ବେଲ ପତ୍ର ସକାଳୁ ଖାଇବା ଦ୍ୱାରା ଏହି 8 ଟି ରୋଗ ମୂଳରୁ ଭଲ ହୋଇଯିବ । ଆପଣ ଥରେ ଚେଷ୍ଟା କରି ଦେଖନ୍ତୁ ।

ବେଲପତ୍ର ଖାଇବା ଦ୍ୱାରା ବହୁତ ଫାଇଦା ହୋଇଥାଏ । ଦୁନିଆରେ ଯେତେ ଔଷଧିୟ ବୃକ୍ଷ ଅଛି ସେଠିମାଧ୍ୟରେ ବେ ବେଲପତ୍ର ଏକ ଚମତ୍କାରୀ ପତ୍ର ଭାବେ ସବୁ ଚିକିତ୍ସା ବିଜ୍ଞାନରେ ଆଦୃତ ହୋଇସାରିଛି ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇହିବେ ଯେ ବେଲ ପତ୍ର ଏତେ ଚମତ୍କାର ପଦାର୍ଥ ରହିଛି ଯାହାକୁ ଦୁଃସାଧ୍ୟ ରୋଗ ମଧ୍ୟ ଭଲ କରିଦେଇପାରେ

। ଏହି ପତ୍ର କୁ ମହାଦେବ ଙ୍କର ଉପରେ ଚଢ଼ାଯାଏ ମହାଦେବଙ୍କର ଏହା ପ୍ରିୟ ଅଟେ ଯେ କୌଣସି ମହାଦେବଙ୍କର ବଡ ଛୋଟ ପୂଜା ହେଲେ ବେଲ ପତ୍ର ଆଗେ ଖିଯା ଯାଇଥାଏ ।

ଏହି ପତ୍ର ସ୍ୱୟଂ ଭଗବାନ ଶିବଙ୍କ ମସ୍ତକରେ ସ୍ୱଭା ପାଇଥାଏ ଆପଣ ଏହି ବିଷୟରେ ଜାଣିପୁରା ଆଶ୍ଚର୍ଯ୍ୟ ହୋଇଯିବେ ଯେ ବେଲପତ୍ର ଦ୍ୱାରା ଗ୍ୟାସ ଭଳି ଲମ୍ଭା ସମୟ ପର୍ଯ୍ୟନ୍ତ ହେଉଥିବା ରୋଗ ମୂଳରୁ ନାଶ ହୋଇଯାଇଥାଏ ।

ଏହି ପତ୍ର ର ଧାର୍ମିକ ଗୁଣ ବହୁତ ରହିଛି କିନ୍ତୁ ଅଉସଧିୟ ଗୁଣ ମଧ୍ୟ ରହିଛି ବହୁତ ରହିଛି । ଏହି ପତ୍ରରେ ଭିଟାମିନ୍ a,b,c ଓ ଆଇରନ୍ ଗୁଣ ରହିଛି ଓ ଆଇରନ ପରିମାଣ ଭରପୁର ଭାବରେ ଗଛିତ ହୋଇ ରହିଛି ।

ଯଦି ଆପଣଙ୍କ ପାଟିରେ ଘା ହୋଇଥାଏ ତେବେ ପ୍ରତିଦିନ ବେଲପତ୍ର ଖାଆନ୍ତୁ ଏହା ଗୋଟେ ଦୁଇ ଦିନ ବ୍ୟବହାର ପରେ ଆପଣ ଦେଖୁବେ ପାଆଟି ଘା ସମ୍ପୂର୍ଣ୍ଣ ରୂପରେ ଭଲ ହୋଇଯିବ । ଯଦି ଶରୀର ରୁ ସ୍ମେଲ୍ ବାହାରୁଛି ତେବେ ବେଲପତ୍ର ରସ କୁ ୧ ଘଣ୍ଟା ଲଗେଇ ରଖନ୍ତୁ ତା ପରେ ଗାଧାନ୍ତୁ ଦେଖିବେ ଦେହରକ ବାହାରୁଥିବା ଦୁର୍ଗନ୍ଧ ବହୁତ ଶୀଘ୍ର କମିଯିବ ଧୀରେ ଧୀରେ ଏହା ଶେଷ ହୋଇଯିବ

। ଶରୀର ରେ ଦାଗ, ମୁହଁ ରେ ବ୍ରଣ , କାଛୁ କୁଣ୍ଡିଆ ହେଲେ ବେଲପତ୍ର ରସ ସହ ଜିରା କୁ ମିଶାଇ ଖାଆନ୍ତୁ କିଛିଦିନ ନିଅମିତ ବ୍ୟବହାର କଲେ ଏହା ମୁହଁରୁ ବ୍ରଣ ଓ ଦାଗ ସମ୍ପୂର୍ଣ୍ଣ ଭାବରେ ଲିଭାଇ ଦେବା ।

ଜ୍ୱର କି ଥଣ୍ଡା , ବ୍ଳଡ୍ ପ୍ରେସର୍ ହୋଇଥିଲେ ନିୟମିତ ବେଲପତ୍ର ରସ ପିଅନ୍ତୁ ବ୍ଲଡ଼ ପ୍ରେସର ରୋଗୀଙ୍କ ପାଇଁ ଏହା ରାମବାଣ ବହୁତ ଲୋକ ବ୍ଲଡ଼ ପ୍ରେସର ରୋକିବା ପାଇଁ ବେଳ ପତ୍ରର ରସକୁ ସବୁ ଦିନ ସକାଳୁ ଉଠି ପି ଥାଆନ୍ତି । କେସ ଝଡିବା ବନ୍ଦ ହେବାପାଇଁ ବେଲ ପତ୍ର ଖାଆନ୍ତୁ ବେଲ ପତ୍ର ଦ୍ୱାରା ଶରୀରେ ପରିବର୍ତ୍ତନ ଘଟିବ ଓ ଏହା ଆପଣ ଆପେ ଆପେ ଜାଣିପାରିବେ ଚେଷ୍ଟା କରନ୍ତୁ ପ୍ରତିଦିନ ବେଲପତ୍ର ଖାଇବାକୁ ।

ଭଲ ଲାଗିଲେ ନିଶ୍ଚୟ share କରିବେ ଓ ସମସ୍ତ ଲୋକଙ୍କୁ ବେଲ ପତ୍ରର ଉଅପକାରୀତା ଜଣେଇବେ ।