କେବଳ ୭ ଦିନରେ ହିଁ ଥାଇରଏଡ ହେବ ଦୂର, ଏହି ଉପାୟରେ କରନ୍ତୁ ଚିକିତ୍ସା

ଥାଇରଏଡ ହେଉଛି ଏକ ପ୍ରକାରର ହରମୋନ । ଆମ ଶରୀରରେ ଗ୍ଲାଣ୍ଡ ଯଦି କୌଣସି କାରଣରୁ ଅଧିକ ହରମୋନ ବନାଇଥାଏ, ତେବେ ଏହାକୁ ଥାଇରଏଡ କୁହାଯାଏ । ଏହି ରୋଗରେ ଅଧିକାଂଶ ମହିଳାମାନେ ଶିକାର ହୋଇଥାନ୍ତି । ଏହା ଦ୍ଵାରା ଶରୀରର ଓଜନ ବୃଦ୍ଧି ହେବା, ନିଦ ନହେବା, ମାନସିକ ଚିନ୍ତା ରହିବା, ହୃତପିଣ୍ଡର ସ୍ପନ୍ଦନ ବଢିବା, ହାଡ ଗଣ୍ଠି ଓ ମାଂସପେଶୀରେ ଯନ୍ତ୍ରଣା ହେବା ଆଦି ସମସ୍ୟା ହୋଇଥାଏ । ଯାହାଫଳରେ ଭବିଷ୍ୟତରେ ଆପଣଙ୍କୁ ବହୁତ ବଡ ରୋଗର ସମସ୍ୟାକୁ ସମ୍ମୁଖୀନ ହେବାକୁ ପଡ଼ିପାରେ ।

ସେଥିପାଇଁ ଆଜି ଆମେ ଆପଣମାନଙ୍କ ପାଇଁ ଏମିତି ଏକ ଘରୋଇ ଉପାୟ ଆଣିଛୁ, ଯାହାକୁ ଆପଣ ବ୍ୟବହାର କରିଲେ ଆପଣଙ୍କର ଏହି ସମସ୍ୟା ଦୂର ହୋଇଯିବ । ତେବେ ଆସନ୍ତୁ ଜାଣିବା ଏହି ଘରୋଇ ଚିକିତ୍ସା ବିଷୟରେ ।

ଏହି ଚିକିତ୍ସା କରିବା ପାଇଁ ଆପଣ ଗୋଟିଏ ମୂଳା ଓ ୫ ଟି ଲେମ୍ବୁ ଆଣନ୍ତୁ । ସର୍ବ ପ୍ରଥମେ ମୂଳାକୁ ଭଲ ଭାବରେ ଧୋଇ ଦିଅନ୍ତୁ ଓ ଏହାର ଚୋପାକୁ ଛେଲି ଦିଅନ୍ତୁ । ଏହା ପରେ ଏକ ବାଉଲ ନିଅନ୍ତୁ ଓ ମୂଳାକୁ ୩୦ ଖଣ୍ଡ କରି କାଟି ଦିଅନ୍ତୁ । ମୂଳା କାଟିବା ପରେ ବାଉଲରେ ରଖିଦିଅନ୍ତୁ ଓ ଏହାପରେ ଲେମ୍ବୁକୁ ଦୁଇ ଖଣ୍ଡ କରି କାଟି ଦିଅନ୍ତୁ ।

ଲେମ୍ବୁକୁ କାଟିବା ପରେ ବାଉଲରେ ଥିବା ମୂଳା ଉପରେ ଲେମ୍ବୁର ରସକୁ କାଢି ମିଶାଇ ଦିଅନ୍ତୁ । ଏହି ମିଶ୍ରଣ ପ୍ରସ୍ତୁତ ହେବା ପରେ ଆପଣ ପ୍ରତି ଦିନ ସକାଳ ସମୟରେ ଦୁଇ ଖଣ୍ଡ ମୂଳା ଓ ସନ୍ଧ୍ୟା ସମୟରେ ଦୁଇଖଣ୍ଡ ମୂଳାର ସେବନ କରନ୍ତୁ । ମୂଳାକୁ ଲେମ୍ବୁ ସହ ମିଶାଇ ଖାଲି ପେଟରେ ସକାଳ ଓ ସନ୍ଧ୍ୟା ସମୟରେ ଖାଆନ୍ତୁ ।

ଏହି ଘରୋଇ ଉପାୟ ଥାଇରଏଡକୁ ଦୂର କରିବା ପାଇଁ ବହୁତ ଉପଯୋଗୀ ଅଟେ । ଆପଣ ଏହି ଉପାୟକୁ ଭଲ ଭାବରେ ପ୍ରୟୋଗ କରନ୍ତୁ, ଏହାକୁ ବ୍ୟବହାର କଲେ ନିଶ୍ଚିନ୍ତ ରୂପେ ଆପଣ ନିଜ ଥାଇରଏଡକୁ ମୂଳରୁ ଶେଷ କରିପାରିବେ । ଯଦି ଆପଣଙ୍କ ପରିବାର ବା ସମ୍ପର୍କୀୟମାନଙ୍କର ଥାଇରଡ ସମସ୍ୟା ଅଛି ତେବେ ଆପଣ ଏହି ଉପାୟକୁ କରିବା ପାଇଁ ତାଙ୍କୁ ପରାମର୍ଶ ଦିଅନ୍ତୁ ।