ରାଶିଫଳ ୧ ଜାନୁୟାରୀ ୨୦୨୦, ବୁଧବାର, ଏହି ୪ଟି ରାଶିର ଆଜି ଖୋଲିବ ଭାଗ୍ୟର ଦ୍ଵାର

ଆଜି ବୁଧବାର ୧ ଜାନୁୟାରୀର ଦିନ ଆପଣଙ୍କ ପାଇଁ କେମିତି ରହିବ ? ଆଜିର ଦିନ ଆପଣଙ୍କର ଜୀବନରେ କଣ କଣ ପରିବର୍ତ୍ତନ ଆସିବ ? ଆପଣଙ୍କର ଏହି ସମସ୍ତ ପ୍ରଶ୍ନ ଗୁଡିକର ଜବାବ ଆପଣଙ୍କୁ ଆଜିର ଏହି ରାଶିଫଳରେ ମିଳିବ, ତେବେ ଜାଣିବା ପାଇଁ ପଢନ୍ତୁ ଆଜିର ଏହି ରାଶିଫଳ ।

୧-ମେଷ

ଆଜି ଆପଣଙ୍କର ଦିନଚର୍ଯ୍ୟା ବ୍ୟବସ୍ଥିତ ରହିବ । ବଡ ଲୋକମାନଙ୍କ ସହ ସାକ୍ଷାତ ହେବ । ସନ୍ତାନ ସମ୍ବନ୍ଧିତ ସମସ୍ତ କାମ ହୋଇଯିବ । କୌଣସି ମହତ୍ଵପୂର୍ଣ କାର୍ଯ୍ୟ ହେତୁ ଘରୁ ବାହାରକୁ ଯିବାକୁ ପଡିପାରେ । ଯାହା ଆପଣଙ୍କୁ ଅସୁବିଧା କରି ପାରେ । ବ୍ୟବସାୟ, ଚାକିରିରେ ସହକର୍ମୀମାନଙ୍କର ସହଯୋଗ ପ୍ରାପ୍ତ ହେବ ।

୨-ବୃଷ

ଆଜି ଭୌତିକ ସୁଖରେ ବୁଦ୍ଧି ହେବେ । ପରିବାରରୁ ଖୁସି ମିଳିବ । ଧନ ଲାଭ ହେବ । ମିତ୍ରାମାନଙ୍କ ସହ ବନ୍ଧୁତା ଆହୁରି ଗଭୀର ହେବେ । ବ୍ୟାପାରରେ ବିସ୍ତାର ହେବ । ଆପଣଙ୍କର ପ୍ରୟାସ ପଥଗୁଡିକୁ ପ୍ରସସ୍ତ କରିବେ । ଇଚ୍ଛିତ କାମ ପୂର୍ଣ ହୋଇ ପାରିବ । ସ୍ୱାସ୍ଥ୍ୟରେ ସୁଧାର ଆସିବ । ବାହନ ଉପରେ ଖର୍ଚ ହେବାର ସମ୍ଭାବନା ଅଛି ।

୩-ମିଥୁନ

ଆଜି କିଛି ଏମିତି ଦିନ ଅଛି ଯେତେବେଳେ ଜିନିଷ ସେହିଭଳି ରହିବ ନାହିଁ, ଯେମିତି ଆପଣ ଚାହୁଁଥିବେ । ଆପଣଙ୍କର ଆୟର ସ୍ରୋତ ବିକସିତ ହେବ । କିଛି ପୁରୁଣା ମିତ୍ରମାନଙ୍କ ସହ ସାକ୍ଷାତ ହେବ । ନିଜର ବାଣୀ ଓ କ୍ରୋଧ ଉପରେ ସଂଯମ ରଖନ୍ତୁ । ଖାଦ୍ୟ – ପିଇବା ଉପରେ ବି ସଂଯମ ରଖନ୍ତୁ । ମିତ୍ରମାନଙ୍କର ସହଯୋଗ ଦ୍ଵାରା କାରୋବାରରେ ଅନୁକୂଳ ପରିସ୍ଥିତି ରହିବ ।

୪-କର୍କଟ

ଆଜିର ଦିନ ଇଶ୍ଵରର ସ୍ମରଣରେ ବିତିବ । ଧାର୍ମିକ କାର୍ଯ୍ୟରେ ଆପଣ ବ୍ୟସ୍ତ ରହିବେ । ଚାକିରି – ବ୍ୟବସାୟରେ ଅନୁକୂଳ ପରିସ୍ଥିତି ରହିବ । ଆଜି ଆପଣଙ୍କର ସମସ୍ତ କାର୍ଯ୍ୟ ସରଳତାରେ ପୂର୍ଣ ହେବ । ମାନ – ସମ୍ମାନ ମିଳିବ । କୌଣସି କାର୍ଯ୍ୟକୁ ଚିନ୍ତାକରି ନିର୍ଣୟ ନିଅନ୍ତୁ । ପରିଜନମାନଙ୍କ ସହିତ କୌଣସି କାରଣରୁ ଝଗଡା ହୋଇପାରେ ।

୫-ସିଂହ

ଆଜିର ଦିନ ଆନନ୍ଦ ପୂର୍ବକ ରହିବ । ଭୌତିକ ସାଧନ ତଥା ବସ୍ତ୍ର ଇତ୍ୟାଦି କ୍ରୟ କରିବେ । ବିଦେଶ ଯିବା ପାଇଁ ଇଚ୍ଛୁକ ଲୋକମାନଙ୍କ ପାଇଁ ଅନୁକୂଳ ସମୟ ଅଟେ । ଆପଣଙ୍କ ଜୀବନରେ କୌଣସି ଏମିତି ସ୍ଥିତି ଆସିବ ଯେତେବେଳେ ଆପଣଙ୍କୁ ସିଧା, ତୁରନ୍ତ ଓ ଅତି ସକ୍ରିୟର ସହିତ ନିଷ୍ପତି ନେବାକୁ ହେବ । ଏହି ସ୍ଥିତି ଦେଖିବାରେ ବହୁତ ଖାସ ଲାଗି ପାରେ ।

୬-କନ୍ୟା

ଆଜି ଆପଣଙ୍କର କାର୍ଯ୍ୟକ୍ଷେତ୍ରରେ ବାଧା ଆସିପାରେ । ସେଥିପାଇଁ ଆଜି ଆପଣ କାର୍ଯ୍ୟ ପ୍ରତି ବିଲକୁଲ ଅସାବଧାନତା ହୁଅନ୍ତୁ ନାହିଁ । ପ୍ରେମ – ପ୍ରସଙ୍ଗରେ ଅନୁକୂଳତା ରହିବ । ଗୁରୁଜନମାନଙ୍କ ସହିତ ସମ୍ପର୍କ ଗଭୀର ହେବ । ରୋଜଗାରରେ ଆପଣଙ୍କୁ ସଫଳତା ମିଳିବ । ରାଜନୈତିକ ମହତ୍ୱାକାଂକ୍ଷା ପୂର୍ତି ହେବ ।

୭-ତୁଳା

ଆଜିର ଦିନ ଆପଣଙ୍କ ପାଇଁ ବହୁତ ବ୍ୟସ୍ତପୂର୍ଣ ରହିବ । ଆପଣଙ୍କ ଘରେ କୌଣସି ଅତିଥି ଆସିବେ ନଚେତ ଆପଣ କେଉଁ ସ୍ଥାନକୁ ଯାଇ ପାରନ୍ତି । ଯଦି ଆପଣ ନିଜର ସ୍ଵପ୍ନକୁ ପୁରା କରିବାକୁ ଚାହୁଁଛନ୍ତି ତେବେ ତାହା ପାଇଁ ଅନୁକୂଳ ସମୟ ଅଟେ । ନିଜ କାମ ଉପରେ ଧ୍ୟାନ ଦିଅନ୍ତୁ । କ୍ୟାରିୟର ପରିବର୍ତ୍ତନ ହୋଇପାରେ । ମିତ୍ରମାନଙ୍କର ପୂର୍ଣ ସହଯୋଗ ମିଳିବ ।

୮-ବିଚ୍ଛା

ଆଜି ଆପଣ ପରିବାର ପାଇଁ ସମୟ ବାହାର କରି ପାରିବେ । ଭୁଲ ବୁଝାମଣା ଦୂର ହେବ । ସ୍ୱାସ୍ଥ୍ୟ ସହ କଥାକୁ ନଜରଅନ୍ଦାଜ କରନ୍ତୁ ନାହିଁ । ଟଙ୍କା ନେବା ଦେବାରେ ସତର୍କ ରୁହନ୍ତୁ । କେଉଁଠି ବି ଟଙ୍କା ନିବେଶ କରିବା ପୂର୍ବରୁ ଚିନ୍ତା କରନ୍ତୁ । ଆର୍ଥିକ ଯୋଜନାରେ କରାଯାଇଥିବା ନିବେଶ ଫଳଦାୟୀ ହେବ ।

୯-ଧନୁ

ଆଜି ଆପଣ କୌଣସି ମନୋରଞ୍ଜକ ଯାତ୍ରାକୁ ଯାଇ ପାରିବେ । ଶାରୀରିକ କଷ୍ଟ ସମ୍ଭବ ହେବ । କୌଣସି ବଡ ଯୋଜନା ଓ ବିଚାର ଜରିଆରେ ଆପଣଙ୍କର ଧ୍ୟାନ ଆକର୍ଷିତ ହୋଇପାରେ । କୌଣସି ବି ପ୍ରକାରର ନିବେଶ କରିବା ପୂର୍ବରୁ ପ୍ରଥମେ ସେହି ବ୍ୟକ୍ତି ବିଷୟରେ ଭଲ ଜାଣି ନିଅନ୍ତୁ । ନୂଆ ଯୋଜନାରେ ସଫଳ ହେବେ ।

୧୦-ମକର

ଆଜି ଆପଣ ନିଜ ଜୀବନରେ ଧର୍ମର ମହତ୍ଵକୁ ଜାଣି ପାରିବେ । ଏହି ରାସ୍ତାରେ ଚାଲିବା ଦ୍ଵାରା ଆପଣଙ୍କୁ ଖୁସି ମିଳିବ । ଆପଣଙ୍କ ମଧ୍ୟରେ ସମର୍ପଣର ଭାବନା ଆସିବ । ଆସନ୍ତା ସମୟରେ ଆପଣଙ୍କୁ ନିଜର ମହତ୍ୱାକାଂକ୍ଷାଏଂକୁ ପୁରା କରିବା ପାଇଁ ଚାନ୍ସ ମିଳିବ । ବନ୍ଧୁମାନଙ୍କ ସହ ସାକ୍ଷାତ କରି ନିଜର ମନର କଥାକୁ ଶେୟାର କରନ୍ତୁ । ଏହା ଦ୍ଵାରା ମନ ଶାନ୍ତ ହେବ ।

୧୧-କୁମ୍ଭ

ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଜିର ଦିନ ଆପଣଙ୍କ ପାଇଁ ଭଲ ଅଟେ । ଦିନସାରା ମାନସିକ ରୂପରେ ସୁସ୍ଥ ରହିବେ । ସଫଳତା ଆପଣଙ୍କର ଅପେକ୍ଷା କରୁଛି । ଆଜି ଆପଣଙ୍କୁ ପାରିବାରିକ ଜୀବନର ସୁଖ ପ୍ରାପ୍ତ ହେବ । ଆଜି ଆପଣଙ୍କୁ ହଜି ଯାଇଥିବା କୌଣସି ବସ୍ତୁ ମିଳିପାରେ । ଆଜି ଆପଣ ଦରକାର ଠାରୁ ଅଧିକ କାମର ବୋଝ ନିଜର ମୁଣ୍ଡକୁ ନେବେ । ପୁରୁଣା କର୍ଜରୁ ମୁକ୍ତି ମିଳିବ ।

୧୨-ମୀନ

ଆଜି ଆପଣଙ୍କ ଘରେ ଖୁସି ଆସିବ । ଆପଣ ସେହି ଲୋକମାନସହ ସାକ୍ଷାତ କରିବେ ଯେଉଁମାନଙ୍କ ସହ ଆପଣ ବହୁ ଦିନ ହେବ ସାକ୍ଷାତ କରି ନାହାନ୍ତି । ଆଜି ଆପଣ ନିଜର ସମସ୍ତ ସମସ୍ୟାକୁ ଗୋଟିଏ ପଟେ ରଖି ଏନଜୟ କରିବେ । ଆଜି ଆପଣ ଧ୍ୟାନର ସହ ଗାଡି ଚଲାନ୍ତୁ । ଚାକିରିରେ ଉନ୍ନତି ହେବାର ଆସାର ଦେଖା ଯାଉଛି । କୌଣସି ଝିଅ ସହିତ ପ୍ରେମ ହୋଇପାରେ ।