ଏ ହେଉଛନ୍ତି ସେହି ଭାଗ୍ୟଶାଳୀ ମହିଳା ଯେଉଁମାନେ ଭାଗ୍ୟ ବଦଳାଇ ଦିଅନ୍ତି।

ବହୁ କାଳ ରୁ ,ଏହା ଛାଇ ଆସୁଛି ଯେ ପୁରୁଷ ମାନଙ୍କ ସଫଳତା ପଛରେ ମହିଳା ମାନଙ୍କ ହାତ ରହିଛି । ଯେବେ ମଣିଷର ବାହାଘର ସମୟ ଆସେ, ତା ମନରେ ବହୁତ ବିଚାର ଆସିଥାଏ । ଯଦି ଭାଗ୍ୟ ତା ସାଥେ ନାହିଁ ତେବେ ସେ ଭାବେ ତା ସ୍ତ୍ରୀ ଆସିଲା ପରେ ତା ଭାଗ୍ୟ କୁ ବଦଳାଇ ଦେବ । ଶାସ୍ତ୍ର ଅନୁସାରେ ସାତ ଟି ଗୁଣ ଥିବା ମହିଳା ଭାଗ୍ୟ ବଦଳାଇ ଦିଅନ୍ତି । ଶାସ୍ତ୍ରରେ କୁହାଯାଇଛି ଯେ ଯେଉଁମାନେ ନାରୀ ମାନେ ଏହୂ କାର୍ଯ୍ୟ କରିଥାନ୍ତି ଯେଉଁମାନଙ୍କର ଏହି ପ୍ରକାରର ଗୁଣ ଥାଏ ଜୀବଜରେ ସେମାନେ ଆଗକୁ ଉଜେ ବଧୁବା ସହ ଘରର ଓ ପରିବାରର ମଧ୍ୟ ଉନ୍ନତି କରିଥାନ୍ତି ।

ଏମାନଙ୍କୁ ବିବାହ କରିଥିବା ଲୋକ ମଧ୍ୟ ବହୁତ ଭାଗ୍ୟଶାଳୀ ହୋଇଥାନ୍ତୁ ପ୍ରଥମ ଗୁଣ , ଯଦି କୈଣସି ସ୍ତ୍ରୀ ର ପାଦ ତଳେ ତ୍ରିକୋଣ ର ଚିନ୍ହ ଥିଲେ , ଜାଣିବେ ସେ ଅତ୍ୟନ୍ତ ବୁଦ୍ଧିବାନ୍ ଏବଂ ସେ ସ୍ତ୍ରୀ ଆପଣଙ୍କ ଭାଗ୍ୟ ବଦଳାଇ ଦେବ। ଏହି ପରି ମହିଳାମାନେ ନୂଆଁର ସ୍ୱାମୀର ସବୁ କାର୍ଯ୍ୟକୁ ନିଜ କାର୍ଯ୍ୟ ଭାବିଥାନ୍ତି ଓ ନିଜେ ନିଜର କାମ ପରି ସମୟ ଦେଇଥାନ୍ତି ଓ ସଫଳ କରେଇବାକୁ ଚେଷ୍ଟା କରିଥାନ୍ତି ଓ ସ୍ୱାମୀ ଏହି କାମରେ ସଫଳ ହେବା ପାଇଁ ଭର ପୁର ମନବଳ ଯୋଗାଇଦେଇଥାନ୍ତି । ଯଦି କୈଣସି ସ୍ତ୍ରୀ ର ପାଦ ତଳେ ସର୍ପାକାର ଚିନ୍ହ ଥାଏ ତେବେ ସେ ସ୍ତ୍ରୀ କୁ ସବୁବେଳେ ସୁଖ ପ୍ରାପ୍ତି ହୋଇଥାଏ ସେ ଭକ ସ୍ୱଭାବର ନାରୀ ନୁହେଁ ତାର ପ୍ରତୀଟି କାର୍ଯ୍ୟ ଖରାପ ହୋଇଥାଏ ଘର ପରିବାରରେ ଅଶାନ୍ତି ବୃଦ୍ଧି କରେଇବା ତାର ସ୍ଵଭାଵ ହୋଇଥାଏ ।

ଯଦି କୈଣସି ସ୍ତ୍ରୀ ର ନାଭି ପାଖରେ କଳାଯାଇ ଚିନ୍ହ ଥାଏ

ତେବେ ଏମାନେ ଦାମ୍ପତ୍ୟ ଜୀବନ ରେ ସୁଖ ରେ ରୁହନ୍ତି ଓ ସ୍ଵାମୀ ଓ ପରିବାରକୁ ନିଜର କରି ଚାକିଥାନ୍ତି । ଯଦି କୈଣସି ସ୍ତ୍ରୀ ର ଆଗୁଂଠି ଅଧିକ ଲମ୍ବା ଥାଏ ତେବେ ସେହି ସ୍ତ୍ରୀ ମାନେ ଜୀବନ ରେ ଅନେକ ବିପଦ ସାମ୍ନା କରିଥାନ୍ତି ଅଧିକ ଲମ୍ବା ଥିବା ଆଙ୍ଗୁଠି ସ୍ତ୍ରୀ ଲୋକମାନେ ଦୁଃଖରେ ଦିନ କାଟନ୍ତି ।

ହରିଣ ପରି ଆଖି ଥିବା ସ୍ତ୍ରୀ ସୈଭାଗ୍ୟବତୀ ହୋଇଥାନ୍ତି ।

ଏମାନେ ବିବାହ ପରେ ସୁଖ ରେ ରହିଥାନ୍ତି । ଯଦି କୈଣସି ମହିଳା ର ମଥାର ମଝିଗାର ରେ କଳାଯାଇ ଥାଏ, ତାହା ର ବିବାହ ଅତ୍ୟନ୍ତ ଧନୀ ବ୍ୟକ୍ତି ଙ୍କ ସହିତ ହୋଇଥାଏ ଏବଂ ଜୀବନ ସୁଖମୟ ହୋଇଥାଏ। ଯଦି କୈଣସି ଝିଅ ର ପାଦ କୋମଳ ଓ ଗୋଲାପ ପରି ତେବେ ତାହା ର ପ୍ରେମୀ ତାକୁ ବହୁତ ଖୁସି ରେ ରଖନ୍ତି । ଏହି ଗୁଣ ଥିବା ମହିଳା ମାନେ ପୁରୁଷ ଙ୍କ ଭାଗ୍ୟ ବଦଳାଇଥାନ୍ତି ।