ବିଷ୍ଣୁଙ୍କ ଛାତିକୁ ଭ୍ରୁଗୁ ଋଷି ମାରିଥିଲେ ଗୋଇଠା କାରଣ ଜଣିଛନ୍ତି ?? ବିଷ୍ଣୁ କରିଥିଲେ କିଛି ଏପରି ଜିନିଷ ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଋଷି ହୋଇ ମଧ୍ୟ ମାରିଥିଲେ ଛାତିକୁ ।

ଘୃଗୁ ରୁଷି ଭଗବାନ ବିଷ୍ଣୁ ଙ୍କୁ ମାରି ଥିଲେ। ମହର୍ଷି ଭୃଗୁ ଯେ କି ଜଣେ ମହାନ ରୁଷି ଥିଲେ। ତାଙ୍କ ର ଜନ୍ମ୫୦୦୦ ବର୍ଷ ପୂର୍ବ ରୁ ହୋଇଥିଲା। ମହର୍ଷି ଭୃଗୁ ଙ୍କର ଦ୍ୱାରା ରଚିତ ଗ୍ରନ୍ଥ, ଭୃଗୁ ସଂଗୀତ । ମହର୍ଷି ଭୃଗୁ ଙ୍କର ଗ୍ରନ୍ଥ ମଣିଷ ର ତିନି ଜନ୍ମ ପର୍ଯ୍ୟନ୍ତ କାମ ରେ ଆସିଥାଏ ଏବଂ ଏହି ଗ୍ରନ୍ଥ ସାହାର୍ଯ୍ୟ ରେ ଭବିଷ୍ୟତ ବାଣି ମଧ୍ୟ କରି ହୁଏ।ଗୋଟିଏ ଦିନ ଭୃଗୁ ରୁଷି ଭଗବାନ ବିଷ୍ଣୁ ଙ୍କ ଛାତି ରେ ଗୋଇଠା ମାରିଲେ। ସେ ଏତେ ବଡ଼ ପାପ ର ଅଧିକାରୀ ହୋଇଗଲେ

। ପଦ୍ମ ପୁରାଣ ଅନୁସାରେ ଗନ୍ଧମାର୍ଦ୍ଦନ ପର୍ବତ ଉପରେ ରୁଷି ମାନେ ଯୁଧ୍ୟ କରୁଥିଲେ ଏବଂ ତାଙ୍କ ଭିତରେ ଆଲୋଚନା

ହେଲା କି, ତିନି ଦେବ ଙ୍କର ମଧ୍ୟରେ କେଉଁ ଦେବ ଶ୍ରେଷ୍ଠ ଅଟନ୍ତି। ଏବଂ କୁହାଗଲା ଯେଉଁ ଦେବ ସତଗୁଣୀ ହୋଇଥିବେ ସେହି ଦେବ ଶ୍ରେଷ୍ଠ ହେବେ।ଏହି କାମ ପାଇଁ ଭୃଗୁ ରୁଷି ଙ୍କୁ ନିୟୋଜିତ କରାଗଲା।ଦେବତାଙ୍କ ପରୀକ୍ଷା ପାଇଁ ଭୃଗୁ ରୁଷି ପ୍ରଥମେ ବ୍ରହ୍ମପୁର ଗଲେ ଏବଂ କୈଣସି କାରଣ ବିନା ରୁଷି ରାଗିଗଲେ ଏବଂ କହିଲେ ଆପଣ ସମସ୍ତେ ମତେ ଆଦର କରୁ ନାହାଁନ୍ତି। ଏହା ଦେଖି ବ୍ରହ୍ମ ଦେବ ମଧ୍ୟ କ୍ରୋଧିତ ହେଲେ ଏବଂ କହିଲେ ତୁମେ ଯେତେ ବଡ଼ ବିଦ୍ୱ।ନ ହେଲେ କ’ଣ ହେଲା ତୁମେ ବଡ଼ ଙ୍କର ଆଦର କରିବା

ଉଚିତ ଏଭଳି କ୍ରୋଧିତ ହେବା କଥା ନୁହେଁ। ତା ପରେ ରୁଷି କହିଲେ କ୍ଷମା କରିବେ ମୁଁ ଦେଖୁଥିଲି ଆପଣ ରାଗୁଛନ୍ତି କି ନାହିଁ।ଏହା କହି ରୁଷି ମହାଦେବ ଙ୍କର ପରୀକ୍ଷା ନେବା କୁ କୈଳାସ ଗଲେ ଏବଂ ରୁଷି ଦେଖିଲେ ମହାଦେବ ଧ୍ୟାନ କରୁଛନ୍ତି , ରୁଷି ନନ୍ଦି କୁ କହିଲେ ମହାଦେବ ଙ୍କୁ କହିବା କୁ କିନ୍ତୁ ନନ୍ଦି କହିଲେ ମୁଁ ଏହା କରିବିନି

ରୁଷି ନିଜେ ମହାଦେବ ଙ୍କର ଧ୍ୟାନ ଭାଂଗିଲେ ତେଣୁ ମହାଦେବ ତାଙ୍କୁ ମୃତ୍ୟୁ ଅଭିଶାପ ଦେଲେ ଓ ପାର୍ବତୀ ଆସି ବନ୍ଚେଇଲେ ଓ କହିଲେ ସେ କିଛି ଭଲ କରି ନାହାଁନ୍ତି। ରୁଷି ଗଲେ ବିଷ୍ଣୁ ଙ୍କ ପାଖକୁ ଦେଖିଲେ ସେ ସୋଇଛନ୍ତି ଭାବିଲେ ତାଙ୍କୁ ଦେଖି ବିଷ୍ଣୁ ଶୋଇବା ର ନାଟକ କରୁଛନ୍ତି। ଏହା ପରେ ରୁଷି ଗୋଇଠା ମାରି ତାଙ୍କ ନିଦ ଭଗଂନ କଲେ ଏବଂ ନିଦ୍ର ଭଗଂ ହେଲା ।

ତିନି ଜଣ ଙ୍କ ମଧ୍ୟ ରୁ ଶ୍ରେଷ୍ଠ ବିଷ୍ଣୁ ଙ୍କୁ ବାଛିଲେ।