ନିଜର ଜନ୍ମ ତାରିଖରୁ ଜାଣନ୍ତୁ ଆପଣଙ୍କର Love Marriage ହେବ ନା Arrange Marriage

Love ନା arrange :

ବାହାଘର ଏକ ଏମିତି ବନ୍ଧନ ହୋଇଥାଏ ଯାହାକି ଦୁଇଟି ମଣିଷକୁ ମିଶାଇ ନଥାଏ ତା ସହିତ ଦୁଇଟି ପରିବାରକୁ ମଧ୍ଯ ମିଶାଇ ଥାଏ।ଆପଣଙ୍କ ମନକୁ ବି ଏହି କଥା ନିଶ୍ଚୟ କେବେ ନା କେବେ ଆସିଥିବ ଆପଣଙ୍କ ଲଭ୍ ମ୍ୟାରେଜ ହବ ନା ଆରେଞ୍ଜ ମ୍ୟାରେଜ।ଆଉ ଆଜି କାଲି ର ଯୁଗ ରେ ଏଭଳି ପ୍ରଶ୍ନ ଆସିବାତ ସ୍ବଭାବିକ କଥା।ଆଜି ଆମେ ଗ୍ରହ ଓ ଅଙ୍କ କୁ ନେଇ ଯାଣିବା ଆପଣଙ୍କ ବିବାହ କେମିତି ହେବ।ବିନା ଜ୍ୟୋତିଷ ଙ୍କ ସାହାଯ୍ୟରେ ଆପଣ ଏହା ଜାଣି ପାରିବେ କି ଆପଣଙ୍କର ଲଭ ମ୍ୟାରେଜ ହବ ନା ଆରେଞ୍ଜ।କିନ୍ତୁ ଆପଣଙ୍କୁ ପ୍ରଥମେ ମୂଲ୍ୟାଙ୍କନ କରିବାକୁ ପଡିବ।ମୂଲ୍ୟାଙ୍କନ ଅଥ ହୋଇ ଥାଏ ଜନ୍ମ ତାରିଖ ର ମୂଳ ଅଙ୍କ।

ମୂଲ୍ୟାଙ୍କ 1

ଆପଣ ନିଜ ଜନ୍ମ ତାରିଖ ର ପ୍ରତ୍ୟେକ ଅଙ୍କ ଯୋଡିକି ମୂଲ୍ୟାଙ୍କ ବାହାର କରି ପାରିବେ।ଧ୍ୟାନ ରଖିବେ ମୂଲ୍ୟାଙ୍କ 1 ରୁ 9 ହେବା ଦରକାର।ଯଦି ଆପଣଙ୍କ ଜନ୍ମ ତାରିଖ 23 ତାରିଖ ହୋଇଛି ତ ମୂଲ୍ୟାଙ୍କ ହୁଏ 2+3=5 ଠିକ୍ ସେହି ପ୍ରକାରରେ ଯଦି ଆପଣଙ୍କ ଜନ୍ମ 29 ତାରିଖ ହୋଇଛି ତ ଆପଣଙ୍କ ମୂଲ୍ୟାଙ୍କନ ହେବ 2 କେମିତି ନା 2+9=11,1+1=2 ଏହି ପ୍ରକାର।ମୂଲ୍ୟାଙ୍କ 1 ଏହି ଅଙ୍କ ସୂର୍ଯ୍ୟ ଦେବତାଙ୍କର ପ୍ରତୀକ ଅଟେ ଯେଉଁ ମାନଙ୍କର ମୂଲ୍ୟାଙ୍କ 1 ସେମାନେ ଟିକେ ଲାଜୁଆ ସ୍ବଭାବର ଆଉ କେବେବି କିଛି କହି ପାରନ୍ତି ନାହିଁ ଓ ଏହି କାରଣରୁ ସେମାନଙ୍କ ଲଭ ମ୍ୟାରେଜ ଟିକେ କଷ୍ଟ ହୋଇଥାଏ।

 

ମୂଲ୍ୟାଙ୍କ 2

ଏହି ଅଙ୍କ ଚନ୍ଦ୍ରମାଙ୍କ ପ୍ରିୟ ଅଟେ।ଯେଉଁ ମାନଙ୍କର ମୂଲ୍ୟାଙ୍କ 2 ହୋଇଥାଏ ସେମାନେ ବୁଝି ସୁଝି ଲଭ କରିଥାନ୍ତି।ଏମାନେ ଯାହାକୁ ଭଲ ପାଆନ୍ତି ତାଙ୍କୁ ବାହା ହେବା ପାଇଁ ସବୁ ଚେଷ୍ଟା କରିଥାନ୍ତି।

ମୂଲ୍ୟାଙ୍କ 3

ଏହି ଅଙ୍କ ଗୁରୁଙ୍କ ପ୍ରତୀକ ଅଟେ ଏହି ଅଙ୍କର ଲୋକ ମାନେ ଲଭ ମ୍ୟାରେଜ କରିଥାନ୍ତି।

ମୂଲ୍ୟାଙ୍କ 4

ଏହି ଅଙ୍କ ରାହୁଙ୍କ ପ୍ରତୀକ ଅଟେ ଏହି ଅଙ୍କର ଲୋକ ମାନେ ଅଧିକ ପ୍ରେମ ସମ୍ପର୍କ ବନେଇ ଥାନ୍ତି।

ମୂଲ୍ୟାଙ୍କ 5

ଏହି ଅଙ୍କ ବୁଧଙ୍କ ପ୍ରତୀକ ଅଟେ ଏହି ଅଙ୍କର ଲୋକମାନେ ପାରମ୍ପରିକ ଉପରେ ବିଶ୍ୱାସ ରଖିଥାନ୍ତି।ତେଣୁ ଏମାନେ ପରିବାର ଙ୍କ ମତରେ ବିବାହ କରିଥାନ୍ତି।


ମୂଲ୍ୟାଙ୍କ 6

ଏହି ଅଙ୍କ ଶୁକ୍ରଙ୍କ ପ୍ରତୀକ ହୋଇଥାଏ ଏହି ଅଙ୍କର ଲୋକମାନଙ୍କ ଅଧିକାଂଶ ଲଭ ମ୍ୟାରେଜ ହୋଇଥାଏ।

ମୂଲ୍ୟାଙ୍କ 7

ଏହି ଅଙ୍କ କେତୁଙ୍କ ପ୍ରତୀକ ଅଟେ ଏହି ଲୋକ ମାନଙ୍କ ଲଭ ମ୍ୟାରେଜ ପ୍ରତି ଇଛା ଥିଲେ ମଧ୍ଯ କରି ପାରନ୍ତି ନାହିଁ।

 

ମୁଖ୍ୟଙ୍କ 8

ଏହି ଅଙ୍କ ସନିଙ୍କ ପ୍ରତୀକ ଅଟେ ଏହି ଅଙ୍କର ଲୋକ ମାନେ କମ ଲଭରେ ପଡନ୍ତି।

ମୂଲ୍ଯାଙ୍କ 9

ଏହି ଅଙ୍କ ମଙ୍ଗଳଙ୍କ ପ୍ରତୀକ ଅଟେ ଏହି ଅଙ୍କର ଲୋକ ମାନେ ଲଭ ମ୍ୟାରେଜ କରିବା ପାଇଁ ଡରି ଥାନ୍ତି।ଆରେଞ୍ଜ ମ୍ୟାରେଜ ରେ ଏମାନେ ଅଧିକ ବିଶ୍ବାସ କରିଥାନ୍ତି।