ଆଜିର ରାଶିଫଳ, 10 ମାର୍ଚ୍ଚ 2020, ମଙ୍ଗଳବାର, ଆଜିଠୁ ହନୁମାନ ଏହି ୪ଟି ରାଶିର ସବୁ ଦୁଃଖ ଦୂର କରିବେ

ଆଜି ମଙ୍ଗଳବାର 10 ମାର୍ଚ୍ଚର ଦିନ ଆପଣଙ୍କ ପାଇଁ କେମିତି ରହିବ ? ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆସିପାରେ ? ଆପଣଙ୍କ ଏହି ସମସ୍ତ ପ୍ରଶ୍ନର ଜବାବ ଆଜି ଆପଣଙ୍କୁ ଏହି ରାଶିଫଳରେ ମିଳିଯିବ । ତେବେ ଜାଣିବା ପାଇଁ ପଢନ୍ତୁ ଆଜିର ଏହି ରାଶିଫଳ ।

୧ – ମେଷ

ଆଜି ଆପଣଙ୍କ ଜୀବନରେ ଏକ ନୂତନ ସକାଳର ଆରମ୍ଭ ହେବ । ଘରେ ମିତ୍ର ଓ ସମ୍ପର୍କୀୟମାନଙ୍କ ଆଗମନ ହେବ । ତାଙ୍କ ତରଫରୁ ମିଳିଥିବା ଆକସ୍ମିକ ଭେଟ ଆପଣଙ୍କୁ ଖୁସି କରିଦେବ । ପରିଶ୍ରମ କରିବା ସତ୍ବେ ବି ଆପଣଙ୍କୁ ଭଲ ପରିଣାମ ମିଳିବ ନାହିଁ । ଟଙ୍କା ଓ ସମ୍ପତ୍ତି ସହ ଜଡିତ ମାମଲାରେ ଠାରୁ ଦୂରେଇ ରୁହନ୍ତୁ । ଖର୍ଚ ଅଧିକ ହୋଇପାରେ ।

୨ – ବୃଷ

ଆଜି ଆପଣ ଅନ୍ୟର ଖୁସିକୁ ଦେଖି ନିଜର ଖୁସିକୁ ଭୁଲିଯିବେ । ଭଲ କାମ ପାଇଁ ଆପଣଙ୍କୁ ପ୍ରଶଂସା ମିଳିପାରେ । ଆପଣଙ୍କ ଜୀବନସାଥି ଆପଣଙ୍କର ବହୁତ ଧ୍ୟାନ ରଖିବେ । ବିଜନେସକୁ ନେଇ ନୂଆ ଓ ଏବଂ ଭଲ ଯୋଜନା ମିଳିପାରେ । ଚାକିରି ଚେଞ୍ଜ କରିବାକୁ ଚେଷ୍ଟା କରନ୍ତୁ ନାହିଁ । କିଛି କ୍ଷେତ୍ରରେ ଭଲ ସଫଳତା ମିଳିପାରେ । ସ୍ୱାସ୍ଥ୍ୟକୁ ନେଇ ରହୁଥିବା ସମସ୍ୟା ଦୂର ହୋଇପାରେ ।

୩ – ମିଥୁନ

ଆଜି ଯୋଜନାବଦ୍ଧ ହୋଇ କାର୍ଯ୍ୟ କରନ୍ତୁ ତେବେ ଆପଣଙ୍କୁ ଅବଶ୍ୟ ସଫଳତା ମିଳିବ । ଯାତ୍ରା ଓ ଭ୍ରମଣ ଆନନ୍ଦଦାୟକ ହେବ । ସହକର୍ମୀମାନଙ୍କ ସହଯୋଗ ମିଳିବା ଦ୍ଵାରା ନିର୍ବନ୍ଧ କାର୍ଯ୍ୟ ସମ୍ପନ୍ନ ହେବ । ବ୍ୟକ୍ତିଗତ ନକାରାତ୍ମକ ବିଚାର ମନରେ ଘର କରିପାରେ । ବାଣୀ ଉପରେ ସଂଯମ ରଖିବା ଦ୍ଵାରା ପରିଜନଙ୍କ ସହିତ ବିବାଦ ହେବ ନାହିଁ ।

୪ – କର୍କଟ

ଆଜିର ଦିନ ଆପଣଙ୍କ ପାଇଁ ସର୍ବଶ୍ରେଷ୍ଠ ରହିବ । ଆଜି ଆପଣଙ୍କୁ ମାନ ସମ୍ମାନ ପ୍ରାପ୍ତି ହେବ । ବ୍ୟାପାରୀ ଆଜି ଅଧିକ ଲାଭ ପାଇବେ । ଅଧ୍ୟୟନ ପ୍ରତି ରୁଚି ଜନ୍ମ ହେବ । କାର୍ଯ୍ୟକ୍ଷତ୍ରରେ ସଫଳତା ପ୍ରାପ୍ତ ହେବ । କୌଣସି ମହିଳାର ସହଯୋଗ ପ୍ରାପ୍ତ ହୋଇପାରେ । ମନ ଶାନ୍ତ ତଥା ପ୍ରସନ୍ନ ରହିପାରେ । ଚାକିରି ଓ ବ୍ୟବସାୟର ସ୍ଥିତି ଭଲ ଅଟେ । ଆପଣଙ୍କୁ ନିଜର ପରିଶ୍ରମର ଫଳ ଜଲ୍ଦି ମିଳିବ ।

୫ – ସିଂହ

ଆଜିର ଦିନ ଆପଣଙ୍କ ପାଇଁ ଭଲ ଅଟେ । ସେଥିପାଇଁ ମହତ୍ଵପୂର୍ଣ କାର୍ଯ୍ୟକୁ ଆଜି ପୁରା କରିବେ । ଧନ ଲାଭର ସମ୍ଭାବନା ଅଛି । ଆପଣ ଆଜି ଶାରୀରିକ ଓ ମାନସିକ ରୂପରେ ଉତ୍ସାହୀ ରହିବେ । ପରିବାରଙ୍କ ସହିତ ସମୟ ଆନନ୍ଦପୂର୍ବକ ବ୍ୟତିତ ହେବ । ଯୋଜନାରେ ଫଳଦାୟୀ ରହିବ । କାର୍ଯ୍ୟସ୍ଥଳରେ ସୁଧାର ଆସିବ । ମାନ ସମ୍ମାନ ମିଳିବ । ପୁରା ଚେଷ୍ଟା କରିବା ସତ୍ବେ ବି ଆପଣ ସମସ୍ତଙ୍କୁ ସନ୍ତୁଷ୍ଟ କରି ପାରିବେ ନାହିଁ ।

୬ – କନ୍ୟା

ଆଜି ଆପଣ ଅତ୍ୟଧିକ ସମ୍ବେଦନଶୀଳ ରହି ପାରନ୍ତି । ପରିଣାମସ୍ୱରୂପ କାହାର ବାଣୀ କିମ୍ବା ବ୍ୟବହାର ଆପଣଙ୍କ ମନକୁ ଆଘାତ ପହଞ୍ଚାଇପାରେ । ଆଜି ଆପଣ ସମ୍ଭାଳି ଚାଳନ୍ତୁ । ନଚେତ ଅସୁବିଧା ହୋଇପାରେ । ଆଜି ଚାକରି କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ କ୍ରୋଧର ସ୍ଵୀକାର କରିବାକୁ ପଡିବ । ବ୍ୟବସାୟରେ ସମସ୍ୟା ହେବ । ସନ୍ତାନ ପ୍ରତି ଚିନ୍ତା ରହିବ ।

୭ – ତୁଳା

ଆଜିର ଦିନ ଆପଣଙ୍କ ପାଇଁ ବହୁତ ଲାଭକାରୀ ଅଟେ । ଆପଣଙ୍କ ଆୟରେ ବୁଦ୍ଧି ହେବ । କୌଣସି ଅନ୍ୟ ଉପାୟରେ ଆପଣଙ୍କ ଆର୍ଥିକ ଲାଭ ହେବ । ମିତ୍ରମାନଙ୍କ ସହିତ ଭେଟ ହୋଇପାରେ । ମହିଳା ମିତ୍ରାଙ୍କ ଠାରୁ ବିଶେଷ ଲାଭ ମିଳିବ । ସନ୍ତାନ ଓ ଜୀବନସାଥିଙ୍କ ଠାରୁ ସୁଖ ମିଳିବ । ଅବିବାହିତ ଲୋକମାନଙ୍କ ପାଇଁ ଭଲ ଯୋଗ ଅଛି । ଆପଣଙ୍କ ମଧ୍ୟରୁ କିଛି ଲୋକଙ୍କୁ ଭଲ ଚାକିରି ମିଳିପାରେ ।

୮ – ବିଚ୍ଛା

ଆଜି ଆପଣ କଲ୍ପନାଶୀଲ ଓ ମହତ୍ୱାକାଂକ୍ଷୀ ମନକୁ ଦ୍ଵିତୀୟ ବ୍ୟକ୍ତିଙ୍କ ପ୍ରଗତି ଦ୍ଵାରା ହୀନତାର ଶିକାର ହେବାକୁ ଦିଅନ୍ତୁ ନାହିଁ । ଓକିଲ ପାଖକୁ ଯାଇ କୌଣସି ବି ଆଇନ ସମ୍ବନ୍ଧିତ ମାମଲାରେ ଉପଦେଶ ନେବା ପାଇଁ ଆଜିର ଦିନ ଭଲ ଅଟେ । କୌଣସି ବି ସମାଜ କାର୍ଯ୍ୟରେ ଟଙ୍କା ଖର୍ଚ ହେବ । ଆପଣଙ୍କ ଖର୍ଚ ଓ ଆପଣଙ୍କ ଆୟ ଦୁଇଟି ହିଁ ସନ୍ତୁଳିତ ରହିବ ।

୯ – ଧନୁ

ଆଜି କୌଣସି ନୂଆ ପରିଯୋଜନା ଉପରେ କାମ କରିବା ଆଗରୁ ଭଲ ଭାବରେ ବିଚାର ବିମର୍ଶ କରି ନିଅନ୍ତୁ । ଆଜିର ଦିନରେ ଅଧିକାଂଶ ସମୟ କ୍ରୟ ଓ ଦ୍ଵିତୀୟ ଗତିବିଧିରେ ବିତିବ । ସଞ୍ଚିତ ଧନରେ କିଛି ଅସୁବିଧା ଆସିବ । ଆଜି ଆପଣଙ୍କୁ ଜୀବନସାଥିର ପୁରା ସହଯୋଗ ମିଳିବ । ଆପଣଙ୍କ ପରିବାର ସହିତ ଆପଣଙ୍କ ବ୍ୟବହାର ଭଲ ହୋଇ ନ ପାରେ ।

୧୦ – ମକର

ଆଜି ରଚନାତ୍ମକ ପ୍ରୟାସରେ ଇଚ୍ଛିତ ସଫଲତା ମିଳିବ । ଚାକିରି ଓ ବ୍ୟବସାୟରେ ସ୍ଥିତି ଭଲ ରହିବ । ସମ୍ବନ୍ଧରେ କିଛି ନୁତନତା ସ୍ଥିତି ଦେଖାଯିବ । ଆର୍ଥିକ ଯୋଜନାରେ ନୂତନତା ଆସିବ । ପାରିବାରିକ ପ୍ରତିଷ୍ଠା ଓ ମାନ – ସମ୍ମାନରେ ବୁଦ୍ଧି ହେବ । ପରସ୍ପରର ଦୃଷ୍ଟିକୋଣକୁ ଦେଖି ବ୍ୟକ୍ତିଗତ ସମସ୍ୟାକୁ ସମଧାନ କରନ୍ତୁ । ଆଜି ଆପଣଙ୍କୁ ଶାରୀରିକ ରୂପରେ ଅସୁସ୍ଥତା ଅନୁଭବ ହେବ ।

୧୧ – କୁମ୍ଭ

ଆଜି ବ୍ୟବସାୟରେ କିଛି କ୍ଷତି ହୋଇପାରେ । କାର୍ଯ୍ୟକ୍ଷତ୍ରରେ ଅନୁକୂଳ ପରିସ୍ଥିତି ରହିବ । ମାନ – ସମ୍ମାନରେ ବୁଦ୍ଧି ହେବ । ଆପଣ ଆତ୍ମସୁଧାର ଓ ବିକାସ ଉପରେ କିଛି ଟଙ୍କା ଖର୍ଚ କରି ପାରିବେ । ଜୀବନସାଥିଙ୍କ ସହ ସମ୍ବନ୍ଧରେ କିଛି ଉଦସୀନତା ଦେଖାଯିବ । ସକାରାତ୍ମକ ଚିନ୍ତାଧାର ରଖନ୍ତୁ । ତେବେ ଭଲ ଫଳ ମିଳିବ ।

୧୨ – ମୀନ

ଆଜି କୌଣସି ବିଶେଷ ଶୁଭ ସମଚାର ମିଳିପାରେ । ଯାହା ଦ୍ଵାରା ମନ ପ୍ରସନ୍ନ ରହିବ । ନିଜ ପରିବାର ବିରୁଦ୍ଧରେ ଯାଇ କୌଣସି କାମ କରନ୍ତୁ ନାହିଁ । ଧନ ଲାଭ ହେବାର ଯୋଗ ଅଛି । ସନ୍ତାନର ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହି ପାରନ୍ତି । ଚାକିରି ଓ ବ୍ୟବସାୟର ସ୍ଥିତିରେ କିଛି ଖାଲ ଢିପ ନଜର ଆସିବ । କୌଣସି ମହିଳାର ସହଯୋଗ ପ୍ରାପ୍ତ ହେବ । ଶାରୀରିକ ରୂପରେ ଆପଣ କ୍ଳାନ୍ତ ଅନୁଭବ କରିବେ ।