ଆଜିର ରାଶିଫଳ, 27 ଫେବୃୟାରୀ 2020, ଗୁରୁବାର, ଏହି ୪ଟି ରାଶି ଉପରେ ମା ଲକ୍ଷ୍ମୀ ହେଲେ ପ୍ରସନ୍ନ ବରଷିବ ଖୁସି

ଆମ ଜୀବନରେ ରାଶି ମାନଙ୍କର ବହୁତ ମହତ୍ଵ ରହିଛି । ରାଶି ଦ୍ଵାରା ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ବିଷୟରେ ଜାଣି ହେବ । ଗ୍ରହ ଗୋଚର ଓ ନକ୍ଷେତ୍ରର ଚାଲ ଅନୁଯାଇ ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ମାନଙ୍କର ଚାଲ ସବୁବେଳେ ପରିବର୍ତ୍ତନ ହୋଇଥାଏ, ସେଥିପାଇଁ ମଣିଷର ଦୈନିକ ଜୀବନରେ ଦୁଖ ଓ ସୁଖର ପରିବର୍ତ୍ତନ ଆସିଥାଏ । ଆଜିଆମେ ଆପଣଙ୍କୁ ଆପଣଙ୍କ ରାଶିଫଳ ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ଆଜିର ରାଶିଫଳ ବିଷୟରେ ।

ମେଷ ରାଶି-

ଆଜି ଆପଣଙ୍କୁ ଏକ ନୂଆ ମିତ୍ର ମିଳିପାରେ । ଏହି ମିତ୍ର ଆପଣଙ୍କ ଜୀବନରେ ଫାଇଦା ଓ ପରିବର୍ତ୍ତନ ଆଣିବ । ଘର ପରିବାରର ସମ୍ପର୍କରେ ବାଦବିବାଦ ହୋଇପାରେ । ଆପଣ କୌଣସି କଥା କହିବା ପୂର୍ବରୁ ଭଲ ଭାବରେ ଧ୍ୟାନ ଦିଅନ୍ତୁ । ନିଜ ଉପରେ ନିୟନ୍ତ୍ରଣ ରଖନ୍ତୁ । ଜୀବନ ସାଥି ସହ ଖରାପ ବ୍ୟବହାର କରନ୍ତୁ ନାହିଁ । ଆପଣଙ୍କ ଅଟକି ଯାଇଥିବା ଧନକୁ ଫେରାଇ ଆଣିବା ପାଇଁ ଚେଷ୍ଟା କରନ୍ତୁ । ଆର୍ଥିକ ଖର୍ଚ ଆଧିକ ହେବାର ସମ୍ଭାବନା ଅଛି ।

ବୃଷ ରାଶି-

ଆଜି ଆପଣଙ୍କ ପାଇଁ ନିଜ ପରିବାର ସଦସ୍ୟଙ୍କ ବିଶେଷ ମହତ୍ଵ ରହିବ । ଆପଣ ନିଜ ଜୀବନ ସାଥି ସହ କିଛି ଭଲ ସମୟ ଅତିବାହିତ କରିବେ । ଅଧିକ ବୟସ ଥିବା ଲୋକମାନଙ୍କ ପ୍ରତି ଆକର୍ଷିତ ହେବେ । ଆପଣଙ୍କ ଆର୍ଥିକ ସମସ୍ଯା ଅଧିକ ହୋଇପାରେ । ଖର୍ଚର ବ୍ୟବସ୍ଥା କରିବା କଠିନ ହେବ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । କୌଣସି ଅତିଥିଙ୍କ ସହ ଭେଟିବା ସମୟରେ ନିଜ ଭାବନାକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରନ୍ତୁ । ମିତ୍ର ମାନଙ୍କ ସହାୟତାରେ ଆପଣଙ୍କ ସଫଳତା ମିଳିପାରେ ।

ମିଥୁନ ରାଶି-

ଆଜି ଆପଣଙ୍କ ବ୍ୟୟ ଅଧିକ ହେବ । କୌଣସି ଦୂର ସ୍ଥାନକୁ ଯାତ୍ରା କରିବେ । ଧନର ସାମାନ୍ଯ ଲାଭ ମିଳିବ । ପରିବାରରେ ବାଦବିବାଦ ହେବାରୁ ପରିବାରର ବାତାବରଣ ବହୁତ ଖରାପ ରହିବ । ଆପଣ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ, ନହଲେ ଆପଣଙ୍କ ସହ ମଧ୍ୟ ଅନ୍ୟ କାହାର ମତଭେଦ ହୋଇପାରେ । ଆପଣ ନିଜ ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ । ବ୍ୟକ୍ତିଗତ ସମ୍ବନ୍ଧରେ ବ୍ୟବହାର ପ୍ରତି ସତର୍କ ରୁହନ୍ତୁ ।

କର୍କଟ ରାଶି-

ଆଜି ଆପଣଙ୍କ ନିଜ ଲୋକ ପାଇଁ ଆପଣଙ୍କ ଖରଚ ବହୁତ ଅଧିକ ହେବ । ଜୀବନ ସାଥି ସହ ମତଭେଦ ହୋଇପାରେ । ଆପଣଙ୍କ ପାରିବାରିକ ଜୀବନରେ ଶାନ୍ତ ବାତାବରଣ ରହିବ । କାର୍ଯ୍ୟକ୍ଷେତ୍ରରେ ଆପଣ ବ୍ୟସ୍ତ ରହିବେ, ଯାହାଫଳରେ ଆପଣଙ୍କୁ ଭଲ ପରିଣାମ ମଧ୍ୟ ମିଳିବ । ଆର୍ଥିକ ଲାଭ ହେବାର ଯୋଗ ରହିଛି । ଯଦି କୌଣସି ଲୋକ ତାର ସମସ୍ଯା ନେଇ ଆପଣଙ୍କ ପାଖକୁ ଆସିବ, ତେବେ ସେହି ଲୋକର ସମସ୍ଯାକୁ ଦୂର କରିବା ପାଇଁ ଚେଷ୍ଟା କରନ୍ତୁ ନାହିଁ ଓ ନିଜ ମାନସିକ ଶାନ୍ତିକୁ ବଜାଇ ରଖନ୍ତୁ ।

ସିଂହ ରାଶି-

ଆଜି ଆପଣ ଭାବବହୁଳରେ କୌଣସି ବଡ ନିଷ୍ପତ୍ତି ନେବାରୁ ବଞ୍ଚନ୍ତୁ । ଚାକିରି ଓ ବ୍ୟାପାର କରୁଥିବା ଲୋକମାନଙ୍କୁ ନୂଆ ମାର୍ଗ ଓ ବିକାଶ ଲାଭ ହେବ । ଆପଣଙ୍କୁ ଆଜି ଧନ ଲାଭ ହେବାର ଯୋଗ ରହିଛି । ପୁରୁଣା କାର୍ଯ୍ୟ ପାଇଁ ଆପଣଙ୍କୁ ଭଲ ଫାଇଦା ମିଳିବା ଆରମ୍ଭ ହେବ । ଆପଣଙ୍କ ଉପରେ ଆପଣଙ୍କ ପିତା ମାତାଙ୍କ ବିଶେଷ ଆଶୀର୍ବାଦ ରହିବ । ଆପଣଙ୍କୁ ନିଜ ଜୀବନ ସାଥିର ପୁରା ସହାୟତା ମିଳିବ । ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ ।

କନ୍ୟା ରାଶି-

ଆଜି ଆପଣ ନିଜ ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି । ଚାକିରି କ୍ଷେତ୍ରରେ ପ୍ରମୋଶନ ମିଳିବାର ସମ୍ଭାବନା ରହିଛି । ମଧ୍ୟାନ ପରେ ଆପଣଙ୍କ ମନ ବିଚଳିତ ରହିବ । ଆଜି କୌଣସି ନୂଆ କାର୍ଯ୍ୟର ପ୍ରାରମ୍ଭ କରନ୍ତୁ ନାହିଁ । ଆଜି ଆପଣ କୌଣସି ଯାତ୍ରାକୁ ଯାଇପାରନ୍ତି, ଏହି ଯାତ୍ରା ଦ୍ଵାରା ଆପଣଙ୍କ ଲାଭ ମିଳିବ । ପ୍ରେମ ପ୍ରସଙ୍ଗ ପାଇଁ ଆଜିର ଦିନ ବହୁତ ଭଲ ରହିବ ।

ତୁଳା ରାଶି-

ଆଜି ଆପଣ ନିଜ ମଧୁର ବାଣୀରେ ଲୋକମାନଙ୍କ ମନ ଜିତିବେ । ଆପଣଙ୍କ ମନରେ ବାସନାତ୍ମକ ବିଚାର ଆସିପାରେ । ଆଜି ଆପଣଙ୍କୁ ମାନସିକ ଚିନ୍ତା ଆସିପାରେ । ଅତ୍ୟଧିକ ବାହାର ଖାଦ୍ଯର ସେବନ କରନ୍ତୁ ନାହିଁ । ଏହା ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଆଜି ଆପଣଙ୍କ ବ୍ୟବସାୟ ବୃଦ୍ଧି ହେବାର ସମ୍ଭାବନା ରହିଛି । ଆଜି ଆପଣ ନିଜ ପୁରୁଣା ମିତ୍ର ମାନଙ୍କସହ ଭେଟି ପାରନ୍ତି ।

ବିଛା ରାଶି-

ଆଜି ଆପଣଙ୍କ ଯାତ୍ରା ମନୋରଞ୍ଜନ ରହିବ । ଶାରୀରିକ କଷ୍ଟ ସମ୍ଭବ ଅଛି । ଆଜି ଆପଣ ଊର୍ଜାରେ ଭରପୁର ରହିବେ । ସଙ୍ଗୀତ ପ୍ରତି ଆପଣ ଆକର୍ଷିତ ରହିବେ । ଏଜୁକେସନରେ ଆପଣଙ୍କୁ ଭଲ ପରିଣାମ ମିଳିବ । ବହୁତ ବଡ ଯୋଜନା ଓ ବିଚାର ଆଡକୁ ଆପଣଙ୍କ ଧ୍ୟାନ କେନ୍ଦ୍ରିତ ହେବ । ଯଦି ଆପଣ କୌଣସି ସ୍ଥାନରେ ନିବେଶ କରିବା ପାଇଁ ଚାହୁଁଛନ୍ତି, ତେବେ ଭଲ ଭାବରେ ଭାବି ଚିନ୍ତି ନିବେଶ କରନ୍ତୁ ।

ଧନୁ ରାଶି-

ଆଜି ଆପଣଙ୍କୁ ନିଜ ପରିଶ୍ରମର ଭଲ ପରିଣାମ ମିଳିବ । ଚାକିରି ଓ ବ୍ୟବସାୟ କାକରୁଥିବା ଲୋକମାନଙ୍କୁ ଧନ ଲାଭ ହେବ । ପରିବାରରୁ ଆପଣଙ୍କୁ ସହାୟତା ମିଳିବ । ଆଜି ଆପଣଙ୍କ ବ୍ୟୟ ଅଧିକ ହୋଇପାରେ, ସେଥିପାଇଁ ସତର୍କ ରୁହନ୍ତୁ । ଆପଣଙ୍କ ଜୀବନ ସାଥି ସହ ଆପଣଙ୍କ ସମ୍ପର୍କ ଭଲ ରହିବ । ଆପଣଙ୍କ ସ୍ୱାସ୍ଥ୍ୟ ଠିକ ରହିବ । ଆଜି ଆପଣଙ୍କ ସମ୍ପର୍କ କିଛି ପ୍ରଭାବଶାଳି ଲୋକଙ୍କ ସହ ହେବ ।

ମକର ରାଶି-

ଆଜି ଆପଣ ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ । ଛୋଟ ସମସ୍ଯା ପାଇଁ ଆପଣ ଅଧିକ ଚିନ୍ତା କରିବେ । ଆପଣଙ୍କ ନିଷ୍ପତ୍ତି ପାଇଁ ଯେମିତି ଅନ୍ୟ କାହାକୁ ଦୁଖ ନହୁଏ, ଏହାର ବିଶେଷ ଧ୍ୟାନ ରଖିବେ । ଆଜି ଆପଣଙ୍କର ବିଶେଷ ଧ୍ୟାନ ସାଙ୍ଗ ମାନଙ୍କ ଉପରେ ରହିବ । କୋର୍ଟ କଚେରୀର ଚକର କାଟି ପାରନ୍ତି । ଆଜିର ଦିନରେ ଆପଣଙ୍କ ସବୁ ଭୁଲ ଧାରଣା ଦୂର ହୋଇଯିବ ।

କୁମ୍ଭ ରାଶି-

ଆଜି ଆପଣ ନିଜ ପାରିବାରିକ ସମ୍ପର୍କକୁ ମଝବୁତ କରିବା ପାଇଁ ଚେଷ୍ଟା କରନ୍ତୁ । ନିଜ ଭାବନାକୁ ସକାରାତ୍ମକ ରାଖୀ ଭାବି ଚିନ୍ତି ନିର୍ଣ୍ଣୟ ନିଅନ୍ତୁ । ଆପଣଙ୍କ ଖରାପ ପରିସ୍ଥିତି ସୁଧୁରି ପରେ, ସେଥିପାଇଁ ପ୍ରୟାସ କରନ୍ତୁ । ଆଜି ଆପଣଙ୍କ ଲଭ ଲାଇଫରେ କିଛି ବିବାଦ ହୋଇପାରେ, ସେଥିପାଇଁ ସତର୍କ ରୁହନ୍ତୁ । ଆଜିର ଦିନରେ ଆପଣଙ୍କୁ ମାଧ୍ୟମ ଫଳ ମିଳିବ ।

ମୀନ ରାଶି-

ଆଜି ଆପଣଙ୍କ ପାରିବାରିକ ଜୀବନରେ ମତଭେଦର ବାତାବରଣ ହୋଇପାରେ । ଆପଣ ନିଜ ମାର୍ଗ ଦର୍ଶନ କରିବା ପାଇଁ ଆଧ୍ୟାତ୍ମିକ ମାନ୍ୟତାର ସାହାରା ନିଅନ୍ତୁ । ଆଜି ଆପଣଙ୍କୁ ନିଜ ବ୍ୟାପାରରେ ଭଲ ଫାଇଦା ମିଳିବ । ହେଲେ ଆପଣ କହିବା ପୂର୍ବରୁ ନିଜ ଶବ୍ଦ ଉପରେ ଧ୍ୟାନ ଦିଅନ୍ତୁ । ଆପଣ ନିଜ ଜୀବନ ସାଥି ସହ କିଛି ଭଲ ସମୟ ଅତିବାହିତ କରିବେ, ଏହାଦ୍ବାରା ଆପଣଙ୍କ ମନ ପ୍ରସନ୍ନ ରହିବ ।

ରାଶିଫଳ ୧୯ ସେପ୍ଟେମ୍ବର ୨୦୧୮: ଗଣେଶ ଠାକୁରଙ୍କ କୃପାରୁ ଏହି ଏହି ରାଶି ମାନଙ୍କର ହେବ କଲ୍ୟାଣ