ଭଗବାନଙ୍କ ଉପରେ ବିଶ୍ବାସ କରିବାକୁ ବାଧ୍ୟ ହେବେ ବାସ ଥରେ ଦେଖନ୍ତୁ ।

ଦୁନିଆରେ ଯେବେବି କିଛି ଚମତ୍କାର ହୋଇଥାଏ ତାର କ୍ରେଡିଟ ଭଗବାନ ଙ୍କୁ ଦିଆଯାଇଥାଏ।ଆମେ ଏମିତି କେତେ ଘଟଣା ବିଷୟରେ ସୁଣିଛେ ଯେ ମଲା ଲୋକବି ବଞ୍ଚି ଜିବାର।କେତେ ଘଟଣା ତ ଏମିତି ଯେ ମୃତ୍ୟୁ ବାସ ମଣିଷକୁ ଛୁଇଁ ପଳେଇଛି।ଯେଉଁ ପଯ୍ୟନ୍ତ ଗୋଟେ ମଣିଷ ଉପରେ ଭଗବାନଙ୍କର ଆର୍ଶୀବାଦ ଥାଏ ସେ ପଯ୍ୟନ୍ତ ତାର କେହି କିଛି କରିପାରିବେ ନାହିଁ।ଆମେ ଜାଣିଛୁ କି ବିଜ୍ଞାନ ଏସବୁ ଉପରେ ବିଶ୍ୱାସ କରେ ନାହିଁ।କିନ୍ତୁ ଏମିତି କିଛି ଘଟଣା ଘଟିଛି ଯାହା ଦ୍ବାରା ବିଜ୍ଞାନ କୁ ବି ଭାବିବାକୁ ପଡିଛି।ଏହି କାହାଣୀ ଜିନ୍ ହଲିଉଡ ବିଷୟରେ ଜିଏ 1961 ରେ ଜନ୍ମ ଗ୍ରହଣ କରିଥିଲେ।ୟୁଏସଏ ଥିବା ଏହି ଜାଗାରେ ଏମିତି ଏକ ଘଟଣା ଘଟିଥିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ଯ କରିଦେଇଥିଲା।

19 ବର୍ଷର ଜିନ୍ ହଲିଉଡ 20 ଡିସେମ୍ବର ରେ ବାହାରକୁ ରାଉଥିଲେ ସେହି ସମୟରେ ସେଠାକାର ଟେମ୍ପରେଚର୍ -30 ଡିଗ୍ରୀ ଥିଲା।ହଠାତ ବିଜୁଳି ସହ ଘଡଘଡି ମାରିବା ସହ ଜୋରରେ ପବନ ବହିଲା।ହଲିଉଡ ଙ୍କର ନିଜ ଗଡି ଉପରେ କଣ୍ଟ୍ରୋଲ ଲଗିଲା ନାହିଁ ଯାହା ଦ୍ବାରା ତାଙ୍କ କରା ଗୋଟେ ଜାଗାକୁ ଗଡିଗଲା।ସେ ଘରକୁ ଜିବା କଥା ଭାବୁଥିବା ବେଳେ ତାଙ୍କର ମନେ ପଡିଲା 2 କିମି ଦୂରରେ ତାଙ୍କର ସାଙ୍ଗଙ୍କ ଘର ଥିଲା ସେ ସେଠାକୁ ପଳାଇବାକୁ ଭାବିଲେ।ସେ କାର ର ବାହାରକୁ ଆସି ତାଙ୍କ ସାଙ୍ଗଙ୍କ ଘର ଆଡକୁ ଚାଲିଲେ ରାସ୍ତାରେ ଥଣ୍ଡା ଏତେ ଥିଲାକି ସେ ବାରମ୍ବାର ତଳେ ପଡିଯାଉଥିଲେ

।ସେ ବହୁ କଷ୍ଟ ରେ ତାଙ୍କ ସଙ୍ଗ ଙ୍କ ଘର ଆଡକୁ ଚାଲିଲେ।ଏବେ ତାଙ୍କ ସାଙ୍ଗଙ୍କ ଘର ମାତ୍ର 15 ଫୁଟ ଦୂରରେ ଥିଲା କିନ୍ତୁ ଭାଗ୍ୟ ତାଙ୍କ ସାଥ ଦେଲାନାହିଁ ସେ ସେଠାରେ ବେହୋସ ହୋଇ ପଡିଗଲେ ସେହି ସମୟ ରାତି 1ଟା ହୋଇଥିଲା।ପର ଦିନ ସକାଳେ ତାଙ୍କ ସାଙ୍ଗ ବାହାରକୁ ଆସି ଦେଖିଲେ କିଏ ଜଣେ ତଳେ ପଡିଛି ଯେବେ ସିଏ ବଡି ପାଖରେ ପହଞ୍ଚି ଦେଖିଲେ ସେ ଡରିଗଲେ ସେ ଯୋର ଯୋର ଚଲାଇବାକୁ ଲାଗିଲେ ହଲିଉଡ ଶରୀର ପୂରା ପଥର ପରି ହୋଇଯାଇ ଥିଲା।ତାଙ୍କ ଫ୍ରେଣ୍ଡ ତାଙ୍କୁ ସାଙ୍ଗେ ସାଙ୍ଗେ ମେଡିକାଲ ନେଇ ଗଲେ।

6 ଘଣ୍ଟା ଜମି ଜାଇଥିବାରୁ ତାଙ୍କ ଶରୀରରେ ଇଞ୍ଜେସନ ଯାଉନଥିଲା ବଡିର ଟେମ୍ପରେଚର୍ ଏତେ କମ ଥିଲାକି ର୍ଥମୋମିଟର ରେ ଉଠୁଥିଲା।ଡାକ୍ତର ତାଙ୍କୁ ଇଲେକ୍ଟ୍ରି ବ୍ଲାଙ୍କେଟ୍ ରେ ରଖିବା ପରେ ସେ କଥା କହିବାକୁ ଲାଗିଲେ।କିନ୍ତୁ ତାଙ୍କର ମନେରଖିବା ଶକ୍ତି ଟିକେ କମି ଯାଇଥିଲା।କିନ୍ତୁ 10 ଦିନ ପରେ ଠିକ୍ ହୋଇଗଲେ।