କାହାକୁ କିଛି ନ କହି ରାତିରେ ତକିଆ ତଳେ ରଖନ୍ତୁ 1 ଟଙ୍କାର କଏନ – ଏମିତି ଭାଗ୍ୟ ଖୋଲିବ କି ଆପଣ କେବେ ଭାବିବି ନଥିବେ

ରାତିରେ ତକିଆ ତଳେ ରଖନ୍ତୁ 1 ଟଙ୍କାର କଏନ

ସଂସାର ରେ ଜୀବନ ନିର୍ବାହ କରିବାକୁ ହେଲେ ଧନର ଆବଶ୍ୟକତା ଗୁରିତ୍ଵପୂର୍ଣ୍ଣ। ଆଜିକାଲି ଦୁନିଆରେ ଯେଉଁମାନଙ୍କ ପାଖରେ ଟଙ୍କା ବା ଅର୍ଥ ନାହିଁ ସେମାନଙ୍କୁ କେହି ଗୁରୁତ୍ୱ ଦିଅନ୍ତି ନାହିଁ। ଖାଲି ଟଙ୍କା ନୁହେଁ ଉତ୍ତମ ସ୍ୱାସ୍ଥ୍ୟ ହିଁ ମୁଖ୍ୟ ଅଟେ ସଂସାର ରେ ଭଲରେ ସମୟ ଅତିବାହିତ କରିବା ପାଇଁ। ଯଦି ଆପଣଙ୍କ ସ୍ୱାସ୍ଥ୍ୟ ସବୁବେଳେ ବେମାର ହେଇ ପଡିଥାଏ। ନଚେତ ଆପଣଙ୍କ ପାଖରେ ଯେତେବି ଟଙ୍କା ଥାଉ ତାର କିଛି ମୂଲ୍ୟ ନଥାଏ।  କଥାରେ ଅଛି ଆବେ ପର୍ଶୁ ଜାବେ ପର୍ଶୁ, ବାବୁ ପର୍ଶୁ ରାମ, ପୈସା କ୍ୟା ନକରେ କାମ୍? ତେଣୁ ଟଙ୍କା ର ମୂଲ୍ୟ ବହୁତ ଅଟେ ମଣିଷ ପାଇଁ।

ମଣିଷ ସବୁବେଳେ କଷ୍ଟ କରିଥାଏ ଟଙ୍କା ପାଇବାକୁ , କିନ୍ତୁ ସମସ୍ତଙ୍କୁ ଭାଗ୍ୟ ସାଥ ଦେଇନଥାଏ। ଯେତେ ଚେଷ୍ଟା କଲେ ମଧ୍ୟ ଆର୍ଥିକ ସ୍ୱଚ୍ଛଳ ହେଇନଥାଏ , ସର୍ବଦା ଘରେ ଋଣ ଭାର ଲାଗିରହିଥାଏ। ବହୁ ଲୋକ କଠିନ ପରିଶ୍ରମ କରି ମଧ୍ୟ ଆର୍ଥିକ ସମସ୍ୟା ଭୋଗିଥାନ୍ତି।  ଏବଂ ଅନ୍ୟ କେତେକ ଙ୍କ ପାଖରେ ଟଙ୍କା ଥିଲେ ମଧ୍ୟ ସବୁବେଳେ ଶରୀର ଖରାପ ହେଇଥାଏ।

ଏମିତି ଭାଗ୍ୟ ଖୋଲିବ କି ଆପଣ କେବେ ଭାବିବି ନଥିବେ

 

ତେବେ କଣ ଆପଣ ଜାଣିଛନ୍ତି ଏହାର ସମାଧାନ ମାତ୍ର 1 ଟଙ୍କା ରେ ହେଇପାରିବ। ବାସ୍ତୁ ଶାସ୍ତ୍ର ଅନୁଯାଇ ଯଦି ଆର୍ଥିକ ସ୍ୱଚ୍ଛଳତା ରହୁନି , ଘରେ ସବୁବେଳେ ଋଣ ଲାଗିରହୁଛି , ପରିବାର ର କାହାର ବେମାରୀ ଲାଗିରହୁଛି ତେବେ ଏକ ଟଙ୍କିଆ ଏକ ମୁଦ୍ରାକୁ।  କଣ ଆଜ୍ଞା ବିଶ୍ୱାସ ହେଉନି ନା ? ହଁ ଆଜ୍ଞା ସତ , ମଣିଷ ଯେତେବି ବିଜ୍ଞାନ ରେ ବିଶ୍ୱାସ କରୁ କିନ୍ତୁ ବାସ୍ତୁ ଶାସ୍ତ୍ର କୁ ଅବମାନନା କରିପାରିବ ନାହିଁ।

ଆପଣଙ୍କ ଶରୀର ରେ ସାତ ଥର ବୁଲାଇ ଆଣି ଯେଉଁ ବ୍ୟକ୍ତିର ଶରୀର ଖରାପ ରହୁଛି ତା ତକିଆ ତଳେ ଅଜାଣତରେ ରାତିରେ ରଖିଦିଅନ୍ତୁ।

ରାତି ପାହି ସକାଳ ହେଲେ ସେହି ମୁଦ୍ରା ଟିକୁ ନେଇ ଘର ପାଖ ରେ ଯଦି ସ୍ମଶାନ ଥାଏ ସେଠି ଫୋପାଡ଼ି ଦିଅନ୍ତୁ। କିନ୍ତୁ ସାବଧାନ ଯେପରି ଏହାକୁ ଅନ୍ୟ ମାନେ କେହି ବି ନ ଜାଣନ୍ତି।

କିମ୍ବା ଅନ୍ୟ କୌଣସି ନିଶବ୍ଦ ସ୍ଥାନରେ ସେହି ମୁଦ୍ରାକୁ ପୋତି ଦିଅନ୍ତୁ। ଏହା ଦ୍ୱାରା ସମସ୍ତ ନକାରାତ୍ମକ ଶକ୍ତି ଘରୁ ବିନାଶ ହେଇଯାଇଥାଏ ଏବଂ ସବୁବେଳେ ଲାଗିରହୁଥିବା ବେମାରୀ ଯୋଗୁ ଆପଣଙ୍କ ଶରୀର ଅସୁସ୍ଥ ଏବଂ ଋଣ ଭାର କମିଯାଇଥାଏ।