ଏହି ରାଶିର ଲୋକମାନେ ସବୁଠୁ ଅଧିକ ମିଛ କହିଥାନ୍ତି ।

ରାଶିରୁ ଜାଣିବା କେଉଁ ରାଶି ସୁପର ମିଛୁଆ।କିଛି ଲୋକ ଅଛନ୍ତି ଯିଏ ପରିସ୍ଥିତି ରେ ପଡି ମିଛ କହିଥାନ୍ତି।ଆଉ କିଛି ଲୋକ ଅଛନ୍ତି ଯିଏକି କଥାରେ କଥାରେ ମିଛ କହିଥାନ୍ତି।ସେମାନଙ୍କ ମୁହଁରୁ ସତ କହିବା ସାତ ସପନ।କିନ୍ତୁ ଜ୍ୟୋତିଷ ଶାସ୍ତ୍ରରେ କିଛି ରାଶି ଅନୁସାରେ ଉଲ୍ଲେଖ ରହିଛି।କିଛି ରାଶି ଅଛନ୍ତି ସେମାନେ ବେଶି ମିଛ କହନ୍ତି।ଚାଲନ୍ତୁ ଜିଣିବା ସେହି ରାଶି ବିଷୟରେ।

ପ୍ରଥମେ ମିଥୁନ ରାଶି ଏହି ରାଶିର ଲୋକ ସବୁଠାରୁ ଅଧିକ ମିଛ କହିଥାନ୍ତି।ଥାଉ କି ନଥାଉ ଏମାନେ ମିଛ କହିବାରେ ଏକ୍ସପଟ।

ଏମାନେ ମିଛ କଥାକୁ ଏପରି କହନ୍ତି ଯେ ଲୋକେ ସତ ଭାବନ୍ତି।ଦ୍ବିତୀୟଟି ବୃକ୍ଷ ରାଶି । ଏମାନେ ସାଧାରଣ ବହୁତ ମିଛ କହନ୍ତି।ଏମାନେ ନିଜ କାମକୁ ସୁରକ୍ଷା ଦେଇଥାନ୍ତି।ଏମାନେ କାମ କରିବା ପାଇଁ ମିଛୁ କହିଥାନ୍ତି।ତାପରେ କର୍କଟ ରାଶି ଏମାନେ ମିଛ କହିବାକୁ ଏତେଟା

ପସନ୍ଦ କରନ୍ତି ନାହିଁ କିନ୍ତୁ ଏମାନେ ସତ କଥାବି ଠିକ୍ ସେ କହନ୍ତି ନାହିଁ।ଏମାନେ କଥାକୁ ସିଧାସଳଖ ନକହି ବୁଲେଇ ବାଙ୍କେଇ କହନ୍ତି।ଚତୁର୍ଥ ରାଶି ମେଷ ରାଶି ଏମାନେ ଅନ୍ୟକୁ ବଞ୍ଚାଇବା ଲାଗି ମିଛ କହିଥାନ୍ତି।

ଏମାନେ ନିଜ ପାଇଁ ବହୁତ କମ ମିଛ କହିଥାନ୍ତି।ଏମାନେ ମିଛ କହିଲେ ଧରାପଡିଯାଆନ୍ତି।କାରଣ ଏମାନେ ମିଛ କହିବାରେ ଧୁରନ୍ଧର ନୁହେଁ।ପଞ୍ଚମ ବୃଷ ରାଶି ଏମାନେ ବହୁତ ମିଛ କଥା କହନ୍ତି।ଏମାନେ ମିଛକୁ ବେଶ୍ ଭଲଭାବେ ଉପସ୍ଥାପନ କରି ଦିଅନ୍ତି

।ଏହି ପାଞ୍ଚୋଟି ରାଶିର ଲୋକ ମିଛ କଥା କହିଥାନ୍ତି। ମୁଖ୍ୟତଃ ଏହି ରାଶିର ଲୋକମାନେ ବହୁତ ମିଛ କଥା କହିଥାନ୍ତି ।ଏହି ରାଶିର ଲୋକମାନକ ମିଛ କହିବା ଏକ ସ୍ୱଭାବ ପରି ହୋଇଥାଏ ।