ଆଜିର ରାଶିଫଳ, 9 ସେପ୍ଟେମ୍ବର 2020, ବୁଧବାର, ଏହି ୪ଟି ରାଶିର ଜାତକରେ ବନୁଛି ରାଜଯୋଗ, ରାତା ରାତି ହେଇଯିବେ ମାଲାମାଲ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୯ ସେପ୍ଟେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣଙ୍କ ଦିନ ବହୁତ ଭଲରେ କଟିବ । ଆର୍ଥିକ ସ୍ଥିତିରେ ପ୍ରଗତି ଆସିପାରେ । ଘର ପରିବାରରେ ପରସ୍ପର ସହିତ ତାଳ ମେଲ ଭଲ ରହିବା ଦ୍ଵାରା ଘରର ପରିବେଶ ସୁଖମୟ ରହିବ । ଆପଣଙ୍କ ସମ୍ମାନ ବୃଦ୍ଧି ହେବ । ଏହି ମାସରେ ଘରେ କୌଣସି ଶୁଭ କାର୍ଯ୍ୟ ହୋଇପାରେ । କାରବାରରେ ଲାଭ ମିଳିବ । ଶେୟର ବଜାର ଓ ସମ୍ପତ୍ତିରେ ନିବେଶ କରି ଲାଭବାନ ହେବେ । ସୂର୍ଯ୍ୟ ଦେବଙ୍କୁ ନମସ୍କାର କରନ୍ତୁ ସବୁ କାର୍ଯ୍ୟ ରେ ସଫଳତା ମିଲିବ ।

ବୃଷ

ଆଜି ଆପଣଙ୍କ ଦିନ ଭଲ ରହିବ । ଆପଣଙ୍କୁ ବ୍ୟବସାୟରେ କୌଣସି ବ୍ୟକ୍ତିଙ୍କ ସାହାର୍ଯ୍ୟ ମିଳିବ । କୌଣସି ଧାର୍ମିକ କ୍ଷେତ୍ରକୁ ଯାଇ ପାରନ୍ତି ।ସମ୍ପର୍କୀୟଙ୍କ ସହଯୋଗ ମିଳିବ । ଜୀବନସାଥିଙ୍କ ସହଯୋଗ ମିଳିବ । ପରିବାରର ପରିବେଶ ଭଲ ରହିବ । ଆଇନ କ୍ଷେତ୍ରରେ ଚାଲିଥିବା ସମସ୍ୟା ଦୂର ହେବ । କାରୋବାର ଭଲ ଚାଲିବ । କାର୍ଯ୍ୟ ଭାର ଅଧିକ ହେବାରୁ ଚିନ୍ତା ବାଢିବ । ସଞ୍ଚିତ ଅର୍ଥ ଖର୍ଚ ହୋଇପାରେ । ଗାଈକୁ ଚାରା ଦିଅନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

ମିଥୁନ

ଆଜି ଜୀବନସାଥିଙ୍କ ସହ ନରମ ହୋଇ କଥାବାର୍ତ୍ତା କରନ୍ତୁ , ଧର୍ଯ୍ୟ ଧରନ୍ତୁ ସମ୍ପର୍କରେ ସୁଧାର ଆସିବ । ଘରର ସଦସ୍ୟମାନେ ଆପଣଙ୍କର ସମ୍ମାନ କରିବେ । ମାତା ପିତାଙ୍କ ଆଶୀର୍ବାଦ ମିଳିବ । ମାତା ପିତାଙ୍କ ସହଯୋଗରେ ଗାଡି ଘର ଇତ୍ୟାଦିରେ ସୁଖ ସୁବିଧା ପାଇ ପାରିବେ । କାରୋବାରରେ ଲାଭ ମିଳିବ । କାର୍ଯ୍ୟ ସ୍ଥଳରେ ସହକର୍ମୀଙ୍କ ସହଯୋଗ ମିଳିବ । କଠିନ ପରିଶ୍ରମ ଦ୍ଵାରା ସବୁ କାର୍ଯ୍ୟରେ ସଫଳ ହେବେ । ଦେଖି ଚାହିଁ ଖର୍ଚ କରନ୍ତୁ । ଇଷ୍ଟଦେବଙ୍କୁ ପ୍ରଣାମ କରନ୍ତୁ । ସବୁ କାର୍ଯ୍ୟରେ ସଫଳତା ମିଳିବ ।

କର୍କଟ

ଆଜି ଆପଣଙ୍କ ଦିନ ମିଳା ମିଶା ରହିବ । ଚାକିରି କ୍ଷେତ୍ରରେ ନୂଆ ପ୍ପ୍ରୋଜେକ୍ଟ ମିଳିବ । କାରୋବାରରେ ଲାଭ ଓ ଚାକିରିରେ ପ୍ରମୋସନ ମିଳିବ । ଧନର ଆଗମନ ହେତୁ ମନ ଖୁସି ରହିବ ଓ ପରିବାରରେ ଖୁସିର ପରିବେଶ ରହିବ । ପରିବାରର ଦାୟିତ୍ଵ ଠିକ ସେ ନେଇ ପାରିବେ । ଅଟକିଥିବା କାର୍ଯ୍ୟ ପୂରଣ ହେବା ସହ ମନ ଖୁସି ରହିବ । ବ୍ୟବସାୟଙ୍କ ପାଇଁ ଦିନଟି ଭଲ ଅଛି  । ଛାତ୍ରମାନେ ବହୁତ ପରିଶ୍ରମ କରିବେ ଯାହା ଦ୍ଵାରା ପରିଣାମ ଭଲ ମିଳିବ । ହନୁମାନଚାଳିସାର ପାଠ କରନ୍ତୁ ।

ସିଂହ

ଆଜି ଆପଣଙ୍କୁ ଉନ୍ନତିରେ ନୂଆ ସାଧନ ମିଳିବ । କିଛି ଲୋକଙ୍କ ସହ ଦେଖା ହୋଇପାରେ ଓ ଦିନଟି ଭଲରେ କଟିଯିବ । ମା ବାପାଙ୍କ ସହ ସମ୍ବନ୍ଧ ଭଲ ରହିବ । କାର୍ଯ୍ୟ କ୍ଷେତ୍ରରେ ଲାଭ ପ୍ରାପ୍ତି ମଧ୍ୟ ହେବ । କିନ୍ତୁ ପରିଶ୍ରମ କଲେ ହିଁ ଆପଣଙ୍କୁ ସଫଳତା ମିଳିବ । ନୂଆ ନିବେଶ କରିବା ପାଇଁ ଆପଣ ବଞ୍ଚନ୍ତୁ । କିନ୍ତୁ ଆପଣଙ୍କୁ ପୁରୁଣା ନିବେଶରେ ଲାଭ ମିଳିପାରିବ । ବିରୋଧୀମାନେ ଶାନ୍ତ ହେବେ । ମାଟିର ପାତ୍ରରେ ଆପଣ ପକ୍ଷୀମାନଙ୍କ ପାଇଁ ପାଣି ଭର୍ତି କରି ରଖନ୍ତୁ । ସମ୍ପର୍କ ଭଲ ରହିବ ।

କନ୍ୟା

ଆଜି ଆପଣଙ୍କର ଦିନଟି ବହୁତ ମଧୁରମୟ ରହିବ । କିଛି ସାଙ୍ଗ ଘରକୁ ଦେଖା କରିବାକୁ ଆସିପାରନ୍ତି । ପରିବାରର ଭରପୁର ସହଯୋଗ ମିଳିପାରେ । ଦାମ୍ପତ୍ୟ ଜୀବନରେ ଖୁସି ଆସିବ । କାର୍ଯ୍ୟ କ୍ଷେତ୍ରରେ କିଛି ଚିନ୍ତା ମଧ୍ୟ ଆସିପାରେ । ବ୍ୟବସାୟରେ ଅନ୍ୟମାନଙ୍କ ଉପରେ ନିର୍ଭର କରିବା ଦ୍ଵାରା ଆପଣଙ୍କ ବ୍ୟବସାୟରେ କ୍ଷତି ମଧ୍ୟ ହୋଇପାରେ । ଛାତ୍ରମାନଙ୍କ ପାଇଁ ସମୟ ଭଲ ରହିବ । ଗାଈଙ୍କୁ ସବୁଜ ଘାସ ଖୁଆନ୍ତ, ସବୁ କାର୍ଯ୍ୟରେ ସଫଳତା ମିଳିବ ।

ତୁଳା

ଆଜି ଆପଣଙ୍କର ଦିନଟି ସାମାନ୍ୟ ରହିବ । ବିଜନେସରେ ଅଟକିଥିବା ଟଙ୍କା ଆପଣଙ୍କୁ ମିଳିପାରେ । ପାରିବାରିକ ସ୍ଥିତି ମଧ୍ୟ ଭଲ ରହିବ । ଅନ୍ୟ ଜଣଙ୍କର ସାହାଯ୍ୟରେ ଆପଣ ଅଚଳ ସମ୍ପତ୍ତିର ମାଲିକ ମଧ୍ୟ ହୋଇପାରନ୍ତି । କାର୍ଯ୍ୟ କ୍ଷେତ୍ରରେ ସହଯୋଗ ମଧ୍ୟ ବଢିପାରିବ । ଚାକିରି କ୍ଷେତ୍ରରେ ଉନ୍ନତି ମିଳିବ । ଘର ପରିବାର ସହ ଭଲ ସମ୍ପର୍କ ରଖିବାକୁ ଚେଷ୍ଟା କରନ୍ତୁ । ସମ୍ପର୍କୀୟଙ୍କ ସହ ଧାର୍ମିକ କ୍ଷେତ୍ରକୁ ବି ଯାଇପାରନ୍ତି ।

ବିଚ୍ଛା

ଆଜି ଆପଣଙ୍କର ଦିନଟି ଭଲ ରହିବ । ଆପଣଙ୍କ ଭଲ ବ୍ୟବହାର ଯୋଗୁ ଲୋକମାନେ ଖୁସି ରହିବେ । ସାମାଜିକ ଆଉ ଧାର୍ମିକ ଆୟୋଜନରେ ଯୋଗ ଦେବେ । ଅଟକିଥିବା କାର୍ଯ୍ୟଟି ପୁରୁଣ ହେବ । ଯାତ୍ରାରେ ଯୋଜନା କରିବେ । ବୈବାହିକ ଜୀବନ ସୁଖମୟ ରହିବ । ଦାମ୍ପତ୍ୟ ଜୀବନ ଖୁସିରେ କଟିବ । କାର୍ଯ୍ୟରେ ସଫଳତା, ଆର୍ଥିକ ଲାଭ ଓ ଭାଗ୍ୟ ବୁଦ୍ଧି ପାଇଁ ଆଜିର ଦିନଟି ବହୁତ ଭଲ ଅଟେ । ଆପଣ ଆଜି ନୂଆ କାର୍ଯ୍ୟ ଆରମ୍ଭ କରିବେ । କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଭଗବାନ ଗଣେଶଙ୍କୁ ପୂଜା କରନ୍ତୁ । ସବୁ କିଛି ଭଲ ହେବ ।

ଧନୁ

ଆଜି ଆପଣଙ୍କ ଦିନ ଭଲ ରହିବ ପରିବାର ସହ ଧାର୍ମିକ ସ୍ଥଳକୁ ଯାଇ ପାରନ୍ତି । ଭାଇ ବନ୍ଧୁ କୁଟୁମ୍ବଙ୍କ ସହ ସମ୍ପର୍କ ଭଲ ରହିବ । ସବୁ କାର୍ଯ୍ୟରେ ସହଯୋଗ ମିଳିବ । କୌଣସି ବି କାର୍ଯ୍ୟକୁ ନିଜର ପରିଶ୍ରମ ଦ୍ଵାରା ସଫଳ କରାଯାଇପାରିବ । ମାତା ପିତାଙ୍କ ସହଯୋଗ ମିଳିବା ସହ ଟଙ୍କାର ସହଯୋଗ ବି ମିଳିବ । ବ୍ୟବସାୟ ମାନ୍ଦା ରହିବ ଓ ଖର୍ଚ ବଢ଼ିବ । ଅତ୍ୟଧିକ କାମ ଯୋଗୁଁ କ୍ଳାନ୍ତ ଅନୁଭବ କରିବେ । ନିଜ ଚତୁରପାର୍ଶ୍ଵକୁ ସଫା ରଖନ୍ତୁ । ଲକ୍ଷ୍ମୀଙ୍କ ଆଗରେ ଘିଅର ଦୀପ ଲଗାନ୍ତୁ । ସବୁ କାର୍ଯ୍ୟରେ ସଫଳତା ମିଳିବ ।

ମକର

ଆଜି ଦିନ ପୂର୍ବ ଅପେକ୍ଷା ଭଲ ରହିବ । ଅଳ୍ପ ପରିଶ୍ରମରୁ ଅଧିକ ଫଳ ମିଳିବ । ଧନର ଅନାବଶ୍ୟକ ଖର୍ଚ୍ଚ ବଢ଼ିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ବ୍ୟବସାୟ କ୍ଷେତ୍ରରେ ବିସ୍ତାର କରିପାରିବେ । ଆୟର ନୂତନ ଅବସର ମିଳିବ । ଛାତ୍ରମାନେ ସଫଳତା ପାଇବେ । ପାରିବାରିକ ଜୀବନ ସୁଖମୟ ରହିବ । ଶାରୀରିକ ଓ ମାନସିକ କ୍ଷେତ୍ରରେ ସ୍ଥିରତା ଅନୁଭବ କରିବେ । କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ନଚେତ ବିବାଦ ହୋଇପାରେ । ଗାୟତ୍ରୀ ମନ୍ତ୍ରକୁ ପାଠ କରନ୍ତୁ । ସବୁ କାର୍ଯ୍ୟରେ ସଫଳ ହେବେ ।

କୁମ୍ଭ

ଆଜି ଆପଣଙ୍କ ଦିନ ଅନୁକୂଳ ରହିବ । ପରିବାରରେ ସୁଖ ଶାନ୍ତି ରହିବ । ବ୍ୟବସାୟରେ ବିସ୍ତାର କରିପାରିବେ । ବନ୍ଧୁ ବାନ୍ଧବଙ୍କ ସହଯୋଗ ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ । ପରିବାରରେ ପରିବେଶ ଖୁସି ରହିବ । ଦୂରରେ ରହୁଥିବା ସାଙ୍ଗଙ୍କ ସହ ଦେଖା ହୋଇପାରେ । ନିବେଶ ଦ୍ଵାରା କାରୋବାର ଭଲ ଚାଲିବ । କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ ନଚେତ ବିବାଦ ସୃଷ୍ଟି ହୋଇପାରେ । ଅତ୍ୟଧିକ ଖର୍ଚ୍ଚ ଯୋଗୁଁ ଧନର ଅଭାବ ରହିବ । ମନ୍ଦିର ସଫା କରିବା କାର୍ଯ୍ୟରେ ସହଯୋଗ କରନ୍ତୁ ଆପଣଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

ମୀନ

ଆଜି ଅପଣଙ୍କ ଦିନଟି ପୁରା ଠିକ ଠାକ ରହିବ । ସାମାଜିକ କାର୍ଯ୍ୟରେ ଆପଣ ଭାଗ ନେଇପାରିବେ । କାର୍ଯ୍ୟ ବିସ୍ତାରର ଯୋଜନା ବନେଇବେ । ଅନ୍ୟମାନଙ୍କ ସାହାଯ୍ୟରେ ଆପଣଙ୍କୁ କାର୍ଯ୍ୟର ସଫଳତା ମିଳିବ । ପରିବାର ମହୋଲ ଭଲ ରହିବ । ବୈବାହିକ ଜୀବନ ମଧ୍ୟ ସୁଖମୟ ରହିବ । ବ୍ୟାପାରୀମାନଙ୍କ ପାଇଁ ଦିନଟି ଶୁଭଫଳ ଦାୟୀ ରହିବ । ଅନାବଶ୍ୟକ ଝଗଡରେ ପଡ଼ିପାରନ୍ତି । ପାରିବାରିକ ଝଗଡାକୁ ନେଇ ଚିନ୍ତିତ ରହିବେ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।