ଆଜିର ରାଶିଫଳ, ୨୫ ଜାନୁୟାରୀ ୨୦୨୦, ଶନିବାର, ଶନି ଦେବ ଙ୍କ କୃପା ରହିବ ଏହି ୪ ଟି ରାଶି ଉପରେ

ଆଜି ଶନିବାର ୨୫ ଜାନୁୟାରୀ ଦିନ ଆପଣଙ୍କ ପାଇଁ କେମିତି ରହିବ ? ରାଶିଫଳ ଆମ ସମସ୍ତଙ୍କ ଜୀବନରେ ବହୁତ ମହତ୍ଵ ରଖିଥାଏ । ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟ ସହ ଜଡିତ ବିଭିନ୍ନ ସୂଚନା ପ୍ରାପ୍ତ କରାଯାଇ ପାରିବ । ଗ୍ରହ ଓ ନକ୍ଷତ୍ରର ଗତିର ଆଧାରରେ ହିଁ ରାଶିଫଳର ନିର୍ମାଣ କରାଯାଇଥାଏ । ଗ୍ରହମାନଙ୍କ ଗତି ସବୁବେଳେ ବଦଳିଥାଏ ସେଥିପାଇଁ ଆମର ଦୈନିକ ଜୀବନରେ ବି ବିଭିନ୍ନ ପରିସ୍ଥିତି ଆସିଥାଏ ।

୧ – ମେଷ

ଆଜି ଆପଣଙ୍କୁ ପ୍ରାୟତଃ କାର୍ଯ୍ୟରେ ଧନାର୍ଜନ ହେବ । ଆର୍ଥିକ ରୂପରେ ଆପଣ ଧନଲାଭ ହେବ । ଆଜି ଆପଣଙ୍କ ଆଖପାଖରେ ଲୋକମାନଙ୍କ ସହିତ ସାକ୍ଷାତ କରିବା ଓ ନିଜର ଇଚ୍ଛା ପୁରା କରିବା ପାଇଁ ପର୍ଯ୍ୟାପ୍ତ ସମୟ ମିଳିବ । ଆପଣଙ୍କ ଖୁସିରେ କୌଣସି ପ୍ରକାରର ବାଧା ଆସିବ ନାହିଁ । ଆପଣଙ୍କୁ ଜଣା ନାହିଁ କି ଆପଣଙ୍କ ସକାରାତ୍ମକ ବିଚାର ବ୍ୟବହାର ଆପଣଙ୍କ କାର୍ଯ୍ୟରେ ଦେଖାଦେବ ।

୨ – ବୃଷ

କାର୍ଯ୍ୟ ସହ ସମ୍ବନ୍ଧିତ ବାଧା ଦୂର ହେବ । ଆପଣ ଯଦି ଚାକିରି କରୁଛନ୍ତି ତେବେ ଆପଣଙ୍କ ପଦୋନ୍ନତିର ସମ୍ଭାବନା ଅଛି । ସ୍ଥାନାନ୍ତରଣର ଯୋଗ ବି ଦେଖା ଯାଉଛୁ । କିନ୍ତୁ ଚିନ୍ତିତ ହୁଅନ୍ତୁ ନାହିଁ । କାରଣ ଏହା ଆପଣଙ୍କୁ ଭଲ ପରିଣାମ ଦେବ । ଯେଉଁମାନେ ପରୀକ୍ଷାରେ ବସିବେ, ତାଙ୍କୁ ଆଜି ଭଲ ପରିଣାମ ମିଳିପାରେ କିମ୍ବା ନାହିଁ । ଆପଣଙ୍କୁ ଜଲ୍ଦି ଏକ ଭଲ ଚାନ୍ସ ମିଳିପାରେ । ନିଜ ଜୀବନରେ ସୁଖ ସାମଞ୍ଜସ୍ୟ ବଢିବ ।

୩ – ମିଥୁନ

ଆଜି ବ୍ୟବସାୟିକ ଗତିବିଧିରେ ଆପଣଙ୍କ ବ୍ୟବସ୍ଥା ରଙ୍ଗ ଆଣିବ । ବୁଝି ସୁଝି ନିଆ ଯାଇଥିବା ନିର୍ଣୟ ଆପଣଙ୍କ ଆତ୍ମ ବିଶ୍ଵାସକୁ ବୁଦ୍ଧି କରିବ । ବୁଦ୍ଧିମତା ଦ୍ଵାରା ଖୁସି ମିଳିପାରେ । ମହିଳାମାନଙ୍କୁ ପରିବାର ପ୍ରତି ନିରାଶ ରହି ପାରନ୍ତି । ଖର୍ଚ ଅଧିକ ହୋଇପାରେ । ଅନ୍ୟ ବ୍ୟକ୍ତିଙ୍କ ଉପରେ ଖର୍ଚ କରନ୍ତୁ ନାହିଁ । ପରିବାରରେ ନୂଆ ସଦସ୍ୟ ଆସିବାର ଖବର ଆପଣଙ୍କୁ ରୋମାଞ୍ଚିତ କରିଦେବ ।

୪ – କର୍କଟ

ଆଜି ଆପଣଙ୍କ ପରକ୍ରାମରେ ବୁଦ୍ଧି ହେବ । ସମ୍ମାନର ଅବସର ପ୍ରାପ୍ତ ହେବ । ବ୍ୟାପାରରେ ଆଶାନୁକୁଳ ଲାଭ ହେବ । ନିଜର ଭବିଷ୍ୟତର ଯୋଜନା ପାଇଁ ବିଲକୁଲ ଉପଯୁକ୍ତ ଦିନ ଅଟେ । କାରଣ ଆପଣଙ୍କ ପାଖରେ ଆରାମ ପାଇଁ କିଛି ସମୟ ମିଳିବ । କିନ୍ତୁ ନିଜର ଯୋଜନାକୁ ବ୍ୟବହାରିକ କରନ୍ତୁ । ସନ୍ତାନର ଉନ୍ନତିରେ ଖୁସି ହେବେ । ମାନସିକ ସ୍ଥିତି ଚିନ୍ତାପୂର୍ଣ ରହିବ ।

୫ – ସିଂହ

ଆଜି ଅତ୍ୟଧିକ ଖର୍ଚରେ ହୋଇଥିବା କାରଣରୁ ଆପଣଙ୍କ ମନ ଅଶାନ୍ତ ରହିବ । ନିଜର ପ୍ରିୟଜନଙ୍କ ସହିତ କିଛି ଶାନ୍ତ ସମୟ ବ୍ୟତୀତ କରିବେ । ଗଭୀର ନିଶ୍ଵାସ ନିଅନ୍ତୁ ଓ ରେସ୍ଟ ନିଅନ୍ତୁ । ଆଜିର ଦିନରେ ଆପଣଙ୍କ ଆରାମ କରିବା ଭଲ ଅଟେ । ନିଜର ସମସ୍ତ ଯୋଜନାକୁ ସାବଧାନ ହୋଇ ଠିକ କରନ୍ତୁ । ଏହିଭଳି ଲୋକମାନଙ୍କ ସହ କଥାବାର୍ତ୍ତା କରନ୍ତୁ ଯିଏ ଆପଣଙ୍କର ସାହାର୍ଯ୍ୟ କରିବ ।

୬ – କନ୍ୟା

ଆଜି ଆପଣଙ୍କୁ କାହାର ଜମାନତ ଠାରୁ ଓ ଟଙ୍କାର ନେବା ଦେବା କରିବା ଠାରୁ ବଞ୍ଚିବାର ଅଛି । ଖର୍ଚରେ ବୁଦ୍ଧି ହେବ । ସ୍ୱାସ୍ଥ୍ୟ ମାମଲାରେ ଧ୍ୟାନ ରଖନ୍ତୁ । ପରିଜନମାନଙ୍କ ସହ ସଂଘର୍ଷ ହୋଇପାରେ । କାହା ସହିତ ଭୁଲ ବୁଝାମଣା ଓ ଝଗଡା ବି ହୋଇପାରେ । କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାର ଅଛି । ଦୁର୍ଘଟଣା ଠାରୁ ବଞ୍ଚନ୍ତୁ । ଟଙ୍କା ମାମଲାରେ ଆପଣଙ୍କୁ ପୁନଃବିଚାର କରିବାକୁ ପଡିପାରେ ।

୭ – ତୁଳା

ଆଜି ଆପଣ ଆନ୍ତରିକ ରୂପରେ ଊର୍ଜାବାନ ରହିବେ । ପାରିବାରିକ ଅବସ୍ଥା ସୁଖମୟ ରହିବ । ସମାଜରେ ମାନ ସମ୍ମାନ ରହିବ । ମହିଳାମାନଙ୍କୁ ପରିବାର ପ୍ରତି ଉଦାସୀନତା ରହିପାରେ । ମନରେ ଦୁବିଧା କାରଣରୁ ନିଷ୍ପତି ନେବାରେ ବାଧା ଆସିବ । ଟଙ୍କା ମାମଲାକୁ ଗମ୍ଭୀରତାର ସହ ନିଅନ୍ତୁ । ଟଙ୍କା ମାମଲାରେ ଆପଣଙ୍କ ଉପରେ ଆରୋପ ଲାଗିପାରେ । ଅଟକିଥିବା କାର୍ଯ୍ୟକୁ ସଫଳତାପୂର୍ବକ ପୁରା କରି ପାରିବେ । ସନ୍ତାନର ସ୍ୱାସ୍ଥ୍ୟର ଚିନ୍ତା ରହିବ ।

୮ – ବିଚ୍ଛା

ଆଜି ଆପଣଙ୍କ କାରୋବାରରେ ବାଧା ଦୂର ହୋଇ କାର୍ଯ୍ୟ ସିଦ୍ଧି ହେବ । କ୍ରୋଧର ଭାବନା ଆପଣଙ୍କୁ ହାନି ପହଞ୍ଚାଇ ପାରେ । ରୋଗରେ ପଡିଥିବା ବ୍ୟକ୍ତି କୌଣସି ଅପରେସନ କରନ୍ତୁ ନାହିଁ । ଆପଣଙ୍କୁ କୌଣସି ବି କାର୍ଯ୍ୟରେ ସଫଳତା ମିଳିବ । ଆଜିର ଦିନ ପରିବାର ସହିତ ଭଲ ସମ୍ବନ୍ଧ ରହିବ । ଏହି ସମୟ ଆପଣଙ୍କ ପାଇଁ ଭଲ ରହିବ । ବଦନାମୀ ନ ହେବ ଏହାର ଧ୍ୟାନ ରଖନ୍ତୁ ।

୯ – ଧନୁ

ଆଜି ନୂଆ ଯୋଜନାରେ ଆପଣ ସହଭାଗିତା ରହିବେ । ଆପଣଙ୍କ ଜୀବନସାଥୀଙ୍କ ସହ ଦୂରତା ବଢିପାରେ । ଇଚ୍ଛା ନ ଥିବା ଯାତ୍ରାକୁ ଯାଆନ୍ତୁ ନାହିଁ । ଉଚିତ ଅବସରର ଅପେକ୍ଷା କରନ୍ତୁ । ଆପଣଙ୍କୁ ବହୁତ ସମୟ ହେବ ଅଟକିଥିବା କାରଜୀ ଆଜି ପୁରା ହୋଇଯିବ । ପାର୍ଟନର ସହିତ କୌଣସି କଥାକୁ ନେଇ ବିବାଦ ହୋଇପାରେ । ଆଜି ଜୀବନସାଥିଙ୍କ ଇଚ୍ଛା ପୁରା କରନ୍ତୁ ।

୧୦ – ମକର

ଆଜିର ଦିନ ଆପଣଙ୍କ ପାଇଁ ଲାଭଦାୟକ ଅଟେ । ମିତ୍ରା ଏବଂ ସ୍ବଜନ୍ୟଙ୍କ ସହ ଭେଟ ହେବ । ଚାକିରି କରୁଥିବା ଲୋକମାନଙ୍କ ପାଇଁ ଆଜିର ଦିନ ଅଫିସରେ ଭଲ ରହିବ । କାମର ପ୍ରେସର ବଢିବା ସହିତ ଭୁଲ ବି ହୋଇପାରେ । ଆପଣଙ୍କ କାମର ଗୁଣବତ୍ତାକୁ ରଖିବାର ଅଛି । ପରକ୍ରମରେ ବୁଦ୍ଧି ହେବ । ପରିଜନମାନଙ୍କ ସହଯୋଗ ପ୍ରାପ୍ତ ହେବ । କୌଣସି ଉଲ୍ଲେଖନୀୟ ସଫଲତା ପ୍ରାପ୍ତ ହେବ ।

୧୧ – କୁମ୍ଭ

ଆଜି ଆପଣ ଧାର୍ମିକ କାର୍ଯ୍ୟରେ ଭାଗ ନେବେ । ଖାଦ୍ୟପାନରେ ରୁଚି ବଢିବ । କାରୋବାରରେ ଲାଭର ସ୍ଥିତି ନିର୍ମିତ ହେବ । ବ୍ୟବସାୟିକ ଯାତ୍ରାରେ ସଫଳ ରହିବେ । ସନ୍ତାନ ତରଫରୁ ଚିନ୍ତାମୁକ୍ତ ହେବେ । ଆୟର ସାଧନରେ ଉନ୍ନତି ମିଳିବ । ଯାତ୍ରା ସମୟରେ କୌଣସି ବିଶେଷ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ ।

୧୨ – ମୀନ

ଆଜି ମନୋରଞ୍ଜନ ଓ ଆରାମଦାୟକ ସାଧନ ଉପରେ ଦରଜାର ଠାରୁ ଅଧିକ ଖର୍ଚ କରନ୍ତୁ ନାହିଁ । ଏକାଗ୍ରତା ରହିବା ଦ୍ଵାରା ସମସ୍ୟା କମ ହେବ । କୌଣସି ଅଟକିଥିବା କାରଜୀ ପୁରା ହୋଇପାରେ । ଧାର୍ମିକ କାରଜୀ ତରଫରୁ ଅଧିକ ମନ ରହିବ । ମିତ୍ରାମାନଙ୍କ ସହ ସାକ୍ଷାତ କରି ଖୁସି ଅନୁଭବ କରିବେ । ବନ୍ଧୁମାନଙ୍କ ସହିତ ବୁଲିବାକୁ ବି ଯାଇ ପାରଣତି । ଆକସ୍ମିକ ଧନ ଖର୍ଚ ହୋଇପାରେ ।