ହାର୍ଟ ଆଟାକ୍ ଠାରୁ ଦୂରେଇ ରହିବା ପାଇଁ ଏହି କେତୋଟି କଥା ପ୍ରତି ଧ୍ୟାନ ଦିଅନ୍ତୁ।

ଦୂରେଇ ରୁହନ୍ତୁ ଏହି ସବୁ ଜିନିଷ ଠାରୁ!

ଯଦି ସମୟ ଥାଉ ଥାଉ ଆମେ ଆମ ଜୀବନ ଶୈଳି କୁ ବଦଳାଇ ବାରିବା ତ ହୃଦ ଘାତ ଜନିତ ସମସ୍ୟାରୁ ମୁକ୍ତି ପାଇପାରିବ। ଏପରି 9ଗୋଟି ଅଭ୍ୟାସ କୁ ଆପଣ ସୁଧାରିଲେ ଏହି ସମସ୍ୟା ରୁ ମୁକ୍ତି ପାଇପାରିବେ। ସେଗୁଡିକ ହେଲା ଧୂର୍ମ୍ର ପାନ, ଅତ୍ୟାଧିକ ଚିନ୍ତା , ଡାଇବେଟିସ , ପେଟ ରେ ଅଧିକ ଚର୍ବି ଜମିବ, ଅତ୍ୟଧିକ ମଦ୍ୟ ପାନ, ଖାଦ୍ୟ ପଦାର୍ଥ ରେ ଫଳ ମୂଳ ଏବଂ ପାନିପରିବାର ମାତ୍ରା କମ ଓ ଗୋଟିଏ ଜାଗାରେ ସଦାବେଳେ ବସିରହିବା ପରି କିଛି ଅଭ୍ୟାସ ଯୋଗୁଁ ପ୍ରାୟ 90 ପ୍ରତିସତ ଲୋକ ଏହି ସବୁ ସମସ୍ୟା ଯୋଗୁଁ ହିଁ ହୃଦ ଘାତ ଜନିତ କାରଣ ଦେଖା ଦେଇଥାଏ।

ଡାକ୍ତର ମାନଙ୍କ କହିବା ଅନୁସାରେ ଯଦି ବାପା ମାଆ ତାଙ୍କ ପିଲାଙ୍କୁ ଏହି ସବୁ ଅଭ୍ୟାସରୁ ଦୁରେଇ ରଖିବେ ତ ଭବିଷ୍ୟତ ରେ ଏହି ହୃଦ ଘାତ ଜନିତ ସମସ୍ୟାରୁ ଦୁରେଇ ପାରିବେ।

  • ଅଧିକ ତେଲ ଓ ମିଠା ଜାତୀୟ ଖାଦ୍ୟ ରୁ ଦୁରେଇ ରୁହନ୍ତୁ।
  • ସତେଜ ଫଳ ଓ ପନିପରିବା କୁ ଖାଦ୍ୟ ରେ ଅଧିକ ମାତ୍ରାରେ ଗ୍ରହଣ କରନ୍ତୁ।
  • ଘରେ କିମ୍ବା ବାହାରେ ଧୂମ୍ର ପାନ କରିବା ବନ୍ଦ କରନ୍ତୁ ଏହା ଦ୍ୱାରା ଅପଣଙ୍କ ରେ ଥିବା ବ୍ୟକ୍ତି ଅମଧ୍ୟ ହୈରାଣ ରେ ପଡିପାରନ୍ତି।
  • ଟିଭି ଦେଖିବା କମ କରିବା ଉଚିତ ଏବଂ ନୀତିଦିନ ସକାଳୁ ବ୍ୟୟମ କରନ୍ତୁ।
  • ଡାକ୍ତର ଙ୍କ ସହ କେବେକେବେ ସ୍ୱାସ୍ଥ୍ୟ ସମ୍ବନ୍ଧିତ ପରାମର୍ଶ ନିୟନ୍ତୁ।