ଆଜିର ରାଶିଫଳ, 15 ମାର୍ଚ୍ଚ 2020, ରବିବାର, ଆଜି ଏହି ୪ଟି ରାଶିର ସବୁ ଦୁଃଖ ଦୂର କରିବେ ସୂର୍ଯ୍ୟଦେବ, ସବୁ କାମ ରେ ଖୁସି ମିଳିବ

ଆଜି 15 ମାର୍ଚ୍ଚର ରାଶିଫଳ ଆମେ ଆପଣଙ୍କ ପାଇ ନେଇ ଆସିଛୁ । ଆପଣଙ୍କୁ କହିଦେଉଛୁ କି ଏହି ଦୁନିଆରେ ସମସ୍ତଙ୍କ ଜୀବନରେ ରାଶିଫଳ ବହୁତ ମହତ୍ଵ ରଖିଥାଏ । ରାଶିଫଳ ଜରିଆରେ ଆପଣ ଭାଇଷ୍ୟତ ବିଷୟରେ ଜାଣି ପାରିବେ । ଏହି ରାଶିଫଳରେ ଆପଣଙ୍କୁ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା ଓ ବୈବାହିକ ଓ ପ୍ରେମ ଜୀବନ ସହ ଜଡିତ ସମସ୍ତ ସୂଚନା ମିଳିବ ।

୧ – ମେଷ

ଆଜିର ଦିନରେ ଆପଣଙ୍କୁ ବିବାଦରେ ସଫଳତା ମିଳିବ । ବନ୍ଧୁମାନନାକ ସହିତ ବାଦ ବିବାଦର ସ୍ଥିତି ଠାରୁ ବଞ୍ଚନ୍ତୁ । ତାଙ୍କର କଥାକୁ ଭଲ ଭାବରେ ଶୁଣି ନିଅନ୍ତୁ ଓ ତାଙ୍କୁ ବୁଝାଇବାକୁ ଚେଷ୍ଟା କରନ୍ତୁ । ଆପଣଙ୍କ ପରିବାର ପ୍ରତି ଆପଣଙ୍କ ଦାୟିତ୍ଵ ବଢିବ । ଅଚାନକ ଆପଣଙ୍କୁ କେଉଁ ଦୂର ସ୍ଥାନକୁ ଯିବାକୁ ପଡିପାରେ । କପଡାର ବ୍ୟବସାୟ କରୁଥିବା ଲୋକମାନେ ନିଜର ବ୍ୟବସାୟକୁ ଉନ୍ନତି କରିବାର ଏହା ଉଚିତ ସମୟ ଅଟେ ।

୨ – ବୃଷ

ଆଜି ଆପଣଙ୍କ ବ୍ୟବହାରରେ ପରିବର୍ତ୍ତନ ଦେଖାଦେବ । ବୈବାହିକ ଜୀବନରେ ଆପଣଙ୍କୁ ସଂଘର୍ଷ କରିବାକୁ ପଡିପାରେ । ସ୍ଵଭାବରେ ଚିଡ଼ଚିଡ଼ାପନ ଭଲ ନୁହେଁ । ରୋଜଗାର କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ । ଧନ ଲାଭର ଯୋଗ ଅଛି । ଆଜିର ଦିନ ମନୋରଞ୍ଜନ ଓ ଆମୋଦ ପ୍ରମୋଦରେ ବୁଡି ରହିବେ । କୌଣସି ଦାମୀ ଜିନିଷର କ୍ରୟ କରି ପାରନ୍ତି ।

୩ – ମିଥୁନ

ଆଜିର ଦିନ ଆପଣଙ୍କ ଘର କିମ୍ବା ବାହାରେ ପରିବାର କିମ୍ବା ମିତ୍ର ମାନଙ୍କ ସହିତ ମନ ପସନ୍ଦ ଭୋଜନ ମିଳିପାରେ । ଆର୍ଥିକ ମାମଲାରେ ଭାଗ୍ୟର ସାଥ ମିଳିବ । ଯାହା ଦ୍ଵାରା ଆପଣଙ୍କ ଆୟର ସାଧନରେ ବୃଦ୍ଧି ହେବ ଓ ଆପଣଙ୍କ ପାଇଁ ଲାଭଜନକ ସ୍ଥିତି ଆସିବ । ଅଫିସରେ ଚିନ୍ତା ଆପଣଙ୍କ ସ୍ୱାସ୍ଥ୍ୟକୁ ଖରାପ କରିପାରେ । ମନୋରଞ୍ଜନ କାମରେ ଅଧିକ ସମୟ ବ୍ଯତୀତ କରିବେ ।

୪ – କର୍କଟ

ଆପଣ ନିରନ୍ତର ପରିଶ୍ରମ ଓ ପ୍ରୟାସ ଦ୍ଵାରା ଉନ୍ନତି ଦିଗରେ ଆଗକୁ ବଢିବେ । ଆଜି ନୂଆ ଲୋକମାନଙ୍କ ସହ ଦେଖା ହେବ । ଯାହା ଦ୍ଵାରା ଆପଣଙ୍କୁ ଲାଭ ପ୍ରାପ୍ତ ହେବ । ଆପଣଙ୍କ ହଜି ଯାଇଥିବା ଆତ୍ମବିଶ୍ଵାସରେ ବୃଦ୍ଧି ହେବ । କୋର୍ଟକଚେରୀ ମାମଲାରେ ସଫଳତା ମିଳିବ । ଖର୍ଚ ବଢିବ କିନ୍ତୁ ଏହାର ଅଧିକ ଚିନ୍ତା କରନ୍ତୁ ନାହିଁ । ସାବଧାନ ରୁହନ୍ତୁ ମନରେ ଦୁଶ୍ଚିନ୍ତା ଆସିପାରେ ।

୫ – ସିଂହ

ଆଜି ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସମ୍ବନ୍ଧକୁ ନେଇ କିଛି ସମସ୍ୟା ଆସିପାରେ । ଆପଣ ଯାହା ବି କହିବେ ତାକୁ ବୁହି ସୁଝି କୁହନ୍ତୁ ନଚେତ ଆପଣଙ୍କୁ ଅସୁବିଧା ହୋଇପାରେ । ଆଜି ଆପଣଙ୍କ ସହିତ କିଛି ଖରାପ ହୋଇପାରେ । ସେଥିପାଇଁ ସାବଧାନ ହୋଇ ରୁହନ୍ତୁ । ଗତ କିଛି ଦିନହେବ ଆପଣଙ୍କୁ ଯେଉଁ ଲାଭ ହୋଇଥିବ ତାହା ଆଜି ଖର୍ଚ ହୋଇଯିବ । ଘର ପରିବାରରେ ଖୁସି ଦ୍ଵିଗୁଣିତ ହୋଇଯିବ ।

୬ – କନ୍ୟା

ଆଜି ମିତ୍ରମାନଙ୍କ ସହିତ ସାକ୍ଷାତ ହୋଇପାରେ । ପରିବାର ସଦସ୍ୟମାନେ ଆପଣଙ୍କ ଜୀବନରେ ବହୁତ ମହତ୍ଵ ରଖିବେ । ଏହି ସମୟରେ ଆପଣଙ୍କୁ ସମ୍ମାନ ଓ ପ୍ରସିଦ୍ଧ ମିଳିପାରେ । ଆଜି ଆପଣଙ୍କୁ ଅଳ୍ପ ସାବଧାନ ହୋଇ ରହିବାକୁ ହେବ । ସନ୍ତାନ ତରଫରୁ ଆପଣଙ୍କ ଚିନ୍ତା ବଢିପାରେ । ନିଜର ପ୍ରତିଦ୍ଵନ୍ଦୀ ଉପରେ ଏହି ସମୟରେ ଆପଣଙ୍କୁ ବିଜୟ ପ୍ରାପ୍ତ ହେବ ।

୭ – ତୁଳା

ଆଜି ଆପଣ ଅଧିକ ଶାନ୍ତିର ସହ କାମ କରିବେ । ପାର୍ଟନର ସହ ପ୍ରତିକୂଳ ପରିସ୍ଥିତିର ଲାଭ ଉଠାନ୍ତୁ । ରାସ୍ତା ଉପରେ ବେକାବୁ ହୋଇ ଗାଡି ଚଲାନ୍ତୁ ନାହିଁ । ବିଦ୍ୟାର୍ଥୀଙ୍କ ଅଧ୍ୟୟନରେ ଉତ୍ତମ ପ୍ରଦର୍ଶନ କରିବେ । ଛୋଟ ମୋଟ ଯାତ୍ରା ବି କରିବାକୁ ପଡିପାରେ । ଏହି ଯାତ୍ରା ଦ୍ଵାରା ଆପଣଙ୍କୁ ଚିନ୍ତା ଦୂର ହେବ ।

୮ – ବିଚ୍ଛା

ଆଜି ଆପଣ ସାମାଜିକ ମୋରଚା ଉପରେ ଚାଲିବା ପାଇଁ କୌଣସି ଘଟଣାକ୍ରମ ଉପରେ ଇଚ୍ଛା ଦେଖାଇବେ । ନିର୍ଧାରିତ ସମୟରେ ଆପଣ ନିଜର ଲକ୍ଷକୁ ପ୍ରାପ୍ତ କରି ପାରିବେ । ପାର୍ଟନରଙ୍କ ସହିତ କୌଣସି ମାମଲାକୁ ନେଇ ବିବାଦ ଆସିପାରେ । ନିଜର ପ୍ରୟାସରେ ଭଲ ସ୍ୱାସ୍ଥ୍ୟର ଆନନ୍ଦ ନେଇ ପାରିବେ । ସହଜ ଓ ସନ୍ତୁଷ୍ଟି ଆପଣଙ୍କ ଚେହେରାରେ ଦେଖାଯିବ ।

୯ – ଧନୁ

ଆଜି କିଛି ଲୋକମାନେ ଆପଣଙ୍କୁ ବିରୋଧ କରି ପାରନ୍ତି । ଆଜି ଆପଣଙ୍କୁ ବୋଧେ କୌଣସି ସହକର୍ମୀର ସାହାର୍ଯ୍ୟ ମିଳିବ ନାହିଁ । ଏହା ଦ୍ଵାରା ଆପଣ ନିରାଶ ଏବେ । ବିନା ବୁଝି ସୁଝି କୌଣସି ବି ନିଷ୍ପତି ନିଅନ୍ତୁ ନାହିଁ । ଆପଣଙ୍କ ବାଣୀ ଦ୍ଵିତୀୟ ବ୍ୟକ୍ତିଙ୍କୁ ଚିନ୍ତା କରିବା ପାଇଁ ବାଧ୍ୟ କରିଦେବ ।

୧୦ – ମକର

ଆଜି ଆପଣଙ୍କୁ କିଛି ନୂଆ କଥା ଜଣା ପଡିବ । ଆଜି ଆପଣଙ୍କ ଧ୍ୟାନ ଅନ୍ୟ କିଛି କାମରେ ଲାଗିବ । ଦାମ୍ପତ୍ୟ ଜୀବନରେ ସୁଧାର ଆସିବ । ଜୀବନସାଥିଙ୍କ ଠାରୁ ସମ୍ମାନ ମିଳିବ । ଆଜି ଆପଣ କୌଣସି ବି ଜରୁରୀ କାମକୁ କରି ପାରନ୍ତି । ଭାଗ୍ୟ ଆଜି ଆପଣଙ୍କ ସାଥ ଦେବ । ଆଜି ଆପଣ ମିଠା ମିଠା କଥା କହି ନିଜର କାମକୁ ପୁରା କରିନେବେ ।

୧୧ – କୁମ୍ଭ

ଆଜିର ଦିନରେ ଆପଣଙ୍କୁ ବିଶ୍ଵାସ ହେବ ନାହିଁ କି ଆପଣ କେଉଁ କାମରେ ଆଗକୁ ବଢିଯିବେ । ଆପଣ ରୁଟିନ ଠାରୁ ଦୂରେଇ ଯାଇ କିଛି ନୂତନ କରିବେ । ଏହା ସହିତ ଆଜି ଆପଣ ସାବଧାନ ରୁହନ୍ତୁ । ପତ୍ନୀଙ୍କ ସହଯୋଗ ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ । ମିତ୍ରଙ୍କ ସହିତ ଭେଟ ହେବ । କୌଣସି ନୂତନ ଜିନିଷକୁ ନେଇ ଚିନ୍ତା କରିବେ ।

୧୨ – ମୀନ

ଆଜି ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାର କାହାକୁ ବି ଆଘାତ ନ ଲାଗିବ ସେହି କଥା ଉପରେ ଧ୍ୟାନ ଦିଅନ୍ତୁ । ଧନ ଲାଭ ହେବ । ଆପଣ ରୋମାଣ୍ଟିକ ରହିବେ । ଦୁର୍ଘଟଣା ଠାରୁ ସମ୍ଭାଳି ରୁହନ୍ତୁ । ଆପଣଙ୍କ ପାରିବାରିକ ଜୀବନରେ ସୁଖମୟ ପରିସ୍ଥିତି ଆସିବ । ପରିଜନଙ୍କ ଠାରୁ ସହଯୋଗ ପାପ୍ତ ହେବ । କୌଣସି ଉଲ୍ଲେଖନୀୟ ସଫଳତା ପ୍ରାପ୍ତ ହେବ । ଆଜି ଆପଣ ଅଧିକ ବିଚାର ବିମର୍ଶ କରିବେ ।