ଶିକ୍ଷା ସୁରକ୍ଷା ଭବନରେ ବାହାରିଲା ନୂଆ ଚାକିରୀ ଦରମା ୧୪,୦୦୦ ।ଆଜି ହିଁ ଆବେଦନ କରନ୍ତୁ ।

ଫ୍ରେଣ୍ଡସ ଏହି ନୋଟିସ ଆସିଛି district ଚାଇଲଡ଼ ପ୍ରୋଟେକ୍ସନ ୟୁନିଟ , ଖୋର୍ଦ୍ଧାରେ କିଛି ଖାଲି ପଡିଥିବା ପଦବୀ ପାଇଁ ଏଥିପାଇଁ ଖାଲି ରହିଥିବା ପଦବୀ ହେଉଛି ଆକାଉଣ୍ଟ, ଆସିଟାଣ୍ଟ କମ ଡିଓ ତେବେ ଏଥିରେ କେତେ ଵାଲୀ ପଦଵୀ ରହିଛି ଓ ଶିକ୍ଷାଗତ ଯୋଗ୍ୟତା କଣ ରହିଛି ଆସନ୍ତୁ ଦେଖିବା ।ଏହି ଚାକିରୀ ଖୋର୍ଦ୍ଧା ଜିଲ୍ଲା ପାଇଁ ଏହାକୁ ସାରା ଓଡ଼ିଶାର ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । ଏଥିରେ ପଦଵୀ ସଂଖ୍ୟା ରହିଛି 5ଟି

୧. ଆକାଉଣ୍ଟଟ ପାଇଁ ଗୋଟେ ପଦଵୀ ରହିଛି । ଏହା ପାଇଁ ଆପଣ କମର୍ସରେ ବ୍ୟଚେଲର ଡିଗ୍ରୀ ହାସଲ କରିଥିବା ଦରକାର ଓ କମ୍ପୁଟରର ବେସିକ ଜ୍ଞାନ ଥିବା ଆବଶ୍ୟକ । ଏହି ଆକାଉଣ୍ଟଟ ଫିଲଡ଼ରେ କମସେକମ 3 ବର୍ଷର ଅଭିଜ୍ଞାତା ଥିବା ଆବଶ୍ୟକ । ଏହାକୁ ଆବେଦନ ପାଇଁ ବୟସ ସୀମା ୨୧-୩୫ ବର୍ଷ । ଦରମା : ୧୪୦୦୦/-
୨.ଆସିଟଣ୍ଟ କମ ଡିଇଓ : ଏଥୁରେ ମଧ୍ୟ ଗୋଟିଏ ପଦଵୀ ରହିଛି । ଏହି ପଦଵୀକୁ ଆବେଦନ କରିବା ପାଇଁ ଆପଣଙ୍କୁ କମ୍ପୁଟରର ବିଜ୍ଞାନରେ ସ୍ନାତକ କରିଥିବା ଆବଶ୍ୟକ ଓ ଇଂରାଜୀ ଏବଂ ଓଡ଼ିଆ ଭାଷାରେ ସୁଦ୍ଧ ଭାବରେ କଥା କହିପାରୁଥିବା ଆବଶ୍ୟକ । ବୟସ ସୀମା ଆବେଦନର ବୟସ ସୀମା ୨୧-୩୫ ବର୍ଷ , ଦରମା : ୯୦୦୦/-

୩: ଆସିଟଣ୍ଟ କମ ଡିଓ : ଏହି ଶ୍ରେଣୀରେ ୩ଟି ପଦଵୀ ଖାଲି ରହିଛି ଏଥୁରେ ପଦଵୀ ପାଇଁ ଆପଣଙ୍କୁ କୌଣସି ସାଧାରଣ gradute ହୋଇଥିବା ଆବଶ୍ୟକ ଓ ଏହା ସହ ୩ ବର୍ଷ ର କମ୍ପୁଟରର କିଛି ମାଷ୍ଟର ଡିଗ୍ରୀ ଆବଶ୍ୟକ । ଏଥିପାଇଁ ଆପଣଙ୍କୁ ଓଡ଼ିଆ ଓ ଇଂରାଜୀ ଦୁଇଟି ଭାଷାରେ କଥା ବାର୍ତା ଆସୁଥିବା ଆବଶ୍ୟକ । ଏହି ପଦଵୀ ପାଇଁ ଆପଣଙ୍କୁ ଏକ ବର୍ଷର ଆଭିଜ୍ଞତା certificate ଆବଶ୍ୟକ ।ଆପଣଙ୍କୁ ଏହା ପାଇଁ ବୟସ ସୀମା ୨୧-୩୫ ବର୍ଷ ହେବା ଆବଶ୍ୟକ । ଦରମା ୯୦୦୦/- ଏହାକୁ ଆବେଦନ କରିବା ପାଇଁ ଆପଣଙ୍କୁ ତଳେ ଦିଆଯାଇଥିବା ଲିଂକକୁ ଯାଇ ଫୋର୍ମ download କରିବେ ତାପରେ ଏହାକୁ ଭରି ଆପଣଙ୍କର ସବୁ ଡକୁମେଣ୍ଟ ଯେପରି ଦଶମ , ଯୁକ୍ତ ଦୁଇ ,ସ୍ନାତକ ଓ କମ୍ପୁଟର ଶିକ୍ଷାର ସବୁ ପ୍ରମାଣ ପତ୍ର ନିଜେ ସେଲ୍ଫ ଆଟେଷ୍ଟେଡ଼ କରିକି ଏହି address କୁ ସ୍ପୀଡ଼ ପୋଷ୍ଟରେ ୧୪/୦୯/୨୦୧୮ ଭିତରେ ପଠେଇଦେବେ । ଏହି ଲିଙ୍କ ଯାଇକି ଫର୍ମ ଡାଉନଲୋଡ କରନ୍ତୁ।
HTTPS://cdn.s3waas.gov.in/s3573703455
Address: distrct child protection officer ,dcpu ,old collectorate , pallahaat , khorda ,752056.