ଆଜିର ରାଶିଫଳ, 14 ମାର୍ଚ୍ଚ 2020, ଶନିବାର, ଶନିଦେବ ଙ୍କ କୃପାରୁ ଏହି ୪ଟି ରାଶି ଧନ ଲାଭ କରିବେ ଓ ଦୁଃଖ ଦୂର ହେବ

ଆମେ ଆପଣଙ୍କୁ 14 ମାର୍ଚ୍ଚର ରାଶିଫଳ ବିଷୟରେ କହିବାକୁ ଯାଉଛୁ । ଆଜି କିଛି ରାଶିଙ୍କୁ ଚିନ୍ତାର ସାମ୍ନା କରିବାକୁ ପଡିପାରେ । କହିବାକୁ ଗଲେ ରାଶିଫଳ ଦ୍ଵାରା ଆପଣ ଯେ କୌଣସି ବ୍ୟକ୍ତିର ଭବିଷ୍ୟତ ଜାଣି ପାରିବେ । ରାଶିଫଳ ବ୍ରହ୍ମାଡରେ ଗ୍ରହ ଗୁଡିକରେ ଗତି ପରିବର୍ତ୍ତନ କାରଣରୁ ସମସ୍ତ ବ୍ୟକ୍ତି ଜୀବନ ପ୍ରଭାବିତ ହୋଇଥାଏ ।

୧ – ମେଷ

ଆଜି ଆପଣଙ୍କ ଛୋଟ ଭୁଲ କାରଣରୁ ଆପଣଙ୍କ ହାତରେ ଆସିଥିବା ଅବସର ବାହାରିଯିବ । ଆରାମ କରିନେବେ ତ ଆପଣଙ୍କ ମସ୍ତିଷ୍କ ଶାନ୍ତ ରହିବ । ଘରର ସଦସ୍ୟଙ୍କ ସହିତ କିଛି ମତଭେଦ ହେବ । ଆଜିର ଦିନ ପ୍ରେମ ଜୀବନ ପାଇଁ ବହୁତ ଖାସ ରହିବାର ଅଛି । ଦୀର୍ଘ ସମୟ ପରେ ନିବେଶ କରିଥିବା ଟଙ୍କାରୁ ଲାଭ ମିଳିବ । ପାରିବାରିକ ସମସ୍ୟା ଶେଷ ହୋଇଯିବ । ମନୋରଞ୍ଜନର ସାଧନ ଉପରେ ଅଧିକ ଖର୍ଚ କରନ୍ତୁ ।

୨ – ବୃଷ

ଆଜିର ଦିନକୁ ମନୋରଞ୍ଜନର ସହ ବିତାଇବେ । ପରିଶ୍ରମୀ ଲୋକ ଆଜି ନିଜର ପରିଶ୍ରମ ଉପରେ ବହୁତ ଲାଭ ପାର୍ପ୍ତ କରିବେ । ସେଥିପାଇଁ ପରିଶ୍ରମ ଠାରୁ ପଛକୁ ଫେରନ୍ତୁ ନାହିଁ । ଅଫିସରେ ଉଚ୍ଚ ଅଧିକାରୀଙ୍କ ସହିତ କିଛି ମତଭେଦ ହୋଇପାରେ । ଯେଉଁ କାରଣରୁ ନୂଆ ନୂଆ ବାସର ହାତରୁ ବାହାରିଯିବ । ସମୟ ଆପଣଙ୍କ ସାଥ ଦେବ । ସମସ୍ତ ଜରୁରୀ କାର୍ଯ୍ୟ ଆଜି ସମାପ୍ତ ହୋଇଯିବ । ପରୀକ୍ଷା – ପ୍ରତିଯୋଗୀତାରେ ସଫଳତା ମିଳିବ ।

୩ – ମିଥୁନ

ଆଜି ଆପଣ ସ୍ୱାସ୍ଥ୍ୟକୁ ନେଇ ସତର୍କ ରହିବା ଅଧିକ ଜରୁରୀ ଅଟେ । ଅଧିକ ତେଲ ଦ୍ଵାରା ତିଆରି ଖାଇବା ଠାରୁ ବଞ୍ଚନ୍ତୁ । କୌଣସି ଅପରିଚିତ ବ୍ୟକ୍ତି ସହ ବିବାଦ କରନ୍ତୁ ନାହିଁ । ମାନସିକ ସୁସ୍ଥ ଅନୁଭବ କରିବେ । ସମ୍ପତ୍ତି ସହ ଜାଡିଆତ ନେବା ଦେବା ପୁରା ହେବ । ଆଜି ବୟସ୍କ ବ୍ୟକ୍ତିଙ୍କ ଠାରୁ ଆଶୀର୍ବାଦ ଏବଂ ସ୍ନେହ ଆପଣଙ୍କୁ ମିଳିବ । ନିଜର ଲୁଚି ଥିବା ଶକ୍ତିକୁ ବାହାର ଆଣିବା ପାଇଁ ଏହା ସଠିକ ସମୟ ଅଟେ ।

୪ – କର୍କଟ

ଆଜି ଧାର୍ମିକ ଭାବନା ଉଦୟ ହେବ । ମନ୍ଦିରରେ ପୂଜା କରିବା ଲାଭଦାୟକ ରହିବ । ଇଶ୍ଵରଙ୍କ ପୂଜା କରିବା ଦ୍ଵାରା ମନକୁ ଶାନ୍ତି ମିଲଲିବ । ସବୁ କାମ ସହଜରେ ସମ୍ପନ୍ନ ହୋଇଯିବ । ଆଜି ଆପଣ କୌଣସି ନୂଆ କାର୍ଯ୍ୟରେ ସାମିଲ ହୋଇ ପାରନ୍ତି । ରୋଜଗାର କ୍ଷେତ୍ରରେ ସଫଳତା ମିଳିବ । ଘର ପୁରୁଣା କାଥାକୁ ମନେ ପକାଇ ସମୟ ବରବାଦ କରନ୍ତୁ ନାହିଁ । କୌଣସି ବ୍ୟକ୍ତି ସହିତ ପାର୍ଟନରଶିପ କରିବା ଦ୍ଵାରା ଲାଭ ମିଳିପାରେ ।

୫ – ସିଂହ

ଆଜି ଆପଣ ପୁରୁଣା ଚିନ୍ତାକୁ କମ କରିବା ପାଇଁ ପରିବାର ସହିତ ସମୟ ବ୍ଯତୀତ କରି ପାରନ୍ତି । ଅଚାନକ ଯାତ୍ରା କାରଣରୁ ଆପଣ ଚିନ୍ତାର ଶିକାର ହୋଇପାରନ୍ତି । କୌଣସି ବି ଏମିତି କଥା କୁହନ୍ତୁ ନାହିଁ ଯାହା ଦ୍ଵାରା ଆପଣଙ୍କ ଭାବନାକୁ ଆଘାତ ଲାଗିପାରେ । ଜୀବନସାଥିଙ୍କ ସହିତ ସମ୍ବନ୍ଧ ଭଲ ରହିବ । ଭଲ ବନ୍ଧୁ ମିଳେବେ ଯାହାଙ୍କ ସହିତ ଆପଣ କଥା ହୋଇ ଖୁସି ଅନୁଭବ କରିବେ ।

୬ – କନ୍ୟା

ଆଜି ପରିବାରର ଅନ୍ୟ ସଦସ୍ୟଙ୍କ ସହିତ ଶାନ୍ତିର ସହ କଥା ହୁଅନ୍ତୁ । ଯଦି ଆପଣ ଏହି ସ୍ମର ସଦୁପଯୋଗ କରିବେ ତେବେ ସମୟ ଆପଣଙ୍କୁ ଭଲ ଲାଭ ଦେଇପାରେ । ଧ୍ୟାନ ରଖନ୍ତୁ ଆଜି କୌଣସି ଅଜଣା ବ୍ୟକ୍ତି ସହ କଥାବାର୍ତ୍ତା ହୁଅନ୍ତୁ ନାହିଁ । ଗାଡି ଡ୍ରାଇଭିଙ୍ଗ କରୁଥିବା ସମୟରେ ସାବଧାନ ହୁଅନ୍ତୁ । ଯାତ୍ରା କରିବା ଭଲ ରହିବ କିନ୍ତୁ କିଛି ନୂଆ ଶିଖିବାକୁ ମିଳିବ । ଆପଣଙ୍କ ମନରେ ଭବିଷ୍ୟତ ସମବନ୍ଧୀୟ କିଛି ଚିନ୍ତା ଆସିପାରେ ।

୭ – ତୁଳା

ଆଜି ଆପଣଙ୍କ ଜୀବନରେ ଗମ୍ଭୀର ସ୍ଥିତି ଉତ୍ପନ୍ନ ହୋଇପାରେ । ଆର୍ଥିକ ମାମଲାରେ ଜୋଖିମ ଉଠାନ୍ତୁ ନାହିଁ । କୌଣସି ବ୍ୟକ୍ତିକୁ ଅଧିକା ବିଶ୍ଵାସ କରନ୍ତୁ ନାହିଁ । ଏହା ଦ୍ଵାରା ଆପଣଙ୍କୁ କ୍ଷତି ସହିବାକୁ ପଡିପାରେ । ଜୀବନସାଥିଙ୍କ ସହ ସମ୍ପୂର୍ଣ ସହଯୋଗ ମିଳିବ । କୌଣସି କାମରେ ଧାନ ବ୍ଯୀ ହେବ । ଆଜି ପ୍ରତ୍ୟକ କାର୍ଯ୍ୟକୁ ସମ୍ଭାଳି କରନ୍ତୁ । ସନ୍ତାନଙ୍କ ଚିନ୍ତା ଲାଗି ରହିବ ।

୮ – ବିଚ୍ଛା

ଆଜି ଆପଣ ନିଜର ବନ୍ଧୁମାନଙ୍କ ସହିତ କୌଣସି ମନୋରଞ୍ଜନର କାର୍ଯ୍ୟକ୍ରମ କରି ପାରନ୍ତି । ଆଜି ଲୋକମାନେ ଆପଣଙ୍କ ଠାରୁ କୌଣସି ନା କୌଣସି ପ୍ରକାରର ଉଆପଦେଶ ନେଇ ପାରନ୍ତି । ଆପଣଙ୍କ ମସ୍ତିଷ୍କ ତେଜ ଚାଲିବ । କୌଣସି ବ୍ୟକଟୁକୁ ଚିହ୍ନିବା ପାଇଁ ଆପଣଙ୍କୁ ଗମ୍ଭୀର ପ୍ରୟାସ କରିବାକୁ ହେବ । ସମ୍ବନ୍ଧରେ ମଧୁରତା ବଢିବ । କୌଣସି ବଡ କାମ ବି ପୁରା ହେବ ।

୯ – ଧନୁ

ଆଜି ଆପଣ ନିଜର ବନ୍ଧୁମାନଙ୍କ ସହିତ ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାଗ ନେଇ ପାରନ୍ତି । ଆଜି ଆପଣ କାହାକୁ ଉପଦେଶ ଦେଇ ପାରନ୍ତି । କୌଣସି କାମ କାରଣରୁ ଆପଣଙ୍କୁ ଯାତ୍ରା କରିବାକାଉ ହେବ । ମାନସିକ ଚିନ୍ତା ରହିବ । ଚାକିରିରୀରେ କିଛି ଅସୁବିଧା ଆସିପାରେ । ନିଜର କଥା ଉପରେ ସଂଯମତା ରଖନ୍ତୁ । ନଚେତ ବିବାଦ ହୋଇପାରେ ।

୧୦ – ମକର

ଆଜି ପୁରା ଦିନ ଆପଣ ଆତ୍ମବଳରେ ଉନତି ଆସିବ । ଆପଣ ବହୁତ ଉତ୍ସାହିତ ରହିବେ ଓ ବହୁତ ପରିଶ୍ରମ ବି କରିବେ । ମାତା ଲକ୍ଷ୍ମୀଙ୍କ ବିଶେଷ କୃପା ଦ୍ଵାରା ଆପଣ ଧନୀ ହୋଇ ପାରନ୍ତି । ନିଜର ଜୀବନରେ ଆସୁଥିବା ସମସ୍ତ କଠିନକୁ ସାମ୍ନା କରନ୍ତୁ । ବହୁତ ବଡ ନିର୍ଣଯ ନିଅନ୍ତୁ । ଦୂର ଯାତ୍ରା କରି ପାରନ୍ତି । ପାର୍ଟନର ସ୍ୱାସ୍ଥ୍ୟକୁ ନେଇ ସଚେତନ ରୁହନ୍ତୁ । ଗୃହସ୍ତ ଜୀବନରେ ଆନନ୍ଦମୟର ବାତାବରଣ ରହିବ ।

୧୧ – କୁମ୍ଭ

ଆଜି ଆପଣ ମିତ୍ରଙ୍କ ସହିତ ସ୍ଵାଦିଷ୍ଟ ଖାଦ୍ୟ ପାନର ଆନନ୍ଦ ନେବେ । ମଧ୍ୟାହ୍ନ ପରେ ଶାରୀରିକ ଅସୁସ୍ଥତା ଓ ମାନସିକ ବ୍ୟଗ୍ରତା ଅନୁଭବ ହେବ । କାର୍ଯ୍ୟ ଅପୂର୍ଣ ରହି ପରେ । ମନରେ ନୂଆ ଜୋସ ଦେଖିବାକୁ ମିଳିବ । ଚାକିରି ଓ ବ୍ୟବସାୟରେ ଲାଭଦାୟକ ପରିଣାମ ମିଳିବ । ବ୍ୟାପାରରେ ନୂଆ ଦିଗ ମିଳିବ ।

୧୨ – ମୀନ

ଆଜି ଆପଣ ନୂଆ କମ ହାତରେ ନେବେ । ସ୍ୱାସ୍ଥ୍ୟ ଅଳ୍ପ ଖରାପ ରହିପାରେ । ଆଜିର ଅର୍ଥହୀନ କଥା ଉପରେ ନିଜର ସମୟ ବରବାଦ କରନ୍ତୁ ନାହିଁ । ମଙ୍ଗଳମୟ କାରଜ୍ୟକରମରେ ସାମିଲ ହୋଇପାରନ୍ତି । ଆଜି ଆପଣଙ୍କୁ ନିଜର କିଛି କାର୍ଯ୍ୟରେ ନିରାଶ ହାତରେ ଲାଗିପାରେ । ଆଜି ଯଦି ଆପଣ ନିଜର ଜୀବନସାଥିଙ୍କ ଛୋଟ ଛୋଟ କଥା ଉପରେ ନଜର ରଖିବେ, ତେବେ ତାଙ୍କୁ ଖରାପ ଲାଗିପାରେ ।