ଆଜି ମହାଶିବରାତ୍ରି, ଆଜିର ରାଶିଫଳ, 21 ଫେବୃୟାରୀ 2020, ଶୁକ୍ରବାର, ମହାଦେବ ଏହି ୫ଟି ରାଶିର ସବୁ ମନୋକାମନା ପୂର୍ଣ କରିବେ

ରାଶିଫଳ ଆମ ଜୀବନରେ ବହୁତ ମହତ୍ଵ ରଖିଥାଏ । ରାଶି ଅନୁସାରେ ବ୍ୟକ୍ତିର ସ୍ଵଭ୍ବ ଓ ଭବିଷ୍ୟ ସହ ଜଡିତ ସୂଚନା ପ୍ରାପ୍ତ କରାଯାଇ ପାରିବ । ଗ୍ରହର ଗୋଚର ଓ ନକ୍ଷତ୍ର ଅତି ଆଧାରରେ ହିଁ ରାଶିଫଳର ନିର୍ମାଣ କରାଯାଏଥେ । ଗ୍ରହର ବଦଳୁଥିବା ଗତି କାରଣରୁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସମାନ ହୋଇ ନ ଥାଏ ।

୧-ମେଷ

ଆଜି ଭୌତିକ ସୁଖ ସୁବିଧା ହେବ । ପରିବାରରେ ଖୁସି ମିଳିବ । ଧାନ ଲାଭ ହେବ । ମିତ୍ରାମାନନାକ ସ୍ନେହ ମିଳିବ । ସହଯୋଗ ପ୍ରାପ୍ତ ହେବ । ବ୍ୟାପାରରେ ବିସ୍ତାର ହେବ । ନିଜର ପ୍ରୟାସରେ ଉନ୍ନତି ପଥ ପ୍ରଶସ୍ତ କରିବେ । ଇଚ୍ଛିତ କାମ ପୂର୍ଣ ହୋଇପାରେ । ସ୍ୱାସ୍ଥ୍ୟରେ ସୁଧାର ଆସିବ । ବାହନ ଉପରେ ଖର୍ଚ ସମ୍ଭବ ଅଟେ । ଅଳ୍ପ ଚେଷ୍ଟାରେ ଆପଣ ଉଚ୍ଚ ପଦ ଉପରେ ପହଞ୍ଚି ପାରିବେ । ନିଜର ବ୍ୟଭାର ଦ୍ଵାରା ଧିକାରୀମାନେଙ୍କ ସହ ପାଖାପାଖି ହେବେ ।

୨-ବୃଷ

ଆପଣଙ୍କ ସାମ୍ନାରେ ଆସୁଥିବା ଅବସରର ଆଜି ଆପଣ ଲାଭ ଉଠାଇଆବେ । ନିଜର କାମ ନିଜେ କରନ୍ତୁ ଓ ସଂଯମତା ରଖନ୍ତୁ । ଉପଯୋଗୀ ବ୍ୟକ୍ତିମାନନାକ ସମ୍ପର୍କ ଭଲ ହେବ । ଭରପୁର ରଚନାତ୍ମକତା ଔର ଉତ୍ସାହ ଆପଣଙ୍କୁ ଏକ ନୂଆ ଓ ଭଲ ଦିନ ଆଡକୁ ନେଇ ଜୀବ । ଆଜି କୌଣସି ବି ବଡ କାମ ଆରମ୍ଭ କରିବା ପୂର୍ବରୁ କୌଣସି ଶିକ୍ଷିତ ବ୍ୟକ୍ତିଙ୍କ ଠାରୁ ଉପଦେଶ ଗ୍ରହଣ କରନ୍ତୁ । ଆଜି ଆପଣ ମନୋରାନଜନ ଠାରୁ ଦୂରେଇ ରହିବେ ।

୩-ମିଥୁନ

ଆଜି ଆପଣଙ୍କ ଯାତ୍ରା ମନୋରଞ୍ଜକ ରହିବ । ଶାରୀରିକ କଷ୍ଟ ସମ୍ଭବ ଅଟେ । କୌଣସି ବଡ ଯୋଜନା ଓ ବିଚାର ଜରିଆରେ ଆପଣଙ୍କ ଧ୍ୟାନ ଆକର୍ଷିତ ହୋଇପାରେ । କୌଣସି ବି ନିବେଶ କରିବା ପୂର୍ବରୁ ସେହି ସମ୍ପତି ବିଷୟରେ ଭଲ ଭାବରେ ଯାଞ୍ଚ କରି ନିଅନ୍ତୁ । ନୂଆ ଯୋଜନା ଆଡକୁ ଆକାର୍ଷିତ ହେବେ । ଯାତ୍ରା କରିବା ଦ୍ଵାରା ଲାଭ ମିଳିବ । ବୈବାହିକ ପ୍ରସ୍ତାବ ମିଳିପାରେ ।

୪-କର୍କଟ

ଆଜି ବିନା ଚିନ୍ତା କୃ କୌଣସି ବି କାର୍ଯ୍ୟରେ ହାତ ଦିଅନ୍ତୁ ନାହିଁ । ରାଜନୈତିକ ଇଚ୍ଛା ପୂରଣ ହେବ । ଯଦି ଆଜି ଆପଣ ଯାତ୍ରା କରୁଛନ୍ତି ତେବେ ଆପଣଙ୍କ ମାନ ସମ୍ମାନ ବଢିପାରେ । ଆପଣଙ୍କୁ ନିଜ ଜୀବନସାଥିଙ୍କ ଠାରୁ ଖାସ ପୁରଷ୍କାର ମିଳିପାରେ । ଜିଆବନ୍ସାଠିଙ୍କ ସହଯୋଗ ଓ ସାନିଧ୍ୟ ମିଳିବ । ଆର୍ଥିକ ଲାଭ ହୋଇପାରେ । ସେମିନାର ଔର ପ୍ରଦର୍ଶନୀ ଇତ୍ୟାଦି କାର୍ଯ୍ୟକ୍ରମରେ ସାମିଲ ହୋଇ ପାରନ୍ତି ।

୫-ସିଂହ

ଆଜିର ଦିନ ଆରମ୍ଭରେ ଆପଣଙ୍କୁ ଅଳ୍ପ ସଚେଟ ରହିବାକୁ ପଡିପାରେ ବିଶେଷକରି ଭାବନାତ୍ମକ ରୂପରେ ଆପଣଙ୍କୁ ସମ୍ଭାଳି ରହିବାକୁ ପଡିପାରେ । ମିଠା କଥା କହି କାମ କରିବାରେ ଆପଣ ଲାଭବାନ ରହିବେ । ସରଲ୍ପୂର୍ବକ କାର୍ଯ୍ୟ କରିବା ଦ୍ଵାରା ଆପଣ ଅଧିକ ଲାଭବାନ ରହିବେ । ଖର୍ଚ ଉପରେ ସଂଯମତା ରଖନ୍ତୁ । ଦାମ୍ପତ୍ୟ ଜୀବନରେ ମଧୁରତା ବଢିବ । ମନରେ ବିଭିନ୍ନ ପ୍ରକାରର ବିଚାର ଆସିପାରେ ।

୬-କନ୍ୟା

ଆଜିର ଦିନ ଆଓନ ବହୁତ ସୁରକ୍ଷିତ ଅନୁଭବ କରିବେ । ସନାତନର ଚିଟା ଦୂର ହୋଇପାରେ । କାହା ସହିତ ଆଖି ମିଶିପାରେ । ଆଜି କୌଣସି ବ୍ୟକ୍ତିଙ୍କ ସହ ଆପଣଏନକେ ଅସାକ୍ଷାତ ହୋଇପାରେ । ଯାହା ଠାରୁ ଆପ୍ନଙ୍କୁ କିଛି ଲାଭ ମଧ୍ୟ ହୋଇପାରେ । ମହିଳାମାନଙ୍କୁ ପିତାଙ୍କ ଘରୁ କିଛି ଶୁଭ ସମାଚାର ମିଳିବ । ଚାକିରିରେ ବିପରୀତ ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ ।

୭-ତୁଳା

ଆଜିର ଦିନରେ ଆପଣଙ୍କୁ କ୍ଳାନ୍ତ କରିଦେବ । ପରିଶ୍ରମ ଅଧିକ ହେବ । କିଛି ପୁରୁଣା ମିତ୍ରାଙ୍କ ସହ ସମ୍ପର୍କ ହୋଇପାରେ । ସୁସ୍ଵାଦ ଖାନପାନ ସେବନ କରିଏବ । ବହୁତ ସମୟ ଅଟକିଥିବା କାରଜୀ ଆଜି ପୁରା ହୋଇଯିବ । ଏହା ସହିତ ସମସ୍ତ କାରଜୀକୁ ସାବଧାନ ହୋଇ କରନ୍ତୁ । କାରଜୀ ପ୍ରତି ଆପଣଙ୍କ ଇଚ୍ଛା ଓ ଉତ୍ସାହ ବଢିବ । ପରିଜନ ଏବଂ ସନ୍ତାନଙ୍କ ଠାରୁ କିଛି ଶୁଭ କହବର ପାଇବେ ।

୮-ବିଚ୍ଛା

ଆଜି ଆପଣ ଚାକିରି ଓ ବ୍ୟବସାୟରେ [ଅରିଶ୍ରମ ଦ୍ଵାରା ସଫଳତା ପ୍ରାପ୍ତ କରିବେ । ବିଦ୍ୟାର୍ଥୀମାନଙ୍କ ପାଇଁ ସମୟ ଭଲ ଅଟେ । ଆଜି ଆପଣ କୌଣସି ଧାର୍ମିକ କିମ୍ବା ସାମାଜିକ ଉତ୍ସବରେ ସମ୍ମାଳିତ ହୋଇପାରନ୍ତି । କୌଣସି ମହିଳାଙ୍କ ପାଇଁ ପାଇଁ କାରଶନର କେନ୍ଦ୍ର ହୋଇ ପାରନ୍ତି । ଅବିବାହିତମାନଙ୍କ ପାଇଁ ବିବାହର ପ୍ରସ୍ତାବ ଆସିପାରେ । ପୁଞ୍ଜି ନିବେଶରେ ସାବଧାନ ହୁଅନ୍ତୁ ।

୯-ଧନୁ

ଆଜି ଆପଣଙ୍କୁ ଆର୍ଥିକ ଚିନ୍ତା ଲାଗି ରହିବ । ଏହିବାଲୀ ଲୋକଙ୍କ ସହ ଜଡିତ ରହିଏବ ଯେଉଁମାନେ ଆପଣଙ୍କ ପ୍ରତିଷ୍ଠା କୁ ଆଘାତ କରି ପାରନ୍ତି । ପୁରୁଣା ବନ୍ଧୁ ସହ ବିବାଦ ହୋଇପାରେ । ଧର୍ମ – କର୍ମରେ ଆସ୍ଥା ବଢିବ ।ବୌଧିକ କାର୍ଯ୍ୟରେ ଲାଭ ମିଳିବ । ଆପଣ ଚିନ୍ତାମୁକ୍ତ ହୋଇ ନିଜର ପାଖପାଖି ବନ୍ଧୁ ଓ ପରିବାର ମଝିରେ ଖୁସିରେ ରହିବେ । ଅସୁସ୍ଥ ମଧ୍ୟ ରହି ପାରଣତି ।

୧୦-ମକର

ଆଜି ଆପଣନାକ ବ୍ୟାପାର ସମବନ୍ଧିତ କାରଜୀରେ ଲାଭ ହେବ । ଆଜିର ଦିନ ଆପଣନାକ ପାଇଁ ସୁଖ ସମାଚାର ଆଣିପାରେ । ଅଳ୍ପ ଚେଷ୍ଟା କରିବା ଦ୍ଵାରା ଆପଣ ଅଧିକ ଲାଭ ମିଳିବ । ଦିନର କାମରେ ଆପଣଙ୍କୁ ଅତ୍ୟଧିକ ଲାଭ ମିଳିବ । ବିବାଦକୁ ସମଧାନ କରିବା ପାଇଁ ଏହା ଉଚିତ ସ୍ମାୟ ଅଟେ । ଅଫିସରେ ସମ୍ଭାଳି ରୁହନ୍ତୁ । ଧନ ବ୍ୟୟ ବଢିବ । କୌଣସି ବୁ ବ୍ୟକ୍ତି ସହ ବନ୍ଧୁତା କରିବା ପୂର୍ବରୁ ଭଲ ଭାବରେ ବୁଝି ସୁଝି ବନ୍ଧୁତା କରନ୍ତୁ ।

୧୧-କୁମ୍ଭ

ଆଜି ଆପଣ କୌଣସି ବ୍ୟକ୍ତି ଠାରୁ ଶୁଭ ସମଚାର ମିଳିପାରେ । ଆପଣଙ୍କ ପରିଜନ ଆପଣଙ୍କ ଉପରେ ଖୁସି ଓ ଗର୍ବ କରିବେ । ନିଜର ବନ୍ଧୁମାନଙ୍କ ସହିତ ଆପଣ ଆଜି ମନୋରଞ୍ଜନ ବି କରି ପାରନ୍ତି । କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ପୁରୁଣା ରୋଗରେ ଆରାମ ମିଳିବ । ଭାବନାକୁ କନ୍ଟ୍ରୋଲ କରନ୍ତୁ । ନିଜର ବ୍ୟକ୍ତିତ୍ବ ଓ ରଙ୍ଗ ରୂପକୁ ଭଲ କରିବା ପାଇଁ ଚେଷ୍ଟା କରନ୍ତୁ ।

୧୨-ମୀନ

ଆଜି ଟଙ୍କା ସମ୍ବନ୍ଧୀୟ ବଡ ବଡ ନିସ୍ପତି ପାଇଁ ଆପଣ କାହାର ଉପଦେଶ ନିଶ୍ଚିତ ନିଅନ୍ତୁ । ତେବେ ଯାଇ କାରୋବାରରେ ଲାଭ ମିଳିବ ।ଆମଦାନୀରେ ନୂଆଁ ମାଧ୍ୟମ ନଜର ଆସିବ । କୌଣସି ପୁରୁଣା ପ୍ରୋଜେକ୍ଟ ଆରମ୍ଭ କରିବା ପାଇଁ ଆଜିର ଦିନ ଶୁଭ ଅଟେ । ଲକ୍ଷ ପ୍ରାପ୍ତି ପାଇଁ କାହାକୁ ତେଲ ମାରିବାକୁ ପଡିପାରେ । ଆର୍ଥିକ ଯୋଜନା ସଫଲତାପୂର୍ୱକ ସିଦ୍ଧ ହେବ ।