ଭୁଲରେ ବି କିନ୍ନର ମାନଙ୍କୁ ଦିଅନ୍ତୁ ନାହିଁ ଏହି ସବୁ ଜିନିଷ ନହେଲେ ହୋଇଯିବେ ଦରିଦ୍ର।

ଫ୍ରେଣ୍ଡସ୍ ଭୁଲରେ ବି କିନ୍ନର ମାନଙ୍କୁ ଦିଅନ୍ତୁ ନାହିଁ ଏହି ସବୁ ଜିନିଷ :

କିନ୍ନର ମାନଙ୍କ ନାମ ଶୁଣିବା ମାତ୍ରେ ଏଭଳି ଏକ କ୍ଷେୟାଲ୍ ଆସିଥାଏ ନାତ ପୁରୁଷ ଅଟନ୍ତି ନା ତ ମହିଳା। ଯଦି କିନ୍ନର ମାନେ ଆର୍ଶୀବାଦ କଲେ ଭାଗ୍ଯ ବଦଳଯାଏ। ଯଦି କାହାକୁ ଅଭିଶାପ ଦେଇଦିଅନ୍ତି ସେ ବରର୍ବାଦ ହୋଇଯାଆନ୍ତି। ସେଥିପାଇଁ କେବେ କିନ୍ନର ମାନଙ୍କ ଠାରୁ ଅଭିଶାପ ନେଲାଭଳି କାମ କରନ୍ତୁ ନାହିଁ। ଏଥିଯୋଗୁ କିନ୍ନରଙ୍କୁ ର୍ପାଟି ରେ ଡକାଯାଇଥାଏ। କିନ୍ନରମାନେ ଯଦି କାହାକୁ କିଛି ଅଭିଶାପ ଦେଇଥାନ୍ତି ବ୍ୟକ୍ତି ସେହି କଷ୍ଟକୁ ଭୋଗ କରେ  ଓ ଏହା ସତରେ ଫଳିଯାଏ।

ଆପଣ କିନ୍ନର ମାନେ କଣ ପାଇଁ ଏହି ଉତ୍ସଵକୁ ଆସିଥାନ୍ତି ?

ଆପଣ ଜାଣିଛନ୍ତି କିନ୍ନର ମାନେ ଏହି ପାଇଁ ଆସିଥାନ୍ତି ଯେ କିନ୍ନରମାନେ ନିଜକୁ ମଙ୍ଗଳମୁଖୀ ମାନିଥାନ୍ତି ତେବେ ସେମାନେ ସେବେ ଆସନ୍ତି ଯେବେ ମାଙ୍ଗଳିକ କାର୍ଯ୍ୟ ହୋଇଥାଏ।

ଏମିତିବି କଥାଅଛି କିନ୍ନରର ଆର୍ଶୀବାଦ ମଣିଷର ଭାଗ୍ଯ ବଦଳିଯାଏ। କିନ୍ନର ମାନଙ୍କ ଅପମାନ ଭଗବାନଙ୍କ ବ୍ରହ୍ମାଙ୍କ ଅପମାନ ହୋଇଥାଏ। ସେଥିପାଇଁ କିନ୍ନରମାନଙ୍କୁ ଦାନ କଲେ ସୁଫଳ ମିଳିଥାଏ। କିନ୍ତୁ କିନ୍ନରମାନଙ୍କୁ ପ୍ରତ୍ୟେକ ବସ୍ତୁ ଦାନ କରିବା ଉଚିତ୍ ନୁହେଁ। ପ୍ରଥମ ଜିନିଷଟି ଝାଡୁ କିନ୍ନରଙ୍କୁ କେବେ ଝାଡୁ ଦାନ କରନ୍ତୁ ନାହିଁ।

କିନ୍ନର ମାନଙ୍କୁ ଦିଅନ୍ତୁ ନାହିଁ ଝାଡୁ

କାରଣ ଝାଡୁର ଦାନ ଦେବାଦ୍ଵାରା ଘରେ ଧନ ରହେନାହିଁ। ଦ୍ବିତୀୟରେ ସ୍ଟିଲବସ୍ତୁ ଏହା କେବେ ଦାନକରନ୍ତୁ ନାହିଁ। ଏମିତି କରିବା ଦ୍ବାରା ଘରର ସୁଖ ସାନ୍ତି ଦୂର ହୁଏ। କେବେବି ପୂରୁଣା କପଡା ଦିଅନ୍ତୁ ନାହିଁ ଏଥି ଦ୍ବାରା ସବୁ କାଯ୍ୟରେ ବାଧା ଆସିବ। କେବେବି ତେଲ ଦିଅନ୍ତୁ ନାହିଁ ଏଥି ଦ୍ବାରା ଘରକୁ ଦରିଦ୍ରତା ଆସିଯାଏ। ପ୍ଲାଷ୍ଟିକ ବସ୍ତୁ କେବେବି ଦିଅନ୍ତୁ ନାହିଁ ଏଥି ଦ୍ବାରା ଘରର ଅମଙ୍ଗଳ ହୁଏ।

ଆପଣ ମାନଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିପାରେ କିନ୍ନରମାନେ ଯଦି କାହାକୁ କିଛି ଅଭିଶାପ ଦେଇଥାନ୍ତି ଏହା ସତରେ ଫଳିଯାଏ ଓ ଅଭିଶାପ ପାଇଥିବା ବ୍ୟକ୍ତି ସେହି କଷ୍ଟକୁ ଭୋଗ କରେ କିନ୍ନରମାନଙ୍କ ଠାରୁ ଦୂରେଇ ରହିବା ଆବଶ୍ୟକ ତାଙ୍କ ସହିତ କୌଣସି ଖରାପ ଵ୍ୟଵହାର କରିବା ଉଚିତ ନୁହେଁ।

ଉପରେ କୁହାଯାଇଥିବା ବସ୍ତୁକୁ କିନ୍ନର ମାନଙ୍କୁ କେବେବି ଦିଅନ୍ତୁ ନାହିଁ

। ଆମେ ଦେଖିଥାଉ ବହୁତ ସମୟରେ traffic ହେଉ କିମ୍ବା ରେଳ ଫାଟକ ଜାଗାରେ କିନ୍ନର ମାନେ ଲୋକଙ୍କୁ ପଇସା ମଗନ୍ତି ଓ ଲୋକମାନେ ବହୁତ ସମୟରେ ବହୁତ ସମୟରେ ସାନଗରେ ନେଇଯାଉଥିବା ଜିନିଷ ଦେଇଦେଇଥାନ୍ତି କିନ୍ତୁ ଏହା ଠିକ ନୁହେଁ ଏହା କରିବା ଦ୍ୱାରା ଘରର ଦରିଦ୍ରତା ବଢ଼ିଥାଏ।