ଆଜିର ରାଶିଫଳ, 29 ଜାନୁୟାରୀ 2020, ବୁଧବାର, ମା ଦୁର୍ଗା ଙ୍କ କୃପା ରହିବ ଏହି ୪ଟି ରାଶି ଉପରେ

ଆଜି ବୁଧବାର 29 ଜାନୁୟାରୀ ଦିନ ଆପଣଙ୍କ ପାଇଁ କେତେ ଦୂର ଭଲ ଓ ଖରାପ ରହିବ ତାହା ଜାଣିବା ପାଇଁ ଆମର ଏହି ରାଶିଫଳକୁ ପଢନ୍ତୁ । କହିବାକୁ ଗଲେ ରାଶି ମାଧ୍ୟମରେ ଆପଣ ନିଜର ଭବିଷ୍ୟତ ବିଷୟରେ ଅନ୍ଦାଜ ଲଗାଇ ପାରିବେ । କାରଣ ରାଶିଫଳ ଆମ ଜୀବନ ସହ ଜଡିତ କିଛି ସତ୍ୟତାକୁ ଆମ ସାମ୍ନାରେ ଉଜାଗର କରିଥାଏ । ଯାହାକୁ ସମୟ ପୂର୍ବରୁ ଜାଣିବା ଦ୍ଵାରା ଆମେ ସେହି ସମସ୍ତ ଘଟଣା ପ୍ରତି ସତର୍କ ହୋଇ ପାରିବା ।

୧ – ମେଷ

ଆଜି ରାଜନୀତିରେ ବଡ ଏବଂ ପ୍ରତିଷ୍ଠିତ ଲୋକମାନଙ୍କ ସହ ଦେଖା ସାକ୍ଷାତ ହେବ । ସୁଖଦ ଯାତ୍ରାର ଯୋଗ ଆସୁଛି । ପରିବାରର ସଦସ୍ୟମାନଙ୍କ ଦ୍ଵାରା ନିଆଯାଇଥିବା ନିର୍ଣୟ ଲାଭପ୍ରଦ ହେବ । ଆବାସର ସମସ୍ୟା ଦୂର ହେବ । ବର୍ତ୍ତମାନର ସମୟକୁ ଶାନ୍ତି ପୂର୍ବକ ବିତାଇବେ । ରାଗ ଉପରେ କାବୁ ରଖନ୍ତୁ । ଅନୈତିକ କାର୍ଯ୍ୟ ଠାରୁ ଦୂରରେ ରୁହନ୍ତୁ । ନୂଆ ସମ୍ବନ୍ଧ କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରି ନିଅନ୍ତୁ । ଆପଣଙ୍କ କାମ ସମୟ ପୂର୍ବରୁ ପୁରା ହେବ ନାହିଁ ।

୨ – ବୃଷ

ଆଜି ଆପଣଙ୍କ ଭିତରେ ପ୍ରତିଭାର ନିଆଁ ଉଜାଗର ହେବ । ଆଜି ଆପଣ ସମସ୍ତଙ୍କର ଧ୍ୟାନ ନିଜ ଆଡକୁ କେନ୍ଦ୍ରିତ କରିବାରେ ସଫଳ ରହିବେ । ଆଜି ଆପଣଙ୍କ ରାଶିରେ ଗ୍ରହର ଚାଳନ ବହୁତ ଭଲ ପରିସ୍ଥିତି ସୃଷ୍ଟି କରିବ । ଯେଉଁ କାରଣରୁ ଆପଣ ଆଜି ଖୁସିରେ ରହିବେ । ଜୀବନସାଥିର ଖରାପ ସ୍ୱାସ୍ଥ୍ୟ କାରଣରୁ ଆପଣ ଚିନ୍ତାଗ୍ରସ୍ତ ରହି ପାରନ୍ତି । ଆର୍ଥିକ ଓ ବ୍ୟବସାୟିକ ରୂପରେ ଆଜି ଆପଣଙ୍କ ଦିନ ଲାଭଦାୟକ ରହିବ । ଆର୍ଥିକ ଲାଭ ବି ମିଳିବ ।

୩ – ମିଥୁନ

ଆଜି ବାହାରର ଗତିବିଧି ବହୁତ କ୍ଳାନ୍ତ ଓ ଚିନ୍ତା ପୂର୍ଣ ପ୍ରମାଣିତ ହେବ । ଉଧାର ମାଗିଥିବା ଲୋକମାନଙ୍କୁ ନଜର ଅନ୍ଦାଜ କରନ୍ତୁ ନାହିଁ । ନିଜର କଥା ଉପରେ କାବୁ ରଖନ୍ତୁ, କାରଣ ଏହା କାରଣରୁ ବୟସ୍କ ଲୋକମାନଙ୍କ ମନକୁ କଷ୍ଟ ପହଞ୍ଚି ପାରେ । ଖରାପ କଥାବାର୍ତ୍ତା କରି ସମୟ ବର୍ବାଦ କରନ୍ତୁ ନାହିଁ । ଆଜି ଆପଣ ନିଜର ଆଖପାଖର ଲୋକମାନଙ୍କ ଭାବନାକୁ ସହଜରେ ବୁଝି ପାରିବେ । କେହି ସମ୍ପର୍କୀୟ ଆଜି ଆପଣଙ୍କୁ କିଛି ଖାସ ସୂଚନା ଦେଇ ପାରନ୍ତି ।

୪ – କର୍କଟ

ଆଜି ଆପଣଙ୍କୁ ବ୍ୟାପାରରେ ଭଲ ଲାଭ ଆସାର ଅଛି । ଆପଣ ଏହି ସମୟକୁ ସଦୁପୋଯୋଗ କରି ନିଜର ବ୍ୟାପାରକୁ ବଢାଇ ପାରିବେ । ପ୍ରତିସ୍ପର୍ଦ୍ଧାରେ ଭଲ ରହିବେ । ଶିକ୍ଷା, ପ୍ରେମ ଓ ସନ୍ତାନ ପକ୍ଷ ସୁଖକାରକ ରହିବ । ସମ୍ପର୍କ ମଜବୁତ ହେବ । ଜିତିବା ପାଇଁ କିଛି ବି କରି ପାରନ୍ତି । ଆପଣ ନିଜର ସମସ୍ତ କାମ ଉପରେ ଧ୍ୟାନ ଦିଅନ୍ତୁ । ଆପଣଙ୍କୁ ଆଜି ଲାଗିପାରେ କି ନିଜର ଉତ୍ପାଦ ଓ ନିଜର ବ୍ୟବସାୟକୁ ବିସ୍ତାର କରିବା ଉଚିତ ।

୫ – ସିଂହ

ଆଜି ଆପଣ ଅନ୍ୟ ବ୍ୟକ୍ତିଙ୍କ ସାମ୍ନାରେ ନିଜର ଛବିକୁ ସୁଧାରିବାରେ ଲାଗି ରହିବେ । ଆପଣଙ୍କୁ ଉପଦେଶ ଦିଆ ଯାଉଛି କି ଆପଣ ଅନ୍ୟ ବ୍ୟକ୍ତିକୁ ବଦଳାଇବା ଅପେକ୍ଷା ନିଜକୁ ବଦଳାଇବାକୁ ଚେଷ୍ଟା କରନ୍ତୁ । ଗତ କିଛି ସମୟ ହେବ ଚାଲୁଥିବା ସମସ୍ୟା ଆଜି ଦୂର ହେବ । ଉଚ୍ଚ ଅଧିକାରୀମାନେ କିମ୍ବା କାର୍ଯ୍ୟ ସ୍ଥଳରେ ବାଦ ବିବାଦର ସ୍ଥିତି ଜନ୍ମ ହୋଇପାରେ । ସ୍ଥାୟୀ ନିବେଶ ଆପଣଙ୍କ ପାଇଁ ଲାଭପ୍ରଦ ଅଟେ ।

୬ – କନ୍ୟା

ଆଜି ଆପଣ କ୍ଳାନ୍ତ, ଅଳସୁଆ ଓ ଚିନ୍ତା ଅନୁଭବ କରି ପାରନ୍ତି । ସନ୍ତାନ ତରଫରୁ ଚିନ୍ତା ଆସିପାରେ । କାର୍ଯ୍ୟ କ୍ଷେତ୍ରରେ କିଛି ସମସ୍ୟା ଆସିପାରେ । କିନ୍ତୁ ବହୁତ ଚିନ୍ତିତ ରହିବା ଆବଶ୍ୟକତା ନୁହେଁ । ପରୀକ୍ଷା ପ୍ରତିଯୋଗୀତାରେ ଅଳ୍ପ ପ୍ରୟାସରେ ଅଧିକ ସଫଳତା ମିଳିବ । ଏକାଗ୍ରତାରେ ଅସୁବିଧା ଆସିବ । ଗାଡି ଚାଲୁଥିବା ସମୟରେ ଧ୍ୟାନ ରଖନ୍ତୁ । ଶତ୍ରୁକୁ ପରାସ୍ତ କରିବେ । କୌଣସି ଶୁଭ ସମଚାର ମିଳିବାର ଅଛି ।

୭ – ତୁଳା

ଆଜି ଆପଣଙ୍କୁ ପାରିବାରିକ ଜୀବନରେ ଶାନ୍ତି ରହିବ ପାଇଁ ଆପଣଙ୍କୁ ଅଳ୍ପ ସଂଘର୍ଷ କରିବାକୁ ପଡିପାରେ । କୌଣସି ବି ବାଦ ବିବାଦରେ ପଡିବା ବଦଳରେ ଯଦି ଆପଣ ମାମଲାକୁ ଶାନ୍ତିର ସହ ସମାଧାନ କରିବେ ତ ଆପଣଙ୍କ ପାଇଁ ଭଲ ହେବ । ଆପଣଙ୍କୁ କୌଣସି କଠିନ ସ୍ଥିତିର ସାମ୍ନା କରିବାକୁ ପଡିପାରେ । ପରିବାରରେ ବି କୌଣସି ନା କୌଣସି ପ୍ରକାରର ବିବାଦର ସ୍ଥିତି ଆସିପାରେ । ଆପଣଙ୍କ ଖର୍ଚ ବି ବଢିପାରେ । ସାବଧାନ ରୁହନ୍ତୁ ।

୮ – ବିଚ୍ଛା

ଆଜିର ଦିନ ଆପଣଙ୍କ ପାଇଁ ଭଲ ରହିପାରେ । ସାହିତ୍ୟ ଓ କଳାତ୍ମକ ଜିନିଷ ପ୍ରତି ଆପଣଙ୍କ ରୁଚି ବଢିପାରେ । ବନ୍ଧୁମାନଙ୍କ ସହିତ ସାକ୍ଷାତ କରିବା ଦ୍ଵାରା ମନ ପ୍ରସନ୍ନ ରହିପାରେ । କିନ୍ତୁ ଗୃହ କଳହ କାରଣରୁ ଆପଣଙ୍କ ଭାବନାକୁ ଆଘାତ ପହଞ୍ଚି ପାରେ । ବୁଦ୍ଧି ଓ ସାହାସର ପ୍ରୟୋଗ କରି ଆପଣ ଚିନ୍ତା ମୁକ୍ତ ହେବେ । କାର୍ଯ୍ୟଲୟରେ ସହକ୍ରମୀ ଓ ଅଧିକାରୀମାନଙ୍କ ପ୍ରତି ସାବଧାନ ରୁହନ୍ତୁ । ଧାର୍ମିକ କାର୍ଯ୍ୟ ପ୍ରତି ବି ରୁଚି ବଢିପାରେ ଓ ପୂଜା ପାଠର ଆୟୋଜନ କରି ପାରନ୍ତି ।

୯ – ଧନୁ

ଆଜି ଆପଣ ନିଜର କାର୍ଯ୍ୟସ୍ଥଳ ଉପରେ କାମକାର୍ଯ୍ୟକୁ ନେଇ ଅଳ୍ପ ଚିନ୍ତିତ ରହି ପାରନ୍ତି । ନୂଆ ଲୋକମାନଙ୍କ ସହିତ କାମ କରିବା ସହଜ ହେବ । ନୂଆ ବନ୍ଧୁଙ୍କ ସହ ସାବଧାନ ରୁହନ୍ତୁ । ଧର୍ଯ୍ୟର ସହ କାମ କରନ୍ତୁ । କିଛି ମାମଲାରେ ଆପଣ ଫସି ପାରନ୍ତି । କୌଣସି ନୂଆ ମିତ୍ର ସହ ସାକ୍ଷାତ ହେବା ଦ୍ଵାରା ପ୍ରସନ୍ନ ହେବେ । ଆଜି ଆପଣ ନିଜର ଦାୟିତ୍ଵକୁ ନେଇ ଚିନ୍ତିତ ରହି ପାରନ୍ତି । ଆଜି ଆପଣଙ୍କ ଦାୟିତ୍ଵ ବି ବଢିପାରେ ।

୧୦ – ମକର

ଆଜି ଆପଣଙ୍କର ସମସ୍ତ କାର୍ଯ୍ୟ ସହଜରେ ହୋଇଯିବ । ଧନ ପ୍ରାପ୍ତିର ଯୋଗ ଅଛି । ଦରକାର କାଗଜପତ୍ରକୁ ସମ୍ଭାଳି ରଖନ୍ତୁ । ବ୍ୟବସାୟିକ ମାମଲାରେ ସନ୍ତୁଷ୍ଟ ରହିବେ । କିଛି ଚୁନୌତିର ସାମ୍ନା ବି କରିବାକୁ ପଡିପାରେ । ବ୍ୟବସାୟିକ ଓ ଚାକିରିରେ ସ୍ଥାନାଂନତରଣ ହୋଇପାରେ । ଭବିଷ୍ୟତରେ ଭଲ ରାସ୍ତା ମିଳିବ । କ୍ୟାରିୟରରେ ଆପଣଙ୍କୁ କିଛି ଭଲ ଓ ଖରାପ ଜିନିଷର ସାମ୍ନା କରିବାକୁ ପଡିପାରେ ।

୧୧ – କୁମ୍ଭ

ଆଜି ଆପଣଙ୍କ ଦିନ ଭଲ ରହିବାର ଅଛି । କାରୋବାରରେ ଧନଲାଭର ଯୋଗ ଅଛି । ଆର୍ଥିକ ପକ୍ଷ ମଜବୁତ ରହିବ । ଆଜି ଆପଣଙ୍କ କାମକୁ ଅସଫଳ କରିବାରେ ଆପଣଙ୍କ ଶତ୍ରୁ ପକ୍ଷ ପ୍ରୟାସ କରିବେ । ପରିବାର ସହିତ ବିବାଦ ହେବାର ସମ୍ଭାବନା ଅଛି। ଆପଣ ସହଜରେ ନିଜର ପୁରା କାମ କରି ନେବେ । ଏହି ରାଶିର ଲୋକମାନେ ଆଜି କୌଣସି ନୂଆ ବିଜନେସରେ ନିବେଶ କରି କିମ୍ବା ଆରମ୍ଭ କରିବେ ତ ଲାଭ ଅବଶ୍ୟ ମିଳିବ । ଆଜି ଆପଣଙ୍କ ସ୍ଵଭାବ ଦରକାର ଅତ୍ୟଧିକ କଡା ରହିବ ।

୧୨ – ମୀନ

ଆଜି ଯଦି କୌଣସି କଥାକୁ ନେଇ ଚିନ୍ତିତ ଅଛନ୍ତି, ତେବେ ତାହାକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ, ଏହିଭଳି କରିବା ଦ୍ଵାରା ଆପଣଙ୍କୁ କୌଣସି ଅସୁବିଧା ହେବ ନାହିଁ । କଥାବାର୍ତ୍ତାରେ ଆଜି ଆପଣଙ୍କ ପକ୍ଷ ମଜବୁତ ରହିବ । ଆଜିର ଦିନରେ ପରିବାର ସହିତ ଭଲ ସମୟ ବିତାଇବା ପାଇଁ ବହୁତ ଉତ୍ତମ ଅଟେ । ଏହା ଆପଣଙ୍କ ମଧ୍ୟରେ ପ୍ରେମ ବି ବଢାଇବ । ଲୋକମାନଙ୍କ ଧ୍ୟାନ ନିଜ ଆଡକୁ ଆକର୍ଷିତ କରିବାରେ ବି ସଫଳ ହେବେ ।