ପୁଅ ବା ଝିଅମାନେ ଭୁଲରେ କରନ୍ତୁ ନାହିଁ ଏହି ସବୁ କାମ । ନହେଲେ ବହୁତ କଷ୍ଟ ଭୋଗିବେ ।

ଆପଣ ନିଜ ଜୀବନରେ ବହୁତ ଭୁଲ କରିଥିବେ ହେଲେ ଠିକ୍ କାମ ମଧ୍ଯ କରିଥିବେ ସମସ୍ତେ ସେମାନଙ୍କ ଜୀବନରେ କିଛି ନା କିଛି ଭୁଲ କାମ କରିଥାନ୍ତି ସେ ଜାଣତରେ ହେଉ ଅବା ଅଜାଣତରେ ହେଉ କିନ୍ତୁ ଅଜାଣତରେ କରିଠୁବା ଭୁଲ ବି ଭୁଲ ଅଟେ ଏହାର ଶାସ୍ତି ଆମକୁ ମିଳିଥାଏ ଉଦାହରଣ ସ୍ୱରୂପ ଯଦି ଗୋଟେ ଛୋଟ ଛୁଆ ନିଆ ପାଖରେ ହେଉ କିମ୍ଭା ଭୁଲ ବସତ ଅଜାଣତରେ ଗୋଟେ ଲ୍ୟାମ୍ପ ଉପରେ ହାତ ପକେଉଦେଉଛି ତାହେଲେ ନିଆଁ ତାକୁ କ୍ଷମା କରିଦେବ ନାହିଁ ତାର ହାତ ପୋଡିଯିବ

ସେ ଛୋଟ ଶିଶୁ ନଜାଣି ହାତ ପକେଇଥିଲେ ମଧ୍ୟ ତାକୁ ଭୁଲ୍ରେ ଶାସ୍ତି ମିଳେ ସେମିତି ଆମେ ଯେଉଁ କାର୍ଯ୍ୟ କରୁ ତାର ଶାସ୍ତି ଆମକୁ ମିଳେ ।

ବାସ୍ତୁଶାସ୍ତ୍ର ଅନୁସାରେ ଏଭଳି କିଛି ଭୁଲ ଅଛି ଯାହାକୁ କରିବା ଦ୍ବାରା ଆପଣଙ୍କ ଆୟୁଷ କ୍ଷେୟ ହୋଇଥାଏ । ଆପଣ ପୁରୁଷ ହୁଅନ୍ତୁ ଅବା ସ୍ତ୍ରୀ ଯଦି ଆପଣ ଏସବୁ ଭୁଲ କରୁଛନ୍ତି ଆପଣଙ୍କର ଅୟୁଷ କ୍ଷେୟ ହୋଇଥାଏ । ଯଦିବି ଆପଣ କେବେ ରାତିରେ ଦହି ଖାଉଛନ୍ତି ତାହାହେଲେ ମଧ୍ଯ ଆପଣଙ୍କ ଆୟୁଷ କମିଯାଏ ।

ଶାସ୍ତ୍ର ଅନୁସାରେ ରାତିରେ କେବେ ଦହି ଖାଆନ୍ତୁ ନାହିଁ ଏହା ଆୟୁଷ କମେଇଦିଏ ଏହା ହଜମ ପ୍ରକ୍ରିୟା ନଷ୍ଟ କରିଦେଇଥାଏ ଯାହା ଫଳରେ ଲମ୍ବା ସମୟରେ ଆପଣଙ୍କ କ୍ଷତି ଆପଣ ଅନୁଭବ କରିପାରିବେ । ଯଦି ଆପଣ କୈଣସି କାଯ୍ୟକୁ କଷ୍ଟରେ କରୁଛନ୍ତି ତେବେ ଆପଣଙ୍କ ଆୟୁଷ ହାନି ହୁଏ ।

ଯେତେବେଳେ ଆପଣ ଶବ ଦାହ କରୁଛନ୍ତି ସେତେବେଳେ କେବେବି ଧୂମ୍ର ସେବନ କରନ୍ତୁ ନାହିଁ । ଯଦି ଆପଣ ଅତ୍ୟଧିକ ମାଦକ ଦ୍ରବ୍ୟ ସେବନ କରୁଛନ୍ତି ତାହା ହେଲେ ଆପଣଙ୍କ ଆୟୁଷ ହାନି ହୋଇଥାଏ ଏହା କେବଳ ପୁରାଣ ବା ଶାସ୍ତ୍ର କହୁଣୀ ବିଜ୍ଞାନ ଦ୍ୱାରା ମଧ୍ୟ ଏହା ପ୍ରମାଣ ହୋଇଛି ।

ଯଦି ଆପଣ କୈଣସି ଜାଗାକୁ ଜଣାଉଛନ୍ତି ଯଦି ଆପଣ ଅତ୍ୟଧିକ ଲୋଭ କରୁଛନ୍ତି ତେବେବି ଆପଣଙ୍କ ଆୟୁଷ ହାନୀ ହୁଏ ।

ଅନ୍ୟର ଘରକୁ ଯିବା ସମୟରେ ଆପଣ କୌଣସି ଜିନିଷ ପ୍ରତି ଲୋଭ କରନ୍ତୁ ନାହିଁ । ଏହି ସବୁ କାର୍ଯ୍ୟ ଠାରୁ ଯେତେ ଦୁରେଇ ରହିବେ ଜୀବନର ସୁଖ ଶାନ୍ତି ଫେରି ଆସିବ ଓ ସୁଖ ଶାନ୍ତିରେ ଜୀବନ ଅତିବାହିତ କରିବ ।