ବର୍ଷା ସମୟରେ ବିଜୁଳି କି ଘଡଘଡି ହେଲେ ଡରନ୍ତୁ ନାହିଁ କରନ୍ତୁ ଏହି କାମ ।

ବର୍ଷା ,ଘଡ଼ଘଡି ରେ ଲୋକ ମୃତ୍ୟୁ ବରଣ କରିଥାନ୍ତି କୁହାଯାଏ ବିଜୁଳି ଯେବେ ମାଟି ଛୁଏଁ ଏଥିରେ ତୀବ୍ର ମାତ୍ରାରେ କରେଣ୍ଟ ପ୍ରବାହିତ ହୁଏ ଏହି କରେଂଟ ଯାହାକୁ ବି ଲାଗେ ସେ ମନୁଷ୍ୟ ହେଉ ଅବା ପଶୁପକ୍ଷୀ କିମ୍ଭା ବୃକ୍ଷ କାହାର ତ୍ରାହି ନାହିଁ । ବିଜୁଳି, ଘଡ଼ଘଡି ସମୟରେ ବାହାର କୁ ବାହାରିଲେ ଡ଼ର ଲାଗେ । ଶାସ୍ତ୍ର ଅନୁସାରେ ବିଜୁଳି ଓ ଘଡ଼ଘଡି କୁ ଡ଼ରିବା କଥା ନୁହେଁ । ବୈଗ୍ୟାନିକ ଙ୍କ ମତରେ ବିଜୁଳି ଓ ଘଡ଼ଘଡି ମାରିଲେ , ଘର ବାହାରେ, ଚାଳ କି ଆଜ୍ବେଷ୍ଟ୍ ଘରେ , ଲାଇନ ଖୁଣ୍ଟ ପାଖରେ ରହିବା ଉଚିତ ନୁହେଁ । ଗୋଟିଏ ଛାତ ଘରେ ରୁହନ୍ତୁ ,ଆଜ୍ବେଷ୍ଟ୍ କି ଚାଳ ଘରେ ରୁହନ୍ତୁ ନାହିଁ । ହଠାତ ବର୍ଷା ହୁଏ ତେବେ ବର ଗଛ,ଓସ୍ତ ଗଛ,ନଡ଼ିଆ ଗଛ ତଳେ ରୁହନ୍ତୁ ନାହିଁ ।ଜ୍ୟୋତିଷ ଓ ବିଗ୍ୟାନୀ ଙ୍କ ମତରେ ବର୍ଷା ବିଜୁଳି ସମୟରେ ଘର ବାହାରେ ରୁହନ୍ତୁ ନାହିଁ ଯଦିଓ ଅଛନ୍ତି ତେବେ ୭ ଥର ଦଧିଚି ଙ୍କ ନାମ ଊଚାରଣ କରନ୍ତୁ । ଦଧିଚି ଙ୍କ ହାତରେ ବଜ୍ର ତିଆରି ହୋଇଥିଲା ଓ ସେହି ବଜ୍ର ରେ ଇନ୍ଦ୍ରଦେବ ବୃକାଶୁର ଙ୍କୁ ବଧ କରିଥିଲେ । ତେଣୁ କିଛି କ୍ଷତି ହେବ ନାହିଁ। ଏହା ପୂରାଣ ରେ ଉଲ୍ଲେଖ ରହିଛି।