ଆଜିର ରାଶିଫଳ, 4 ଫେବୃୟାରୀ 2020, ମଙ୍ଗଳବାର, ହନୁମାନ ଙ୍କ କୃପା ରହିବ ଏହି ୪ଟି ରାଶି ଉପରେ

ଆଜି ମଙ୍ଗଳବାର 4 ଫେବୃୟାରୀର ଦିନ ଆପଣଙ୍କ ପାଇଁ କେମିତି ରହିବ ? ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣି ପାରିବ ? ଆପଣଙ୍କର ଏହି ସମସ୍ତ ପ୍ରଶ୍ନର ଜବାବ ଆପଣଙ୍କୁ ଆଜି ଆମର ଏହି ରାଶିଫଳ ମାଧ୍ୟମରେ ମିଳିଯିବ । ତେବେ ଜାଣିବା ପାଇଁ ପଢନ୍ତୁ ଆମର ଏହି ରାଶିଫଳ । ଯେଉଁଥିରେ ଆପଣଙ୍କ ଭବିଷ୍ୟତ ବିଷୟରେ କୁହାଯାଇଛି ।

୧ – ମେଷ

ଆଜି ବ୍ୟସ୍ତ ଦିନଚର୍ଯ୍ୟା ସତ୍ବେ ସ୍ୱାସ୍ଥ୍ୟ ଭଲ ରହିବ । ଆପଣ ନିଜର ଶରୀରକୁ ଭଲ କରି ପାରିବେ । ପରନ୍ତୁ ଆପଣଙ୍କୁ ରାସ୍ତା ନିକଟରେ ତିଆରି ହେଉଥିବା ଖାଦ୍ୟ ଠାରୁ ଦୂରେଇ ରହିବାର ଅଛି । ଆପଣ ଅଧିକ ପାଣି, ତାଜା ଫଳ ଓ ପନିପରିବା ଖାଆନ୍ତୁ । କୌଣସି ଭଲ ଖବର ମିଳିପାରେ । ଚାକିରିରେ ଅଧିକାରୀ ଆପଣଙ୍କ ଉପରେ ଖୁସିରେ ରହିବେ । ନୂଆ ଦାୟିତ୍ଵ ବି ମିଳିବାର ଯୋଗ ଅଛି । ଆପଣଙ୍କ କାମର ଗୁଣବତ୍ତା ଦେଖି ବରିଷ୍ଠ ବ୍ୟକ୍ତି ପ୍ରଭାବିତ ହେବ ।

୨ – ବୃଷ

ଆଜି ସମ୍ଭାବନା ଅଛି କି କେହି ଆପଣଙ୍କ ଆଖପାଖ ଲୋକ ଆପଣଙ୍କ ବିଚାରକୁ ଚୋରୀ କରି ଆଗକୁ ବଢିବାକୁ ଚେଷ୍ଟା କରିବେ । ସେଥିପାଇଁ କାହା ସହିତ ବି କଥାବାର୍ତ୍ତା କରିବା ସମୟରେ ସାବଧାନ ରୁହନ୍ତୁ । ଆପଣଙ୍କୁ ଆଜି ବଡ ଗମ୍ଭୀରତାର ସହ ନିଜର ହିତ ବିଷୟରେ ଚିନ୍ତା କରିବାର ଅଛି । ବ୍ୟବସାୟିକ କ୍ଷେତ୍ରରେ ମାନ – ପ୍ରତିଷ୍ଠାରେ ବୁଦ୍ଧି ହେବ । ଉଚ୍ଚ ଅଧିକାରୀମାନେ ପ୍ରଶନ୍ନ ରହିବେ ।

୩ – ମିଥୁନ

ଆଜି ଆପଣ ଆତ୍ମବିଶ୍ଵାସରେ ଭରପୁର ରହିବେ । ଆପଣଙ୍କ ଆର୍ଥିକ ସ୍ଥିତି ଭଲ ରହିବ । ଆପଣଙ୍କୁ ଆଜି ନିଜର ପ୍ରେମୀ କିମ୍ବା ଜୀବନସାଥିଙ୍କ କ୍ରୋଧର ସାମ୍ନା କରିବାକୁ ପଡିପାରେ । ବୁଦ୍ଧିମାନର ସହ କାମ କରନ୍ତୁ ଓ କଥାବାର୍ତ୍ତା କରି ସମସ୍ୟାକୁ ସମଧାନ କରନ୍ତୁ । ବିବାହାହିକ ଜୀବନରେ କିଛି ନିଚ୍ଛ କଥା ଶୁଣିବେ । ସହକର୍ମୀ ଆପଣଙ୍କୁ ସହଯୋଗ ପ୍ରଦାନ କରିବେ ।

୪ – କର୍କଟ

ଆଜି ପରିବାରର ଦାୟିତ୍ଵ ବଢିପାରେ । ଚାକିରିରେ ପରିବର୍ତ୍ତନର ସମ୍ଭାବନା ଅଛି । ଆୟରେ ବୁଦ୍ଧି ହେବ । ଜଲ୍ଦି ଜଲ୍ଦି କୌଣସି ନିଷ୍ପତି ନିଅନ୍ତୁ ନାହିଁ । ନଚେତ ଜୀବନରେ ଅସୁବିଧା ଆସିପାରେ । ଅଳ୍ପ ଭୁଲ ଆପଣଙ୍କୁ ବହୁତ କ୍ଷତି ପହଞ୍ଚାଇ ପାରେ । ବୈବାହିକ ଜୀବନରେ ନିଜ କଥା ପ୍ରତି ଧ୍ୟାନ ରଖିବା ଆବଶ୍ୟକ ଅଟେ । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ କ୍ଷତି ହେବେ ।

୫ – ସିଂହ

ଆଜି ଶରୀରରେ ସ୍ଫୂର୍ତି ଅଧିକ ରହିବା କାରଣରୁ କାର୍ଯ୍ୟ କରିବାର ଉତ୍ସାହ ଅଧିକ ରହିବ । ଆଜି ଲୋକମାନେ ଆପଣଙ୍କ ଉପରେ ବିଶ୍ଵାସ କରିବେ । ଆଜି ଆପଣଙ୍କୁ ସମ୍ଭାଳି କରି ରହିବାର ଅଛି । ଆଜି ଆପଣଙ୍କ ମିତ୍ରଙ୍କ ପଛରେ ଟଙ୍କା ଖର୍ଚ ହେବାର ଅଛି । ଆଜିର ଦିନରେ ଆପଣଙ୍କୁ ବହୁତ ପ୍ରତିକୂଳର ସାମ୍ନା କରିବାକୁ ପଡିପାରେ । ଆପଣଙ୍କ କାରୋବାରରେ ସ୍ଥିତି ଭଲ ରହିବ । ଆଜିର ଦିନ ଘରର ପରିବେଶ ଭଲ ରହିବ ।

୬ – କନ୍ୟା

ଆଜି କଥାବାର୍ତ୍ତା ଓ ଟଙ୍କା ନେବା ଦେବା ପାଇଁ ଭଲ ସମୟ ଅଟେ । ଉଧାର ଦେଇଥିବା ଟଙ୍କା ପାଇଯିବେ । ଚାକିରିରେ ପଦ, ପ୍ରତିଷ୍ଠାର ଲାଭ ମିଳିବ । ଆଜି ସମସ୍ତେ ଆପଣଙ୍କ ଆଡକୁ ଆକର୍ଷିତ ହେବେ । ସମସ୍ତେ ଆପଣଙ୍କ ବୁଦ୍ଧିମତା ଓ ଶିଷ୍ଟତା ଦ୍ଵାରା ପ୍ରଭାବିତ ହେବେ । ବହୁତ ପ୍ରଶଂସା ମିଳିବ । ଏମିତି ବନ୍ଧୁଙ୍କ ସହିତ ବାହାରକୁ ମଧ୍ୟ ଯିବେ । ଯିଏ ଆପଣଙ୍କ ଅବସ୍ଥା ଓ ଦରକାରକୁ ବୁଝି ପାରୁ ଥିବେ ।

୭ – ତୁଳା

ଆଜିର ଦିନ ଚାକିରି ଓ ବ୍ୟବସାୟ ମାମଲାରେ ବହୁତ ଶୁଭ ରହିବ । ଆଜି ଆପଣ ଲକ୍ଷ ପ୍ରାପ୍ତ କରିବାରେ ସଫଳ ହେବେ । ପ୍ରୟାସ ଦ୍ଵାରା ଇଚ୍ଛା କରିଥିବା ସଫଳତା ନିଶ୍ଚିତ ମିଳିବ । ଚାକିରିରେ ପ୍ରମୋଶନର ଯୋଗ ଅଛି । ଆଜି ଆପଣ ନବୀନ କାର୍ଯ୍ୟ ଆରମ୍ଭ କରି ପାରିବେ । ପୁରା ପରିଶ୍ରମ ଦ୍ଵାରା କାର୍ଯ୍ୟ କରନ୍ତୁ, ସଫଳତା ଅବଶ୍ୟ ମିଳିବ । ଅନ୍ୟ ପଟେ ଅନାବଶ୍ୟକ କାର୍ଯ୍ୟ ଉପରେ ଖର୍ଚ ବଢିବାର ସମ୍ଭାବନା ଅଛି । ବାହାନ ସୁଖକୁ ବିସ୍ତାର କରି ପାରିବେ ।

୮ – ବିଚ୍ଛା

ଆଜି କୌଣସି ପାଖାପାଖି ବନ୍ଧୁ ଆପଣଙ୍କ ସାଥିରେ ରହିବ । ଏହି ବନ୍ଧୁ ଆପଣଙ୍କ ଜୀବନସାଥି କିମ୍ବା ଭାଇ ବୁଣି ବି ହୋଇ ପାରନ୍ତି । କୌଣସି ନବୀନ ବସ୍ତୁ ବି ଆଜି କ୍ରୟ କରି ପାରନ୍ତି । ଆଜି ଆପଣ ନୂଆ ଅବସର ଅପକ୍ଷାରେ ରହିବେ । ଯାତ୍ରା ସମ୍ବନ୍ଧିତ କାର୍ଯ୍ୟରେ ନୂଆ ଚେଞ୍ଜେସ ଆସିପାରେ । ନିଜ ଜୀବନ ଉପରେ ନିୟନ୍ତ୍ରଣ ରଖନ୍ତୁ ଓ ସମସ୍ତଙ୍କ କହିବା କିମ୍ବା କିଛି କରିବା ଉପରେ ଧ୍ୟାନ ଦିଅନ୍ତୁ ନାହିଁ ।

୯ – ଧନୁ

ଆଜି ଆପଣ ଆତ୍ମବିଶ୍ଵାସରେ ଭରପୁର ରହିବେ । ଆପଣଙ୍କର ଚୁପ ରହିବାକୁ ଲୋକମାନେ ଭୁଲ ବୁଝି ପାରନ୍ତି । ତାହା ଉପରେ ପ୍ରଶ୍ନ ବି କରି ପାରନ୍ତି । ଆଜି ଆପଣଙ୍କୁ ପରିବାର ସହ ସମ୍ବନ୍ଧିତ ବିଭିନ୍ନ ଦାୟିତ୍ଵକୁ ପାଳନ କରିବାର ଅଛି ଓ ଏହାକୁ ଆପଣ ବହୁତ ଭଲ ଭାବରେ ବି କରିବେ । ଆଜି ଆପଣ ଯୋଜନାର ଭଲ ଧ୍ୟାନ ରଖିବେ । ଦାମୀ ଜିନିଷ ସମ୍ଭାଳି କରି ରଖନ୍ତୁ ।

୧୦ – ମକର

ଆଜି ଆପଣ ନିଜର କ୍ୟାରିୟର ଉପରେ ବିଶେଷ ଧ୍ୟାନ ଦିଅନ୍ତୁ । ଆଜି ଆପଣଙ୍କୁ ଜୀବନ ସାଥିଙ୍କ ପ୍ରେମ ଅବଶ୍ୟ ମିଳିବ । ଆଳସ୍ୟ ଅଧିକ ରହିବ । ଭବନ ସୁଖ ବୁଦ୍ଧି ହେବ । ଚାକିରିର ଯୋଗ ଅଛି । ଅଫିସରମାନଙ୍କ ସହଯୋଗ ମିଳିବ । କେଉଁଠି ବି ଟଙ୍କା ନିବେଶ କରିବା ପୂର୍ବରୁ ବାରମ୍ବାର ଚିନ୍ତା କରନ୍ତୁ । ଆଜି ଆପଣ ଅଶାନ୍ତି ରହିବେ । ଉଚ୍ଚ ଶିକ୍ଷା ପାଇଁ ଆପଣ ଦୂର ସ୍ଥାନକୁ ଯାତ୍ରା କରି ପାରଣନ୍ତି । ଆପଣଙ୍କ ଦ୍ଵାରା କୌଣସି ଧାର୍ମିକ ଅନୁଷ୍ଠାନ ସମ୍ପନ୍ନ ହେବ ।

୧୧ – କୁମ୍ଭ

ଆଜି ଅଚାନକ ନୂଆ ସ୍ରୋତ ଦ୍ଵାରା ଧନ ମିଳିବ । ଯାହା ଆପଣଙ୍କ ଦିନକୁ ସୁଖମୟ କରିଦେବ । କ୍ରୋଧ ଓ ବାଣୀ ଉପରେ ସଂଯମତା ରଖନ୍ତୁ, ଭଲ ଲାଭ ମିଳିବ । ପାରିବାରିକ ସଦସ୍ୟମାନଙ୍କ ସହ ଭୁଲ ବୁଝାମଣାର ସମ୍ଭାବନା ଅଛି । ବାହାର ଖାଦ୍ୟ – ପିଇବା ଦ୍ଵାରା ସ୍ୱାସ୍ଥ୍ୟ ଖରାପ ହୋଇପାରେ । ମନରେ କିଛି ଅଧିକ ହିଁ ଚିନ୍ତା ଆସିବ । କିନ୍ତୁ ଭଉଣୀର ସ୍ନେହ ଆପଣଙ୍କୁ ପ୍ରୋତ୍ସାହନ ଦେବ ।

୧୨ – ମୀନ

ଆଜି ଆପଣଙ୍କ ବ୍ୟାପାର ଓ କାରୋବାରରେ ବିଶେଷ ପରିଶ୍ରମ କରିବାକୁ ପଡିବ । ଅବିବାହିତଙ୍କୁ ବିବାହ ପ୍ରସ୍ତାବ ମିଳିବାର ସମ୍ଭାବନା ଅଛି । ଭାବନାରେ କିଛି ଚେଞ୍ଜେସ ଆସିପାରେ । କୌଣସି କଥାର ଅଧିକ ଚିନ୍ତା କରନ୍ତୁ ନାହିଁ ତେବେ ଆପଣଙ୍କ ପାଇଁ ଭଲ ରହିବ । ଏହା ସହିତ କାମ କରିବା ପାଇଁ ଲୋକମାନେ ଆପଣଙ୍କ ସାହାର୍ଯ୍ୟ କରିବେ । ଅକସ୍ମାତ ଧନ ଲାଭ ହେବ । ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହେବେ । ଭଉଣୀର ପ୍ରୟୋଗ ଦ୍ଵାରା କରନ୍ତୁ ।