ଘର ପରିବାରକୁ ବର୍ବାଦ କରିଦିଏ ମହିଳାମାନଙ୍କର ଏହି କାମ ଗୁଡିକ, ଘରେ ବାସ କରନ୍ତି ନାହିଁ ମା ଲକ୍ଷ୍ମୀ

ହିନ୍ଦୁ ଧର୍ମ ଅନୁସାରେ ବୋହୁ ଏବଂ ଝିଅମାନଙ୍କୁ ମାତା ଲକ୍ଷ୍ମୀଙ୍କର ରୂପ ବୋଲି କୁହାଯାଏ । ଏମିତି ମାନ୍ୟତା ଅଛି କି ଯଦି କୌଣସି ସ୍ତ୍ରୀ କୌଣସି ଘରକୁ ଚାହିଁବ ତ ସ୍ଵର୍ଗ ବନାଇଦେବ କିମ୍ବା କୌଣସି ଘରକୁ ଚାହିଁବ ତ ନର୍କ ବନାଇ ଦେବ । ବୋହୁ ଏବଂ ଝିଅମାନଙ୍କର କିଛି ଖରାପ ଗୁଣ ଘର ପରିବାରର ଦାରିଦ୍ରତା ପାଇଁ କାରଣ ହୋଇଥାଏ ଏବଂ ଅନ୍ୟ ପଟେ ଏମାନଙ୍କ ମଧ୍ୟରେ କିଛି ଭଲ ଗୁଣ ଥାଏ ଯାହା ଫଳରେ ଘରେ ସୁଖ ଏବଂ ସମୃଦ୍ଧି ଆସିଥାଏ ।

ସବୁ ବ୍ୟକ୍ତିର ଘରର ସୁଖ ସମୃଦ୍ଧି ପାଇଁ ଏମିତି ସ୍ତ୍ରୀଙ୍କ ଉପରେ ନିର୍ଭର କରିଥାନ୍ତି ଯେଉଁମାନେ ଲକ୍ଷ୍ମୀପରି ଘରର ସବୁ କାମ କରିବା ଏବଂ ସମସ୍ତଙ୍କର ଦେଖାଶୁଣା ରଖିବେ । କିନ୍ତୁ କିଛି ଏମିତି କାମ ଅଛି ଯାହାକୁ ମହିଳା ମାନଙ୍କୁ କରିବା ଉଚିତ ନୁହେଁ । ଘରର ମହିଳା ମାନଙ୍କୁ ଏହି କାମ ଗୁଡିକ କରିବା ଉଚିତ ନୁହେଁ ଏହା କରିବା ଦ୍ଵାରା ଘରେ ଲକ୍ଷ୍ମୀ କେବେବି ଆସି ନଥାନ୍ତି ।

ଭୁଲରେ ବି  ଘରର ମହିଳାମାନେ ଏହି କାମ ଗୁଡିକ କରିବା ଉଚିତ ନୁହେଁ

୧. ଯେଉଁ ଘରେ ମହିଳା ଝାଡୁକୁ ଗୋଡର ଲଗାନ୍ତି ବା ଗୋଇଠା ମାରନ୍ତି ସେହି ଘରେ ଲକ୍ଷ୍ମୀ ବାସ କରନ୍ତି ନାହିଁ । ଏହି ଘରେ ସବୁବେଳେ ଦାରିଦ୍ରତା ଛାଇ ରହିଥାଏ ।

୨. ଯଦି ଆପଣଙ୍କ ଘରର ମହିଳା ମାନଙ୍କର ଅଭ୍ୟାସ ଅଛି କି ସେମାନେ ଅଇଁଠା ବାସନକୁ ଗ୍ୟାସ ଉପରେ ରଖି ଶୋଇ ଯାଆନ୍ତି ତେବେ ସେହି ଘଅରେ କେବେ ବି ମାତା ଲକ୍ଷ୍ମୀ ରୁହନ୍ତି ନାହିଁ । ଏହା ଗରିବ ଏବଂ ଦୁଖର କାରଣ ହୋଇଥାଏ ।

୩. ଯେଉଁ ଘରେ ମହିଳା ଗୋଡରେ ଗୋଇଠା ମାରି କବାଟ ଖୋଲନ୍ତି ସେହି ଘରେ ମଧ୍ୟ ମାତା ଲକ୍ଷ୍ମୀ ରୁହନ୍ତି ନାହିଁ ।

୪. ଯଦି ଘରର କୌଣସି ମହିଳା ଘର ଦ୍ଵାରରେ ବସି ଭୋଜନ କରନ୍ତି ତେବେ ସେହି ଘରେ ବି ଦାରିଦ୍ରତା ଛାଇ ରହିଥାଏ । ହିନ୍ଦୁ ଶାସ୍ତ୍ରରେ ଏହାକୁ ବହୁତ ଅଶୁଭ ବୋଲି କୁହାଯାଏ ।

୫. ଘରର ମହିଳା ମାନେ ଯଦି ରାତିରେ ରୋଷେଇ ଘରେ ଖାଇବା ବାସନ ରଖି ଶୋଇଯାଆନ୍ତି ତେବେ ଏହା ଗରିବୀର କାରଣ ହୋଇଥାଏ ।

୬. ଘରର ଶାନ୍ତି ଏବଂ ସମୃଦ୍ଧି ପାଇଁ ସପ୍ତାହକୁ ଥରେ ସମୁଦ୍ର ଲୁଣରେ ଘରର ପୋଛା ଲଗାନ୍ତୁ ।

୭. ଯେଉଁ ଘରେ ମହିଳା ସକାଳେ ପରିବର୍ତ୍ତେ ସନ୍ଧ୍ୟାରେ ଝାଡୁ ଲଗାନ୍ତି ତେବେ ସେହି ଘରେ ଦାରିଦ୍ରତା ଆସିଥାଏ ।

୮. ଯଦି କୌଣସି ଘରର ମହିଳାକୁ ବହୁତ ସମୟ ଧରି ଶୋଇବାର ଅଭ୍ୟାସ ଅଛି ତେବେ ତାହା ପରିବାର ପାଇଁ ଅଶୁଭ ହୋଇଥାଏ ।

ଏହି ଲେଖାଟି ଭଲ ଲାଗିଲେ ଶେୟାର କରିବେ ଓ ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।