ଆପଣଙ୍କ ରାଶି ଯଦି ସିଂହ ,କନ୍ୟା, ତୁଳା ,ମେଷ ,ମକର, କୁମ୍ଭ, ମୀନ ଆପଣଙ୍କ ପାଇଁ ବହୁତ ବଡ଼ ଖୁସି ଖବର ପଢି ନିଅନ୍ତୁ ।

ଆମ ଦେଶରେ ଜ୍ୟୋତିଶ ଶାସ୍ତ୍ରକୁ ବହୁତ ଇଂପୋର୍ଟନ୍ସ ଦିଆଯାଏ କୌଣସି ବି କାର୍ଯ୍ୟ ହେଉ ବାହାଘର ,ବ୍ରତ, ଏମିତିକି ଛୋଟ ଛୋଟ ଯେକୌଣସି କାର୍ଯ୍ୟ କରାଗଲେ ମଧ୍ୟ ଜ୍ୟୋତିଷ ଙ୍କୁ ଡକାଯାଇକି ଗଣନା କରଯାଇଥିବା ଏମିତିକି କୋୖଣସି ଘର ତିଆରି କିମ୍ବା ଗାଡି କିଣିବା ପୂର୍ବରୁ ଆଣେ ଜ୍ୟୋତିଷ ପାଖକୁ ଯାଇକି ଗଣନା କରି ସବୁ ବିଷୟରେ ଜାଣିଥାଉ ଓ କେଉଁ ସମୟ ଆମ ପାଇଁ ଅନୁକୂଳ କେଉ କେଉଁ ରଙ୍ଗ ଆମ ପାଇଁ ଶୁଭ ଓ କେଉଁ ସମୟରେ କଣ ସୁଝୁଛି ବୁଝିଥାଉ ଆମର ରାଶିରେ ଏହା ସୁଝୁଛି କି ନାହିଁ ବି ଦେଖୁ ଓ ଖରାପ ଭଲ ସମୟ ମଧ୍ୟ ଜାଣିବାକୁ ଚେଷ୍ଟା କରୁ । ଜ୍ୟୋତିଷ ଶାସ୍ତ୍ର ରେ କୁହାଯାଇଛି ୧୨ ଟି ରାଶି ଓ ୯ ଟି ଗ୍ରହ ଏହି ଗ୍ରହ ନିଜ ଅନୁସାରେ ପରିବର୍ତ୍ତନ ହୋଇଥାନ୍ତି , ଯାହା ପ୍ରଭାବ ରେ ରାଶି ଗୁଡିକ ପ୍ରଭାବିତ ହୁଅନ୍ତି।

ଏହି ପ୍ରଭାବିତ କାରଣ ରୁ ଜୀବନ ରେ ସୁଖ, ଦୁଖ ଆସିଥାଏ । ମେଷ ରାଶି ,ମକର ରାଶି ,ସିଂହ ରାଶି , କନ୍ୟାରାଶି , ବିଛା ରାଶି , ତୁଳା ରାଶି , କୁମ୍ଭ ରାଶି ଓ ମୀନ ରାଶି ମାନଙ୍କର ସମୟ ବଦଳିବା କୁ ଯାଉଛି। ଏହି ସବୁ ରାଶି ର ବ୍ୟକ୍ତି ଙ୍କୁ ମାନ ସମ୍ମାନ ମିଳିବ। ଚାକିରୀ ବଦଳାଇବା ର ମନ ହେବ। ହଠାତ ଖୁସି ଖବର ମିଳିବ। ସାଗଂ ସାଥୀ ମାନଙ୍କ ଠାରୁ ସମସ୍ତ ପ୍ରକାର ସାହାର୍ଯ୍ୟ ମିଳିବ। ବ୍ୟକ୍ତିଗତ ଓ ପାରିବାରିକ ଜୀବନ ଖୁସି ରେ ରହିବେ ଏହି ରାଶି ଗୁଡିକ ର ବ୍ୟକ୍ତି। ଚାକିରୀ କରୁଥିବା ବ୍ୟକ୍ତି ଙ୍କୁ ଉଚ୍ଚ ପଦବୀ ମିଳିବାର ସମ୍ଭାବନା ରହିଛି। ଘର ପରିସ୍ଥିତି ର ଆର୍ଥିକ ଅବସ୍ଥା ବଦଳିବ ବା ସୁଧୁରିଯିବ ।

ସମସ୍ତ କାମ ରେ ସଫଳତା ମିଳିବ। ସମସ୍ୟା ରୁ ଆପଣ ଙ୍କୁ ମୁକ୍ତି ମିଳବ । ବ୍ୟବସାୟୀ ଲୋକଙ୍କ ର ବ୍ୟବସାୟ ରେ ଉନ୍ନତି ଓ ଲାଭ ହେବ । ଜୀବନ ସାଥୀ ଙ୍କ ସହ ଭଲ ସମ୍ପର୍କ ରହିବ । ଭଗବାନଙ୍କ କୃପା ରୁ ସମସ୍ତ କାର୍ଯ୍ୟ ରେ ସଫଳତା ମିଳିବ ।ଜ୍ୟୋତିଷ ଶାସ୍ତ୍ର ଏମିତି ଏକ ଶାସ୍ତ୍ର ଯାହାର ଆଦି ଅନ୍ତ ମଧ୍ୟ ନାହିଁ ।ଲକ୍ଷ ଲକ୍ଷ ବର୍ଷ ପରେ ହେବାକୁ ଥିବା ସବୁ ଗ୍ରହଣ ,ସୂର୍ଯ୍ୟ ପରାଗ ଓ ତିଥି ନକ୍ଷତ୍ର ଆଜିର ଗଣନାରେ ମଧ୍ୟ ଜାଣିହେବ। କେଉଁ ଦିନ କେଉଁ ପର୍ବ ପର୍ବାଣୀ ପଡୁଛି ଏହା ମଧ୍ୟ ଜ୍ୟୋତିଶ ଶାସ୍ତ୍ର ବହତ ଆଗରୁ ଗଣନା କରି ଆମକୁ କହିଦେଇଥାଏ ।

ପୃଥିବୀର ଆଦି କାଳରୁ ଜ୍ୟୋତିଶ ଶାସ୍ତ୍ରରେ ବିଶ୍ୱାସ ରହୁଛି ଦେଵତା ମାନଙ୍କ ପାଖରୁ ଆରମ୍ଭ କରି ସାଧାରଣ ମଣିଷ ନିଜର ଭାଗ୍ୟ ଭବିଷ୍ୟ ଜାଣିବା ପାଇଁ ଜ୍ୟୋତିଶ ଶାସ୍ତ୍ରର ସାହାଯ୍ୟ ନେଇଥାଏ । ଜ୍ୟୋତିଷ ଶାସ୍ତ୍ର ଜୀବନରେ ଗୋଟେ ଅଙ୍ଗ କହିଲେ ଅତ୍ୟୁକ୍ତି ହେବ ନାହିଁ ।