ଆଜିର ରାଶିଫଳ, ୨୬ ଜାନୁୟାରୀ ୨୦୨୦, ରବିବାର, ମା ଲକ୍ଷ୍ମୀ ଙ୍କ କୃପା ବର୍ଷିବ ଏହି ୩ଟି ରାଶି ଉପରେ

ଆଜି ରବିବାର ୨୬ ଜାନୁୟାରୀ ଦିନ ଆପଣଙ୍କ ପାଇଁ କେମିତି ରହିବ ? ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆସିପାରେ ? ଏହା ସହିତ ଆଜି ଆପଣ ନିଜ ଜୀବନରେ କେଉଁ ସବୁ ନୂତନ ଜିନିଷ ଦେଖିବେ ? ଆପଣଙ୍କର ଏହି ସମସ୍ତ ପ୍ରଶ୍ନ ଓ ଅନ୍ୟ କେତେକ ପ୍ରଶ୍ନ ଗୁଡିକର ଜବାବ ଆଜି ଆମେ ନେଇ ଆସିଛୁ । ଏହି ସମସ୍ତ ଜବାବ ଆପଣ ଆମର ରହି ରାଶିଫଳ ମାଧ୍ୟମରେ ଜାଣି ପାରିବେ ।

୧ – ମେଷ

ଆଜି ଆପଣ ନିଜର ନୂତନ କାର୍ଯ୍ୟରେ କାହାର ଉପଦେଶ ନେଇ ପାରନ୍ତି । ଆପଣଙ୍କ ଲାଭ ନିଶ୍ଚିତ ହେବ । କୌଣସି ପ୍ରକାରର କାମ ବି ଯଦି ବନ୍ଦ ହୋଇ ପଡି ରହିଛି ତେବେ ତାହା ବହୁତ ଜଲ୍ଦି ଆରମ୍ଭ ହୋଇଯିବ । ମିତ୍ରମାନଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ । ରାଜକାର୍ଯ୍ୟରେ ସଫଳତା ମିଳିବ । କୋର୍ଟ କଚେରୀ ମାମଲାରେ ବିଜୟ ପ୍ରବଳ ଯୋଗ ଅଛି । ବହୁତ ଦିନ ହେବେ ଯେଉଁ ସମସ୍ୟାରେ ଆପଣ ଚିନ୍ତିତ ଥିଲେ ତାହା ସମଧାନ ହୋଇଯିବ ।

୨ – ବୃଷ

ଆଜି ଘର ଲୋକମାନେ ଓ ମିତ୍ରମାନଙ୍କ ନକାରାତ୍ମକ ସ୍ୱଭାବକୁ ନେଇ ଆପଣ ଅଳ୍ପ ସତର୍କ ରହିବା ଦରକାର । ସାମାଜିକ ଗତିବିଧିରେ ଭଲ ରହିବେ । ମିତ୍ରମାନଙ୍କ ସଂଖ୍ୟାରେ ବୁଦ୍ଧି ହେବ । ସମ୍ପର୍କ ଓ ସୂଚନା କ୍ଷେତ୍ରରେ ଭଲ ରହିବ । ଲାଇଫଷ୍ଟାଇଲରେ ସୁଧାର ଆସିବ । ଭ୍ରମଣ ଓ ମନୋରଞ୍ଜନରେ ରୁଚି ରହିବ । ମାନସିକ ରୂପରେ ବ୍ୟସ୍ତ ରହିବେ । ପରିଜନଙ୍କ ସହିତ ବିବାଦ ହୋଇପାରେ ।

୩ – ମିଥୁନ

ଆଜି ଆପଣଙ୍କ ବ୍ୟାପାରରେ ବହୁତ ସଫଳତା ମିଳିବ । ଆଇନ ମାମଲାରେ ଫସି ଯାଆନ୍ତୁ ନାହିଁ, ଏହାର ଧ୍ୟାନ ନିଶ୍ଚିତ ରଖନ୍ତୁ । ଯଦି ଆପଣ ବହୁତ ଦିନ ହେବ କାମ କାର୍ଯ୍ୟରେ ଅସୁବିଧା ଅନୁଭବ କରୁଛନ୍ତି ତେବେ ଆଜିର ଦିନ ଆପଣଙ୍କୁ ଆରାମ ମିଳିପାରେ । ଶୁଣିଥିବା କଥାରେ ଆଖି ବନ୍ଦ କରି ବିଶ୍ଵାସ କରନ୍ତୁ ନାହିଁ ଓ ତାହାର ସତ୍ୟତାକୁ ଜାଣିବା ପାଇଁ ଚେଷ୍ଟା କରନ୍ତୁ । କାହା ସହିତ ବି ଟଙ୍କାର ଡିଲ କରୁଛନ୍ତି ତେବେ ସେଥିରେ ସଫଳ ରହିବ । ଦେଶ ବିଦେଶରେ ଚାଲୁଥିବା ବ୍ୟବସାୟରେ ଲାଭ ମିଳିବ ।

୪ – କର୍କଟ

ଆଜିର ଦିନ ଆପଣଙ୍କ ପାଇଁ ଭଲ ରହିବାର ଅଛି । ଖୁସି ହୋଇ ଯାଆନ୍ତୁ କାରଣ ଭଲ ସମୟ ଆସି ଯାଇଛି । କୌଣସି ନୂଆ ବିଚାର ଆପଣଙ୍କୁ ଆର୍ଥିକ ରୂପରେ ଲାଭ ଦେଇପାରେ । ଆଜି ପିଲାମାନଙ୍କ ସହିତ କେଉଁଠି ବୁଲିବାକୁ ଯାଇ ପାରନ୍ତି । ବିଜନେସରେ ପୁରୁଣା କଥାକୁ ପଛରେ ଛାଡି ଆଗକୁ ବଢିବାକୁ ଚେଷ୍ଟା କରନ୍ତୁ । ଆପଣଙ୍କର ଚେଷ୍ଟା ଫଳଦାୟୀ ରହିବ । ଜୀବନସାଥୀଙ୍କ କଥାକୁ ଗମ୍ଭୀରତାର ସହ ନିଅନ୍ତୁ ନାହିଁ ।

୫ – ସିଂହ

ଆଜି ଶାରୀରିକ ତଥା ମାନସିକ ସ୍ୱାସ୍ଥ୍ୟ ଭଲ ରହିବ । ଚାକିରି – ବ୍ୟବସାୟରେ ସହକର୍ମୀଙ୍କ ସହଯୋଗ ମିଳିବ । ଘରେ ଆନନ୍ଦ ଓ ଉତ୍ସାହର ବାତାବରଣ ରହିବ । ପରିବାରର ସାଥ ମିଳିବ । ପ୍ରଭୁଙ୍କ ନାମ ନେଇ କାମ ଆରମ୍ଭ କରନ୍ତୁ । ସଫଳତା ନିଶ୍ଚିତ ମିଳିବ । ଆଜିର ଦିନରେ ଆପଣଙ୍କୁ ଅଚାନକ ଲାଭ ମିଳିପାରେ, ଯାହା ଦ୍ଵାରା ଆପଣଙ୍କ ଖୁସି ଦ୍ଵିଗୁଣିତ ହୋଇଯିବ ।

୬ – କନ୍ୟା

ଆଜି ଆପଣଙ୍କୁ ନିଜର ପ୍ରତିସ୍ପର୍ଧିମାନଙ୍କ ସହିତ ବାଦ – ବିବାଦ କରନ୍ତୁ ନାହିଁ । ଆଜି ଆପଣଙ୍କୁ ଶାରୀରିକ ରୂପରେ ଅସୁସ୍ଥତା ହୋଇପାରେ । କିନ୍ତୁ ପୁଣି ବି ମାନସିକ ରୂପରେ ପ୍ରସନ୍ନତା ମିଳିବ । ଆପଣଙ୍କ ଆଜିର ଦିନ ମିଶ୍ରିତ ଫଳଦାୟୀ ରହିବ । ଆଜି ଆପଣଙ୍କୁ ସାହାର୍ଯ୍ୟ ଦରକାର ପଡିପାରେ । ନିଜ ଲୋକମାନଙ୍କ ସହଯୋଗ ଦ୍ଵାରା ଆପଣ ନିଜର ସମସ୍ୟାକୁ ସହଜରେ ସମଧାନ କରି ପାରିବେ ।

୭ – ତୁଳା

ଆଜି ଆପଣଙ୍କ ଦିନ ଆନନ୍ଦପୂର୍ବକ ବ୍ୟତୀତ ହେବ । କାର୍ଯ୍ୟଶୈଳୀରେ ଚେଞ୍ଜେସ ଆସିପାରେ । ଧନଲାଭ ହେବ । ନିବେଶ ଶୁଭ ରହିବ । ଭବନ ବଦଳିବାର ଯୋଗ ଅଛି । ସାଂସାରିକ ମୋହ ମାୟା ଠାରୁ ଦୂରରେ ରହିବେ । ନିଜର ବ୍ୟବହାର ଦ୍ଵାରା ଲୋକମାନେ ଖୁସିରେ ରହିବେ । ଦ୍ଵିତୀୟ ବ୍ୟକ୍ତିଙ୍କ ମାମଲାରେ ଦଖଲ ଦିଅନ୍ତୁ ନାହିଁ । ଆତ୍ମବିଶ୍ଵାସରେ କମ ହୋଇପାରେ । କର୍ମ କରନ୍ତୁ ଆପଣଙ୍କୁ ସଫଳତା ନିଶ୍ଚିତ ମିଳିବ ।

୮ – ବିଚ୍ଛା

ଆଜି ଯଦି ଆପଣ କିଛି କାମକୁ ଧ୍ୟାନର ସହ କରିବେ, ତେବେ ସେଥିରେ ସକାରାତ୍ମକ ଚେଞ୍ଜେସ ଆସିପାରେ । ପାର୍ଟନର କାରଣରୁ ସମାଜ ଓ ସମ୍ପର୍କୀୟମାନଙ୍କ ମଧ୍ୟରେ ମାନ ବଢିବ । ଆଜି ଘରେ ପାର୍ଟିର ଆୟୋଜନ ବି ହୋଇପାରେ । ଆପଣଙ୍କୁ ଆଜି ଶାରୀରିକ ତଥା ମାନସିକ ରୂପରେ ପ୍ରସନ୍ନତା ଅନୁଭବ ହେବ । ଆପଣଙ୍କୁ ଲାଭ ମିଳିବ । ଶିକ୍ଷା ଦ୍ଵାରା ଜଡିତ ଛାତ୍ରମାନଙ୍କୁ ଆଜି ବଡ ସଫଳତା ମିଳିବ ।

୯ – ଧନୁ

ଆଜି ଆପଣ ଏକୁଟିଆ ଅନୁଭବ କରିବେ । ଆଜି ଯଦି ଆପଣ ଚାକିରି ଚେଞ୍ଜ କରିବାକୁ ଚାହୁଁଛନ୍ତି, ତେବେ ଚେଷ୍ଟା କରି ଦେଖି ପାରିବେ । ପରିଣାମ ଅଳ୍ପ ସମୟ ପରେ ମିଳିବ, କିନ୍ତୁ ଆପଣଙ୍କ ପ୍ରୟାସ ସଠିକ ରହିବ । ବିବାଦିତ ମୁଦ୍ଦାକୁ ଉଠାନ୍ତୁ ନାହିଁ । କୌଣସି ବି ନିଷ୍ପତି ନେବା ପୂର୍ବରୁ ଭଲ ଭାବରେ ସବୁ ଜିନିଷକୁ ବୁଝି ଯାଆନ୍ତୁ । ନିଜର ପରିଯୋଜନା ପାଇଁ ନିଜର ମାତା ପିତାଙ୍କୁ ବିଶ୍ଵାସରେ ନେବାର ସଠିକ ସମୟ ଅଟେ ।

୧୦ – ମକର

ନିଜର ଟଙ୍କାର ସ୍ଥିତିକୁ ଭଲ ଭାବରେ ବୁଝି ନିଅନ୍ତୁ, ତେବେ ଯାଇ ଆଗକୁ ବଢିପାରିବେ । ମାତାଙ୍କ ଠାରୁ ଧନ ପ୍ରାପ୍ତି ହୋଇପାରେ । ସଞ୍ଚିତ ଧନ ବୁଦ୍ଧି ହେବ । ଆଜିର ଦିନ ଶାନ୍ତ ବ୍ୟବହାର ଆପଣାଇବା ଦ୍ଵାରା କାହା ସହିତ ସଂଘର୍ଷ ହେବ ନାହିଁ । ଯାହା ଆପଣଙ୍କ ଓ ଆପଣଙ୍କ ସାମ୍ନାରେ ଥିବା ବ୍ୟକ୍ତିର ଭଲ ହେବ । ନୂଆ କାର୍ଯ୍ୟର ପ୍ରେରଣା ମିଳିବ ଏବଂ ନୂଆ କାର୍ଯ୍ୟରେ ପ୍ରାରମ୍ଭ କରିବେ । ଆଜି ଆପଣଙ୍କ ମନରେ ପରିବର୍ତ୍ତନ ଶୀଘ୍ର ଆସିବ ।

୧୧ – କୁମ୍ଭ

ମିଶ୍ରିତ ଭାବନା ଆପଣଙ୍କୁ ଆଜି ଦୁଖିତ କରିବ । ନିଜର ମୁଡ ଉପରେ କାବୁ ରଖନ୍ତୁ ଓ ଖୁସିରେ ରହିବାକୁ ଚେଷ୍ଟା କରନ୍ତୁ । ଆଜି ଆପଣ ସେହି କାମ କରନ୍ତୁ ଯାହା ଆପଣଙ୍କୁ ଭଲ ଲାଗିବ । ଅନୁକୂଳ ଓ ସହଜତା ରହିବେ । ଅନ୍ୟ ବ୍ୟକ୍ତିର ରହିବା ଖାଇବା ଆଡକୁ ଆକର୍ଷକ ହେବେ । ଧନଧାନ୍ୟ ଏବଂ ସଂଶାଧନରେ ବୁଦ୍ଧି ହେବ । ଖୁସି ରହିବେ । ଆପଣଙ୍କୁ ଆଜି ଦରକାର ପଡିଲେ ସାହାର୍ଯ୍ୟ ମିଳିବ ।

୧୨ – ମୀନ

ଆଜି ଆପଣଙ୍କର ଚିନ୍ତା କରିଥିବା କାମରେ ସଫଳତା ମିଳିପାରେ । ଗାଡି, ମେସିନାରୀ କାମରେ ସାବଧାନ୍ନ ପୂର୍ବକ କାମ କରନତୁ । ଆଜିର ଦିନ ସଫଳତା ପାଇଁ ଭଗବାନ ଶିବଙ୍କ ଆର୍ଧନା କାରଣରୁ । ଚାକିରିରେ ଉନ୍ନତି ମିଳିବ । ଭବିଷ୍ୟତ ଯୋଜନା ଉପରେ ପୁଣି ଚିନ୍ତା କରିବାର ସମୟ ଅଟେ । ବିଦେଶୀ ବ୍ୟାପାର ସହ ଯଦି ଲୋକମାନଙ୍କୁ ଲାଭ ମିଳିବ ।