଅଧିକ କାର୍ଯ୍ୟ ଯୋଗୁଁ ଆଳସ୍ୟ ଅନୁଭବ କରିବେ। କାମରେ ମନ ଲାଗିବ ନାହିଁ। ବ୍ୟବସାୟରେ ଲାଭ ମିଳିବ ସ୍ତ୍ରୀ ଓ ସନ୍ତାନଙ୍କ ଠାରୁ ଲାଭ ମିଳିବ। ସୂର୍ଯ୍ୟ ଦେବଙ୍କୁ ଆପଣ ଦିତୀୟ ଭାବରେ ଗୋଚର କରୁଥିବାରୁ କୁଟୁମ୍ବଙ୍କ ସହ ମନାନ୍ତର ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ। କୌଣସି ସମସ୍ୟା ରହିବ ନାହିଁ। ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ। ଆପଣଙ୍କର ସବୁ କାର୍ଜ୍ୟରେ ସଫଳତା ମିଳିବ। ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ।