ପୁଅ ମାନଙ୍କର ଲମ୍ବା ଝିଅ ମାନଙ୍କର ଗୋଲ୍ ଗୋଲ୍ ସେଇଟା କଣ? ଏହା ସହିତ IAS ପରୀକ୍ଷାର 10ଟି କଠିନ ପ୍ରଶ୍ନ, ଗ୍ୟାରେଣ୍ଟି ଆପଣ କହି ପାରିବେ ନାହିଁ

ଜ୍ଞାନ ଆମକୁ ବିନୟୀ, ଭଦ୍ର, ନର୍ମ ଓ ଚରିତ୍ର ଗଠନ ରେ ସାହାଯ୍ୟ କରେ । ଦୟା ଭାବ ଆମ ମନରେ ଜାଗ୍ରତ କରେ । ଚାଲନ୍ତୁ ଆମେ ସମସ୍ତେ ନିଜର ସମୟକୁ ଅପଚୟ ନକରି ନିଜର ଜ୍ଞାନ ଭଣ୍ଡାର କୁ ବୃଦ୍ଧି କରିବା । ସାଧାରଣ ଜ୍ଞାନ ର ଏହି ଭଳି ଅଧ୍ୟାୟ ର ଅଭିବୃଦ୍ଧି କରାଇଲେ ସମସ୍ତ ପାଠକଙ୍କର ମେଧା ଶକ୍ତି ବୃଦ୍ଧି ହେବା ସଙ୍ଗେ ସଙ୍ଗେ ସେ ଅନେକ ଜ୍ଞାନ ଭଣ୍ଡାର ର ବିଷୟରେ ଅବଗତ ହେବେ । ସେ ନିଜର ଏବଂ ଅନ୍ୟମାନଙ୍କର ଜ୍ଞାନ ବୃଦ୍ଧି ରେ ସହାୟକ ହେବ । ଜଣେ ଲୋକର ଜ୍ଞାନ ବୃଦ୍ଧି ର ଅଭିବୃଦ୍ଧି ଘଟିଲେ ସେ ନିଜର ଏବଂ ସମାଜର ଅନେକ ହିତ ସାଧନ କରିଥାନ୍ତି । ସେ ସମାଜର ଏବଂ ପ୍ରତ୍ୟେକ ବକ୍ତି ବିଶେଷ ର ଅନେକ ଉନ୍ନତି ସାଧନ କରନ୍ତି ।

ଜ୍ଞାନ ଏକ ଅଦ୍ଭୁତ ଭଣ୍ଡାର । ଜ୍ଞାନ ଙ୍କୁ ବାଣ୍ଟିଲେ ଜ୍ଞାନ ଭଣ୍ଡାର ବୃଦ୍ଧି ଘଟେ । ଜ୍ଞାନ ପିପାସୁ ଲୋକ ମାନେ ଜ୍ଞାନ ବୃଦ୍ଧିର ଅନୁସନ୍ଧାନ କରନ୍ତି । ଏହା ଆପଣଙ୍କୁ ଜ୍ଞାନ ବଢେଇବାର ସହାୟକ ହେବ । ଜ୍ଞାନ ପିପାସୁ ଲୋକମାନେ ଖାଇବା ପିଇବା ଶୋଇବା ଭୁଲିଯାଆନ୍ତି । ସେଥିପାଇଁ କୁହା ଯାଇଛି ଯେ ” ନ ସରିବା ଯାଏଁ ବାଟ ଚାଲୁଥିବା ନ ବୁଝିବା ଯାଏଁ ପଚାରି ପ୍ରଗତି ପଥ କୁ ଯେଉଁ ଜନ ଚାହେଁ ନ ଶୁଏ ସେ ଦିନ ସର୍ବରୀ ” ତେଣୁ ପରିଶର୍ମି ଲୋକ ସୁଖ ପାଏ ଅଳସୁଆ ଲୋକ ଦୁଃଖ ପାଏ । ଏହା ଆମେ ପିମ୍ପୁଡ଼ି ଗଳ୍ପ ରୁ ଶିକ୍ଷା ଲାଭ କରିଆସିଛୁ ।

କେଉଁ ରାଜ୍ୟ ମହିଳା ମାନଙ୍କ ସୁରକ୍ଷା ପାଇଁ E- Rakhyasha bandhan କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ?

ଉତ୍ତର: ଆନ୍ଧ୍ରପ୍ରଦେଶ ସରକାର

ମୋଗଲ ଚିତ୍ରକଳା କାହାର ଶାସନ କାଳ ସମୟରେ ବିକଶିତ ହୋଇଥିଲା ?

ଉତ୍ତର: ଜାହାଙ୍ଗୀର

ମନୁଷ୍ୟ ରକ୍ତରେ କେତେ ପ୍ରକାର Enzyme ରହିଛି ?

ଉତ୍ତର: ୨ ପ୍ରକାରର

ଚନ୍ଦ୍ରଗୁପ୍ତ ବିକ୍ରମାଦିତ୍ୟଙ୍କ ଦରବାରରେ ନବରତ୍ନ ଙ୍କ ମଧ୍ୟରେ ଅଧିକ ପ୍ରସିଦ୍ଧ କିଏ ଥିଲେ ?

ଉତ୍ତର: କାଳିଦାସ

ବିଶ୍ଵ ସଂସ୍କୃତ ଦିବସ 2020 କେଉଁ ତାରିଖରେ ପାଳନ କରାଯାଇଥିଲା ?

ଉତ୍ତର: August 3

ପୁଅ ମାନଙ୍କର ଲମ୍ବା ଝିଅ ମାନଙ୍କର ଗୋଲ୍ ଗୋଲ୍ ସେଇଟା କଣ?

ଉତ୍ତର: ମଥା ସିନ୍ଦୂର

ଆଶାକରୁଛି ଉପୋରୋକ୍ତ ପ୍ରଶ୍ନ ଆଉ ଉତ୍ତର ଆପଣ ଙ୍କ ଆଗାମୀ ଭବିଷ୍ୟତରେ ସାହାଯ୍ୟ କରିବା ସଙ୍ଗେ ସଙ୍ଗେ ଲାଭଦାୟକ ହେବା

ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ କେବେ ପାଳନ କରାଯାଏ ?

ଉତ୍ତର: ୨୧ ଜୁନ୍

ପ୍ରଥମ ପାନିପଥ ଯୁଦ୍ଧ ରେ ବାବର କାହାକୁ ପରାସ୍ତ କରିଥିଲେ ?

ଉତ୍ତର: ଇବ୍ରାହିମ୍ ଲୋଦି ଙ୍କୁ

ନିକଟରେ କେଉଁ ଦେଶ ମହାତ୍ମା ଗାନ୍ଧୀଙ୍କ ଛବି କୁ ତାଙ୍କ ଦେଶ ର ମୁଦ୍ରା ରେ ଛବିବାକୁ ଘୋଷଣା କରିଛନ୍ତି ?

ଉତ୍ତର: ବ୍ରିଟେନ

ପ୍ରଥମ ପାନିପଥ ଯୁଦ୍ଧ କେବେ ହୋଇଥିଲା ?

ଉତ୍ତର: ୧୫୨୬ ମସିହା

ଆଶକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।