ଆଜିର ରାଶିଫଳ, 25 ନଭେମ୍ବର 2020, ବୁଧବାର, ଗଣେଶଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ହେବ ଅପାର ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୫ ନଭେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆପଣ ପରିଶ୍ରମ କଲେ ଭଲ ପରିଣାମ ମିଳିବ । ଏହି ରାଶିର ବିଲଡ୍ରସମାନଙ୍କ ପାଇଁ ଆଜି ଦିନଟି ଫାଇଦା ଅଛି । ପ୍ରେମ ଜୀବନରେ ଆଜି ଦିନଟି ବହୁତ ଭଲ ଅଛି । ଆପଣଙ୍କୁ ଓ ଆପଣଙ୍କ ଜୀବନସାଥିଙ୍କ ଠାରୁ କୌଣସି ଖୁସି ଖବର ମିଳିବ । ନିଜ କ୍ଷମତାକୁ ଅଯଥା କ୍ଷେତ୍ରରେ ନିବେଶ କରନ୍ତୁ ଏହାକୁ ଠିକ କ୍ଷେତ୍ରରେ ଲଗାନ୍ତୁ । କୌଣସି ପ୍ରକାର ଡିଲ କରିବା ପୂର୍ବରୁ ଭଲ ଭାବରେ ବୁଝି ସୁଝି କରନ୍ତୁ । ନଚେତ ଆପଣ ବହୁତ ସମସ୍ୟାରେ ପଡ଼ିପାରନ୍ତି । ହନୁମାନଙ୍କୁ ଲଡୁ ପ୍ରଦାନ କରନ୍ତୁ ସବୁ କାର୍ଯ୍ୟ ରେ ସଫଳତା ମିଳିବ ।

ବୃଷ

ଆଜି ଆପଣଙ୍କ ଦିନ ବହୁତ ଭଲରେ ଯିବ । ଆଜି ଆପଣ ବହୁତ ଊର୍ଜାବାନ ଅନୁଭବ କରିବେ । ଅଫିସରେ ଉଚଅଧିକାରୀ ଆପଣଙ୍କ ଠାରୁ କିଛି ଅଧିକ ପାଇବା ପାଇଁ  ଇଚ୍ଛା କରିବେ ଆପଣ ଏଥିରେ ସଫଳତା ପାଇବେ । ଆପଣ କୌଣୟ ଖେଳ କୁଦ ରେ ଭାଗ ନେଇ ପାରିବେ । ପାରିବାରିକ ଜୀବନରେ ବହୁତ ଖୁସି ଅନୁଭବ କରିବେ । ଆଜି କୌଣସି ମହତ୍ଵ ପୂର୍ଣ କାର୍ଯ୍ୟ ରେ ସଫଳତା ପାଇବେ । ନିଜ ସ୍ଵପ୍ନ କୁ ପୂରଣ କରିବା ପାଇଁ ସବୁ ପ୍ରକାରର ସହଯୋଗ ପାଇବେ । ଘର ବାହାରେ ଚଢେଇ ମାନଙ୍କ ପାଇଁ କୌଣସି ପାତ୍ର ରେ ପାଣି ରଖନ୍ତୁ ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ରହିବ ।

ମିଥୁନ

ଆପଣ କୌଣସି ମିତ୍ରଙ୍କ ସହ ବୁଲିବାକୁ ଯାଇପାରନ୍ତି । ଜୀବନସାଥିଙ୍କ ଠାରୁ କୌଣସି ଖୁସି ଖବର ମିଳିବ । କାର୍ଯ୍ୟ କ୍ଷେତ୍ର ରେ ସମସ୍ୟା  ଆଶି ପାରେ କିନ୍ତୁ ଏହି ସମସ୍ୟା  କ୍ଷଣ ସ୍ଥାଇ ଅଟେ । ଅଟକି ରହିଥିବା କୌଣସି ଧନ ଆପଣଙ୍କୁ ମିଳିପାରେ ଯାହାଫଳରେ ଆର୍ଥିକ ସ୍ଥିତି ରେ ସୁଧାର ଆସିବ । ଏହି ସମୟରେ ଉଚ ଶିକ୍ଷାରେ ସଫଳତା ମିଳିବ । କୌଣସି ଅଦାଲତି ମାମଲାରେ ପଡନ୍ତୁ ନାହିଁ । ମାଙ୍କଡ ମାନଙ୍କୁ କଦଳୀ ଖାଇବାକୁ ଦିଅନ୍ତୁ ସବୁ ସମସ୍ୟା  ଦୂର ହୋଇଯିବ ।

କର୍କଟ

ଆପଣଙ୍କ ଦିନ ଠିକ ଠାକ ରହିବ । ଗୁରୁଜନ ମାନଙ୍କ ଆଶୀର୍ବାଦ ନିଅନ୍ତୁ ସବୁ କାର୍ଯ୍ୟ ରେ ସଫଳତା ପାଇବେ । ପରିବାର ରେ କୌଣସି କଳହ ହୋଇପାରେ । ଆଜି କୌଣସି ବଡ ବ୍ୟକ୍ତିଙ୍କ ସହଯୋଗ ମିଳିବ । ଜୀବନ ସାଥିଙ୍କ ସହ ଭଲ ସମ୍ପର୍କ ରହିବ । ଆପଣଙ୍କ ଇଚ୍ଛା ପୂରଣ ହୋଇଯିବ । ପୁରୁଣା କର୍ମର ଭଲ ଫଳ ମିଳିବ । ଆଜି କୌଣସି ବ୍ୟବସାୟା ସମ୍ବନ୍ଧୀୟ କୌଣସି ବଡ ଡିଲ ହୋଇପାରେ । କୌଣସି କ୍ଷେତ୍ର ରେ ଯାତ୍ରା କରିବା ଫଳରେ ଥକା ଅନୁଭବ କରିବେ କିନ୍ତୁ ଧନ ପ୍ରାପ୍ତି ହୋଇପାରେ । ଛାତ୍ର ମାନଙ୍କୁ ସଫଳତା ମିଳିବ । ହନୁମାନଙ୍କୁ ସିନ୍ଦୁର ପ୍ରଦାନ କରନ୍ତୁ ସବୁ ସମସ୍ୟାରୁ ମୁକ୍ତି ପାଇବେ ।

ସିଂହ

ଆଜି ଆପଣ କୌଣସି ନୂଆ କାର୍ଯ୍ୟ ଶିଖିବାକୁ ଚେଷ୍ଟା କରିବେ । ଆଜି ଓକିଲମାନେ ନିଜ କାର୍ଯ୍ୟ ରେ ସଫଳତା ପାଇବେ । କୌଣସି ଜରୁରୀ କେସ ରେ ସଫଳତା ପାଇବେ । ଜୀବନ ସାଥିଙ୍କ ସହ ବୁଲିବାକୁ ଯାଇପାରନ୍ତି । ଆଜି କୌଣସି କ୍ଷେତ୍ର ରେ ନିବେଶ ପାଇଁ ଭଲ ସମୟ ଅଛି । ଆପଣଙ୍କୁ ପୈତୃକ ସମ୍ପତିରୁ ଫାଇଦା ମିଳିବ । ଆଜି କୌଣସି ନୂଆ କାମ ଆରମ୍ଭ କରି ପାରିବେ । ଗରିବ ଲୋକ ମାନଙ୍କୁ  ଖାଇବାକୁ ଦିଅନ୍ତୁ ସବୁ ସମସ୍ୟା ଦୂର ହୋଇଯିବ ।

କନ୍ୟା

ଆଜି ଦିନତଟି ବହୁତ ଭଲ ରହିବ । ବ୍ୟବସାୟୀ ମାନଙ୍କୁ ଭଲ ଧନ ଲାଭ ମିଳିବ । କାରବାରରେ ନୂଆ ଲୋକଙ୍କ ସହ ସମ୍ପର୍କ ବଢିବ । ଆପଣଙ୍କୁ କାମ କରିବା ପାଇଁ ନୂଆ ରାସ୍ତା ମିଳିବ । ଏହି ସମୟରେ ଆପଣ ଧନ ସଞ୍ଚଯ କରି ପାରିବେ । ଆପଣ ଯଦି କୌଣସି ସ୍ୱଳ୍ପ କାଳୀନ ନିବେଶ କରିବାକୁ ଚାହୁଁ ଛନ୍ତି ତେବେ ଏଥିରେ ସଫଳତା ପାଇବେ । ଅଯଥା ଖର୍ଚ ବଢି ପାରେ । ଆପଣଙ୍କୁ ଆପଣଙ୍କ ପ୍ରିୟ ମାନଙ୍କ କଥା ମନେ ପଡିବ । ହନୁମାନ ଚାଳିଶା ପାଠ କରନ୍ତୁ ସବୁ ସମସ୍ୟାରୁ ମୁକ୍ତି ପାଇବେ ।

ତୁଳା

ଆଜି ଦିନଟି ସାମାନ୍ୟ ରହିବ ।  ବ୍ୟବସାୟରେ ଭାବିଚିନ୍ତି ନିସ୍ପତି ନିଅନ୍ତୁ ଓ ଯୋଜନା ମୁତାବକ କାମ କରନ୍ତୁ । ଆଜି ଆପଣ ବହୁତ ଖୁସିରେ ରହିବେ । ଆଧ୍ୟମିକ ପ୍ରତି ବେସୀ ମନ ହେବ । ଯଦି ଆପଣ ଏକ ନୂଆ ବ୍ୟବସାୟ ବା ନୂଆ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଏହା ଆପଣଙ୍କୁ ବହୁତ ଭଲ ଫଳ ଦେବ କାରଣ ଲୋକଙ୍କ କହିବା କଥା ଅନୁସାରେ ଗଣେଶ ହେଉଛନ୍ତି ଆର୍ଥିକ ଓ ଲାଭର ପ୍ରତୀକ ସେଥିପାଇଁ ଆସୁଥିବା ସମୟ ରେ ଆପଣ କିଛି ଭଲ ବ୍ୟବସାୟ କରିପାରିବେ ।

ବିଚ୍ଛା

ଆଜି ଆପଣଙ୍କ ଦିନ ବହୁତ ଭଲରେ ଯିବ । ଯେଉଁମାନେ ଚାକିରି କରିଛନ୍ତି ଆଜି ତାଙ୍କ ପାଇଁଦିନଟି ଭଲ ରହିବ । ଆଜି କିଛି ନୂଆ ସାଙ୍ଗ ମିଳିପାରନ୍ତି । ସାମଜିକ ସମ୍ପର୍କରେ ଅଗ୍ରଗତି ହେବ । ଆଖ ପାଖ ଲୋକଙ୍କଠାରୁ ସାହାଜ୍ୟ ମିଳିବ । ଧନ ସମ୍ବନ୍ଧୀୟ କୌଣସି ଶୁଭ ଖବର ମିଳିବ । କାର୍ଯ୍ୟରେ ଥିବା କୌଣସି ସମସ୍ୟା ସମାଧାନ ହୋଇଯିବ । ପାରିବାରିକ ସମାରୋହରେ ନୂଆ ସାଙ୍ଗ ବନେଇପାରନ୍ତି । ଆପଣ ଗୁରୁଙ୍କ ଆଶୀର୍ବାଦ ନିଅନ୍ତୁ , ପୁରା ଦିନ ଖୁସିରେ କଟିବ ।

ଧନୁ

ଆଜି ଦିନଟି ଆପଣଙ୍କର ବହୁତ ଭଲ ରହିବ । ପିଲାମାନଙ୍କ ସହିତ ଆପଣ ଅଧିକ ସମୟ ବିତାନ୍ତୁ ଯାହା ଦ୍ଵାରା ତାଙ୍କ ସହିତ ସମ୍ପର୍କ ଭଲ ରହିବ । ଆର୍ଥିକ ସ୍ଥିତି ମଜବୁତ ରହିବ । ପ୍ରଭାବଶାଳି ଲୋକଙ୍କର ସାହାଜ୍ଯ ମିଳିବ ଯାହାକି ଆପଣଙ୍କୁ ଧନ ମିଳିବ ମିଳିବ । ଯଦି କୌଣସି ନୂଆ କାର୍ଯ୍ୟ କରିବାକୁ ଚାହୁଁ ଛନ୍ତି ତେବେ ଏହି ସମୟ ବହୁତ ଉପଯୁକ୍ତ ଅଟେ । କୌଣସି କାମ କରିବା ପୂର୍ବରୁ ବୁଝିବିଚାରୀ କାମ କରନ୍ତୁ ନଚେତ ସମସ୍ଯା  ଉତ୍ପନ୍ନ ହୋଇପାରେ ।   ଜୀବନରେ ଖୁସି ଆସିବ । ଅନାଥଳୟରେ କିଛି ଉପହାର ଦିଅନ୍ତୁ ସମାଯରେ ଆପଣଙ୍କର ପ୍ରତିଷ୍ଠା ବଢିବ ।

ମକର

ଆଜି ଆପଣଙ୍କ ଦିନଟି ସାମାନ୍ୟ ରହିବ । ଅଫିସ କାର୍ଯ୍ୟରେ ବିଳମ୍ବତା ହୋଇପାରେ । କୌଣସି କାର୍ଯ୍ୟରେ ମିତ୍ରଙ୍କ ସାହାଜ୍ୟ ପାଇପାରନ୍ତି  । ଧର୍ଯ୍ୟ ସହ ନିର୍ନୟ ନିଆନ୍ତୁ । ସଫଳତାର ରାସ୍ତା ମିଳିବ । ଆଜି ଆପଣ ଅନ୍ୟ ମାନନଙ୍କର କଥାରେ ଯାଇପାରନ୍ତି । ସାମାଜିକ ସ୍ତରରେ ମିଳାମିଶା ବଢିପାରେ । ପରିବାରେ ସୁଖ ଶାନ୍ତି ରହିବ । ବିଦେଶୀ କମ୍ପାନୀ ସହ ବ୍ୟବସାୟ କରିପାରନ୍ତି । ଆଜି ଦିନରେ ଆପଣ ମିଠା ଦାନ କରନ୍ତୁ । ପରିବାରରେ ଖୁସି ରହିବ । ହନୁମାନଙ୍କୁ ଦର୍ଶନ କରନ୍ତୁ , ସମସ୍ତ ମନୋକମାନା ପୁରୁଣ ହୋଇଯିବ ।

କୁମ୍ଭ

ଆଜି ଦିନଟି ଭଲରେ ବିତିବ । କୌଣସି ଖୁସି ଖବର ମିଳିବ ଯାହା ଦ୍ଵାରା କି ଆପଣଙ୍କ ପରିବରେ ଖୁଶିର ବାତାବରଣ ରହିବ । ସନ୍ତାନଙ୍କ ପଦର୍ଶନରେ ଆପଣ ଖୁସି ରହିବେ । ପରିବାର ରେ ଖୁସି ମଜାକ ର ପରିବେଶ ରହିବ । ଆପଣଙ୍କ ଆର୍ଥିକ ସ୍ଥିତି ରେ ଉନ୍ନତି ହେବ । ଚାକରି କ୍ଷେତ୍ର ରେ ମାନ ସମ୍ମାନ ମିଳିବ । ଆପଣଙ୍କ ଭଲ କାର୍ଯ୍ୟ ପାଇଁ ଆଜି ମୂଲ୍ୟ ମିଳିବାର ଅଛି । ଆପଣ ଏକାଗ୍ରତାର ସହ କାମ କରନ୍ତୁ । ହନୁମାନ ମନ୍ଦିରରେ ରାମ ହସ୍ତ୍ୟକ୍ଷର ସ୍ତୋତ୍ର ପାଠ କରନ୍ତୁ , ଆପଣଙ୍କର ରୁଣ ମୁକ୍ତ ହୋଇଯିବ ।

ମୀନ

ଆଜି ଆପଣଙ୍କ ଦିନଟି ବ୍ୟସ୍ତତା ରେ ବିତିବ । ପିତା ମାତାଙ୍କ ସହ ବୁଲିବାକୁ ଯାଇପାରନ୍ତି । ବହୁତ ଦିନରୁ ଅଟକି ଥିବା ଧନ ମିଳି ଯାଇପାରେ ଯାହାଦ୍ୱାରା କି ଆପଣଙ୍କ ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ । ବୈବାହିକ ଜୀବନରେ ଖୁସି ରହିବ । ଘରେ କୌଣସି ପୂଜା ପାଠ ର ଆୟୋଜନ କରି ପାରନ୍ତି । ଆପଣ ଭାବି ଥିବା ସବୁ କାମ ସୁରୁଖୁରୁରେ ହୋଇଯିବ । ଆଜି ଆପଣ କୌଣସି ଟେନସନରେ ଆସିପାରନ୍ତି । ଜଳରେ ଚାଉଳ ପକେଇକି ସୁର୍ଜ୍ୟଦେବଙ୍କୁ ଜଳ ଚଢାନ୍ତୁ ,ଆପଣଙ୍କର ସବୁ କାର୍ଯ୍ୟ ସିଧି ହେବ ।  ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।