ଆଜି ଜନ୍ମାଷ୍ଟମୀ ରାତିରେ ଶୋଇବା ପୂର୍ବରୁ କହିଦିଅନ୍ତୁ ଏହି ମନ୍ତ୍ର ହୋଇଯିବ ସବୁ ଆଶା ପୁରାଣ ।

ଭଗବାନ ଶ୍ରୀକୃଷ୍ଣ ବିଷ୍ଣୁଙ୍କର ଅବତାର ଅଟନ୍ତି ଆଉ ତାଙ୍କ ନାମରେ ଏହି ପୁରା ବ୍ରାମହାଣ୍ଡ ସୀମିତ ହୋଇ ରହିଛି । ଭଗବାନ ଶ୍ରୀକୃଙ୍କର ନିଜର ନାମ କେବଳ ହିଁ ଗୋଟେ ମହାମନ୍ତ୍ର ଯାହାର ଜପ ଫଳରେ ମିଳେ ଅପାର ଖୁସି ଏହାକୁ ଜପ କରି କାହିଁ କେତେ ଋଷି ମୁନି ମୋକ୍ଷ ପ୍ରାପ୍ତ କରିଛନ୍ତି । ଏହି ନାମରେ ହିଁ ଏତେ ଶକ୍ତି ଅଛି ଯେ ଲକ୍ଷ ଲକ୍ଷ ରାକ୍ଷସ ଜନ୍ମ ପାଇଥିବା ରାକ୍ଷସ ମଧ୍ୟ ଏହି ନାମ ଜପ କରି କରି ରାକ୍ଷସ ଜନ୍ମରୁ ମୁକ୍ତି ପାଇଥିଲେ ।

ଏହି ମନ୍ତ୍ରକୁ ଜପ କରିଲେ ମୋକ୍ଷ ପ୍ରାପ୍ତି ହୋଇଥାଏ ଆସନ୍ତୁ ଜାଣିବା ଏହି ଗୋଟେ ଚମତ୍କାରି ମନ୍ତ୍ର ଯାହାର ଜପ କରିବା ଦ୍ୱାରା ବ୍ୟକ୍ତି ର ସବୁ ପାପ ଧୋଇଯାଯାଇଥାଏ ଓ ତାହାର ଜୀବନ ପ୍ରଭୁଙ୍କ ସରଣକୁ ଆସିଯାଏ ।

ଏହି ମନ୍ତ୍ର ବହୁତ ଲୋକ ମଧ୍ୟ ଜାଣିଥିବେ ଏହାର ଜପ ସକାଳ ସମୟରେ ମୁଖ୍ୟତଃ କରାଯାଇଥାଏ ଯଦି ଚାହିଁବେ ଆପଣ ଏହି ମନ୍ତ୍ର ରାତିରେ ଶୋଇବା ପୂର୍ବରୁ ମଧ୍ୟ ଜପି କରି ଆପଣ ଶୋଇପାରିବେ । ଚେଷ୍ଟା କରିବେ ଯେ ଏହି ମନ୍ତ୍ର ଜପ କରିବା ସମୟରେ ଏହାକୁ ଭୁଲ ଭାବରେ ଜପିବେ ନାହିଁ ।

ଆଜି ଜନ୍ମାଷ୍ଟମୀ ଆଜିର ଦିନକୁ ଅତ୍ୟନ୍ତ ଶୁଭ ଭାବରେ ଗଣାଯାଏ ଯଦି କୌଣସି କାର୍ଯ୍ୟ ଏହି ଦିନ ଆରମ୍ଭ କରାଯାଏ ତାହା ନିଶ୍ଚିତ ଫଳପ୍ରଦ ହୋଇଥାଏ ଯଦି ଏହି ମନ୍ତ୍ର ଆପଣ ଆଜି ଭଳି ଦିନରେ ଜପ କରନ୍ତୁ । ଜନ୍ମାଷ୍ଟମୀ ଦିନରେ ସକାଳୁ ଉଠି ସ୍ନାନ କରି ନିଜକୁ ପବିତ୍ର କରିଦିଅନ୍ତୁ ଏହା ଲରେ ପୂଜା କରିବା ସମୟରେ ଶ୍ରୀକୃଷ୍ଣ ଏହି ମନ୍ତ୍ରକୁ ଜପ କରନ୍ତୁ ।

ଏହି ମନ୍ତ୍ର ହେଉଛି ‘ ଗୋବଳଭୟ ନମଃ ‘ ଏହି ଦିବ୍ୟ ମନ୍ତ୍ର ଆପଣଙ୍କ ପାଇଁ ଦିବ୍ୟ ରାସ୍ତା ଖୋଲିଦେବ ଓ ଆପଣଙ୍କ ପାଇଁ ସବୁ ସମସ୍ୟା ଦୂର ହୋଇଯିବ ଓ ଆପଣଙ୍କର ସବୁ ଇଛା ପୂରଣ ହୋଇଯିବ । ଏହି ମନ୍ତ୍ରକୁ ପୂର୍ଣ ଶ୍ରଦ୍ଧା ଓ ଭକ୍ତିର ସହ ଜପିବା ଦ୍ୱାରା ଆପଣଙ୍କର ସବୁ ମନକାମନା ପୂରଣ ହୋଇଯିବ ଆଗରୁ କାହିଁ ଆଦି କାଳରୁ ଋଷି ମାନେ ଭଗବାନ କୃଷ୍ଣଙ୍କୁ ଆରାଧନା କରି ମୋକ୍ଷ ପ୍ରାପ୍ତ କରିଛନ୍ତି ଓ ମନ ଲାଖି ଫଳ ପ୍ରାପ୍ତ ମଧ୍ୟ କରିଛନ୍ତି ।

ଆପଣଙ୍କୁ ଏହି ଭଳି ପବିତ୍ର ଦିନରେ ଶ୍ରୀକୃଷ୍ଣଙ୍କର ଆରଧନା କରି ତାଙ୍କ ପାଖରୁ ଫଳ ମାନଲାଖି ଫଳ ପ୍ରାପ୍ତ କରିବା ପାଇଁ ନିଜକୁ ଉତ୍ସରଗ କରିବା ଉଚିତ । ଜୟ ଶ୍ରୀକୃଷ୍ଣ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।