ପାଠ ପଢିବା ପୂର୍ବରୁ ମାତ୍ର ଦୁଇ ମିନିଟ ପଢିଦିଅନ୍ତୁ । ସବୁ ପାଠ ମନେ ରହିବ।

ପାଠ ମନେ ରଖିବା ପାଇଁ କିଛି ଟ୍ରିକ୍ ରହିଛି। ପ୍ରଥମ ରେ ହେଉଛି ମେଡିଟେସନ୍ । ହାର୍ୱ।ଡ଼୍ ୟୁନିଭର୍ସିଟି ରୁ ଏହା ଜଣା ପଡିଛି କି, ୨୦ମିନିଟ୍ ମେଡିଟେସନ୍ = ୪ହାୱ।ର୍ସ୍ ଲିକ୍। ମାନେ ଯେତେବେଳେ ସକାଳୁ ଆମେ ଉଠୁ ତ କେତେ ଫ୍ରେସ ଫିଲ୍ କରୁ ସେତିକି ଫ୍ରେସ ୨୦ ମିନିଟ ମେଡିଟେସନ୍ କଲା ପରେ ବି ଆମକୁ ଫ୍ରେସ ଫିଲ୍ ହୋଇଥାଏ। ମେଡିଟେସନ୍ ଉପରେ ଗୋଟିଏ ଚାଇନିଜ୍ ବୁକ୍ ବି ଲେଖା ହୋଇଛି। ଯାହା ର ନାମ ୫ ମିନିଟ୍ ମେଡିଟେସନ୍ = ୧ହାୱ।ର। ଲିକ। । ମେଡିଟେସନ୍ କରିବା ନିହାତି। ଆବଶ୍ୟକ । ଯେମିତି ଆମ କୁ ହେଲ୍ଦି ରହିବା ପାଇଁ ବଡି କରିବା ପାଇଁ ଜିମ୍ ଯିବା କୁ ପଡିଥାଏ ଠିକ୍ ସେହିପରି ଆମ ମାଇଁଡ୍ କୁ ହେଲ୍ଦି ରଖିବା ପାଇଁ କିମ୍ବା ମେମୋରୀ ପାୱାର କୁ ବଢାଇବା ପାଇଁ ଡେଲି ମେଡିଟେସନ୍ କରିବା ନିହାତି ଦରକାର।

ଦିନ କୁ ଅଧିକ ନ ହେଲେ ବି ୫ ମିନିଟ୍ ମେଡିଟେସନ୍ କରିବା ଦରକାର। ଏକ୍ଜାମ୍ ଟାଇମ୍ ରେ ଏହା କରିବା ଦରକାର, ଏହା ଦ୍ୱାରା ଆପଣଙ୍କ ସବୁ ସ୍ରେଟ୍ସ୍ ଦୂର ହୋଇଯିବ। ଦ୍ୱିତୀୟ ଉପାୟ ହେଉଛି ରିଜୋଲାଇଜେସନ୍ । ରିଜୋଲାଇଜେସନ୍ ଦ୍ୱାରା ମେମୋରି ପାୱାର ଦଶ ଗୁଣ ବଢ଼ି ଯାଇ ଥାଏ। ତୃତୀୟ ରେ ହେଉଛି ସକାଳୁ ମାଇଁଣ୍ଡ୍ କଙ ଫ୍ରେସ୍ ରଖିବା ଦରକାର। ସକାଳୁ କିଛି ଗେମ୍ ଖେଳିବା ଦରକାର , ଏହା ଦ୍ୱାରା ମେମୋରୀ ଫ୍ରେସ ରହେ। ସବୁବେଳେ ନିଜ ମାଇଁଡ଼ କୁ ଆକ୍ଟିଭ୍ କରି ରଖିବା ପାଇଁ। ଏହି ତିନୋଟି ଉପାୟ ଫଲୋ କରିବା ଦ୍ୱାରା ଆପଣଙ୍କ ମେମୋରୀ ପାୱାର ବଢିଥାଏ ଓ ମାଇଁଡ୍ ଫ୍ରେସ ରହିଥାଏ।