ଲକ୍ଷ୍ମୀଙ୍କୁ କେଉଁ ରାଶିର ବ୍ୟକ୍ତି କେଉଁ ମନ୍ତ୍ର ଜପ କଲେ ମାଙ୍କ କୃପା ମିଳିଥାଏ । ଓ ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ ।

ଧନ ର କ୍ଷୟ ରୋକିବା କୁ ହେଲେ ଧନ ଲକ୍ଷ୍ମୀ ଙ୍କ କୃପା ରହିବା ନିହାତି ଆବଶ୍ୟକ। ମା ଲକ୍ଷ୍ମୀ ଙ୍କ କୃପା ସହଜରେ ମିଳି ନଥାଏ , ତାଙ୍କୁ ପ୍ରସନ୍ନ କରିବା କୁ ପଡ଼େ ତାହା ଦ୍ୱାରା ହିଁ କୃପା ହୋଇଥାଏ । ପ୍ରସନ୍ନ କରିବା କୁ ହେଲେ ମା ଲକ୍ଷ୍ମୀ ଙ୍କ ସ୍ତୁତି ଗାନ କରିବା କୁ ହେବ। ଆପଣଙ୍କ ରାଶି ଅନୁସାରେ ଯଦି ସ୍ତୁତି ଗାନ କରିବେ ତେବେ ମା ଲକ୍ଷ୍ମୀ ଙ୍କର କୃପା ହୋଇଥାଏ। ପ୍ରଥମ ରାଶି ହେଉଛି ମେଷ ରାଶି, ଏହି ରାଶି ର ବ୍ୟକ୍ତି ଶ୍ରୀ ମନ୍ତ୍ର ଜପ କରିବା ଦରକାର ।

ଏହା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି । ଏହି ମନ୍ତ୍ର ପ୍ରତିଦିନ ୧୦୮ ଥର ଜପ କରନ୍ତୁ।ବୃଷ ରାଶି , ଏହି ରାଶି ର ବ୍ୟକ୍ତି ଓଁ ସର୍ବ ବାଧାବିଘ୍ନ ମୁକ୍ତ ଧନଧାନ୍ୟ ସୂତାବିଘ୍ନ ମନ୍ୟୁଷେୟ ମତ୍ର ପ୍ରସାଦେନ ଭବିସ୍ୟାତି ସଣ୍ଚୟଂ , ଏହି ମନ୍ତ୍ର ଜପ କରନ୍ତୁ।

ଏହା ଦ୍ୱାରା ମା ଲକ୍ଷ୍ମୀ ଙ୍କର କୃପା ରହିଥାଏ। ମିଥୁନ ରାଶି, ଏହି ରାଶି ର ବ୍ୟକ୍ତି ଓଁ ଶ୍ରୀଂ ଶ୍ରେୟଂ ନମଃ ।ଏହା ଦ୍ୱାରା ମା ଲକ୍ଷ୍ମୀ ଙ୍କର କୃପା ରହିଥାଏ। କର୍କଟ ରାଶି, ଏହି ରାଶି ର ବ୍ୟକ୍ତି, ଓଁ ଶ୍ରୀ ମହାଲକ୍ଷ୍ମେୟ ଚ ବିଘ୍ନେୟ ବିଶେଷ ବିଷ୍ଣୁପତ୍ନେୟ ଲକ୍ଷ୍ମୀ ପ୍ରଚେଦୟାତ୍ । ଏହି ମନ୍ତ୍ର ଦ୍ୱାରା ମା ଲକ୍ଷ୍ମୀ ଙ୍କର କୃପା ରହିବ । ସିଂହ ରାଶି, ଏହି ରାଶି ର ବ୍ୟକ୍ତି, ଓଁ ଶ୍ରୀ ମହାଲକ୍ଷ୍ମେୟ ନମଃ । ଏହି ମନ୍ତ୍ର ଜପ କଲେ ମା ଲକ୍ଷ୍ମୀ ଙ୍କର କୃପା ରହିବ। କନ୍ୟା ରାଶି, ଓଁ ହିଂ କିଂ ମହାଲକ୍ଷ୍ମେୟ ନମଃ। ଏହି ମନ୍ତ୍ର ଜପ କଲେ ମା ଲକ୍ଷ୍ମୀ ଙ୍କର କୃପା ରହିବ । ତୁଳା ରାଶି ଓଁ ଶ୍ରୀଂ ଶ୍ରେୟଂ ନମଃ ମନ୍ତ୍ର ଜପ କରନ୍ତୁ।

ବିଛା ରାଶି, ଓଁ ହିଂ କ୍ଳିଂ ମହାଲକ୍ଷ୍ମେୟ ନମଃ ଜପ କରନ୍ତୁ। ଧନୁ ରାଶି,ଓଁ ଶ୍ରୀଂ କ୍ଳିଂ କମଲେ କମଲାୟ ମହାଲକ୍ଷ୍ମେୟ ନମଃ । ମକର ରାଶି, ଶ୍ରୀ ମନ୍ତ୍ର।କୁମ୍ଭ ରାଶି,ଓଁ ଶ୍ରୀଂ କ୍ଳିଂ କମଲେ କମଲାୟ ମହାଲକ୍ଷ୍ମେୟ ନମଃ। ମୀନ ରାଶି, ଓଁ ହିଂ କ୍ଳିଂ ମହାଲକ୍ଷ୍ମେୟ ନମଃ । ଏହି ମନ୍ତ୍ର ଜପ କଲେ ଧନ ର ବୃଦ୍ଧି ହେବ ଓ ମା ଲକ୍ଷ୍ମୀ ଙ୍କ କୃପା ରହିବ ।