ଆଜିର ରାଶିଫଳ, 23 ଫେବୃୟାରୀ 2020, ରବିବାର, ଏହି ୫ଟି ରାଶି ଉପରେ ଭଗବାନ କୃଷ୍ଣଙ୍କ କୃପା ରହିବ

ରାଶିଫଳର ଆମ ଜୀବନରେ ବହୁତ ମହତ୍ଵ ରହିଛି । ରାଶି ଦ୍ଵାରା ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ବିଷୟରେ ଜାଣି ହେବ । ଗ୍ରହ ଗୋଚର ଓ ନକ୍ଷେତ୍ରର ଚାଲ ଅନୁଯାଇ ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ମାନଙ୍କର ଚାଲ ସବୁବେଳେ ପରିବର୍ତ୍ତନ ହୋଇଥାଏ, ସେଥିପାଇଁ ମଣିଷର ଦୈନିକ ଜୀବନରେ ଦୁଖ ଓ ସୁଖର ପରିବର୍ତ୍ତନ ଆସିଥାଏ । ଆଜିଆମେ ଆପଣଙ୍କୁ ଆପଣଙ୍କ ରାଶିଫଳ ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ଆଜିର ରାଶିଫଳ ବିଷୟରେ ।

ମେଷ ରାଶି-

ଆଜି ଆପଣ ନିଯ କାମ ସମ୍ବନ୍ଧିତ ଯାତ୍ରା ପାଇଁ ପ୍ରସ୍ତୁତ ହେବେ । ଏହି ଯାତ୍ରା ଆପଣଙ୍କ ପାଇଁ ଲାଭଦାୟକ ରହିବ । ଆଜି ଆପଣ ନୂଆ ଯୋଜନା କରିବେ । ଯୁବକ ମାନଙ୍କୁ ନିଜ ଲକ୍ଷ ହାସିଲ ହେବ । ହେଲେ ଆପଣ ନିଜକୁ ଅଧିକ କାର୍ଯ୍ୟ କରିବାରୁ ନିୟନ୍ତ୍ରଣ କରନ୍ତୁ, କାରଣ ଅଧିକ କାର୍ଯ୍ୟ ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ହେଲେ ଆଜି ଆପଣ ନିଜ ମନର କଥାକୁ କହିପାରିବେ ନାହିଁ ।

ବୃଷ ରାଶି-

ଆଜି ଆପଣ ନିଜ କାର୍ଯ୍ୟକୁ ସଫଳତା ପୂର୍ବକ ପୂରଣ କରିବେ । ଯଦି ଆପଣ କୋପୁନଶୀ ସ୍ଥାନରେ ନିବେଶ କରିବା ପାଇଁ ଚାହୁଁଛନ୍ତି, ତେବେ ଆଜିର ଦିନ ବହୁତ ଭଲ ରହିବ । ଯେଉଁ ଲୋକମାନେ ନିଜ କାରିୟର ସମ୍ବନ୍ଧରେ ଚିନ୍ତା କରୁଛନ୍ତି, ସେମାନଙ୍କ ପାଇଁ ଆଜି ଠାରୁ ନିଜ କାରିୟର ଆରମ୍ଭ କରିବା ପାଇଁ ଭଲ ଅବସର ଅଛି । ଆଜି ଆପଣ ପାରିବାରିକ ଦାଇତ୍ଵରେ ବ୍ୟସ୍ତ ରହିବେ । ହେଲେ ପ୍ରେମୀ ଯୁଗଲ ମାନଙ୍କ ପାଇଁ ଏକ ବଡ ପରୀକ୍ଷା ଆଜି ହୋଇପାରେ ।

ମିଥୁନ ରାଶି-

ଆଜି ଆପଣ ନିଜ ବ୍ୟବହାରକୁ ସକାରାତ୍ମକ ରଖନ୍ତୁ । ଆପଣଙ୍କୁ କାର୍ଯ୍ୟ କ୍ଷେତ୍ରରେ ଲାଭ ମିଳିବ । ଯେଉଁ ଲୋକ ଆପଣଙ୍କ ପାଖକୁ କିଛି ସମସ୍ଯା ନେଇ ଯାଉଛି, ଆପଣ ସେହି ଲୋକର ସାହାର୍ଯ୍ୟ କରନ୍ତୁ ଓ ତାକୁ ମାନସିକ ଶାନ୍ତି ଦେବା ପାଇଁ ଚେଷ୍ଟା କରନ୍ତୁ । ଆଜି ଆପଣ କାହାକୁ ନିଜର ବ୍ୟକ୍ତିଗତ କଥା ଓ ଗୋପନୀୟ କଥା ବିଷୟରେ କୁହନ୍ତୁ ନାହିଁ । କାର୍ଯ୍ୟ କ୍ଷେତ୍ରରେ ଆପଣ ସଫଳତା ପାଇବେ । ଆପଣ ନିଜ ମିତ୍ର ମାନଙ୍କ ସହ ବାଦବିବାଦ କରିପାରନ୍ତି । ତେଣୁ ଏଥିପାଇଁ ସତର୍କ ରୁହନ୍ତୁ ।

କର୍କଟ ରାଶି-

ଆଜି ଆପଣଙ୍କ କାର୍ଯ୍ୟ ଅଧୁରା ରହିପାରେ । ପୁରୁଣା କଥା ପାଇଁ କୌଣସି ମତଭେଦ କରନ୍ତୁ ନାହିଁ, କାରଣ ଏହାର ପରିଣାମ ବହୁତ ଖରାପ ହେବ । ନିଜ ଜୀବନ ସାଥି ଉପରେ ସନ୍ଦେହ କରନ୍ତୁ ନାହିଁ, ଏହା ଦ୍ଵାରା ଘର ପରିବାରରେ ବିବାଦ ସୃଷ୍ଠୀ ହେବ । ଲମ୍ବା ସମୟ ପର୍ଯ୍ୟନ୍ତ ରହିଥିବା ବିବାଦର ଆଜି ଅନ୍ତ ହୋଇପାରେ ଓ ଏହା ସହିତ ଆୟର ନୂଆ ସ୍ରୋତ ସ୍ଥାପିତ ହେବ ।

ସିଂହ ରାଶି-

ଖରାପ ଅଭ୍ଯାସକୁ ଛାଡିବା ପାଇଁ ଆଜିର ଦିନ ବହୁତ ଭଲ ରହିବ । ଆୟ ଓ ବ୍ୟୟର ସନ୍ତୁଳନ ନିୟନ୍ତ୍ରଣ ରଖନ୍ତୁ । ଆପଣଙ୍କ ଜୀବନରେ ଚାଲିରହିଥିବା ସମସ୍ଯା ଗୁଡିକର ଅନ୍ତ ହେବ । ଆଜି ଆପଣଙ୍କ ସାମାଜିକ ଜୀବନ ବହୁତ ଗତି ବିଧିରେ ଭରିଯିବ । ଆପଣ ନିଜ ମିତ୍ର ମାନଙ୍କ ସହ ବହୁତ ମଜା କରିବେ । ଆଜି ଆପଣଙ୍କୁ ନିଜ କାର୍ଯ୍ୟରେ ସଫଳତା ମିଳିବ, ଜ୍କାହାଫଳରେ ଆପଣଙ୍କ ମନ ପ୍ରସନ୍ନ ରହିବ ।

କନ୍ୟା ରାଶି-

ଆଜି ଆପଣ ନିଜର ସମସ୍ତ ସମସ୍ଯା ଓ ଚିନ୍ତାକୁ ଦୂର କରି ନିଜ ପରିବାର ସହ କିଛି ମୂଲ୍ଯବାନ ସମୟ ଅତିବାହିତ କରିବେ । ଆଜି ଆପଣଙ୍କ କାର୍ଯ୍ୟ ଏକ ଏମିତି ଦିଗରେ ଯିବ, ଯାହା ବିଷୟରେ ଆପଣ ଚିନ୍ତା କରିନଥିବେ । ଆପଣ ନିଜ ପୁରୁଣା ମିତ୍ର ସହ ଭେଟି ପାରନ୍ତି । ବ୍ୟାପାର କରୁଥିବା ଲୋକମାନଙ୍କୁ ଧନ ଲାଭ ହେବାର ସମ୍ଭାବନା ରହିଛି । ଆପଣଙ୍କୁ ନିଜ ଜୀବନ ସାଥିର ପୁରା ସହାୟତା ମିଳିବା ସହିତ, ଆପଣଙ୍କ ଦାମ୍ପତ୍ତ୍ୟ ଜୀବନ ସୁଖମୟ ରହିବ ।

ତୁଳା ରାଶି-

ନିଜ ଆତ୍ମା ବିଶ୍ଵାସ ପାଇଁ ଆଜି ଆପଣ ସଫଳତା ହାସିଲ କରିବେ । ମିତ୍ରା ମାନଙ୍କ ସହାୟତାରେ ଆପଣଙ୍କ କାର୍ଯ୍ୟ ପୂରଣ ହେବ । ପୁରୁଣା ନିବେସର ଲାଭ ମିଳିବ । ଧନ ସଞ୍ଚୟ କରିବାରେ ସଫଳ ହେବେ । ଆପଣଙ୍କ ଉତ୍ସାହରେ ବୃଦ୍ଧି ହେବ । କାର୍ଯ୍ୟ କରିବା ପାଇଁ ମନ ଲାଗିବ । ଆପଣଙ୍କ ବୁଦ୍ଧି ସଠିକ ଡ଼ିଆଇଜିରେ ରହିବ । ହେଲେ ଅଧିକ କାର୍ଯ୍ୟ ହେତୁ ପରିବାରକୁ ସମୟ ଦେଇପାରିବେ ନାହିଁ ।

ବିଛା ରାଶି-

ଆଜି ଆପଣଙ୍କୁ କିଛି ନୂଆ ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରିବା ପାଇଁ ଅବସର ମିଳିବ । ଆପଣଙ୍କ ଛୋଟ ଛୋଟ ସମସ୍ଯା ଦୂର ହୋଇଯିବ । ଆଜି ଆପଣଙ୍କୁ କୌଣସି ଏକ ମହତ୍ଵପୂର୍ଣ୍ଣ ସୂଚନା ମଧ୍ୟ ମିଳିପାରେ । ଆଜି ଆପଣ ସାମାଜିକ ରୂପରେ ବ୍ୟସ୍ତ ରହିବେ । କାର୍ଯ୍ୟ କ୍ଷେତ୍ରର ଚିନ୍ତାକୁ ଘରକୁ ଆଣନ୍ତୁ ନାହିଁ, କାରଣ ଏହାଦ୍ବାରା ଆପଣଙ୍କ ଘରର ବାତାବରଣ ବଦଳି ପାରେ ।

ଧନୁ ରାଶି-

ଆଜି ଆପଣଙ୍କ ବ୍ୟବହାର ନ୍ୟାୟପୂର୍ଣ୍ଣ ରହିବ । ଆପଣଙ୍କୁ ନିଜ କାର୍ଯ୍ୟକୁ ସଫଳ କରିବା ପାଇଁ ପ୍ରେରଣା ମିଳିବ । ଆଜିର ଦିନ ରୋଚନାତ୍ମକ କାର୍ଯ୍ୟ ସହ ଜଡିତ ଥିବା ଲୋକମାନଙ୍କ ପାଇଁ ବହୁତ ଭଲ ରହିବ । ପ୍ରେମ ସମ୍ବନ୍ଧିତ ଲୋକମାନଙ୍କ ପାଇଁ ଆଜି ବହୁତ ବାଧା ଆଇପାରେ । ଆପଣଙ୍କ ସ୍ଵଭାବରେ ଲୋକମାନେ ପ୍ରଭାବିତ ହେବେ । ଆପଣ ନିଜ ଜୀବନ ସାଥି ସହ ଆପଣ ଆକର୍ଷିତ ହେବେ ।

ମକର ରାଶି-

ଆଜି ଆପଣଙ୍କୁ ସାଂସାରିକ ଜିନିଷ ପ୍ରତି ଖାସ ଲଗାବ ରହିବ । ଆଜି ଆପଣ ନିଜ ପାର୍ଟନରକୁ ପୁରା ସମୟ ଦେବେ । ଘରେ ଅତିଥି ମାନଙ୍କର ଆଗମନ ହୋଇପାରେ । ଆପଣଙ୍କ ବ୍ୟକ୍ତିଗତ କାର୍ଯ୍ୟ ଅଧୁରା ରହିପାରେ । ପରିବାରରେ ଆପଣଙ୍କ ଦାଇତ୍ଵ ବଢିପାରେ । ଯଦି କୌଣସି ସ୍ଥାନରେ ନିବେଶ କରିବା ପାଇଁ ଚିନ୍ତା କରୁଛନ୍ତି, ତେବେ କମ ପୁଞ୍ଜିର ନିବେଶ କରନ୍ତୁ । ଆଜି ଆପଣଙ୍କ ଜୀବନରେ ରୋମାନ୍ସ ରହିବ ଓ ଆପଣଙ୍କୁ ଧନ ଲାଭ ହେବାର ଯୋଗ ରହିବ ।

କୁମ୍ଭ ରାଶି-

ଆଜି ଆପଣ ନିଜ ଚେଷ୍ଟାରେ ଜୀବନରେ ଥିବା କିଛି ସମସ୍ଯାର ସମାଧାନ କରିବେ । ବ୍ୟବସାୟରେ ଧନ ଲାଭ ହେବାର ଯୋଗ ରହିଛି । ଧାର୍ମିକ କାର୍ଯ୍ୟରେ ଆପଣଙ୍କ ଶ୍ରଦ୍ଧା ବଢିବ । ଆପଣ ନିଜ ପରିବାର ସହ କିଛି ଭଲ ସମୟ ଅତିବାହିତ କରିବେ । ରୋଜଗାରର ଅବସର ବିକଶିତ ହେବ । ହେଲେ ଆପଣ କୌଣସି ସ୍ଥାନରେ ପୁଞ୍ଜି ନିବେଶ କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ ।

ମୀନ ରାଶି-

ଆଜି ଆପଣଙ୍କୁ ନିଜ ପୁରୁଣା କଷ୍ଟର ଫଳ ମିଳିବ । ପରିଜନ ମାନଙ୍କ ସହାୟତା ଆପଣଙ୍କୁ ମିଳିବ । ହେଲେ ଆପଣଙ୍କ ସ୍ୱାସ୍ଥ୍ୟ ହଠାତ ଖରାପ ହୋଇପାରେ । ଆଜି ଆପଣଙ୍କ କୌଣସି ଜରୁରୀ କାର୍ଯ୍ୟ ମଧ୍ୟ ରହିପାରେ । ବ୍ୟାପାର କରୁଥିବା ଲୋକମାନେ ପଇସା ଦେବା ନେବା ସମୟରେ ସତର୍କ ରୁହନ୍ତୁ । ଅଧିକ ଦୂରକୁ ଯାତ୍ରା କରିବାରୁ ବଞ୍ଚନ୍ତୁ । ଆପଣ ହତାସ ଅନୁଭବ କରିବେ । ଆପଣ ଦୁଷ୍ଟ ଲୋକମାନଙ୍କ ଠାରୁ ଦୂରରେ ରୁହନ୍ତୁ ।