ଆଜିର ରାଶିଫଳ, 9 ଅଗଷ୍ଟ 2022, ମଙ୍ଗଳବାର, ବଜରଙ୍ଗବଲିଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୯ ଅଗଷ୍ଟ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ବ୍ୟବସାୟରେ ନୂଆ ଅନୁବନ୍ଧ ହୋଇପାରେ । ପାରିବାରିକ ଯାତ୍ରା ର ଯୋଗ ରହିଛି । ସମ୍ମାନ ପ୍ରତିଷ୍ଠାରେ ବୃଦ୍ଧି ହେବ । ଆପଣ ନିଜର ଆତ୍ମବିଶ୍ଵାସ ବା ସାକାରାତ୍ମକ ଚିନ୍ତାଧାରା ଦ୍ଵାରା ଆଖ ପାଖର ଲୋକଙ୍କୁ ପ୍ରଭାବିତ କରିବେ । ମନ କୀର୍ତ୍ତି ରେ ବୃଦ୍ଧି ହେବ । ନିଜର ଭାବନା ଓ ବିଚାର ସମ୍ବଧରେ ସାବଧାନ ରହିବାର ଆବଶ୍ୟକତା ରହିଛି କାରଣ ଏହା କାରଣରୁ କାମ ବିଗିଡି ଯାଇପାରେ । ଧର୍ମ କର୍ମ ରେ ରୁଚି ବଢିବ । ଆର୍ଥିକ ପକ୍ଷ ମଜବୁତ ହେବ । କୋର୍ଟ କଚେରୀ କାମ ପୁରା ହୋଇପାରେ ।

ବୃଷ ରାଶି : ପ୍ରେମ ସମ୍ପର୍କରେ ନିରାଶା ହାତରେ ଲାଗିବ । ଆପଣଙ୍କ ସହ କିଛି ଏମିତି ସ୍ଥିତି ହୋଇପାରେ । ପିତାଙ୍କ ସହ ବୈଚାରିକ ମତଭେଦ ହୋଇପାରେ । ସରକାରୀ ଲାଭ ମିଳିପାରେ । ରାଜନୀତି ରେ ଜଡିତ ଲୋକେ ମହତ୍ଵ ପୂର୍ଣ୍ଣ ଦାୟିତ୍ଵ ପାଇବେ । ସ୍ୱାସ୍ଥ୍ୟ ପାଇଁ ଦିନ ଭଲ ରହିବ ନାହି । ସନ୍ଧ୍ୟା ସମୟରେ ଇଭିନିଙ୍ଗ ୱାକ କରିବା ଦ୍ଵାରା ଆପଣଙ୍କର ସ୍ୱାସ୍ଥ୍ୟ ରେ ଭଲ ପ୍ରଭାବ ପଡିପାରେ । ସୁଖ ସାଧନାରେ ବ୍ୟୟ ହେବ । ଧର୍ମ କର୍ମ ରେ ରୁଚି ରହିବ । ବେରୋଜଗାରଙ୍କୁ ରୋଜଗାର କରିବାର ଅବସର ମିଳିପାରେ ।

ମିଥୁନ ରାଶି : ଆଜି ଆପଣଙ୍କ ଦିନ ମିଳାଜୁଲା ରହିବ । ଆପଣଙ୍କର ସମାଜରେ ମାନ ସମାନ ପ୍ରତିଷ୍ଠା ହେବ । ଆଜି କୌଣସି ଗୋଟେ କାମ କରିବାରେ ସମସ୍ଯା ଆସିପାରେ । କୌଣସି ଛୋଟ ମୋଟ କାମ କରିବାରେ ଆପଣଙ୍କର ସମୟ ବ୍ଯତୀତ ହେବ । ଆପଣଙ୍କ ଘରେ ଚାଲିଥିବା କ୍ଲେଶ ଦୂର ହେବ । ଯଦି ଆପଣ କୌଣସି ମୁଖ୍ୟ ଯୋଜନା ଲାଗୁ କରିବାର ଅପେକ୍ଷା ରେ ଅଛନ୍ତି ତେବେ ଉଚିତ ସମୟ ରହିଛି । ନଜର ବ୍ୟବହାର ରେ ପରିବର୍ତ୍ତନ ଆଣନ୍ତୁ । କାର୍ଯ୍ୟ ସ୍ଥଳରେ କର୍ମଚାରୀ ଙ୍କ ସହ ବିବାଦ ହୋଇପାରେ ।

କର୍କଟ ରାଶି : ଆଜି ଆପଣ ଯୋଜନା କରିବା ପାଇଁ ବେହତର ବିଚାର ଚିନ୍ତା କରିବେ । ଯଦି ଆପଣ ଅନ୍ୟ ର ବିଶ୍ଵାସ ରେ ବିଶ୍ଵାସ କରିବେ ତେବେ ଆପଣ ବହୁତ ସହଜରେ ନିଜର କାମ ପୁରା କରିବେ । କିଛି ବଡ କାର୍ଯ୍ୟ ପ୍ରତି ଆପଣ ବୁଝାମଣା କରି ପାରନ୍ତି । ଆପଣଙ୍କ ଘରେ ଶୁଭ କାର୍ଯ୍ୟ ହେବାର ସମ୍ଭାବନା ରହିଛି । ଆଜି ଅନ୍ୟ ମାନଙ୍କ ଠାରେ ପରିବର୍ତ୍ତନ ଆଣିବାକୁ ଯାଇ ନିଜର କମି ଅନୁଭବ କରିବେ । ମିତ୍ର ଆପଣଙ୍କୁ କୌଣସି କାମ କରିବାକୁ କହିବେ ।

ସିଂହ ରାଶି : ଆଜି କାର୍ଯ୍ୟ କ୍ଷେତ୍ର ରେ ଶତ୍ରୁ ବାଧା ସୃଷ୍ଟି କରିବେ । ଧନ ନିବେଶ ରେ ଭଲ ଲାଭ ହେବ । ପରାକ୍ରମ ଭଲ ପରିଣାମ ଆଣିବ । ପ୍ରେମର ସ୍ଥିତି ପୂର୍ବ ଅପେକ୍ଷା ବେହତର ରହିବ । ନିଜର ଲୋକଙ୍କ ସହ ବ୍ୟବହାରିକ ସ୍ତର ରେ ସୁଧାର କରନ୍ତୁ । ପ୍ରେମ ଓ ବ୍ୟପାର ରେ ସ୍ଥିତି ଆପଣଙ୍କ ପାଇଁ ଭଲ ରହିବ । ବାଦ ବିବାଦରେ ବ୍ୟର୍ଥ ସମୟ ବରବାତ କରନ୍ତୁ ନାହି । କୌଣସି ସାମାଜିକ ଓ ଧାର୍ମିକ ସମାରୋହରେ ଭାଗ ନେବେ । ଲାଭ ପାର୍ଟନର ଙ୍କ ସହ ସପିଙ୍ଗ କରିବାକୁ ଯାଇ ପାରନ୍ତି ।

କନ୍ୟା ରାଶି : ଦୈନିକ ଜୀବନରେ ଆଜି କିଛି ନୂଆ ମୋଡ ଆସିବ । ଛୋଟ ଛୋଟ କଥାରେ ରାଗିବାରୁ ବଞ୍ଚିତ ହୁଅନ୍ତୁ । ଭୌତିକ ସୁଖ ସୁବିଧା ରେ ବୃଦ୍ଧି ହେବ । କିନ୍ତୁ କଳହ ରୁ ବଞ୍ଚନ୍ତୁ । ସ୍ୱାସ୍ଥ୍ୟ ର ସ୍ଥିତି ପୂର୍ବ ଅପେକ୍ଷା ବେହତର ହେବ । ବ୍ୟାପାରିକ ଦ୍ରୁଷ୍ଟି କୋଣ ରୁ ଭଲ ସମୟ ରହିବ । କାମ କାର୍ଯ୍ୟ ସହ ଆପଣଙ୍କର ଦାୟିତ୍ଵ ବଢିପାରେ । ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ । କୌଣସି ବଡ ପ୍ରୋଜେକ୍ଟ ମିଳିପାରେ । ଆଜୀବିକା ପାଇଁ ନୂଆ ସ୍ରୋତ ସ୍ଥାପିତ ହେବ ।

ତୁଳା ରାଶି : ଆଜି ବିଦ୍ୟାର୍ଥୀ ଙ୍କୁ କୌଣସି ବଡ ସଫଳତା ମିଳିପାରେ । ଆପଣଙ୍କ କଥା ଓ କାମର ପ୍ରଭାବ ଲୋକଙ୍କ ଉପରେ ପଡିବ । ପରିବାର ଲୋକଙ୍କର ପୁରା ସମର୍ଥନ ଓ ସହଯୋଗ ପାଇବେ । ଆଜି ଏମିତି ଯାତ୍ରା ହୋଇପାରେ ଯାହା ଦ୍ଵାରା ଆପଣଙ୍କୁ ଫାଇଦା ମିଳିପାରେ । ଆର୍ଥିକ ମାମଲା ରେ ସମୟ ଲଗାତାର ପ୍ରତିକୂଳ ରହିବ । ତେଣୁ ଅତ୍ୟଧିକ ସାବଧାନ ରୁହନ୍ତୁ । କାହାର କଥାରେ ପଡି ଭୁଲ ନିସ୍ପତି ନିଅନ୍ତୁ ନାହି । କୌଣସି ବୈଠକ ବା ସମାରୋହ ରେ ଯିବା ପାଇଁ ଆମନ୍ତ୍ରଣ କରା ଯାଇପାରେ ।

ବିଛା ରାଶି : ଆପଣଙ୍କୁ ଜୀବନ ସାଥିଙ୍କ ଠାରୁ ଉପହାର ମିଳିପାରେ । କିଛି ଲୋକଙ୍କର ସାହାଜ୍ଯ ଆପଣଙ୍କୁ ମିଳିପାରେ । ଶତ୍ରୁ ଉପରେ ବିଜୟୀ ହେବ । ଅଫିସରେ ଅଧିକ ମେହନତ କରିବାକୁ ପଡିପାରେ । ଆପଣଙ୍କ ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ଅଧିକତମ ମାମଲାରେ ଆପଣଙ୍କର କ୍ଷତି ହେବାରୁ ବଞ୍ଚିତ ହୁଅନ୍ତୁ । ନିଜ ସହ ବା ଆଖ ପାଖର ଲୋକଙ୍କ ସହ ସମ୍ପର୍କରେ ସୁଧାର ଆସିପାରେ । ଆପଣ ନିଜକୁ ଉଶ୍ଚାହୀ ଅନୁଭବ କରିବେ ।

ଧନୁ ରାଶି : ନୂଆ ସମ୍ପର୍କ ରମ୍ଭ କରିବା ପାଇଁ ସମୟ ଅନୁକୁଳ ରହିବ । ବିଦ୍ୟାର୍ଥୀ ବର୍ଗ ନିଜର କାର୍ଯ୍ୟ ରେ ସଫଳତା ପ୍ରାପ୍ତ କରିବେ । ଯେଉଁ ଲୋକ ବିଜେନ୍ସ ପାର୍ଟନରସିପ ରେ କରୁଛନ୍ତି ଓ କୌଣସି ବଡ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଦୁଇ ଜଣ ପାର୍ଟନର ଙ୍କୁ ଆପୋଷ ବୁଝାମଣା କରି ନିବେଶ କରିବା ଦରକାର । ସ୍ୱାସ୍ଥ୍ୟ ପାଇଁ ଦିନ ଭଲ ରହିବ ନାହି । ଚିନ୍ତା କାରଣରୁ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ସଙ୍ଗୀତ ଇତ୍ୟାଦି ରେ ରୁଚି ବଢିବ । ମାତା ଙ୍କ ସହ ବୈଚାରିକ ମତଭେଦ ହୋଇପାରେ ।

ମକର ରାଶି : ଯଦି ଆପଣଙ୍କର କିଛି ମହତ ଆକାଂକ୍ଷା ପୁରା ହେବ । ଆପଣଙ୍କ ଦ୍ଵାରା କିଛି ନୂଆ ଅଧିଗ୍ରହ ହୋଇପାରେ । ଆଜି ଦିନ ଟି ମନ ଆନନ୍ଦିତ ହେବା ସହ ମିତ୍ର ଙ୍କ ସଆଲୋଚନା ହେବା ଦ୍ଵାରା ସବୁ ଦୁଖ ଭୁଲିଯିବେ । ଅଜଣା ବ୍ୟକ୍ତି ଉପରେ ଅଧିକ ଭରସା କରନ୍ତୁ ନାହି । ଅଫିସ କମ ପାଇଁ ମାଲିକ ଙ୍କ ସହଯୋଗ ନିହାତି ଜରୁରୀ ଅଟେ । ଯାତ୍ରା ଆପଣଙ୍କୁ ଥକାପଣ ଦେଇପାରେ କିନ୍ତୁ ଆର୍ଥିକ ରୂପରେ ଫାଇଦା ମଧ୍ୟ ଦେବ ।

କୁମ୍ଭ ରାଶି : ଆଜି କୌଣସି ନିଜ ଲୋକଙ୍କ ସହ ମତଭେଦ ହୋଇପାରେ । ଆପଣ ପିଲା ଓ ପରିବାରକୁ ଅଧିକ ସମୟ ଦେବେ । ବ୍ୟାପାର କରୁଥିବା ଜାତକଙ୍କୁ ଆଜି ଯାତ୍ରା କରିବାକୁ ପଡିପାରେ । ଆଜି ଦିନ ଟି ଆପଣଙ୍କ ପାଇଁ ଚ୍ୟାଲେଞ୍ଜ ଭରା ରହିବାର ଅଛି । ପଇସା ମାମଲାରେ ଭାଗ୍ୟ ର ସାଥ ଆପଣଙ୍କୁ ମିଳିବ । ଆଜି ଅଟକି ରହିଥିବା ଧନ ପ୍ରାପ୍ତ ହେବ । ଦାଂପତ୍ଯ ଜୀବନ ବେହତର ହେବ । ଆପଣଙ୍କ ଦ୍ଵାରା କିଛି ଭୁଲ ହୋଇପାରେ ।

ମୀନ ରାଶି : ପ୍ରତିଯୋଗି ପରିକ୍ଷା ରେ ସଫଳତା ମିଳିବ । ଆଜି ପଇସା ମାମଲାରେ ସମ୍ଭାଳି କରି ରହିବାର ଅଛି । ଆପଣଙ୍କୁ ଉଧାର ଲେନଦେନ କରିବାରୁ ବଞ୍ଚିତ ହେବାକୁ ପଡିବ । ଚାକିରି କରୁଥିବା ଜ୍ତକ ଙ୍କୁ ନିଜର ଊର୍ଜା ର ପ୍ରୟୋଗ ଭଲ କାମରେ କରିବାର ଜରୁରତ ଅଛି । ଆପଣଙ୍କୁ ବ୍ୟବସାୟ ପାଇଁ ଦୂର ସ୍ଥାନକୁ ଯାତ୍ରା କରିବାକୁ ପଡିପାରେ କିନ୍ତୁ ଏହି ଯାତ୍ରା ଫଳଦାୟକ ହେବ । ସମ୍ପତି କିଣିବା ପାଇଁ ଆପଣ କୌଣସି ଜରୁରୀ ନିସ୍ପତି ନେବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।