ଶୋଇବା ପୂର୍ବରୁ ହନୁମାନଙ୍କର ଏହି ଚଉପାଇ ପଢି ଦିଅନ୍ତୁ ଯାହା ମନସ୍କାମନା ଥିବ ନିଶ୍ଚିତ ପୂରଣ ହେବ ।

ବହୁତ ଲୋକ କିଛି କାମ କୁ ବହୁତ ପରିଶ୍ରମ ଓ ଏକାଗ୍ରତା ସହ କରିଥାନ୍ତି କିନ୍ତୁ ସେହି କାର୍ଯ୍ୟ ହେଉ ହେଉ କିଛି ଗଡ଼ବଡ଼ ହୋଇ ଯାଇ ଥାଏ। କିଛି ଉପାୟ ରହିଛି ଯାହା ଦ୍ୱାରା ସମସ୍ତ ପଟରୁ ସଫଳତା ମିଳିବ । ସମସ୍ତ ସ୍ୱପ୍ନ ପୂରଣ ହେବ , ବହୁ ଦିନ ରୁ ଅଟକି ଥିବା କାର୍ଯ୍ୟ ମଧ୍ୟ ପୂରଣ ହେବ। ପ୍ରବଶି ନଗର କି ଜୟୀ ସବ୍କାଜା ହୃଦୟୁ ଆଖି କୈଶଲ୍ୟ ଗରଲି ସୁଧାରିପୁ କରହି ମିତାଇ ଏହାର ଅର୍ଥ ହେଉଛି କୈଣସି କାର୍ଯ୍ୟ ଆରମ୍ଭ କରିବା ଆଗରୁ ଭଗବାନ ଶ୍ରୀରାମଚନ୍ଦ୍ର ଙ୍କୁ ଆରାଧନା

କରି କରିବା ଦ୍ୱାରା ସଫଳତା ନିଶ୍ଚୟ ପ୍ରାପ୍ତ ହୋଇଥାଏ ।

ଯିଏ ବି ଏପରି କରିଥାଏ ତା ପାଇଁ ବିଶ ବି ଅମୃତ ହୋଇଥାଏ। ଶତୃ ମିତ୍ର ହୋଇଥାଏ, ତଥା ସମୁଦ୍ର ଗାଈ ର ଖୁରା ପରି ହୋଇଯାଇ ଥାଏ । ଅଗ୍ନି ରେ ସୀତଳତା ଉତ୍ପନ୍ନ ହୋଇଯାଇ ଥାଏ। ଏହି ଦ୍ୱହା ଶାସ୍ତ୍ରରେ ମିଳିଥାଏ ଯେତେବେଳେ ହନୁମାନ ଲଙ୍କା କୁ ମାତା ସିତା ଙ୍କୁ ଖୋଜିବା କୁ ଯାଇଥିଲେ ତ ଏହି କାର୍ଯ୍ୟ ରେ ସଫଳତା କୁ ନେଇ ତାଙ୍କ ମନରେ ସନ୍ଦେହ ହୋଇଥିଲା ସେହି ସମୟରେ ଶ୍ରୀ ହନୁମାନ ଶ୍ରୀ ରାମଚନ୍ଦ୍ର ଙ୍କୁ ଧ୍ୟାନ କରିଥିଲେ ଓ ଲଙ୍କା ରେ ପ୍ରବେଶ କରିଥିଲେ।

ଏହା କରିବା କାରଣ ରୁ ତାଙ୍କୁ ସଫଳତା ମିଳିଥିଲା। ସେହି ପ୍ରକାର ର ଯଦି କୈଣସି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରୁଛନ୍ତି ତେବେ ଏହି ଦ୍ୱହାଟି ର ସ୍ମରଣ କରିବା ଆବଶ୍ୟକ ତା ସହିତ ରାତି ରେ ଶୋଇବା ପୂର୍ବରୁ ଯଦି ଏହି

ଦ୍ୱହା ଟି କୁ ସ୍ମରଣ କରନ୍ତି ତେବେ ଆପଣଙ୍କ ମନକାମନା ପୂର୍ଣ ହୋଇଥାଏ। ଏହି ଚଉପାୟ ର ସ୍ମରଣ କରିବା ଦ୍ୱାରା ଚମତ୍କାର ହୋଇଥାଏ।