ଜାଣନ୍ତୁ କେଉଁ ନମ୍ବର ଗାଡି କିଣିଲେ ଆପଣ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି।

ଜାଣନ୍ତୁ କେଉଁ ନମ୍ବର ଗାଡି କିଣିଲେ ଆପଣ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି।

ଅଧିକାଂଶ ଲୋକ ଏହି କଥାକୁ ହୁଏତ ଧ୍ୟାନ ଦେଉନଥିବେ କିନ୍ତୁ ହଁ ଆଜ୍ଞା କଥାଟା ସତ ଗାଡିର ନଂ ଅନୁସାରେ ମଧ୍ୟ ଆମ ଜୀବନ ଶୈଳୀ ଉପରେ ପ୍ରଭାବ ପକାଇଥାଏ I

ତେବେ ଅପଣଙ୍କ ମୂଳଙ୍କ ଅନୁସାରେ କେଉଁ ନଂ ଗାଡି ଆପଣଙ୍କ ପାଁଇ ଶୁଭ ଓ ଅଶୁଭ I

କେମିତି ଜାଣିବେ ଆପଣଙ୍କ ମୂଳଙ୍କ କେତେ?

ଯଦି ଅପଣଙ୍କ ଜନ୍ମ ତାରିଖ 23 ତ 2 ଓ 3 କୁ ମିଶାଇଲେ 5 ତେବେ ଅପଣଙ୍କ ମୂଳଙ୍କ 5 ଅଟେ I

ମୂଳଙ୍କ -1
ଏହି ଲୋକମାନେ ସର୍ବଦା 1, 2, 4 ଓ 7 ନଂ ର ଗାଡି କିଣନ୍ତୁ ଏବଂ 6 ଓ 8 ନଂ ର ଗାଡି ଭୁଲ ରେ ବି କିଣନ୍ତୁ ନାହିଁ I

ମୂଳଙ୍କ -2
ଏହି ଲୋକମାନେ ସର୍ବଦା 1, 2, 4 ଓ 7 ନଂ ର ଗାଡି କିଣନ୍ତୁ ଏବଂ 9 ନଂ ର ଗାଡି ଭୁଲ ରେ ବି କିଣନ୍ତୁ ନାହିଁ I

ମୂଳଙ୍କ -3
ଏହି ଲୋକମାନେ ସର୍ବଦା 3, 6, ଓ 9 ନଂ ର ଗାଡି କିଣନ୍ତୁ ଏବଂ 5 ଓ 8 ନଂ ର ଗାଡି ଭୁଲ ରେ ବି କିଣନ୍ତୁ ନାହିଁ I

ମୂଳଙ୍କ -4
ଏହି ଲୋକମାନେ ସର୍ବଦା 1, 2, 4 ଓ 7 ନଂ ର ଗାଡି କିଣନ୍ତୁ ଏବଂ 9, 6 ଓ 8 ନଂ ର ଗାଡି ଭୁଲ ରେ ବି କିଣନ୍ତୁ ନାହିଁ I

ମୂଳଙ୍କ -5
ଏହି ବ୍ୟକ୍ତି ମାନକୁ ସର୍ବଦା ଏପରି ନଂ ଗାଡି କିଣିବା ଉଚିତ ଯେପରି ସବୁ ନଂ କୁ ମିଶାଇଲେ 5 ହେଉଥିବ |ଏହି ଲୋକମାନେ ସର୍ବଦା 3, 9 ଓ 8 ନଂ ର ଗାଡି ଅଶୁଭ ହୋଇଥାଏ I

ମୂଳଙ୍କ -6
ଏହି ଲୋକମାନେ ସର୍ବଦା 3, 6 ଓ 9 ନଂ ର ଗାଡି କିଣନ୍ତୁ ଏହି ଲୋକମାନେ ସର୍ବଦା 4 ଓ 8 ନଂ ଯୋଗ ଥିବା ଗାଡି କିଣନ୍ତୁ ନାହିଁ .

ମୂଳଙ୍କ -7
ଏହି ଲୋକମାନେ ସର୍ବଦା 1, 2, 4 ଓ 7 ନଂ ର ଗାଡି କିଣନ୍ତୁଏବଂ 9, 6 ଓ 8 ନଂ ର ଗାଡି ଭୁଲ ରେ ବି କିଣନ୍ତୁ ନାହିଁ I

ମୂଳଙ୍କ -8
ଏହି ଲୋକମାନେ ସର୍ବଦା 8 ନଂ ଯୋଗ ହେଉଥିବା ଗାଡି କିଣନ୍ତୁ ଓ 1 ଓ 4 ନଂ ଯୋଗ ହେଉଥିବା ଗଡ଼ିଠାରୁ ଦୁରେଇ ରୁହନ୍ତୁ I

ମୂଳଙ୍କ -9
ଏହି ଲୋକମାନେ ସର୍ବଦା 9,3 ଓ 6 ନଂ ଯୋଗ ହେଉଥିବା ଗାଡି କିଣନ୍ତୁ ଏବଂ 5 ଓ 7 ନଂ ଯୋଗ ଗାଡି ଅଶୁଭ ହୋଇଥାଏ

Comments are closed.