ଆଜିର ରାଶିଫଳ, 8 ଅଗଷ୍ଟ 2022, ସୋମବାର, ମହାଦେବଙ୍କ ଆଶୀର୍ବାଦ ରହିବ ଏହି ୬ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୮ ଅଗଷ୍ଟ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ସନ୍ତାନର ଆରୋଗ୍ଯ ଚିନ୍ତାରେ ମନ ବ୍ଯାକୁଳ ହେବ । ଆଜି ସବୁ ସମସ୍ୟାରୁ ଦୂରରେ ରହିବେ । ସାମାନ୍ଯ ଦିନରେ ଯେଉଁ ସମସ୍ଯା ରେ ପଡୁଥିଲେ ସେଥିରୁ ମୁକ୍ତି ପାଇବେ । ଆଜି ଆପଣ ବହୁତ ଶାନ୍ତି ସହକାରେ ଦିନ ବ୍ଯତୀତ କରିବାକୁ ପାଇବେ । କିଛି ବଡ ସଉଦା ହୋଇପାରେ ଯାହା ଆପଣଙ୍କୁ ଦେଖିବାକୁ ମିଳିବ । କିସ୍ମତ ଉପରେ ଭରସା କରିଲେ ସବୁ କିଛି ହୋଇଯିବ ନାହି । ଗୁରୁଜନଙ୍କ ସ୍ୱାସ୍ଥ୍ୟ କୁ ନେଇ ଚିନ୍ତାରେ ରହିବେ ।

ବୃଷ ରାଶି : ଆଜି ଆପଣ ନିଜକୁ ବେହତର ଅନୁଭବ କରିବେ । ଆଜି ସାହିତ୍ଯ ଓ କଳା ରେ ଆପଣଙ୍କର ରୁଚି ରହିବ । ଆପଣ ବୌଧିକ କ୍ଷମତା ର ଧନୀ ହେବେ ଯାହା ସର୍ବଦା ଜ୍ଞାନ ପ୍ରାପ୍ତ କରିବାରେ ତତ୍ପର ରହିବେ । ଆଜ୍ୟ ଆପଣଙ୍କର ଏହି କଳା ବହୁତ କାମରେ ଆସିବ । ସମୟ ଆପଣଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହେବ । ବେହତର ସଫଳତା ହାସଲ ହେବ । ଦିନରେ କିଛି ଅଟକି ରହିଥିବା କାମ ସମୟ ଅନୁଯାୟୀ ପୂରଣ ହେବ । କାର୍ଯ୍ୟ, ବ୍ୟବସାୟ ଓ ମାନ ସମାନରେ ବୃଦ୍ଧି ହେବ ।

ମିଥୁନ ରାଶି : ଆଜି ଆପଣଙ୍କ ର ସବୁ କାମ ସମ୍ପନ୍ନ ହେବ । ପାରିବାରିକ ସମସ୍ଯା ଦୂର ହେବ । ଆଜି ଆପଣ ଆଖ ପାଖରେ ନର ରଖନ୍ତୁ କି କେଉଁ ବ୍ୟକ୍ତି ଆପଣଙ୍କ ପାଖ ରେ ଅଛନ୍ତି ଆଉ କିଏ ଆପଣଙ୍କ ବିରୁଦ୍ଧରେ ଅଛନ୍ତି । ଯଦି ଆପଣ କୌଣସି କ୍ଷେତ୍ରରେ ନିବେଶ କରିବାକୁ ଚାହୁଁଛନ୍ତି ତେବେ ସମୟ ଭଲ ନାହି । ଭାଇ ଭଉଣୀ ଙ୍କ ସହ ସମ୍ପର୍କ ଭଲ ରହିବ । ଆର୍ଥିକ ଉନ୍ନତିର ନୂଆ ରାସ୍ତା ଖୋଲିବ । ଆଜି ଧର୍ମ ଓ ଶୁଭ କାର୍ଯ୍ୟ ରେ ଆଗ୍ରହୀ ହେବେ ।

କର୍କଟ ରାଶି : ଆଜି କୌଣସି ପ୍ରିୟ ଲୋକଙ୍କ ଠାରୁ ଧୋକା ମିଳିପାରେ ତେଣୁ କାହା ଉପରେ ଆଖି ବନ୍ଦ କରି ଭରସା କରନ୍ତୁ ନାହି । ଆପାଙ୍କୁ ସହଯୋଗୀ ମାନଙ୍କ ସହ ମିଶି କାମ କରିବାକୁ ହେବ । ବରିଷ୍ଠଙ୍କର ସହଯୋଗ କାରଣରୁ ବଡ ରୁ ବଡ ସହଜରେ କରିବାରେ ସଫଳ ହେବେ । ଆପଣ କାର୍ଯ୍ୟ ରେ ମନ ପସନ୍ଦର ଜିନିଷ ପ୍ରତି ଧ୍ୟାନ ଦେବେ । ନିଜ କ୍ଷେତ୍ରରେ ନିପୁଣ ରହିବେ । ବିଜନେସ ରେ ଫାଇଦା ମିଳିବାର ନଜର ଆସୁ ନାହି । କାମର ବୋଝ ଚିନ୍ତାରେ ପକାଇପାରେ ।

ସିଂହ ରାଶି : ଆଜି ବନ୍ଧୁ ମାନଙ୍କ ସହ ଭେଟ ହେବ ତଥା ତାଙ୍କ ଠାରୁ ଲାଭ ମିଳିପାଏ । ଆତ୍ମବିଶ୍ଵାସ କାରଣରୁ ସଫଳତା ପାଇବେ । ନିଜର ସ୍ଵପ୍ନ ପୁରା କରିବାର ସମୟ ଆସି ଯାଇଛି ତେଣୁ ପୁରା ମେହନତ କରି କାମରେ ଧ୍ୟାନ ଦିଅନ୍ତୁ । ଯଦି ଆପଣ ପରୀକ୍ଷା ବା ପ୍ରତିଯୋଗୀତା ମାଧ୍ୟମରେ ନିଜର ସ୍ଥିତି ସୁଦୃଢ କରିବାକୁ ଚାହୁଁଛନ୍ତି ତେବେ ନିଜର ଧ୍ୟାନ ଓ ସମ୍ପର୍କ ହଜାନ୍ତୁ ନାହି । ଅଳ୍ପ ପରିଶ୍ରମ କରିଲେ ଅଧିକ ଧନ ପ୍ରାପ୍ତ ହେବ । ମାନସିକତାରେ ପରିବର୍ତ୍ତନ ଆଣନ୍ତୁ ।

କନ୍ୟା ରାଶି : କୌଣସି କଥାକୁ ନେଇ ଆଜି ଆପଣ ଅଧିକ ଚିନ୍ତା କରିବେ । ବ୍ୟାପାର ସହ ଜଡିତ ଜାତକ ଙ୍କ ପାଇଁ ଲାଭର ସ୍ଥିତି ରହିବ । ଯଦି ଏବେ ଏବେ ଆପଣଙ୍କର କୌଣସି ନୂଆ ବ୍ଯବସାୟିକ ସମ୍ପର୍କ ହୋଇଛି ତେବେ ଆଜି ସେଥିରେ ଭଲ ଫାଇଦା ମିଳିପାରେ । ଜୀବନ ସାଥିଙ୍କ ସହ ସମ୍ପର୍କ ପ୍ରେମ ସମ୍ପର୍କ ବହୁତ ଭଲ ରହିବ । ଅସହାୟ ଲୋକଙ୍କୁ ଭୋଜନ କରନ୍ତୁ ସମ୍ପର୍କରେ ମିଠାଶ ଆସିବ । ଆପଣ ନିଜର ଅନ୍ଦାଜରେ ଅନ୍ୟ ମାନଙ୍କୁ ଆକର୍ଷିତ କରନ୍ତୁ ।

ତୁଳା ରାଶି : ଆଜି ପରିବାର କୌଣସି ସଦସ୍ୟ ଙ୍କ ସହ ମତଭେଦ ହୋଇପାରେ । ଅଫିସରେ ବେହତର କାମ କାରଣରୁ ମାଲିକ ଆପଣଙ୍କୁ ପ୍ରଶଂସା କରିବେ । ବ୍ୟାପାରିକ ମାମଲା ରେ ଆଜି ଆର୍ଥିକ ରୂପ ରେ କିଛି ସମସ୍ଯା ହୋଇପାରେ । ନିଜର ସ୍ୱାସ୍ଥ୍ୟ ର ଧ୍ୟାନ ରଖନ୍ତୁ । ଶାରୀରିକ ପୀଡା ରେ ଗ୍ରାସିତ ହୋଇ ପାରନ୍ତି । ଯଦି ଆପଣ କାହାକୁ ସଚ୍ଚା ପ୍ରେମ କରୁଛନ୍ତି ତେବେ ଆପଣ ନିଜର ପ୍ରେମିଙ୍କୁ ପ୍ରେମ ପ୍ରସ୍ତାବ ଦେଇ ପାରିବେ । ଘରେ ବଡ ମାନଙ୍କର କଥାକୁ ନଜର ଅନ୍ଦାଜ କରନ୍ତୁ ନାହି ।

ବିଛା ରାଶି : ଆପଣଙ୍କ ମଧ୍ୟରୁ କିଛି ବାହନ ସହ ସମବାଧିତ ବ୍ୟବସାୟ ଓ କୃଷି ରେ ଅତିରିକ୍ତ ଆୟ ପ୍ରାପ୍ତ କରିବେ । ଆର୍ଥିକ ଦ୍ରୁଷ୍ଟି କୋଣରୁ ଆଜି ଦିନ ଟି ଆପଣଙ୍କ ପାଇଁ ଖର୍ଚ୍ଚାନ୍ତ ହୋଇପାରେ । ଆମଦାନିରୁ ଅହଡିକ ଖର୍ଚ୍ଚ ହୋଇପାରେ ଯାହା କାରଣରୁ ଆପଣ ଚିନ୍ତା ରେ ରହିବେ । ନିଜେ କହିଥିବା ଶବ୍ଦ କାରଣରୁ ଚିନ୍ତା ରେ ରହିବେ । ଆପଣଙ୍କୁ ଶାନ୍ତି ସହକାରେ ଦିନ ବ୍ଯତୀତ କରିବାର ଅଛି । କାମ କାର୍ଯ୍ୟ ବିଷୟରେ କହିବାକୁ ଗଲେ ଅଫିସରେ ସହକର୍ମୀ ମାନଙ୍କ ସହ ତାଳମେଳ ଠିକ ରହିବ ।

ଧନୁ ରାଶି : ଆଜି ଆପଣଙ୍କ ଲଭ ଲାଇଫ ମାମଲାରେ ଆସୁଥିବା ସବୁ ପ୍ରକାରର ବାଦାହ ଦୂର ହେବ । ବିଦେଶ ଯାତ୍ରା କରିବାର ଯୋଗ ରହିଛି । ପୂର୍ବରୁ କରିଥିବା ନିବେଶରୁ ଫାଇଦା ପାଇବେ । ଶତ୍ରୁ ସକ୍ରିୟ ହେବେ । ମନେ ମନେ କୌଣସି କଥାକୁ ପାଇଁ ଚିନ୍ତା ରେ ରହିବେ । ପୁନ ବିଚାର କରି ଯେ କୌଣସି ନିସ୍ପତି ନିଅନ୍ତୁ । ବ୍ଯବସାୟିକ ରୂପରେ ଆପଣ ସକ୍ରିୟ ଓ ସତର୍କ ରୁହନ୍ତୁ । କୌଣସି ଭୁଲ କାରଣରୁ ଆପଣଙ୍କୁ ଅଫିସରେ ମାଲିକ ଙ୍କ ରାଗ ର ଶିକାର ହେବାକୁ ପଡିପାରେ । ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ ।

ମକର ରାଶି : ଆଜି ଆପଣଙ୍କୁ ଦୁଇ ଗୁଣା ଖୁସି ମିଳିବାକୁ ଯାଉଛି । ଅଟକି ରହିଥିବା ଦରମା ମିଳିବାର ସମ୍ଭାବନା ରହିଛି । ଯୁବ ବର୍ଗ ଅତ୍ୟଧିକ ମୋବାଇଲ, ଟିଭି ଓ ଲ୍ୟାପଟପ ର ପ୍ରୟୋଗ କରୁବାକୁ ବଞ୍ଚିତ ରୁହନ୍ତୁ । ଲଗାତର ଏମିତି କରିବା ଦ୍ଵାରା ଆଖି ଜନିତ ସମସ୍ଯା ହୋଇପାରେ । ଆପଣଙ୍କୁ ପଇସା ମାମଲାରେ ସାବଧାନ ରହିବାକୁ ହେବ ନଚେତ ଆପଣଙ୍କର କ୍ଷତି ହୋଇପାରେ । ପକ୍ଷୀ ଙ୍କୁ ଦାନା ଖାଇବାକୁ ଦିଅନ୍ତୁ ଆପଣ ଜୀବରେ ଖୁବ ଉନ୍ନତି କରିବେ ।

କୁମ୍ଭ ରାଶି : ସରକାରୀ କାର୍ଯ୍ୟ ରେ ଗତି ବିଧି ଠିକ ରହିବ । ବ୍ୟୟ ବହୁତ ଅଧିକ ହୋଇପାରେ । ତେଣୁ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଏବେ ଏବେ ନୂଆ ବନ୍ଧୁ ମିଳି ପାରନ୍ତି । ଆପଣ ନିଜର ମନ ମୁତାବକ କାମ କରିବାକୁ ନେଇ ଉଶ୍ଚାହ ରହିବେ । ଆଜି ସୁଖ ସାଧନାରେ ବୃଦ୍ଧି ହେବ । ଉତ୍ତମ ଭୋଜନ ପ୍ରାପ୍ତ ହେବ । ପିଲାଙ୍କର ବେହତର ପାଇଁ ଧନ ଖର୍ଚ୍ଚ ହେବ । ପଇସାର ସ୍ଥିତିରେ ସୁଧାର ଆସିବ । ଇନକମ ବଢାଇବା ପାଇଁ ଆଜି ଆପଣଙ୍କୁ ଭଲ ଅବସର ମିଳିବ ।

ମୀନ ରାଶି : ଆପଣଙ୍କର ପୁରା ଧ୍ୟାନ ନିଜର କ୍ଯାରିୟର କୁ ଆଗକୁ ବଢିବାରେ ରହିବ । ସାମାଜିକ କାର୍ଯ୍ୟକ୍ରମ ରେ ସାମିଲ ହେବାର ମୌକା ମିଳିବ । ବନ୍ଧୁଙ୍କ ସହ ଭଲ ସମୟ ବ୍ଯତୀତ ହେବ । ଭାଗ୍ୟ ପାଖ କମଜୋର ରହିବ ତେଣୁ ଅଯଥା କାମରେ ଲାଗନ୍ତୁ ନାହି । ନୂଆ ନିବେଶ ବା ଆର୍ଥିକ ପକ୍ଷ ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ । କଠିନ ପରିଶ୍ରମ କରିବା ଦ୍ଵାରା ଆପଣଙ୍କୁ ପ୍ରତେକ କାର୍ଯ୍ୟ ରେ ସଫଳତା ପ୍ରପାତ ହେବ । ଆପଣ ଅଧିକ ସମ୍ବେଦନଶୀଳତା ରହିବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।