ଯଦି ଘରର ଏହି କୋଣରେ ରଖୁଛନ୍ତି ମୂଲ୍ୟବାନ ବସ୍ତୁ ସବୁ, ତେବେ ବହୁତ ଅସୁବିଧା ହେଇଥାଏ।

ଯଦି ଘରର ଏହି କୋଣରେ ରଖୁଛନ୍ତି ମୂଲ୍ୟବାନ ବସ୍ତୁ ସବୁ, ତେବେ ବହୁତ ଅସୁବିଧା ହେଇଥାଏ।

ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ପ୍ରତୋକ କୋଣ ର ଓ ଦିଗର କିଛି ନା କିଛି ମହତ୍ୱ ରହିଛିI ଯାହା କି ଘରର ସଦସ୍ୟ ଙ୍କ ଉପରେ ସକାରାତ୍ମକ ଓ ନକାରାତ୍ମକ ପ୍ରଭାବ ପକାଇଥାଏI ସମୟ ସମୟରେ ଘରେ ଅନେକେ ପ୍ରକାରର ବାସ୍ତୁ ଦୋଷ ଦେଖା ଦେଇଥାଏ ଯାହା କି ଘର ଲୋକଙ୍କ ମୁଣ୍ଡବ୍ୟଥା ର କାରଣI ତେବେ ଆଜି ଆସନ୍ତୁ ଆମେ ଆପଣକୁ କିଛି ଏପରି କଥା କହିବୁ ଯାହା କି ଆପଣଙ୍କ ଘର ର ସମସ୍ତ ବାସ୍ତୁ ଦୋଷ ଦୂର କରିବାI

ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଉତର ଓ ପୂର୍ବ ଦିଗ ରେ ଦେବୀ ଦେବତା ମାନେ ଆଗମନ କରିଥାନ୍ତିI ସେଥିପାଁଇ ଏହି ଦିଗରେ କୌଣସି ଓଜନିଆ ଜିନିଷ କିମ୍ବା ଅପରିସ୍କାର କରନ୍ତୁ ନାହିଁI

  • 1. ଘରର ଉତର ଓ ପଶ୍ଚିମ ଦିଗ ଧନ ଆଗମନର ଦିଗ ସେଥିପାଇ ଏହି ଦିଗକୁ କେବେ ବି ଅନ୍ଧାର ରଖନ୍ତୁ ନାହିଁI

ଆହୁରି ପଢନ୍ତୁ: ଜାଣନ୍ତୁ କେଉଁ ନମ୍ବର ଗାଡି କିଣିଲେ ଆପଣ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି। |

ଦୈନିକ ଅଦା ବ୍ୟବହାର କରିବା ଦ୍ଵାରା ମିଳିଥାଏ ଏହି ସବୁ ଉପକାର।

କ୍ଷୀର ସାଙ୍ଗରେ ତୁଳସୀ ମିଶେଇ ରାତିରେ ପିଇଲେ ମିଳିଥାଏ ଏହି ସବୁ ଉପକାର।

  • 2. ଦକ୍ଷିଣ ଦିଗ ଯମରାଜାଙ୍କ ଦିଗ ଏହି ଦିଗକୁ କୌଣସି ଆଲମାରୀ ମୁହଁ ରଖନ୍ତୁ ନାହିଁI ଘରର ଦକ୍ଷିଣ ପୂର୍ବ ଦିଗରେ ଘର ମୁଖିଆଙ୍କ ଶୋଇବା ଘର ଥାଏ ତ ସେ ସର୍ବଦା ଚିନ୍ତା ଗ୍ରସ୍ତ ରହିଥାନ୍ତି ଏବଂ କୌଣସି କାର୍ଯ୍ୟ ସଫଳ ହୁଏ ନାହିଁI
  • 3. ଘରର ଉତ୍ତର ପୂର୍ବ ଦିଗରେ ଯଦି ରୋଷେଇ ଘର ଥାଏ ତ ଘରର ଆର୍ଥିକ ସ୍ତିତି କେବେ ବି ଠିକ ରୁହେ ନାହିଁI