ଆଜିର ରାଶିଫଳ, ୧୧ ଜାନୁୟାରୀ ୨୦୨୦, ଶନିବାର, ଶନି ଦେବ ଙ୍କ କୃପାରୁ ଏହି ୩ଟି ରାଶିର ଭାଗ୍ୟ ଖୋଲିବ

ଆଜି ଶନିବାର ୧୧ ଜାନୁୟାରୀ ଦିନ ଆପଣଙ୍କ ପାଇଁ କେମିତି ରହିବ ! ଆଜିର ଦିନ ଆପଣଙ୍କର ଜୀବନରେ କଣ କଣ ପରିବର୍ତ୍ତନ ଆଣି ପାରିବ ? ଆପଣଙ୍କର ଏହି ସମସ୍ତ ପ୍ରଶ୍ନର ଉତ୍ତର ଆପଣଙ୍କୁ ଏହି ରାଶିଫଳରେ ମିଳିବ । ତେବେ ଜାଣିବା ପାଇଁ ପଢନ୍ତୁ ଆମର ଏହି ରାଶିଫଳ । କହିବାକୁ ଗଲେ ରାଶିଫଳ ଆମ ଜୀବନରେ ବହୁତ ମହତ୍ଵ ହୋଇଥାଏ । ରାଶି ଅନୁସାରେ ହିଁ ବ୍ୟକ୍ତିର ଭବିଷ୍ୟତ ଜାଣି ହେବ ।

୧ – ମେଷ

ଆଜିର ଦିନ ଆପଣଙ୍କ ପାଇଁ ଲାଭଦାୟକ ରହିବ । ଚାକିରି କିମ୍ବା ବ୍ୟବସାୟ କ୍ଷେତ୍ରରେ ଆୟ ବୁଦ୍ଧି ହେବ । ବୟସ୍କ ଓ ବନ୍ଧୁମାନଙ୍କ ଠାରୁ କିଛି ଲାଭ ମିଳିବ । ନୂଆ ବନ୍ଧୁ ହେବେ, ଯେଉଁମାନଙ୍କର ମିତ୍ରତା ଭବିଷ୍ୟତରେ ଲାଭଦାୟକ ପ୍ରମାଣିତ ହେବ । ସନ୍ତାନ ଓ ପତ୍ନୀଙ୍କ ତରଫରୁ ଶୁଭ ସମଚାର ମିଳିବ । ଆକସ୍ମିକ ଧନ ଲାଭ ହେବ । ଗୁପ୍ତ ଶତ୍ରୁମାନଙ୍କ ଠାରୁ ବଞ୍ଚି ରୁହନ୍ତୁ ।

୨ – ବୃଷ

ଆଜି ସମଧାନକାରୀ ବ୍ୟବହାର ଆପଣାଇବା ଦ୍ଵାରା କାହା ସହିତ ସଂଘର୍ଷ କରିବେ ନାହିଁ, ଯାହା ଦ୍ଵାରା ଆପଣ ଓ ସାମ୍ନାରେ ଥିବା ବ୍ୟକ୍ତି ଦୁଇ ଜଣ ହିଁ ହିତରେ ରହିବେ । ନୂଆ କାର୍ଯ୍ୟ କରିବାର ପ୍ରେରଣା ମିଳିବ ଏବଂ ନୂଆ କାର୍ଯ୍ୟ ପ୍ରାରମ୍ଭ ବୀ କରି ପାରିବେ । ଆଜି ଆପଣଙ୍କର ମନରେ ପରିବର୍ତ୍ତନ ଶୀଘ୍ର ଆସିବ । ଯାହା ଦ୍ଵାରା ଆପଣଙ୍କର ମନରେ କିଛି ଅସୁବିଧା ଦେଖାଦେବ ।

୩ – ମିଥୁନ

ଆଜି ଆପଣଙ୍କୁ କାହାର ଜମାନତ କରିବା ସମୟରେ ଟଙ୍କା ନେବା ଦେବା ଠାରୁ ଦୂରେଇ ରହିବାର ଅଛି । ଖରଚ ଅଧିକ ହେବ, ସ୍ୱାସ୍ଥ୍ୟ ମାମଲାରେ ଧ୍ୟାନ ରଖନ୍ତୁ । ପରିଜନମାନଙ୍କ ସହିତ ସଂଘର୍ଷ ହୋଇପାରେ । କାହା ସହିତ ଭୁଲ ବୁଝାମଣା ହୋଇପାରେ । କ୍ରୋଧକୁ ନିୟନ୍ତ୍ରଣ ରଖିବାକୁ ପଡିପାରେ । ଦୁର୍ଘଟଣା ଠାରୁ ସତର୍କ ରୁହନ୍ତୁ । କୌଣସି ଖାସ ମାମଲାରେ ପାର୍ଟନରର ସାହାର୍ଯ୍ୟ ନିଅନ୍ତୁ ।

୪ – କର୍କଟ

ଆଜି ବ୍ୟାପାର କ୍ଷେତ୍ରରେ ଆପଣଙ୍କୁ ଲାଭ ହେବ । ସନ୍ତାନଙ୍କ ସହିତ ସମ୍ବନ୍ଧ ଭଲ ରହିବ । ଆପଣଙ୍କର ବ୍ୟବସାୟ ଦ୍ଵାରା ଅନ୍ୟ ବ୍ୟାପାରୀମାନେ ବି ଧନ ଲାଭ କରିବେ । ସ୍ୱାସ୍ଥ୍ୟ ମାମଲାରେ ସମ୍ଭାଳିକରି ରୁହନ୍ତୁ । ମଧ୍ୟାହ୍ନ ପରେ କାର୍ଯ୍ୟଲୟରେ ଉଚ୍ଚ ଅଧିକାରୀମାନଙ୍କର ସହଯୋଗ ମିଳିବ । ଆଜି ଆପଣ ଗୃହସ୍ତ ସୁଖ ଓ ସନ୍ତୋଷର ଭାବନା ରଖିବେ । ଟଙ୍କା ମାମଲାରେ ଆପଣ ବହୁତ ଉଦାର ହୋଇ ପାରାନ୍ତି ।

୪ – ସିଂହ

ଆଜି ମହତ୍ଵପୂର୍ଣ ନିଷ୍ପତି ନେବା ପାଇଁ ବାଧ୍ୟ ହୋଇ ପାରନ୍ତି । ଯାହା ଦ୍ଵାରା ଆପଣ ଚିନ୍ତିତ ରହିବେ । ଆଜି ଆପଣଙ୍କୁ ଉତ୍ସାହଜନକ ପରିଣାମ ମିଳିପାରେ । କୌଣସି ଧାର୍ମିକ ସ୍ଥାନକୁ ଯାଆନ୍ତୁ କିମ୍ବା କୌଣସି ସନ୍ତ ସହ ଦେଖା କରନ୍ତୁ । ଏହା ଦ୍ଵାରା ଆପଣଙ୍କର ମନକୁ ଶାନ୍ତି ମିଳିବ । ଆପଣଙ୍କୁ ଅନୁଭବ ହେବ କି ବିବାହ ପରେ ଶୁଣିଥିବା ସମସ୍ତ କଥା ସତ ଅଟେ । ଆପଣଙ୍କର ଜୀବନସାଥୀ ଆପଣଙ୍କର ପାଖରେ ରହିବ ।

୫ – କନ୍ୟା

ଆଜି ପରିଶ୍ରମର ଅନୁସାରେ ଆପଣଙ୍କୁ ଫଳ ମିଳିବ ନାହିଁ । ଚେଷ୍ଟା କରନ୍ତୁ କି ବାହାର ଖାଦ୍ୟ ନ ଖାଇବା ପାଇଁ । ଆଜି ଆପଣଙ୍କର ଅଧୁରା ଥିବା କାମ ପୂର୍ଣ ହେବ । ଅସୁସ୍ଥ ବ୍ୟକ୍ତିମାନଙ୍କ ମଧ୍ୟରେ ସୁଧାର ଦେଖାଦେବ । ଆର୍ଥିକ ଲାଭ ହେବ । ମହିଳାମାନଙ୍କୁ ପିତାଙ୍କ ଠାରୁ ଭଲ ସମଚାର ମିଳିବ । ନିଜର କୌଣସି ପ୍ରିୟଜନ ସହିତ କଥାବାର୍ତ୍ତା କରିବା ଦ୍ଵାରା ଆପଣଙ୍କୁ ସନ୍ତୁଷ୍ଟି ମିଳିବ ।

୬ – ତୁଳା

ଆଜି ଲୋକମାନେ ଆପଣଙ୍କୁ ବିଶ୍ଵାସ ଭରା ନଜରରେ ଦେଖିବେ । ଆଜି ସ୍ୱାସ୍ଥ୍ୟ ଭଲ ରହିବ । ଆପଣଙ୍କର ପରିବାରରେ ସୁଖ ଏବଂ ଶାନ୍ତିର ପରିବେଶ ରହିବ । ଭାଗ୍ୟର ପ୍ରବଳତାରର ଲାଭ ଉଠାଇବେ । ଆସ୍ଥା ଓ ଆତ୍ମବିଶ୍ଵାସ ଦ୍ଵାରା ସମସ୍ତ କ୍ଷେତ୍ରରେ ଭଲ କରିବେ । ମନବଳ ଉଚ୍ଚରେ ରହିବ । ଟଙ୍କାର ନିବେଶ ଯେଉଁଠି ବି କରିବେ ବହୁତ ଭାବିଚିନ୍ତି କରନ୍ତୁ । ଆପଣଙ୍କୁ କୌଣସି ଶୁଭ ସନ୍ଦେଶ ପ୍ରାପ୍ତ ହୋଇପାରେ ।

୭ – ବିଚ୍ଛା

ଆଜି ଟଙ୍କା ଅଧିକରୁ ଅଧିକ ଖର୍ଚ ହେବ । ଏହିଭଳି ସୂଚନାକୁ ଉଜାଗର କରନ୍ତୁ ନାହିଁ ଯାହା ବ୍ୟକ୍ତିଗତ ଓ ଗୋପନୀୟ ଅଟେ । ସମ୍ଭବ ଅଟେ କି ଆପଣଙ୍କର ଜୀବନସାଥି କାରଣରୁ ଆପଣଙ୍କର ପ୍ରତିଷ୍ଠାକୁ ଅଳ୍ପ ଆଘାତ ଲାଗିପାରେ । କିଛି କାମରେ ଫାଲତୁ ଟଙ୍କା ଖର୍ଚ ହୋଇପାରେ । ଆଜି ଆପଣଙ୍କୁ ନିରନ୍ତର କରୁଥିବା କାମରେ ପ୍ରଶଂସା ମିଳିବ । ଶାରୀରିକ ଓ ମାନସିକ ରୂପରେ ଆଜି ଆପଣ ସୁସ୍ଥ ଅନୁଭବ କରିବେ ।

୮ – ଧନୁ

ଆଜିର ଦିନ ଆପଣଙ୍କ ପାଇଁ ଭଲ ରହିପାରେ । ସାହିତ୍ୟ ଓ କଳାତ୍ମକ ଜିନିଷ ପ୍ରତି ଆପଣଙ୍କର ମନ ଆକର୍ଷିତ ହେବ । ବନ୍ଧୁ ମାନଙ୍କ ସହିତ ସମୟ ବିତାଇବା ଦ୍ଵାରା ମନ ପ୍ରସନ୍ନ ରହିବ । ଅଫିସରେ ସହକର୍ମୀ ଓ ଅଧିକାରୀମାନଙ୍କ ଠାରୁ ସାବଧାନ ରୁହନ୍ତୁ । ଧାର୍ମିକ କାର୍ଯ୍ୟରେ ଆପଣଙ୍କର ରୁଚି ବଢିବ ଓ ଘରେ ପୂଜା ପାଠର ଆୟୋଜନ ହେବ । ଆପଣ ବିଶ୍ଵାସୀ ହୋଇ ନିଜର କାମ କରିବେ ।

୯ – ମକର

ଆଜି ମାନସିକ ରୂପରେ ବି ଆପଣ ବହୁତ ଆନନ୍ଦିତ ରହିବେ । ଆପଣଙ୍କର ସ୍ୱାସ୍ଥ୍ୟ ବି ଆଜି ଭଲ ରହିବ । କିନ୍ତୁ କିଛି ଲୋକମାନଙ୍କ ପାଇଁ ଆଜିର ଦିନ କିଛି ଭଲ ଓ ଖରାପ ମିଶି ରହିବ । ସମସ୍ତ କାମ ମନ ମୁତାବିକ ପୁରା ହେବ । ପରିବାରର କୌଣସି ବ୍ୟକ୍ତି ସହ ଚାଲୁଥିବା ଝଗଡା ଆଜି ଶେଷ ହୋଇଯିବ । କୌଣସି ନୂଆ କାର୍ଯ୍ୟକୁ ଆରମ୍ଭ କରିବାରେ ଆପଣଙ୍କୁ ଭାଗ୍ୟର ସାଥ ମିଳିବ । ଏହା ସହିତ ଆର୍ଥିକ ଲାଭ ବି ମିଳିବ ।

୧୦ – କୁମ୍ଭ

ଗଣେଶଙ୍କର କହିବା ଅଟେ କି ଆଜି ଆପଣଙ୍କର ଦିନ ବିଶେଷ ରୂପରେ ସମସ୍ତ ପ୍ରକାରର କାମରେ ସଫଳତା ଦେବ । ଧର୍ଯ୍ୟର ସହ କାମ କରନ୍ତୁ । ଆପଣ ନିଜର କାମରେ ବାଧା ଆସିବା ସତ୍ବେ ବି ନିଜର କାମ କରିବା ବନ୍ଦ କରିବେ ନାହିଁ । କରାଯାଇଥିବା ସମସ୍ତ କାମ ସଫଳତା ପୂର୍ବକ ପୁରା ହେବ । କାର୍ଯ୍ୟ କ୍ଷେତ୍ରରେ ସଫଳତାର ଯୋଗ ଅଛି । ବିଦ୍ୟାର୍ଥୀମାନଙ୍କ ପାଇଁ ଆଜିର ଦିନ ଉତ୍ତମ ରହିବ ।

୧୨ – ମୀନ

ଆଜି ଆପଣ ନିଜ ବନ୍ଧୁ ଓ ଜୀବନସାଥିଙ୍କ ଉପରେ ଈର୍ଷା କରିବେ । ଆପଣଙ୍କ ପାଇଁ ଉଚିତ ହେବ କି କୌଣସି ସ୍ଥାନରେ ବସି ମୁଣ୍ଡ ଶାନ୍ତ କରି କୌଣସି ନିଷ୍ପତିରେ ପହଞ୍ଚନ୍ତୁ । ଚାକିରିରେ ଦାୟିତ୍ଵ ବଢିପାରେ । ପରିଶ୍ରମ ବି ଅଧିକା କରିବେ । ଶାରୀରିକ ରୂପରେ ଅସୁସ୍ଥତା ଅନୁଭବ କରିବେ । ଆର୍ଥିକ ଦ୍ରୁଷ୍ଟିରେ ଆପଣ ଲାଭବାନ ହେବେ । ଶିକ୍ଷା କ୍ଷେତ୍ରରେ ବି ଉଚିତ ଫଳ ମିଳିବ ।