ଆପଣଙ୍କୁ ଧନୀ ହେବାରୁ ରୋକିପାରେ ଘରେ କରୁଥିବା ଏହି 5ଟି କାମ। ଦୂରେଇ ରୁହନ୍ତୁ ଏସବୁ ଠାରୁ।

ଆପଣଙ୍କୁ ଧନୀ ହେବାରୁ ରୋକିପାରେ ଘରେ କରୁଥିବା ଏହି ସବୁ କାମ।

ବାସ୍ତୁ ଶାସ୍ତ୍ର ଅନୁସାରେ ଯେଉଁ ଘର ସଫା ସୁତୁରା ହୋଇଥାଏ ସେଠାରେ ମା ଲକ୍ଷ୍ମୀ ନିବାସ କରନ୍ତି। କିନ୍ତୁ ଆମ୍ଭେ ମାନେ ଘରେ ଥିବା ଛୋଟ ଛୋଟ କଥାକୁ ଧ୍ୟାନ ଦିୟନ୍ତି ନାହିଁ। ଯେଉଁଥି ପାଇଁ କିଛି ନା କିଛି ସମସ୍ୟା ଘରେ ଦେଖାଦେଇଥାଏ।

ଆସନ୍ତୁ ଜାଣିବା ଘରେ ଥିବା ସେଇ ଛୋଟ ଛୋଟ ସମସ୍ୟା ବିଷୟରେ ଯାହାକୁ ଧ୍ୟାନ ଦେବା କଥା-

  • ଆଲମାରୀ କୁ ଭୁଲରେ ବି ଖୋଲା ରଖନ୍ତୁ ନାହିଁ। ଏମିତି କରିବା ଦ୍ୱାରା ଘରେ ନକାରମତ୍କ ଶକ୍ତି ପ୍ରବାହ ହୋଇଥାଏ। ଯାହା ଦ୍ୱାରା ଘର ର ସଦସ୍ୟ ମାନଙ୍କ ଉପରେ କିଛି ନ କିଛି ସମସ୍ୟା ଉପଜି ଥାଏ।
  • ଶୋଉ ଥିବା ଘରେ ପଲଙ୍କ ସାମ୍ନାରେ ଭୁଲରେବି ଆଇନା ଲଗାନ୍ତୁ ନାହିଁ। ଏମିତି କରିବା ଦ୍ୱାରା ଦାମ୍ପନ୍ତି ମଧ୍ୟରେ ବିଶୃଙ୍ଖଲା ଦେଖା ଦେଇଥାଏ। ଯାହାର ସିଧା ପ୍ରଭାବ ଘରର ଆର୍ଥିକ ସ୍ତିଥି ଉପରେ ପଡିଥାଏ।
  • ଘରେ ଥିବା ଵିମ ତଳେ କେବେବି ପଲଙ୍କ ପକାନ୍ତୁ ନାହିଁ। ଏହା ତଳେ ବସିଲେ ଲୋକ ସବୁବେଳେ ଥକା ଅନୁଭବ କରିଥାଏ।
  • ଗାଧୁଆ ଘର ର କବାଟ କେବେବି ଖୋଲା ରଖନ୍ତୁ ନାହିଁ। ଗାଧୁଆ ଘର ର କବାଟ ଖୋଲା ରହିଲେ ଘରେ ନକାରାତ୍ମକ ଶକ୍ତି ର ପ୍ରବାହ ଦେଖିବାକୁ ମିଳିଥାଏ।
  • ଟିଜୋରି କୁ କେବେବି ଫାଙ୍କା ରଖନ୍ତୁ ନାହିଁ ଏହାକୁ ଫାଙ୍କା ରଖିବା ମାନେ ସିଧା ଦୁର୍ଭାଗ୍ୟ କୁ ନିମନ୍ତ୍ରଣ ଦେବା ଅଟେ।

3 thoughts on “ଆପଣଙ୍କୁ ଧନୀ ହେବାରୁ ରୋକିପାରେ ଘରେ କରୁଥିବା ଏହି 5ଟି କାମ। ଦୂରେଇ ରୁହନ୍ତୁ ଏସବୁ ଠାରୁ।”

Comments are closed.