ବାଣୀ ବିହାରରେ ବୁଢା ରୋମିଓ ହଟ ହଟା । ଦେଖନ୍ତୁ video

ପ୍ରେମ ଏକ ବନ୍ଧନ କିନ୍ତୁ ଆଜି କାଲି କ୍ଷେତ୍ର ରେ ପ୍ରେମ କୁ ଏକ ବନ୍ଦନ ରୁପେ ନ ମାନି ଏହାର ର୍ଦୁବ୍ୟବହାର କରିବାରେ ଲାଗିଛନ୍ତି । ଏକ ଅଲୋକିକ ଘଟଣା ଟିଏ ଆସିଛି ଜାହା ଆମ ଓଡିଶା ର ଉତ୍କଳ ବିଶ୍ବ ବିଦ୍ୟାଳୟ ରେ ହୋଇଅଛି । ସେଠାକାର ଗୋଟିଏ ଟୋକା କୁ ଫେସବୁକ୍ ପ୍ରେମ ମହଙ୍ଗା ପଡିଛି ।

ଏହି ଯୁବକ ଜଣଙ୍କ ପ୍ରଥମେ ବନ୍ଧୁତା ର ହାତ ବଢାଇଥିଲେ ଓ ପରେ ଏହି ଯୁବକ ଜଣଙ୍କ ଏକ ତରଫା ପ୍ରେମ କରିବା ରେ ଲାଗିଥିଲେ ।

ଓ ପରେ ଏହି ଯୁବକ ଜଣଙ୍କ ସେହି ଯୁବତୀ ଙ୍କୁ ଅଶ୍ଳୀଳ ଫୋଟ ମେସେଜ କରିଥିଲେ । କିନ୍ତୁ ଏପରି ଅଶ୍ଳୀଳ ଫୋଟ ପଠାଇବା ଯୁବକ ଙ୍କୁ ମହଙ୍ଗା ପଡିଜାଇଥିଲା । ସେଠାକାର ଖବର ରୁ ଜଣା ପଡିଥିଲା କି ଯୁବକ ଜଣଙ୍କ ଏପରି କରିବା ପରେ ଯୁବତୀ ଜଣଙ୍କ ନିଜର ସାଙ୍ଗ ମାନଙ୍କୁ ନେଇ ଯୁବକଙ୍କୁ ନିସ୍ତୁକ ମାଡ ମାରି ପୋଲିସ୍ ରେ ଦେଇ ଦେଇଛନ୍ତି । ଉତ୍କଳ ବିଶ୍ବ ବିଦ୍ଯାଳୟ ର କେମ୍ପସ୍ ରେ ଏପରି ଗୋଟିଏ ଘଟଣା ପରେ ଆଜି .ସେଠାକାର ସୂଚନା ଅନୁଯାଇ ।

କିଛି ଦିନ ତଳେ ଏହି ଯୁବକ ଜଣଙ୍କ ଏହି ଯୁବତୀ ଙ୍କୁ ଫ୍ରେଣ୍ଡ ରିକ୍ବେଷ୍ଟ ପଠାଇଥିଲେ ଓ ଓ ପରେ ଲଗାତାର ଚାଟ କରିବାରେ ଲାଗି ପଡିଥିଲେ ।

ଓ ଯୁବକ ଜଣଙ୍କ ଜାଣିବା ପେର କି ଏହି ଯୁବତୀ ଜଣଙ୍କ ଉତ୍କଳ ବିଶ୍ବ ବିଦ୍ଯାଳୟ ର ଛାତ୍ରୀ ବୋଲି ସେ ସେହି ମୁହୁର୍ତ୍ବ ରେ ପ୍ରେମ ଜାଲ ରେ ଫସାଇବା ପାଇଁ ଲାଗି ପଡିଥିପଲେ । ଯୁବତୀ ଙ୍କ ଫୋନ୍ ନମ୍ବର ନେଇଥିଲେ ଜୁବତୀ ଜଣଙ୍କ ମନା କରିବା ସ୍ବତେ ସେହି ଯୁବକ ଜଣଙ୍କ ତାଙ୍କ ନମ୍ବର କୁ ଜବରଦସ୍ତି ଅଶ୍ଳୀଳ ଭିଡିଓ ଓ ଫୋଟ ମେସେଜ କରିଥିଲେ ।

ତେଣୁ ଏପରି କ୍ଷେତ୍ର ରେ ଯୁବକ ଙ୍କୁ ପାନେ ଦେବେ ବୋଲି ଗୋଟିଏ ଯୋଜନା କରିଥିଲେ । ଓ ସେଷରେ ସେ ଗତ କାଲି ବାଣି ବିହାର କେମ୍ପସ୍ କୁ ଡାକିଥିଲେ ।

ଓ ସେଠାରେ ଯୁବତୀ ଓ ତାଙ୍କ ସହ ବନ୍ଧୁ ମାନେ ମିଶି ନିର୍ଘାତ ମାଡ ମାରିଥିଲେ । ଏହି ବିଷୟ ରେ ସେମାନେ ଜାଇ ନିକଟସ୍ଥ ଥାନା ରେ ମଧ୍ଯ କମ୍ପଲେନ୍ କରିବା ସହ ସେହି ଯୁବକ ଜଣଙ୍କୁ ଥାନା କୁ ନେଇ ଜାଇଥିଲେ ଓ ପରେ ଦୁଇ ପକ୍ଷ ରୁ ବୁଝାମଣା ହୋଇଥିବାର ଜଣା ପଡିଥିଲଲା । ଦେଖନ୍ତୁ ପୁରା ଭିଡିଓ ଏହି ଲିଙ୍କରେ