ଆଜିର ରାଶିଫଳ, 9 ମେ 2022, ସୋମବାର, ମହାଦେବଙ୍କ କୃପା ରହିବ ଏହି ୬ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୯ ମେ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣଙ୍କର ରୋଜଗାର ରେ ବୃଦ୍ଧି ହେବ । କାର୍ଯ୍ୟ ସ୍ଥଳରେ ଆପଣଙ୍କର ପ୍ରଦର୍ଶନ ଭଲ ରହିବ । ଯାତରା କରିବା ପାଇଁ ଦିନ ଟି ଅନୁକୂଳ ରହିବ । ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ । ଆଜି ଆପଣଙ୍କୁ ନୂଆ ଦାୟିତ୍ଵ ମିଳିପାରେ । ଯାହାକୁ ଆପଣଖୁବ ଭଲ ଭାବେ ତୁଲାଇବେ । ପାରିବାରିକ ସୁଖ ଶାନ୍ତି ରେ ରହିବ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ସନ୍ତାନ ମାନଙ୍କ ତରଫରୁ ଶୁଭ ଖବର ପ୍ରାପ୍ତ ହେବ ।

ବୃଷ ରାଶି : ଆଜି ଆପଣଙ୍କ ପାଇଁ ଦିନ ସାମାନ୍ଯ ରହିବ । ଆଜି ମାତାଙ୍କ ଠାରୁ ସୁଖ ପ୍ରାପ୍ତି ହେବ । ପ୍ରତିଯୋଗୀ ପରୀକ୍ଷା ରେ ଆପଣ ସଫଳ ହେବେ । ଆଜି ଆପଣ ଭୁଲ ଶବ୍ଦ ର ପ୍ରୟୋଗ କରନ୍ତୁ ନାହି । ଅଚାନକ ଖର୍ଚ୍ଚ ବୃଦ୍ଧି ହେବ କାରଣରୁ ଆପଣ ଚିନ୍ତା ରେ ରହିବେ । ଆଜି ବାହନ ଚଳାଇବା ସମୟରେ ସାବଧାନ ରୁହନ୍ତୁ । ଖାଦ୍ୟପେୟ ଉପରେ ଆପଣ ଅବହେଳା କରନ୍ତୁ ନାହି । ସମାଜରେ ମାନ ସମାନ ବୃଦ୍ଧି ହେବ ।

ମିଥୁନ ରାଶି : ପୁରୁଣା ରୋଗରୁ ଆରମ ମିଳିବ । ଆମବିଶ୍ଵାସ ରେ ବୃଦ୍ଧି ହେବେ । ନୂଆ ବ୍ୟବସାୟ ଆରମ୍ଭ କରିବେ । ଦାଂପତ୍ଯ ଜୀବନରେ ସମ୍ପର୍କ ବଢିବ । ଯେଉଁ ମାନେ ପ୍ରେମ ଜୀବନରେ ଅଛନ୍ତି ସେମାନେ ନିଜର ମନ କଥା କହିବା ପାଇଁ ସହଜ ହେବେ । ମିଛ କହିବା ଦ୍ଵାରା ଆପଣ ସମସ୍ୟାରେ ପଡି ପାରନ୍ତି । ଆର୍ଥିକ କ୍ଷତି ହୋଇପାରେ । ତେଣୁ ସବାଧନ ରୁହନ୍ତୁ । ସନ୍ତାନ ମାନଙ୍କର ଶିକ୍ଷା କ୍ଷେତ୍ର ରେ ଉନ୍ନତି ହେବ ।

କର୍କଟ ରାଶି : ଆଜି ଆପଣଙ୍କର ଅଧୁରା କାମ ପୂରଣ ହେବେ । ପ୍ରେମ ଜୀବନରେ ସମୟ ଭଲ ରହିବ । ଚାକିରି କ୍ଷେତ୍ରରେ ପ୍ରମୋଶନ ହୋଇପାରେ । ବିଜେନ୍ସ ରେ ଫାଇଦା ମିଳିପାରେ । ସମ୍ପତି ବୃଦ୍ଧି କରିବା ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ । ନୂଆ ଜମି ବା ଗୃହ କ୍ରୟ କରିବେ । ଅଚାନକ କୌଣସି ବଡ ଖବର ପ୍ରାପ୍ତ ହେବ ଯାହା ଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ହେବେ । ବାବଦ ବିବାଦରୁ ନିଜକୁ ଦୂରେଇ ରଖିବେ ।

ସିଂହ ରାଶି : ଆଜି ଆପଣଙ୍କୁ କୌଣସି କାମରେ ଅଧିକ ସମୟ ଲାଗିପାରେ । ଆପଣ ମାନସିକ ଚିନ୍ତା ରୁ ଦୂରେଇ ରୁହନ୍ତୁ । କାହାର ସାହାଜ୍ୟ ଆପଣଙ୍କ ପାଇଁ ଭଲ ଫଳପ୍ରଦ ରହିବ । ଆପଣଙ୍କ ବୁଦ୍ଧି ଓ ପ୍ରୟାସ ଦ୍ଵାରା ସବୁ କାମ ସଫଳ ହେବେ । ଆପଣଙ୍କ ପିତା ଙ୍କ ଉପଦେଶ ଆଜି କାର୍ଯ୍ୟ ରେ ଆପଣଙ୍କୁ ଧନ ଲାଭ କରିବାର ମୌକା ମିଳିପାରେ । ଯେଉଁ କ୍ଷେତ୍ର ରେ ରହିବେ ଉଚ୍ଚ ସ୍ତର ରେ ରହିବେ । ଦାଂପତ୍ଯ ଜୀବନ ରେ ମଧୁରତା ଆସିବ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।

କନ୍ୟା ରାଶି : ପରିବାର ସହ ଜଡିତ କୌଣସି କାମକୁ ନେଇ ଆପଣ ବ୍ୟସ୍ତ ରେ ରହିବେ । କୌଣସି ପୁରୁଣା ମିତ୍ର ଙ୍କ ସହ ଆପଣଙ୍କର ଭେଟ ହୋଇପାରେ । କାମ କାର୍ଯ୍ୟ ଆପଣ ଯାତ୍ରା କରିବାର ସମ୍ଭାବନା ରହିଛି । ନୂଆ ପ୍ରେମ ସମ୍ପର୍କ ଆରମ୍ଭ ହୋଇପାରେ । ପାରିବାରିକ ବାତାବରଣ ସୁଖଦ ରହିବ । ସମାଜରେ ଯଶ ଓ କୀର୍ତ୍ତି ସ୍ଥାପୋନ ହେବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ମାର୍ଗ ଦର୍ଶନ କରିବେ ।

ତୁଳା ରାଶି : ଆଜି ଆପଣଙ୍କୁ କୌଣସି ଶୁଭ ସମାଚାର ପ୍ରାପ୍ତ ହୋଇପାରେ । ଅଚାନକ ଧନ ଲାଭ ହୋଇପାରେ । ଆଜି ଆପଣ ଅଧିକ ଟଙ୍କା ରୋଜଗାର କରିବେ । ମିତ୍ର ମାନଙ୍କ ଗହଣରେ ଆପଣଙ୍କର ଉଚିତ ମାନ ସମାନ ରହିବ । ଆପଣଙ୍କୁ ଆପଣଙ୍କର ପରିଶ୍ରମର ଫଳ ପ୍ରାପ୍ତ ହେବ । କାର୍ଯ୍ୟ ସ୍ଥଳରେ ନୂଆ କାମ ଆରମ୍ଭ ହେବ । ଆପଣଙ୍କ ସଫଳତା ପଛରେ ଆପଣଙ୍କର ମେହନତ ରହିବ । ଶତ୍ରୁ ବର୍ଗ ସକ୍ରିୟ ହେବେ ।

ବିଛା ରାଶି : ଆଜି କୌଣସି ସହକର୍ମୀ ଙ୍କ ସହ ଆପଣଙ୍କର ବିବାଦ ହୋଇପାରେ । ଆପଣ ଭଲ ପଇସା କମାଇବେ କିନ୍ତୁ ଅଧିକ ଖର୍ଚ୍ଚା ହୋଇପାରେ । ଆପଣ ଯାହା ଭାବିଥିବେ ଅଟା ଠାରୁ ଅଧିକ ଟଙ୍କା ଖର୍ଚ୍ଚା ହୋଇପାରେ । ମାତା ଙ୍କ ସ୍ୱାସ୍ଥ୍ୟ ରେ ସୁଧାର ଆସିପାରେ । ଆପଣଙ୍କୁ ନିଜର ଧ୍ୟାନ ରଖିବାକୁ ପଡିବ । ଗୃହରେ ଅତିଥିଙ୍କ ଆଗମନ ହେବାର ଯୋଗ ରହିଛି । ସନ୍ତାନ ମାନଙ୍କ ତରଫରୁ ଶୁଭ ଖବର ପ୍ରାପ୍ତ ହେବ ।

ଧନୁ ରାଶି : ଆଜି ଧାର୍ମିକ କ୍ଷେତ୍ର କୁ ଯାତ୍ରା କରିବେ । ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ସମ୍ପର୍କ ଭଲ ରହିବ । ଯେଉଁ ମାନଙ୍କର ବିବାହରେ ବିଳମ୍ବ ହେଉଥିଲା ସେମାନଙ୍କର ବିବାହ ପ୍ରସ୍ତାବ ଆସିପାରେ । ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ବିଦ୍ୟାର୍ଥୀ ବର୍ଗ କ୍ଯାରିୟର ଦିଗରେ ଅଗ୍ରସର ହେବେ । ବେପାର ବାଣିଜ୍ୟ କ୍ଷେତ୍ର ରେ ଅଧିକ ଫାଇଦା ମିଳିପାରେ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।

ମକର ରାଶି : ଆଜି ନୂଆ ଚାକିରି ମିଳିବାର ଅବସରକୁ ହାତରୁ ଯିବାକୁ ଦିଅନ୍ତୁ ନାହି । ଅଧିକ ପରିଶ୍ରମ କରିବାକୁ ପଡିପାରେ । ସମୟ ଅନୁସାରେ ନୂଆ କାମ ଆରମ୍ଭ କରିଲେ ଭଲ ପରିଣାମ ଦେଖିବାକୁ ପାଇବେ । ମିତ୍ର ତଥା ପ୍ରିୟଜନ ମାନଙ୍କ ସହ ଆପଣ ବୁଲିବା ପାଇଁ ପ୍ଳାନ କରିବେ । ସେମାନଙ୍କ ସହ ଅଧିକ ସମୟ ବ୍ଯତୀତ କରିବେ । ଆଜି ଆପଣ ଏକା ଅନୁଭବ କରିବେ । ମାନ ସମାନ ମିଳିପାରେ । ନିବେଶ ଇତ୍ଯାଦିରେ ଲାଭ ମିଳିବ ।

କୁମ୍ଭ ରାଶି : ଆଜି ଆପଣଙ୍କୁ ଧନ ଲାଭ ପାଇଁ ଅଧିକ ମେହନତ କରିବାକୁ ପଡିପାରେ । କ୍ରୋଧ ଓ ନିଜର ଜିଦି ଉପରେ ସଂଯମ ରଖନ୍ତୁ । ବେପାର ବାଣିଜ୍ୟ କ୍ଷେତ୍ର ରେ ଦୁଇ ଗୁଣା ଧନ ଲାଭ କରିବେ । ବିଦ୍ୟାର୍ଥୀ ମାନେ ଶିକ୍ଷା କ୍ଷେତ୍ର ରେ ଉନ୍ନତି କରିବେ । ମାତା ପିତାଙ୍କ ସହଯୋଗ ମିଇବ । ଭାଇ ଭଉଣୀ ଙ୍କ ଠାରୁ ଆର୍ଥୀକ ଲାଭ ପାଇବେ । ଟଙ୍କା ଲେନଦେନ କରିବା ସମୟରେ ସାବଧାନ ରୁହନ୍ତୁ ।

ମୀନ ରାଶି : ଆଜି ଆପଣ ଊର୍ଜା ର ସାକାରାତ୍ମକ ରୂପରେ ଉପୋଯୋଗ କରନ୍ତୁ । କ୍ରୋଧ ଉପରେ କାବୁ ରଖନ୍ତୁ । ଚାକିରି କ୍ଷେତ୍ର ରେ ଉନ୍ନତି ହୋଇପାରେ । ଅଚାନକ ଧନ ଲାଭ ହେବେ । ଦାଂପତ୍ଯ ଜୀବନ ସୁଖମୟ ରହିବ । ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ । ଭାଗ୍ୟ ର ସହଯୋଗ ପ୍ରାପ୍ତ ହେବ । ଆୟ ରେ ବୃଦ୍ଧି ହେବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।