୫ କୋଟିରୁ ଉର୍ଦ୍ଧ ଥର ଦେଖା ସରିଲାଣି ଏହି ଭିଡିଓ, ନିଜେ ନଦେଖିବା ଯାଏ ବିଶ୍ବାସ କରିପାରିବେନି ଏଥିରେ କଣ ଅଛି ଖାସ ??

୫ କୋଟିରୁ ଉର୍ଦ୍ଧ ଥର ଦେଖା ସରିଲାଣି ଏହି ଭିଡିଓ

ଆଜିକାଲିର ଦୁନିଆକୁ ଟେକନୋଲଜି ପୁରା ପୁରି ବଦଳେଇ ସରିଲାଣି। ନୂଆ ନୂଆ ଗୈଜେଟ୍ ଓ ମେସିନ ସାହାଯ୍ୟରେ ବଡ ବଡ କାମ ମଧ୍ୟ କମ ସମୟରେ ହେଇ ପାରୁଛି। କିନ୍ତୁ ଥରେ ଭାବନ୍ତୁ ଯଦି ଆପଣ ଏକ ଅଜଣା ଜଙ୍ଗଲରେ କିମ୍ବା କଊ ନିର୍ଜନ ଦ୍ଵୀପ ରେ ଏକୁଟିଆ ଅଛନ୍ତି। ଆପଣ କେମିତି ବଞ୍ଚିକି ରହି ପାରିବେ? ଏମେଇତି ପରିସ୍ଥିତି ଉପରେ ଆଧାରିତ ଏକ ୟୁଟୁବ ଚ୍ଯାନେଲ “ପ୍ରିମିଟିଭ ଟେକନୋଲଜି”। କିଛି ଦିନ ପୁରବାରୁ ଏହି ଚ୍ଯାନେଲ ଟି ନାହୁତ ଲୋକପ୍ରିୟତ ହାସଲ କରି ସରିଛି। ଏହାର ସବୁ ଭିଡିଓ ୬୦ କୋଟିରୁ ଅଧିକ ଦେଖା ସରିଲାଣି।

ଏହାର “ଟାଇଲ୍ଡ ଋଫ ହଟ” ଏକ ଭିଡିଓ ଯାହାକୁ କି ଲୋକମାନେ ସାଡେ ୫ କୋଟିରୁ ଉର୍ଦ୍ଧ ଥର ଦେଖି ସାରିଲେଣି। ଏହି ଚ୍ଯାନେଲ ର ଭିଡିଓ ଗୁଡିକରେ ଦେଖା ଯାଇଥାଏ କି ଆଦିମ କାଳରେ ମଣିଷ ମାନେ ଇପାରି ବାସ କରୁଥିଲେ।

ଏହାର ସମସ୍ତ ଭିଡିଓ ହାରାହାରି ୧୫ ମିନିଟ ର ହୋଇଥାଏ, ଯେଉଥିରେ କି ଆପଣ ଆଧୁନିକତାର କିଛି ବି କଟାହ ଦେଖିବାକୁ ପାଇବେନି।

ଟାଇଲ୍ଡ ଋଫ ହଟ

ସୁପର ହିଟ୍ ଭିଡିଓ “ଟାଇଲ୍ଡ ଋଫ ହଟ” ରେ ଆପଣ ଦେଖିବାକୁ ପାଇବେ କି କେମିତି ଜଣେ ଲୋକ କୌଣସି ଆଧୁନିକ ଉପକରଣ ବିନା ମାଟିର ଟାଇଲ ରେ ଏକେ ସୁନ୍ଦର ଘର ତିଆରି କରୁଛି। ଏଥିରେ ବ୍ୟବହୃତ ହେଇଥିବା କୁରାଢି ବି ଲୁହାର ନୁହେ, ପଥରରେ ତିଆରି। ଏହି କୁରାଢି ସାହାଯ୍ୟରେ କଥା କାଟି ଘର ର ଢାଞ୍ଚା ପ୍ରଥମେ ତିଆରି ହେଇଛି। ତାପରେ କଥା ଫ୍ରେମରେ ମାଟି ଟାଇଲ ବନେଇକି, ତ ଦ୍ୱାରା ଏକ ସୁନ୍ଦର ଘର ତିଆରି ହେଇଛି।

ଜନ ପ୍ଳାଣ୍ଟ କୁହନ୍ତି କି ଭଉତ ଲୋକ ତାଙ୍କ ତାଙ୍କ ଭିଡିଓ ଦେଖି କହିଥାନ୍ତି କି ସେ ଏମିତି ଆଦିମ ଜୀବନ ବଞ୍ଚିଥାନ୍ତି, କେଇନ୍ତୁ ସେମିତି କିଛି ନୁହେ। ସେ କୁହନ୍ତି କି ସେ ଆମ ଭଳି ସାଧାରଣ ଘରେ ରୁହନ୍ତି ଓ ଆମ ଭଳି ଖାଦ୍ଯ ଖାଇଥାନ୍ତି। କିନ୍ତୁ ବହୁତ ବର୍ଷ ହେଲା ସେ ଆଦିମ ମଣିଷ କେମିତି ବଞ୍ଚୁଥିଲା ସେ ତାର ଅଭ୍ଯାସ କରି ଆସୁଛନ୍ତି, ଯାହାକି ଆଗରୁ ଲୋକଙ୍କୁ ଜଣ ନଥିଲା। ହେଲେ ଏବେ ତାଙ୍କ ପାଖରେ ଗୋଟେ କ୍ଯାମରା ଅଛି, ଯାହାଦ୍ୱାରା ସେ ସବୁ କାମର ଭିଡିଓ ରେକର୍ଡିଂ କରି ଅନେକ ଲୋକଙ୍କ ପାଖରେ ପହଞ୍ଚି ପାରୁଛନ୍ତି।